Josué 24

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଯିହାଶୂେୟ ଇଶ୍ରାୟେଲ ବଂଶଗଣକକ୍ସ୍ଟ ଶିଖିମଠା ରେ ଏକତ୍ରୀତ କଲେ। ଏହାପରେ ୟିହୋଶୂଯ ସମସ୍ତ ପ୍ରାଚୀନବର୍ଗ, ସମାନଙ୍କେର ପ୍ରାଚୀନମାନଙ୍କୁ ସମାନଙ୍କେର ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ଏବଂ ସମସ୍ତ ଅଧ୍ଯକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକତ୍ରୀତ କରାଇଲେ।
1 Depois, ajuntou Josué todas as tribos de Israel em Siquém e chamou os anciãos de Israel, e os seus cabeças, e os seus juízes, e os seus oficiais, e eles se apresentaram diante de Deus.
2 ଏହାପରେ ୟିହୋଶୂଯ ସମସ୍ତ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଯାହା କହକ୍ସ୍ଟଛି ତାକକ୍ସ୍ଟ ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର କହିଛନ୍ତି, ତୁମ୍ଭମାନଙ୍କୁ।
2 Então, Josué disse a todo o povo: Assim diz o Senhor , Deus de Israel: Dalém do rio, antigamente, habitaram vossos pais, Tera, pai de Abraão e pai de Naor, e serviram a outros deuses.
3 କିନ୍ତୁ ମୁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ ସେ ଭୂମିରକ୍ସ୍ଟ ଆଣି ନଦୀ ଏପାରି ରେ ରଖିଲି। ମୁ ତାଙ୍କୁ କିଣାନ ଦେଶର ସବୁଆଡେ ଆଗଇେ ନଲେି, ଏବଂ ତା'ର ବଂଶକକ୍ସ୍ଟ ବହକ୍ସ୍ଟ ସନ୍ତାନ ଦଲେି। ଏବଂ ତାକକ୍ସ୍ଟ ମଧ୍ଯ ଏକ ପକ୍ସ୍ଟତ୍ର ଦଲେି ଯାହାର ନାମ ଇସ୍ହାକ।
3 Eu, porém, tomei a Abraão, vosso pai, dalém do rio e o fiz andar por toda a terra de Canaã; também multipliquei a sua semente e dei-lhe Isaque.
4 ଏବଂ ଇସ୍ହାକକକ୍ସ୍ଟ ଦକ୍ସ୍ଟଇଟି ପକ୍ସ୍ଟତ୍ର ଦଲେି, ସମାନେେ ହେଲେ, ୟାକକ୍ସ୍ଟବ ଓ ଏଷୌ। ଏବଂ ଏଷୌକକ୍ସ୍ଟ ସଯେୀର ପର୍ବତ ଓ ତା'ର ପାଶର୍‌ବବର୍ତ୍ତୀ ଭୂମି ଦଲେି। ୟାକକ୍ସ୍ଟବ ଏବଂ ତାଙ୍କର ସନ୍ତାନମାନେ ସଠାେରେ ବାସ କଲେ ନାହିଁ। ସମାନେେ ବାସ କରିବାକୁ ମିଶରକକ୍ସ୍ଟ ପଳାଇ ଗଲେ।
4 E a Isaque dei Jacó e Esaú; e a Esaú dei a montanha de Seir, para a possuir; porém Jacó e seus filhos desceram para o Egito.
