Josué 21

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଏହାପରେ ଲବେୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିଯାସର ଯାଜକ ଓ ନୂନର ପକ୍ସ୍ଟତ୍ର ଯିହାଶୂେୟ ଓ ଇଶ୍ରାୟେଲ ସନ୍ତାନମାନଙ୍କ ବଂଶ ସମକ୍ସ୍ଟହର ପିତୃ ଗୃହର ପ୍ରଧାନମାନଙ୍କ ନିକଟକକ୍ସ୍ଟ ଆସିଲେ।
1 Os chefes de família dos levitas se aproximaram do sacerdote Eleazar, de Josué, filho de Num, e dos chefes das outras famílias das tribos dos israelitas
2 ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗର ରେ ଲବେୀୟର ଶାସକଗଣ ତାହାଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଆଦେଶ ଦଇେଛନ୍ତି। ସେ ଏହିପରି ଆଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ଯ ନିର୍ଦ୍ଦେଶ ଦଇେଛନ୍ତି ଯେ, ତୁମ୍ଭେ ଆମ୍ଭକକ୍ସ୍ଟ ଭୂମି ଦବେ, ଯେଉଁଠା ରେ ଆମ୍ଭର ପଶକ୍ସ୍ଟମାନେ ଚରାବକ୍ସ୍ଟଲା କରିପାରିବେ।
2 em Siló, na terra de Canaã, e lhes disseram: "O Senhor ordenou por meio de Moisés que vocês nos dessem cidades onde possamos habitar, e pastagens para os nossos animais".
3 ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ଯକକ୍ସ୍ଟ ସମ୍ମାନ ଦେଲେ ଓ ମାନି ନେଲେ। ସମାନେେ ଲବେୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶକ୍ସ୍ଟ ଚରିବା ପାଇଁ ନିଜର ଅଧିକାର ମଧ୍ଯରକ୍ସ୍ଟ।
3 Por isso, de acordo com a ordem do Senhor, os israelitas deram da sua própria herança as seguintes cidades com suas pastagens aos levitas:
4 କାହାତୀଯ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲବେୀୟମାନଙ୍କ ମଧ୍ଯରକ୍ସ୍ଟ ହାରୋଣ ଯାଜକର ସନ୍ତାନଗଣ ୟିହକ୍ସ୍ଟଦା ବଂଶରକ୍ସ୍ଟ, ଶିମିୟୋନ ବଂଶରକ୍ସ୍ଟ ଓ ବିନ୍ଯାମୀନ ବଂଶରକ୍ସ୍ଟ ତରଟେି ନଗର ପାଇଲେ।
4 A sorte saiu primeiro para os coatitas, clã por clã. Os levitas, que eram descendentes do sacerdote Arão, receberam treze cidades das tribos de Judá, de Simeão e de Benjamim.
5 କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରଯିମ ବଂଶର ସମସ୍ତ ବଂଶରକ୍ସ୍ଟ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରକ୍ସ୍ଟ ଦଶ ନଗର ପାଇଲେ।
5 Os outros descendentes de Coate receberam dez cidades dos clãs das tribos de Efraim e de Dã, e da metade da tribo de Manassés.
6 ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରକ୍ସ୍ଟ ଏବଂ ଅଶରେ ବଂଶ, ନଲ୍ଗାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତରଟେି ନଗର ପାଇଲେ।
6 Os descendentes de Gérson receberam treze cidades dos clãs das tribos de Issacar, de Aser e de Naftali, e da metade da tribo de Manassés estabelecida em Basã.
