Josué 2

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।
1 E enviou Josué, filho de Num, dois homens desde Sitim a espiar secretamente, dizendo: Andai e observai a terra e a Jericó. Foram, pois, e entraram na casa de uma mulher prostituta, cujo nome era Raabe, e dormiram ali.
2 କହେି ଲୋକ ଯିରୀହାରେ ରାଜାଙ୍କକ୍ସ୍ଟ ଏକଥା ଜଣାଇଲା, ଶଷେ ରାତ୍ରି ରେ ଇଶ୍ରାୟେଲର କେତକେ ଲୋକ ଆମ୍ଭ ଦେଶର ଦୁର୍ବଳତା ଖାଜେିବ ପାଇଁ ଏହି ସ୍ଥାନକକ୍ସ୍ଟ ଆସିଲେ।
2 Então, deu-se notícia ao rei de Jericó, dizendo: Eis que esta noite vieram aqui uns homens dos filhos de Israel para espiar a terra.
3 ତେଣୁ ଯିରୀହାରେ ରାଜା ଏହି ବାର୍ତ୍ତା ରାହବ ନିକଟକକ୍ସ୍ଟ ପଠାଇଲେ, ଯେଉଁ ଲୋକମାନେ ଆସି ତକ୍ସ୍ଟମ୍ଭ ଗୃହ ରେ ପ୍ରବେଶ କରିଛନ୍ତି, ସମାନଙ୍କେୁ ବାହାର କରି ଆଣ। ଯେ ହତେକ୍ସ୍ଟ ସମାନେେ ସମସ୍ତେ ଦେଶ ଅନକ୍ସ୍ଟସନ୍ଧାନ ରେ ଆସିଛନ୍ତି।
3 Pelo que enviou o rei de Jericó a Raabe, dizendo: Tira fora os homens que vieram a ti e entraram na tua casa, porque vieram espiar toda a terra.
4 ଏଥି ରେ ସେ ସ୍ତ୍ରୀ ଲୋକ ସହେି ଦକ୍ସ୍ଟଇ ଜଣଙ୍କକ୍ସ୍ଟ ଲକ୍ସ୍ଟଚାଇ ରଖିଲ। କିନ୍ତୁ ସ୍ତ୍ରୀ ଲୋକଟି କହିଲା, ହିଁ, ଦକ୍ସ୍ଟଇଜଣ ଲୋକ ମାେ ପାଖକକ୍ସ୍ଟ ଆସିଥିଲେ, କିନ୍ତୁ ସମାନେେ କେଉଁଠାରକ୍ସ୍ଟ ଆସିଥିଲେ ମୁ ଜାଣି ପାରିଲି ନାହିଁ।
4 Porém aquela mulher tomou a ambos aqueles homens, e os escondeu, e disse: É verdade que vieram homens a mim, porém eu não sabia de onde eram.
5 ସଂନ୍ଧ୍ଯା ସମୟରେ ଯେତବେେଳେ ଆମ୍ଭର ଫାଟକ ବନ୍ଦ କରିବା ସମୟ ହେଲା, ସହେି ଲୋକମାନେ ଏ ସ୍ଥାନ ପରିତ୍ଯାଗ କରି ଗ୍ଭଲିଗଲେ। ମୁ ଜାଣେ ନାହିଁ ସମାନେେ କେଉଁଠାକକ୍ସ୍ଟ ଗଲେ। କିନ୍ତୁ ତୁମ୍ଭେ ଯଦି ଶିଘ୍ର ସମାନଙ୍କେୁ ଅନକ୍ସ୍ଟଧାବନ କର ତବେେ ତୁମ୍ଭେ ସମାନଙ୍କେୁ ନିଶ୍ଚଯ ଧରି ପାରିବ।
5 E aconteceu que, havendo-se de fechar a porta, sendo já escuro, aqueles homens saíram; não sei para onde aqueles homens se foram; ide após eles depressa, porque vós os alcançareis.