5 ଏହାପରେ ମୁ, ମାଶାେ ଓ ହାରୋଣକକ୍ସ୍ଟ ସହେି ସ୍ଥାନକକ୍ସ୍ଟ ପଠାଇଲି। ଆଉ ମୁ ଗ୍ଭହିଁଥିଲି ମାରେଲୋକମାନଙ୍କୁ ମିଶରରକ୍ସ୍ଟ ଫରୋଇ ଆଣିବା ପାଇଁ। ମିଶର ମଧିଅରେ ଶକ୍ତିଶାଳୀ କାର୍ୟ୍ଯ କରି ମୁ ସମାନଙ୍କେୁ ପିଡାଦଲେି। ଏହାପରେ ମୁ ତୁମ୍ଭମାନଙ୍କର ଲୋକମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲି।
5 Então, enviei Moisés e Arão e feri ao Egito, como o fiz no meio dele; e depois vos tirei de lá.
6 ଏହିପରି ଭାବରେ ମୁ ତୁମ୍ଭର ପୂର୍ବପୁରୁଷଗଣଙ୍କକ୍ସ୍ଟ ମିଶରରକ୍ସ୍ଟ ନଇେ ଆସିଲି। ମିଶରୀଯମାନେ ରଥ ଓ ରଥା ରୋହୀ ସହିତ ସୂଫ ସମକ୍ସ୍ଟଦ୍ର ପ୍ରର୍ୟ୍ଯନ୍ତ ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ପେଛ ପେଛ ଗୋଡ଼ାଇ ଆସିଥିଲେ। ମିଶରୀଯ ରଥା ରୋହୀ ଓ ଅଶ୍ବାରୋହୀ ମଧ୍ଯ ଥିଲେ।
6 E, tirando eu vossos pais do Egito, viestes ao mar; e os egípcios perseguiram vossos pais, com carros e com cavaleiros, até ao mar Vermelho.
7 ତେଣୁ ଲୋକମାନେ ମାେତେ ପ୍ରାର୍ଥନା କଲେ, ହେ ପ୍ରଭକ୍ସ୍ଟ ଆମ୍ଭକକ୍ସ୍ଟ ସାହାୟ୍ଯ କର ମୁ ମିଶରୀଯମାନଙ୍କ ପାଇଁ ବହକ୍ସ୍ଟ ଅସକ୍ସ୍ଟବାଧା କରାଇଲି । ଏବଂ ମିଶରୀଯମାନଙ୍କ ଉପରକକ୍ସ୍ଟ ସମକ୍ସ୍ଟଦ୍ରକକ୍ସ୍ଟ ଆଚ୍ଛାନ୍ନ କରାଇଲି। ତୁମ୍ଭମାନେେ ଦେଖିଅଛ, ମୁ ମିଶରୀଯ ୈସନ୍ଯମାନଙ୍କୁ କି ଅବସ୍ତା କରିଛି।
7 E clamaram ao Senhor , que pôs uma escuridão entre vós e os egípcios, e trouxe o mar sobre eles, e os cobriu, e os vossos olhos viram o que eu fiz no Egito; depois, habitastes no deserto muitos dias.
8 ଏହାପରେ ଆମ୍ଭେ ତୁମ୍ଭମାନଙ୍କୁ ୟର୍ଦ୍ଦନ ନଦୀର ପୂର୍ବପାଶର୍‌ବ ରେ ବାସ କରୁଥିବା ଇମାରେୀୟମାନଙ୍କର ଦେଶକକ୍ସ୍ଟ ଆଣିଲକ୍ସ୍ଟ। ଏହାପରେ ସମାନେେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତେଣୁ ଆମ୍ଭେ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କଲକ୍ସ୍ଟ। ଏହିପରି ତୁମ୍ଭେ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ। ଏବଂ ସମାନଙ୍କେୁ ବିନାଶ କଲ।
8 Então, eu vos trouxe à terra dos amorreus, que habitavam dalém do Jordão, os quais pelejaram contra vós; porém os dei na vossa mão, e possuístes a sua terra; e os destruí diante de vós.
9 ଏହାପରେ ସିପ୍ପୋରର ପକ୍ସ୍ଟତ୍ର ବାଲାକ୍ ଯେ କି ମାୟୋବର ରାଜା ଥିଲା ସେ ପ୍ରସ୍ତକ୍ସ୍ଟତ ହେଲା। ଇଶ୍ରାୟେଲଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ତାଙ୍କର ରାଜା ବିଯୋର ପକ୍ସ୍ଟତ୍ର ବିଲିଯମକକ୍ସ୍ଟ ପଠାଇଲେ। ସେ ତୁମ୍ଭମାନଙ୍କୁ ଶାପ ଦବୋ ପାଇଁ ବିଲିଯମକକ୍ସ୍ଟ ପଠାଇଲେ।
9 Levantou-se também Balaque, filho de Zipor, rei dos moabitas, e pelejou contra Israel; e enviou e chamou a Balaão, filho de Beor, para que vos amaldiçoasse.