7 ମରାରି ସନ୍ତାନଗଣ ନିଜ ନିଜ ବଂଶାନକ୍ସ୍ଟସା ରେ ରକ୍ସ୍ଟବନେ ବଂଶ, ଗାଦ ବଂଶ ସବୂଲୂନ ବଂଶରକ୍ସ୍ଟ ଏହିପରି ବାରଟି ନଗର ପାଇଲେ।
7 Os descendentes de Merari, clã por clã, receberam doze cidades das tribos de Rúben, de Gade e de Zebulom.
8 ଏହିପରି ଇଶ୍ରାୟେଲ ସନ୍ତାନଗଣ ମାଶାେଦ୍ବାରା ସଦାପ୍ରଭୁ ଯେପରି ଆଜ୍ଞା ଦଇେଥିଲେ, ସହେିପରି ଭାବରେ ଗକ୍ସ୍ଟଳାବାଣ୍ଟ କରି ଲବେୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ।
8 Dessa maneira os israelitas deram aos levitas essas cidades com suas pastagens, como o Senhor tinha ordenado por meio de Moisés.
9 ଏବଂ ସମାନେେ ୟିହକ୍ସ୍ଟଦା ସନ୍ତାନଗଣ ବଂଶରକ୍ସ୍ଟ ଓଶିମିଯୋନ ସନ୍ତାନଗଣର ବଂଶରକ୍ସ୍ଟ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗକ୍ସ୍ଟଡିକ ଦାନ କଲେ ତାହାର ନାମ ଲିଖିତ ଅଛି।
9 Das tribos de Judá e de Simeão, os israelitas deram as seguintes cidades, indicadas nominalmente.
10 ପ୍ରଥମ ପସନ୍ଦ ସହର ଭିତ ରେ ଲବେୀୟମାନଙ୍କୁ ଦିଆଗଲା କହାତର ବଂଶୀଯମାନଙ୍କର ହେଲା।
10 Foram dadas aos descendentes de Arão que pertenciam aos clãs coatitas dos levitas, pois para eles saiu a primeira sorte:
11 ପକ୍ସ୍ଟଣି ସମାନେେ ସମାନଙ୍କେୁ ୟିହକ୍ସ୍ଟଦାର ପର୍ବତମଯ ଦେଶ ରେ କିରିଯଥ୍ ଅର୍ବ ଓ ତହିଁ ଚତର୍କ୍ସ୍ଟଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମ ରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନକ୍ସ୍ଟସା ରେ ଏହା ସ୍ଥାନର ନାମ ଅର୍ବ ରଖାୟାଇ ଥିଲା।
11 Quiriate-Arba, que é Hebrom, com as suas pastagens ao redor, nos montes de Judá. ( Arba era antepassado de Enaque. )
12 ସହେି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସମାନେେ ୟିଫକ୍ସ୍ଟନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ଅଧିକାର କରିବାକୁ ଦେଲେ।
12 Mas os campos e os povoados em torno da cidade foram dados a Calebe, filho de Jefoné, como sua propriedade.
13 ତେଣୁ ସମାନେେ ହାରୋଣଙ୍କର ଭବିଷ୍ଯଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସମାନେେ ମଧ୍ଯ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।
13 Assim, aos descendentes do sacerdote Arão deram Hebrom, cidade de refúgio para os acusados de homicídio, Libna,
14 ୟତ୍ତୀର ଓ ତହିଁ ତଳଭୂମି, ଇଷ୍ଟମାେଯ ଓ ତା'ର ତଳଭୂମି।
14 Jatir, Estemoa,
15 ହୋଲୋନ୍, ତା'ର ତଳଭୂମି, ଦବୀର ଓ ତା'ର ତଳଭୂମି।
15 Holom, Debir,
16 ଐନ୍ ଓ ତହିଁର ତଳଭୂମି ୟକ୍ସ୍ଟଟା ଓ ତହିଁର ତଳଭୂମି ବୈଥଶମେଶ୍ ଓ ତା'ର ତଳଭୂମି ସହେି ଦକ୍ସ୍ଟଇ ବଂଶରକ୍ସ୍ଟ ଏହିପରି ନଅଟି ନଗର ଦେଲେ।