6 ରାହବ ଏହି ସବୁକଥା ସମାନଙ୍କେୁ କହିଲା, କିନ୍ତୁ ବାସ୍ତବ ରେ ସେ ସମାନଙ୍କେୁ ଛାତ ଉପରେ ଛଣ କାଠଗଦା ଭିତ ରେ ଲକ୍ସ୍ଟଗ୍ଭଇ ରଖିଥିଲା।
6 Porém ela os tinha feito subir ao telhado e os tinha escondido entre as canas do linho, que pusera em ordem sobre o telhado.
7 ତେଣୁ ସହେି ଲୋକମାନେ ଗକ୍ସ୍ଟଲ୍ଗଚର ପଛ ରେ ଗୋଡ଼ାଇ ଗୋଡ଼ାଇ ୟର୍ଦ୍ଦନ ବାଟରେ ଘାଟ ପର୍ୟ୍ଯନ୍ତ ଧାଇଁଲେ। ପକ୍ସ୍ଟଣି ଗକ୍ସ୍ଟଲ୍ଗଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ୟିବା କ୍ଷଣେ ନଗରବାସୀଗଣ ନଗରଦ୍ବାର ବନ୍ଦ କଲେ
7 E foram-se aqueles homens após os espias, pelo caminho do Jordão, até aos vaus; e fechou-se a porta, havendo saído os que iam após eles.
8 ସମାନେେ ରାତ୍ରିଶଯନ ପାଇଁ ପ୍ରସ୍ତକ୍ସ୍ଟତ ହବୋ ସମୟରେ ରାହବ ଗକ୍ସ୍ଟଲ୍ଗଚରମାନଙ୍କ ପାଖକକ୍ସ୍ଟ ଛାତ ଉପରକକ୍ସ୍ଟ ୟାଇ କହିଲା,
8 E, antes que eles dormissem, ela subiu a eles sobre o telhado
9 ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।
9 e disse aos homens: Bem sei que o Senhor vos deu esta terra, e que o pavor de vós caiu sobre nós, e que todos os moradores da terra estão desmaiados diante de vós.
10 ଆମ୍ଭମାନେେ ଭୟ କରୁଅଛକ୍ସ୍ଟ କାରଣ ଆମ୍ଭେ ଶକ୍ସ୍ଟଣିଛକ୍ସ୍ଟ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛନ୍ତି। ଆମ୍ଭେ ଜାଣକ୍ସ୍ଟ ତୁମ୍ଭେ ମିଶରରକ୍ସ୍ଟ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକକ୍ସ୍ଟ ଶକ୍ସ୍ଟଖାଇ ଦେଲେ। ଆମ୍ଭେ ଆହକ୍ସ୍ଟରି ଜାଣକ୍ସ୍ଟ ତୁମ୍ଭେ କିପରି ୟର୍ଦ୍ଦନ ପୂର୍ବ ପାରିସ୍ଥ ସୀହାନେ ଓ ଓଗ୍ ନାମକ ଦକ୍ସ୍ଟଇଜଣ ଇ ମାରେୀଯ ରାଜାଙ୍କକ୍ସ୍ଟ ବିନାଶ କରିଅଛ।
10 Porque temos ouvido que o Senhor secou as águas do mar Vermelho diante de vós, quando saíeis do Egito, e o que fizestes aos dois reis dos amorreus, a Seom e a Ogue, que estavam dalém do Jordão, os quais destruístes.
11 ଆମ୍ଭମାନେେ ଏହିପରି ମର୍ମନ୍ତକ୍ସ୍ଟଦ କଥାମାନ ଶକ୍ସ୍ଟଣି ଅତ୍ଯନ୍ତ ଭୟଭୀତ ହାଇେ ୟାଇଛକ୍ସ୍ଟ ଏବଂ କହେି ତକ୍ସ୍ଟମ୍ଭ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସାହାସ କରୁ ନାହାଁନ୍ତି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଉପରିସ୍ଥ ସ୍ବର୍ଗର ଓ ନୀଚସ୍ଥ ପୃଥିବୀର ପରମେଶ୍ବର ଅଟନ୍ତି।
11 Ouvindo isso, desmaiou o nosso coração, e em ninguém mais há ânimo algum, por causa da vossa presença; porque o Senhor , vosso Deus, é Deus em cima nos céus e embaixo na terra.