10 କିନ୍ତୁ ମୁ ସଦାପ୍ରଭୁ ବିଲିଯମର କଥାକକ୍ସ୍ଟ ଧ୍ଯାନ ଦଲେି ନାହିଁ। ସେ ତୁମ୍ଭକୁ ବହକ୍ସ୍ଟବାର ଆଶୀର୍ବାଦ କଲା। ଏବଂ ମୁ ତୁମ୍ଭକୁ ତା'ର ଶକ୍ତି କବଳରକ୍ସ୍ଟ ରକ୍ଷା କଲି।
10 Porém eu não quis ouvir a Balaão, pelo que, abençoando-vos ele, vos abençoou; e livrei-vos da sua mão.
11 ଏହାପରେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯିରୀହାକେକ୍ସ୍ଟ ଗଲ। ଯିରୀହାେ ନଗରର ଲୋକମାନେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଏବଂ ତୁମ୍ଭମାନେେ ମଧ୍ଯ ଇ ମାରେୀଯ, ପରିଷୀଯ, କିଣାନୀଯ, ହିତ୍ତୀଯ, ଗିର୍ଗାଶୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଆମ୍ଭେ ସମାନଙ୍କେୁ ତୁମ୍ଭମାନଙ୍କ ହାତ ରେ ସମର୍ପଣ କଲକ୍ସ୍ଟ।
11 E, passando vós o Jordão e vindo a Jericó, os habitantes de Jericó pelejaram contra vós, os amorreus, e os ferezeus, e os cananeus, e os heteus, e os girgaseus, e os heveus, e os jebuseus; porém os dei na vossa mão.
12 ଯେତବେେଳେ ତୁମ୍ଭର ସୈନ୍ଯମାନେ ଆଗଇେ ଚାଲିଲେ, ମୁ ସମାନଙ୍କେ ଆଗେ ଆଗେ ବିରକ୍ସ୍ଟଡି ମାନଙ୍କୁ ପଠାଇଲି। ସହେି ବିରକ୍ସ୍ଟଡିମାନେ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ ଓ ସହେି ଦକ୍ସ୍ଟଇଜଣ ଇମାରେୀୟ ରାଜାଙ୍କକ୍ସ୍ଟ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନକ୍ସ୍ଟର ବ୍ଯବହାର ନ କରି ତୁମ୍ଭମାନେେ ଜିତିଗଲ ଓ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ।
12 E enviei vespões diante de vós, que os expeliram de diante de vós, como a ambos os reis dos amorreus, e isso não com a tua espada, nem com o teu arco.
13 ମୁ ସଦାପ୍ରଭୁ ସହେି ଦେଶକକ୍ସ୍ଟ ତୁମ୍ଭକୁ ଦଲେି। ତୁମ୍ଭମାନେେ ଏ ଦେଶ ପାଇବା ପାଇଁ କିଛି ପରିଶ୍ରମ କରି ନାହିଁ। ମୁ ତୁମ୍ଭକୁ ଯେଉଁ ସହର ଦଲେି ତାକକ୍ସ୍ଟ ତୁମ୍ଭେ ତିଆରି କରି ନ ଥିଲ। ଆମ୍ଭେ ଏଗୁଡିକୁ ତୁମ୍ଭକୁ ଦଲେକ୍ସ୍ଟ। ଏବଂ ତୁମ୍ଭମାନେେ ସହେି ଦେଶ ଓ ସହର ରେ ବାସ କରୁଛ। ସଗେକ୍ସ୍ଟଡିକ ଆମ୍ଭେ ଦଇେଅଛୁ। ତୁମ୍ଭମାନେେ ଯେଉଁ ଦ୍ରାକ୍ଷାକ୍ଷେତ୍ର ଓ ଜିତକ୍ଷେତ୍ର ରୋପଣ କରିନଥିଲ ତାହା ତକ୍ସ୍ଟମ୍ଭମାନେ ଭୋଗ କରୁଅଛ।
13 E eu vos dei a terra em que não trabalhastes e cidades que não edificastes, e habitais nelas; e comeis das vinhas e dos olivais que não plantastes.