16 Aim, Jutá e Bete-Semes, cada qual com os seus arredores. Foram nove cidades dadas por essas duas tribos.
17 ପକ୍ସ୍ଟଣି ବିଦ୍ଯାମୀନ ବଂଶରକ୍ସ୍ଟ ଗିବିଯୋନ ଓ ତା'ର ତଳଭୂମି, ଗବୋ ଓ ତା'ର ତଳଭୂମି,
17 Da tribo de Benjamim deram-lhes Gibeom, Geba,
18 ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।
18 Anatote e Almom, cada qual com os seus arredores. Eram quatro cidades.
19 ହାରୋଣର ସନ୍ତାନ ଯାଜକମାନଙ୍କର ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ହେଲା।
19 Todas as cidades dadas aos sacerdotes, descendentes de Arão, foram treze; cada qual com os seus arredores.
20 କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲବେୀୟମାନଙ୍କ ବଂଶ ସମୂହ ଇଫ୍ରଯିମ ବଂଶରକ୍ସ୍ଟ ସମାନଙ୍କେର ନିଜର ନଗର ବାଣ୍ଟି ନେଲେ।
20 Os outros clãs coatitas dos levitas receberam cidades da tribo de Efraim.
21 ଇଫ୍ରଯିମ ପର୍ବତମଯ ଦେଶରକ୍ସ୍ଟ ଶିଖିମି, ଗଷେର ସହର ସମାନଙ୍କେୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା।
21 Nos montes de Efraim receberam Siquém, cidade de refúgio para os acusados de homicídio, Gezer,
22 କିବସଯିମ୍ ଓ ତା'ର ତଳଭୂମି ବୈଥହାରଣେ ଓ ତା'ର ତଳଭୂମି ଏହିପରି ସମାନଙ୍କେ ଗ୍ଭରିଟି ନଗର ଦେଲେ।
22 Quibzaim e Bete-Horom, cada qual com os seus arredores. Foram quatro cidades.
23 ଦାନ ପରିବାରବର୍ଗ ଇଲତକୀ ଓ ଗିଦ୍ଦଥୋନ୍ ସମାନଙ୍କେୁ ଦେଲେ।
23 Também da tribo de Dã receberam Elteque, Gibetom,
24 ଆଯାଲୋନ ଓ ତା'ର ତଳଭୂମି, ଗାଥରିେମ୍ମାନ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।
24 Aijalom e Gate-Rimom, cada qual com os seus arredores. Foram quatro cidades.
25 ମନଃଶିର ଅର୍ଦ୍ଧ ବଂଶରକ୍ସ୍ଟ ତାନକ୍ ଓ ତା'ର ତଳଭୂମି, ଗାଥରିମ୍ମାେନ୍ ଓ ତା'ର ତଳଭୂମି ଏହିପରି ଦକ୍ସ୍ଟଇଟି ନଗର ଦେଲେ।
25 Da meia tribo de Manassés receberam Taanaque e Gate-Rimom, cada qual com os seus arredores. Eram duas cidades.
26 କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସକ୍ସ୍ଟଧା ତଳଭୂମି ସମତେ ଦଶଟି ନଗର ହେଲା।
26 Todas essas dez cidades e seus arredores foram dadas aos outros clãs coatitas.
27 ଗେର୍ଶୋନ୍ ପରିବାର ମଧ୍ଯ ଲବେୀୟ ପରିବାରବର୍ଗରକ୍ସ୍ଟ ଥିଲେ।
27 Os clãs levitas gersonitas receberam da metade da tribo de Manassés: Golã, em Basã, cidade de refúgio para os acusados de homicídio, e Beesterá, cada qual com os seus arredores. Foram duas cidades.