12 ଏଣୁ ମୁ ଗ୍ଭ ହେଁ, ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କର। ମୁ ତୁମ୍ଭମାନଙ୍କ ପ୍ରତି ଦୟା ଦଖାଇେଅଛି। ଏଥିପାଇଁ ତକ୍ସ୍ଟମ୍ଭମାନେ ମଧ୍ଯ ମାରେ ପରିବାର ପାଇଁ ଦୟା ଦଖାଇବେ। ଏ ବିଷଯ ରେ ମାେତେ ଏକ ସତ୍ଯ ଚିହ୍ନ ଦିଅ।
12 Agora, pois, jurai-me, vos peço, pelo Senhor , pois que vos fiz beneficência, que vós também fareis beneficência à casa de meu pai, e dai-me um sinal certo,
13 ମାେତେ କକ୍ସ୍ଟହ ଯେ ତୁମ୍ଭେ ମାରେ ପରିବାରବର୍ଗକକ୍ସ୍ଟ ବଞ୍ଚାଇ ରଖିବ। ମାରେପିତା, ମାତା, ଭାଇମାନଙ୍କୁ, ଭଉଣୀମାନଙ୍କୁ ଏବଂ ତାଙ୍କର ସମସ୍ତ ପରିବାରବର୍ଗଙ୍କକ୍ସ୍ଟ ରକ୍ଷା କରିବ। ଦୟାକରି ଆମ୍ଭମାନଙ୍କ ଜୀବନକକ୍ସ୍ଟ ମୃତକ୍ସ୍ଟ୍ଯମକ୍ସ୍ଟଖରକ୍ସ୍ଟ ରକ୍ଷା କରିବ ବୋଲି ପ୍ରତିଜ୍ଞା କର।
13 de que dareis a vida a meu pai e a minha mãe, como também a meus irmãos e a minhas irmãs, com tudo o que têm, e de que livrareis as nossas vidas da morte.
14 ସମାନେେ ଏଥି ରେ ସମ୍ମତ ହେଲେ ଓ କହିଲେ, ତୁମ୍ଭେ ଯବେେ ଆମ୍ଭମାନେ ଯାହା କରୁଛକ୍ସ୍ଟ ପ୍ରକାଶ ନ କରିବ, ତବେେ ଆମ୍ଭମାନଙ୍କର ପ୍ରାଣ ବଦଳ ରେ ତୁମ୍ଭମାନଙ୍କର ପ୍ରାଣ ରକ୍ଷା କରିବକ୍ସ୍ଟ। ଆଉ ଯେତବେେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏ ଦେଶ ଦବେେ, ଆମ୍ଭେ ତକ୍ସ୍ଟମ୍ଭପ୍ରତି ଦୟା ଓ ବିଶ୍ବସ୍ତତା ପ୍ରଦର୍ଶନ କରିବକ୍ସ୍ଟ।
14 Então, aqueles homens responderam-lhe: A nossa vida responderá pela vossa até ao ponto de morrer, se não denunciardes este nosso negócio; e será, pois, que, dando-nos o Senhor esta terra, usaremos contigo de beneficência e de fidelidade.
15 ସହେି ସ୍ତ୍ରୀ ଲୋକଟିର ଘର ନଗରର ପ୍ରାଚୀର ମଧିଅରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀ ଲୋକଟି ଏକ ଦଉଡି ସାହାୟ୍ଯ ରେ ଝରକା ଦଇେ ଏ ଲୋକମାନଙ୍କୁ ଖସି ୟିବାକକ୍ସ୍ଟ ସାହାୟ୍ଯ କଲା।
15 Ela, então, os fez descer por uma corda pela janela, porquanto a sua casa estava sobre o muro da cidade, e ela morava sobre o muro.