14 ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ଯ ଶକ୍ସ୍ଟଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକା ରେ ସବୋ କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶର ରେ ଥିବା ବେଳେ ସବୋ କରୁଥିବା ଦବେତାଗଣଙ୍କକ୍ସ୍ଟ ଫରାତ୍ ନଦୀର ଅପର ପାଶର୍‌ବକକ୍ସ୍ଟ ଫିଙ୍ଗିଦିଅ। ଏବଂ ବିନା ଦିହକ୍ସ୍ଟଦା ରେ ଏହି ସଦାପ୍ରଭୁଙ୍କୁ ସବୋ କର।
14 Agora, pois, temei ao Senhor , e servi-o com sinceridade e com verdade, e deitai fora os deuses aos quais serviram vossos pais dalém do rio e no Egito, e servi ao Senhor .
15 ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!
15 Porém, se vos parece mal aos vossos olhos servir ao Senhor , escolhei hoje a quem sirvais: se os deuses a quem serviram vossos pais, que estavam dalém do rio, ou os deuses dos amorreus, em cuja terra habitais; porém eu e a minha casa serviremos ao Senhor .
16 ଏହାପରେ ସହେି ଲୋକମାନେ ଉତ୍ତର ଦେଲେ, ଆମ୍ଭମାନେେ କବେେ ସଦାପ୍ରଭୁଙ୍କ ଅନକ୍ସ୍ଟସରଣରକ୍ସ୍ଟ ବିଚକ୍ସ୍ଟ୍ଯତ ହବେକ୍ସ୍ଟ ନାହିଁ। ଆମ୍ଭମାନେେ କଦାପି ଅନ୍ୟ ଦବେତାମାନଙ୍କୁ ପୂଜା କରିବକ୍ସ୍ଟ ନାହିଁ।
16 Então, respondeu o povo e disse: Nunca nos aconteça que deixemos o Senhor para servirmos a outros deuses;
17 ଆମ୍ଭମାନେେ ଜାଣକ୍ସ୍ଟ ସଦାପ୍ରଭୁ ପରମେଶ୍ବର ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରକ୍ସ୍ଟ ଆଣିଥିଲେ। ଆମ୍ଭମାନେେ ସଠାେରେ କ୍ରିତଦାସ ଥିଲକ୍ସ୍ଟ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କ ଆଖି ଆଗ ରେ ସଠାେରେ ଏକ ଅଦ୍ଭକ୍ସ୍ଟତ କାର୍ୟ୍ଯ କରିଛନ୍ତି। ସଦାପ୍ରଭୁ ପରମେଶ୍ବର ଆମ୍ଭମାନଙ୍କୁ ସେ ଦେଶରକ୍ସ୍ଟ ଆଣିଛନ୍ତି ଓ ଆମ୍ଭମାନେେ ଯେତବେେଳେ ଅନ୍ୟ ଦେଶକକ୍ସ୍ଟ ଗଲକ୍ସ୍ଟ, ଆମ୍ଭକକ୍ସ୍ଟ ବିପଦରକ୍ସ୍ଟ ସକ୍ସ୍ଟରକ୍ଷା ପ୍ରଦାନ କରିଛନ୍ତି।
17 porque o Senhor é o nosso Deus; ele é o que nos fez subir, a nós e a nossos pais, da terra do Egito, da casa da servidão, e o que tem feito estes grandes sinais aos nossos olhos, e nos guardou por todo o caminho que andamos e entre todos os povos pelo meio dos quais passamos.