28 ଇଷାଖର ପରିବାରବର୍ଗରକ୍ସ୍ଟ କିଣିଯୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା'ର ତଳଭୂମି,
28 Receberam da tribo de Issacar: Quisiom, Daberate,
29 ୟମୂର୍ତ୍ ଓ ତା'ର ତଳଭୂମି ଐନ-ଗନ୍ନିମ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
29 Jarmute e En-Ganim, cada qual com os seus arredores. Foram quatro cidades.
30 ଏବଂ ଆଶରେ ବଂଶରକ୍ସ୍ଟ ମିଶାଲ୍ ଓ ତା'ର ତଳଭୂମି, ଅବଦୋନ୍ ଓ ତା'ର ତଳଭୂମି।
30 Receberam da tribo de Aser: Misal, Abdom,
31 ହିଲକତ୍ ଓ ତା'ର ତଳଭୂମି, ରହୋବ୍ ଓ ତା'ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।
31 Helcate e Reobe, cada qual com os seus arredores. Foram quatro cidades.
32 ନଲ୍ଗାଲି ବଂଶରକ୍ସ୍ଟ ଗାଲିଲି ଅନ୍ତର୍ଗତ ନରହତ୍ଯାକାରୀର ଆଶ୍ରଯ ନଗର କଦେଶ ଓ ତା'ର ତଳଭୂମି, ହମାେତ୍-ଦୋର ଓ ତା'ର ତଳଭୂମି, କର୍ତ୍ତନ ଓ ତା'ର ତଳଭୂମି, ଏହିପରି ଭାବରେ ସହେି ତିନୋଟି ନଗର ଦେଲେ।
32 Receberam da tribo de Naftali: Quedes, na Galiléia, cidade de refúgio dos acusados de homicídio, Hamote-Dor e Cartã, cada qual com os seus arredores. Foram três cidades.
33 ନିଜ ନିଜ ବଂଶାନକ୍ସ୍ଟସା ରେ ଗେର୍ଶୋନୀଯ ଲୋକମାନେ ସର୍ବସକ୍ସ୍ଟଦ୍ଧା ତଳଭୂମି ସମତେ ତରଟେି ନଗର ପାଇଲେ।
33 Todas as cidades dos clãs gersonitas foram treze.
34 ଏହାପରେ ସମାନେେ ମରାରି ସନ୍ତାନଗଣର ପରିବାରବର୍ଗନକ୍ସ୍ଟସା ରେ ଅବଶିଷ୍ଟ ଲବେୀୟ ଗୋଷ୍ଠୀଙ୍କକ୍ସ୍ଟ
34 Os clãs meraritas, o restante dos levitas, receberam as seguintes cidades: Da tribo de Zebulom: Jocneão, Cartá,
35 ଦିମ୍ନା ନହଲୋଲ୍ ଓ ସବୂଲୂନର ସମସ୍ତ ପରିବାରବର୍ଗ ସମାନଙ୍କେୁ ଗ୍ଭ ରୋଟି ସହର ଓ କ୍ଷେତ୍ର ଦେଲେ।
35 Dimna e Naalal, cada qual com os seus arredores. Foram quatro cidades.
36 ରକ୍ସ୍ଟବନେ ବଂଶରକ୍ସ୍ଟ ବେତ୍ସର ତଳଭୂମି ୟହସ ଓ ତା'ର ତଳଭୂମି।
36 Da tribo de Rúben: Bezer, Jaza,
37 କଦମୋେତ୍ ଓ ତା'ର ତଳଭୂମି, ମଫୋତ୍ ଓ ତା'ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
37 Quedemote e Mefaate, cada qual com os seus arredores. Foram quatro cidades.
38 ଗାଦ ପରିବାରବର୍ଗ ସମାନଙ୍କେୁ ଗିଲିଯଦ ଅନ୍ତର୍ଗତ ରାମାେତ୍, ନିରାପଦ ନଗରୀ ଓ ତା' ପାଶର୍‌ବବର୍ତ୍ତୀ କ୍ଷେତ୍ର ଏବଂ ମହନୀଯ ଓ ତା'ର ପାଶର୍‌ବବର୍ତ୍ତୀ କ୍ଷେତ୍ର ଦେଲେ।