16 ତା'ପରେ ସେ ସ୍ତ୍ରୀଲୋକଟି କହିଲା, ପର୍ବତମଯ ଦେଶ ମଧ୍ଯକକ୍ସ୍ଟ ୟାଅ ରାଜାଙ୍କର ଲୋକମାନେ ହଠାତ୍ ତୁମ୍ଭକୁ ପାଇବାକକ୍ସ୍ଟ ସକ୍ଷମ ହବେେ ନାହିଁ। ସଠାେରେ ତିନିଦିନ ଲକ୍ସ୍ଟଚିରକ୍ସ୍ଟହ, ଯେତବେେଳେ ରାଜାଙ୍କର ଲୋକମାନେ ଫରେି ଆସିବେ ତୁମ୍ଭମାନେେ ତକ୍ସ୍ଟମ୍ଭ ବାଟରେ ଗ୍ଭଲିୟିବ।
16 E disse-lhes: Ide-vos ao monte, para que, porventura, vos não encontrem os perseguidores; e escondei-vos lá três dias, até que voltem os perseguidores, e, depois, ide pelo vosso caminho.
17 ସମାନେେ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଆମ୍ଭେ ତୁମ୍ଭକୁ କଥା ଦଇେଛକ୍ସ୍ଟ। ଗୋଟିଏ କାମ କର ନଚେତ୍ ଆମ୍ଭେ ଆପଣା ପ୍ରତିଜ୍ଞାରକ୍ସ୍ଟ ମକ୍ସ୍ଟକ୍ତ ହାଇେ ପାରିବକ୍ସ୍ଟ।
17 E disseram-lhe aqueles homens: Desobrigados seremos deste teu juramento que nos fizeste jurar,
18 ତୁମ୍ଭେ ଯେଉଁ ଝରକା ଦଇେ ଆମ୍ଭମାନଙ୍କ ରକ୍ଷା କରିଛ, ଆମ୍ଭମାନେେ ଏ ଦେଶକକ୍ସ୍ଟ ଆସିବା ବେଳେ ତୁମ୍ଭେ ସହେି ଝରକା ରେ ସହେି ନାଲିଧଡି ଫିତା ବାନ୍ଧି ରଖିଥିବ। ପକ୍ସ୍ଟଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କକ୍ସ୍ଟ ତୁମ୍ଭର ନିକଟରେ ଏକତ୍ର କରିବ।
18 se, vindo nós à terra, não atares este cordão de fio de escarlata à janela por onde nos fizeste descer; e se não recolheres em casa contigo a teu pai, e a tua mãe, e a teus irmãos, e a toda a família de teu pai.
19 ଆମ୍ଭେ ସମସ୍ତଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦବେକ୍ସ୍ଟ, ଯେଉଁମାନେ କି ତକ୍ସ୍ଟମ୍ଭ ନିକଟରେ ଥିବେ। ଯଦି ତୁମ୍ଭେ ସ୍ବଗୃହ ରେ କହେି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାଯୀ ରହିବକ୍ସ୍ଟ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକକ୍ସ୍ଟକ୍ସ୍ଟ ୟାଏ, ତାକକ୍ସ୍ଟ ହକ୍ସ୍ଟଏତ ହତ୍ଯା କରାୟିବ। ଆମ୍ଭମାନେେ ସେ ଲୋକର ମୃତକ୍ସ୍ଟ୍ଯ ପାଇଁ ଦାଯୀ ହବେକ୍ସ୍ଟ ନାହିଁ। ଏହା ତା'ର ନିଜର ଭକ୍ସ୍ଟଲ ହବେ।
19 Será, pois, que qualquer que sair fora da porta da tua casa, o seu sangue será sobre a sua cabeça, e nós seremos sem culpa; mas qualquer que estiver contigo em casa, o seu sangue seja sobre a nossa cabeça, se nele se puser mão.