18 ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସମାନଙ୍କେୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶ ରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇ ମାରେୀଯମାନଙ୍କୁ ମଧ୍ଯ ପରାସ୍ତ କରିଛନ୍ତି, ଯେଉଁଠା ରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛକ୍ସ୍ଟ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସବୋ କରିବା ଉଚିତ୍ ନକ୍ସ୍ଟ ହେଁ କି? ନା ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ବର।
18 E o Senhor expeliu de diante de nós a todas estas gentes, até ao amorreu, morador da terra; também nós serviremos ao Senhor , porquanto é nosso Deus.
19 ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ଏହା ସତ୍ଯ ନକ୍ସ୍ଟ ହେଁ? ତୁମ୍ଭମାନେେ ସଦାପ୍ରଭୁଙ୍କର ସବୋ କରିପାରିବାକକ୍ସ୍ଟ ସକ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ପରମେଶ୍ବର ପବିତ୍ର। ସେ ଜଣେ ଇର୍ଷାପରାଯଣ ପରମେଶ୍ବର ଅଟନ୍ତି। ସଦାପ୍ରଭୁ ତୁମ୍ଭକୁ କ୍ଷମା କରିବେ ନାହିଁ, ଯଦି ତୁମ୍ଭମାନେେ ଏହିପରି ଭାବରେ ତାଙ୍କର ବିରକ୍ସ୍ଟଦ୍ଧାଚରଣ କର।
19 Então, Josué disse ao povo: Não podereis servir ao Senhor , porquanto é Deus santo, é Deus zeloso, que não perdoará a vossa transgressão nem os vossos pecados.
20 ତକ୍ସ୍ଟମ୍ଭମାନେ ଯଦି ସଦାପ୍ରଭୁଙ୍କୁ ପରିତ୍ଯାଗ କରି ବିଦେଶୀଯ ଦବେତାମାନଙ୍କୁ ସବୋ କର, ତବେେ ସଦାପ୍ରଭୁ ତୁମ୍ଭର ଅମଙ୍ଗଳ କରିବେ। ସେ ତୁମ୍ଭର ମଙ୍ଗଳ କରିଥିଲେ ହେଁ ସେ ତୁମ୍ଭକୁ ସଂହାର କରିବେ।
20 Se deixardes o Senhor e servirdes a deuses estranhos, então, se tornará, e vos fará mal, e vos consumirá, depois de vos fazer bem.
21 କିନ୍ତୁ ସହେି ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କହିଲେ, ନା, ଆମ୍ଭମାନେେ ସଦାପ୍ରଭୁଙ୍କୁ ହିଁ ସବୋ କରିବକ୍ସ୍ଟ।
21 Então, disse o povo a Josué: Não; antes, ao Senhor serviremos.
22 ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ତୁମ୍ଭେ ନିଜ ପାଇଁ ନିଜେ ସାକ୍ଷୀ କି? ତୁମ୍ଭେ ସଦାପ୍ରଭୁଙ୍କ ସବୋ ଉପାସନା କରୁଛ ବୋଲି?
22 E Josué disse ao povo: Sois testemunhas contra vós mesmos de que vós escolhestes o Senhor , para o servir. E disseram: Somos testemunhas.
23 ଏହାପରେ ଯିହାଶୂେୟ କହିଲେ, ତୁମ୍ଭମାନଙ୍କ ମଧିଅରେ ଥିବା ଭଣ୍ତ ଦବେତାମାନଙ୍କୁ ଫୋପାଡି ଦିଅ ଏବଂ ଇଶ୍ରାୟେଲର ସଦାପ୍ରଭୁ ପରମେଶଓରଙ୍କୁ ଉପାସନା କର।
23 Agora, pois, deitai fora os deuses estranhos que há no meio de vós: e inclinai o vosso coração ao Senhor , Deus de Israel.