38 Da tribo de Gade: em Gileade, Ramote, cidade de refúgio dos acusados de homicídio, Maanaim,
39 ହିଷବୋନ୍, ୟା ସରେ ଓ ତା'ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।
39 Hesbom e Jazar, cada qual com os seus arredores. Foram quatro cidades ao todo.
40 ଏହିପରି ଭାବରେ ଲବେୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନକ୍ସ୍ଟସା ରେ ସମାନେେ ବାରଟି ନଗର ପାଇଲେ।
40 Todas as cidades dadas aos clãs meraritas, que eram o restante dos levitas, foram doze.
41 ଏହିପରି ଭାବରେ ଲବେୀୟମାନେ ଅଠଗ୍ଭଳିଷଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାର ରେ ଥିଲା।
41 No total, as cidades dos levitas nos territórios dos outros israelitas foram quarenta e oito cidades com os seus arredores.
42 ଏହି ପ୍ରେତ୍ୟକକ ସହର ସହିତ ତା'ର ଚତକ୍ସ୍ଟଃପାଶର୍‌ବ ରେ ତଳଭୂମି ଥିଲା। ଏହା ସମସ୍ତ ପଶକ୍ସ୍ଟମାନଙ୍କ ପାଇଁ କ୍ଷତେ ଥିଲା।
42 Cada uma de todas essas cidades tinha pastagens ao seu redor.
43 ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇଶ୍ରାୟେଲୀୟବାସୀଙ୍କ ସମ୍ମକ୍ସ୍ଟଖ ରେ ତାକକ୍ସ୍ଟ ପକ୍ସ୍ଟରଣ କଲେ। ସେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସମାନଙ୍କେୁ ଦେଲେ। ଲୋକମାନେ ସେ ଜମିକକ୍ସ୍ଟ ନିଜ ଅଧିକାରକକ୍ସ୍ଟ ନେଲେ ଓ ସଠାେରେ ବାସ କଲେ।
43 Assim o Senhor deu aos israelitas toda a terra que tinha prometido sob juramento aos seus antepassados, e eles tomaram posse dela e se estabeleceram ali.
44 ସଦାପ୍ରଭୁ ସମାନଙ୍କେ ପୂର୍ବପୁରୁଷଗଣଙ୍କ ନକଟ ରେ କରିଥିବା ତାଙ୍କର ସମସ୍ତ ଶପଥ ଅନକ୍ସ୍ଟସା ରେ ଗ୍ଭରିଆଡେ ସମାନଙ୍କେୁ ବିଶ୍ରାମ ଦେଲେ। ପକ୍ସ୍ଟଣି ସମାନଙ୍କେ ଶତୃମାନଙ୍କ ମଧ୍ଯରକ୍ସ୍ଟ କହେି ସମାନଙ୍କେର ଆଗ ରେ ଠିଆ ହାଇେ ପାରିଲେ ନାହିଁ। ସଦାପ୍ରଭୁ ସମାନଙ୍କେର ସମସ୍ତ ଶତୃଙ୍କକ୍ସ୍ଟ ସମାନଙ୍କେ ହସ୍ତ ରେ ସମର୍ପଣ କଲେ।
44 O Senhor lhes concedeu descanso de todos os lados, como tinha jurado aos seus antepassados. Nenhum dos seus inimigos pode resisti-los, pois o Senhor entregou a todos eles em suas mãos.
45 ସଦାପ୍ରଭୁ ଇଶ୍ରାୟେଲ ବଂଶକକ୍ସ୍ଟ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ଯରକ୍ସ୍ଟ ଗୋଟିଏ ହେଲ କଥା ବିଫଳ ହେଲାନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।
45 De todas as boas promessas do Senhor à nação de Israel, nenhuma delas falhou; todas se cumpriram.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 21, comparar traduções ou montar um estudo — tudo direto pelo WhatsApp.