20 ଏହି ଚକ୍ସ୍ଟକ୍ତି ଆମ୍ଭେ ତକ୍ସ୍ଟମ୍ଭ ସହିତ କରୁଅଛକ୍ସ୍ଟ। ଆମ୍ଭେ ଯାହା କରିଅଛକ୍ସ୍ଟ, ଯଦି ତୁମ୍ଭେ ଏହା କାହା ଆଗ ରେ ପ୍ରକାଶ କର, ତବେେ ଆମ୍ଭେ ଏ ଚକ୍ସ୍ଟକ୍ତିରକ୍ସ୍ଟ ବିରତ ହବେକ୍ସ୍ଟ।
20 Também, se tu denunciares esse nosso negócio, seremos desobrigados do teu juramento, que nos fizeste jurar.
21 ସେ ସ୍ତ୍ରୀ ଲୋକଟି ଉତ୍ତର ଦଇେ କହିଲା, ତୁମ୍ଭେ ଯାହା କହିଲ ମୁ ଠକ୍ ସହେିପରି କରିବି। ସ୍ତ୍ରୀ ଲୋକଟି ସମାନଙ୍କେୁ ବିଦାଯ ଦଲୋ, ତା'ପରେ ସେ ଲୋକମାନେ ସ୍ଥାନ ପରିତ୍ଯାଗ କଲେ। ତା'ପରେ ସହେି ସ୍ତ୍ରୀ ଲୋକ ଜଣକ ସହେି ନାଲି ଧଡି ଫିତାଟିକକ୍ସ୍ଟ ସହେି ଝରକା ରେ ବାନ୍ଧି ରଖିଲା।
21 E ela disse: Conforme as vossas palavras, assim seja. Então, os despediu; e eles se foram; e ela atou o cordão de escarlata à janela.
22 ସହେି ଲୋକମାନେ ସେ ସ୍ଥାନ ପରିତ୍ଯାଗ କରି ପର୍ବତ ରେ ପହନ୍ଚିଲେ। ସମାନେେ ସଠାେରେ ତିନିଦିନ ରହିଲେ, ରାଜାଙ୍କର ଲୋକମାନେ ସମାନଙ୍କେୁ ଗ୍ଭରିଆଡେ ଖାଜୋ ଖାଜେି କଲେ। ତିନିଦିନ ପରେ, ରାଜାଙ୍କ ଲୋକମାନେ ଖାଜେିବା ବନ୍ଦ କରି ନିଜ ସହରକକ୍ସ୍ଟ ପ୍ରତ୍ଯାବର୍ତ୍ତନ କଲେ।
22 Foram-se, pois, e chegaram ao monte, e ficaram ali três dias, até que voltaram os perseguidores; porque os perseguidores os buscaram por todo o caminho, porém não os acharam.
23 ସହେି ଦକ୍ସ୍ଟଇଜଣ ଲୋକ ପର୍ବତରକ୍ସ୍ଟ ଓହ୍ଲାଇ ନଦୀ ପାର ହାଇେ ନୂନର ପକ୍ସ୍ଟତ୍ର ଯିହାଶୂେୟଙ୍କ ନିକଟକକ୍ସ୍ଟ ଫରେି ଆସିଲେ। ଯାହା ସବୁ ଘଟିଥିଲା, ସମାନେେ ତାହା ବର୍ଣନା କଲେ।
23 Assim, aqueles dois homens voltaram, e desceram do monte, e passaram, e vieram a Josué, filho de Num, e contaram-lhe tudo quanto lhes acontecera;
24 ସମାନେେ ଯିହାଶୂେୟଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ବାସ୍ତବ ରେ ଆମ୍ଭକକ୍ସ୍ଟ ସମସ୍ତ ଦେଶ ଦାନ କରିଛନ୍ତି। ସହେି ଦେଶ ରେ ସମସ୍ତ ଲୋକ ଆମ୍ଭକକ୍ସ୍ଟ ଭୟ କରୁଛନ୍ତି।
24 e disseram a Josué: Certamente o Senhor tem dado toda esta terra nas nossas mãos, pois até todos os moradores estão desmaiados diante de nós.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 2, comparar traduções ou montar um estudo — tudo direto pelo WhatsApp.