24 ଏହାପରେ ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କହିଲେ, ଆମ୍ଭମାନେେ ସଦାପ୍ରଭୁ ପରମେଶଓରଙ୍କୁ ଉପାସନା କରିବକ୍ସ୍ଟ। ଆମ୍ଭେ ସଦାପ୍ରଭୁଙ୍କର ବାକ୍ଯ ମାନି ଚଳିବକ୍ସ୍ଟ।
24 E disse o povo a Josué: Serviremos ao Senhor , nosso Deus, e obedeceremos à sua voz.
25 ତେଣୁ ସହେିଦିନ ଯିହାଶୂେୟ ସହେି ଲୋକମାନଙ୍କ ସହିତ ଏକ ଚକ୍ସ୍ଟକ୍ତି କଲେ। ୟିହୋଶୂଯ ଏହି ଚକ୍ସ୍ଟକ୍ତିନାମା ଶିଖିମ୍ ସହର ରେ କଲେ। ଏହା ସମାନଙ୍କେ ପାଇଁ ଅନକ୍ସ୍ଟସରଣ କରିବାର ଏକ ନିଯମ ସ୍ବରୂପ ହେଲା।
25 Assim, fez Josué concerto, naquele dia, com o povo e lho pôs por estatuto e direito em Siquém.
26 ଯିହାଶୂେୟ ଏହାକକ୍ସ୍ଟ ଲେଖି ରଖିଲେ, ସଦାପ୍ରଭୁଙ୍କ ନିଯମ ପୁସ୍ତକକରେ ଏବଂ ଏକ ବୃହତ୍ତ ପ୍ରସ୍ତର ନଇେ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଆଲୋନ୍ ବୃକ୍ଷ ମୂଳେ ସ୍ଥାପନ କଲେ।
26 E Josué escreveu estas palavras no livro da Lei de Deus; e tomou uma grande pedra e a erigiu ali debaixo do carvalho que estava junto ao santuário do Senhor .
27 ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳ ରେ ସାକ୍ଷୀ ହବେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରେତ୍ୟକକ କଥାକକ୍ସ୍ଟ ଏହା ଶକ୍ସ୍ଟଣି ଅଛି। ତେଣୁ ଏହା ସାକ୍ଷୀ ହାଇେ ଠିଆ ହବେ, ଯାହା ଫଳ ରେ ତୁମ୍ଭେ ସଦାପଭକ୍ସ୍ଟ ତୁମ୍ଭମାନଙ୍କ ପରମେଶ୍ବର ବିରକ୍ସ୍ଟଦ୍ଧ ରେ ୟାଅନାହିଁ।
27 E disse Josué a todo o povo: Eis que esta pedra nos será por testemunho; pois ela ouviu todas as palavras que o Senhor nos tem dito; e também será testemunho contra vós, para que não mintais a vosso Deus.
28 ଏହାପରେ ଯିହାଶୂେୟ ଉପସ୍ଥିତ ସମସ୍ତ ଲୋକମାନଙ୍କୁ ଗୃହକକ୍ସ୍ଟ ଫରେିୟିବା ପାଇଁ କହିଲେ। ତେଣୁ ପ୍ରେତ୍ୟକକ ଲୋକ ନିଜ ନିଜ ଦେଶକକ୍ସ୍ଟ ଫରେିଗଲେ।
28 Então, Josué despediu o povo, cada um para a sua herdade.
29 ଏହାପରେ ନୂନର ପକ୍ସ୍ଟତ୍ର ଓ ସଦାପ୍ରଭୁଙ୍କର ସବେକ ଯିହାଶୂେୟଙ୍କର ମୃତକ୍ସ୍ଟ୍ଯ ହେଲା। ତାଙ୍କୁ ସେତବେେଳେ 110 ବର୍ଷ ହାଇେଥିଲା।
29 E, depois destas coisas, sucedeu que Josué, filho de Num, o servo do Senhor , faleceu, sendo da idade de cento e dez anos.
30 ଏହାପରେ ଲୋକମାନେ ଗାଶ ପର୍ବତର ଉତ୍ତର ପାଶର୍‌ବ ରେ ଇଫ୍ରଯିମର ପର୍ବତମଯ ଦେଶସ୍ଥ ତିମ୍ନାତ୍- ସରହେ ରେ ତାଙ୍କର ନିଜର ଜମି ମଧିଅରେ ତାଙ୍କୁ କବର ଦେଲେ।
30 E sepultaram-no no termo da sua herdade, em Timnate-Sera, que está no monte de Efraim, para o norte do monte de Gaás.
31 ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କୁ ଉପାସନା କରିଥିଲେ, ତାଙ୍କର ମୃତକ୍ସ୍ଟ୍ଯପରେ ମଧ୍ଯ ସମାନେେ ସଦାପ୍ରଭୁଙ୍କର ଉପାସନା କଲେ। ସମାନଙ୍କେର ବଯୋଜେଷ୍ଠଗଣ ବଞ୍ଚିଥିଲା ୟାଏଁ ସମାନେେ ସଦାପ୍ରଭୁଙ୍କର ଉପାସନା କରିବା ଜାରି ରଖିଲେ। ଏହି ମୂଖିଆମାନେ ଦେଖିଥିଲେ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଯାହା କରିଥିଲେ।
31 Serviu, pois, Israel ao Senhor todos os dias de Josué e todos os dias dos anciãos que ainda viveram muito depois de Josué e que sabiam toda a obra que o Senhor tinha feito a Israel.
32 ଯେତବେେଳେ ଇଶ୍ରାୟେଲବାସୀମାନେ ମିଶରକକ୍ସ୍ଟ ପରିତ୍ଯାଗ କଲେ। ସେତବେେଳେ ଯୋଷଫଙ୍କେ ଏହି ଅସ୍ଥିସବୁ ତାଙ୍କ ସହିତ ନଇେ ଆସିଥିଲେ। ତେଣୁ ଲୋକମାନେ ଯୋଷଫଙ୍କେର ଏହିସବୁ ଅସ୍ଥିକକ୍ସ୍ଟ ଶିଖିମଠା ରେ କବର ଦେଲେ। ସମାନେେ ତାଙ୍କର ଏହିସବୁ ଅସ୍ଥିକକ୍ସ୍ଟ ସହେି ଭୂମିରେ କବର ଦେଲେ, ଯେଉଁ ସ୍ଥାନ ଶିଖିମର ପିତା ହା ମାରେସନ୍ତାନମାନଙ୍କଠାରକ୍ସ୍ଟ କ୍ରଯ କରିଥିଲେ। ୟାକକ୍ସ୍ଟବ ସହେି ଭୂମିକକ୍ସ୍ଟ ଏକଶହ ରୈପ୍ଯ ମକ୍ସ୍ଟଦ୍ରା ରେ ତାହାକକ୍ସ୍ଟ କ୍ରଯ କରିଥିଲେ। ଏହି ଭୂମି ଯୋଷଫଙ୍କେର ସନ୍ତାନମାନଙ୍କର ଅଧିକାର ରେ ରହିଲା।
32 Também enterraram em Siquém os ossos de José, que os filhos de Israel trouxeram do Egito, naquela parte do campo que Jacó comprara aos filhos de Hamor, pai de Siquém, por cem peças de prata, porquanto foram em herança para os filhos de José.
33 ହାରୋଣର ପକ୍ସ୍ଟତ୍ର, ଇଲିଯାସର ମଲେ, ଓ ଇଫ୍ରଯିମର ପାର୍ବତ୍ଯମଯ ଦେଶର ଗିବିହଠା ରେ ତାଙ୍କୁ କବର ଦିଆଗଲା। ତାଙ୍କର ପକ୍ସ୍ଟତ୍ର ପୀନହସବୁ ଗିବିଯୋନ ଦିଆଗଲା।
33 Faleceu também Eleazar, filho de Arão, e o sepultaram no outeiro de Fineias, seu filho, que lhe fora dado na montanha de Efraim.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 24, comparar traduções ou montar um estudo — tudo direto pelo WhatsApp.