Josué 20
Oriya Bible (GL_ORIYA) vs ACF
1 ଏହାପରେ ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ,
1 Falou mais o SENHOR a Josué, dizendo:
2 ମୁ ମାଶାଙ୍କେ ଦ୍ବାରା ତୁମ୍ଭକୁ ନିର୍ଦ୍ଦେଶ ଦଇେଥିଲି। ମାଶାେ ତୁମ୍ଭକୁ କହିଥିଲେ, ତୁମ୍ଭମାନେେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ।
2 Fala aos filhos de Israel, dizendo: Apartai para vós as cidades de refúgio, de que vos falei pelo ministério de Moisés,
3 ଯଦି କୌଣସି ନରହତ୍ଯାକାରୀ ଭୂଲ୍ ରେ ଓ ଅଜ୍ଞାତସାର ରେ କାହାକକ୍ସ୍ଟ ବଧ କରେ ସେ ସହେି ନିରାପଦ ସହରକକ୍ସ୍ଟ ପଳାଇ ୟାଇପା ରେ। ତେଣୁ ସହେିସବୁ ନଗର ରକ୍ତର ପ୍ରତିହନ୍ତାଠାରକ୍ସ୍ଟ ତୁମ୍ଭମାନଙ୍କ ପ୍ରତି ଆଶ୍ରଯ ନଗର ହବେ।
3 Para que fuja para ali o homicida, que matar alguma pessoa por engano, e não com intenção; para que vos sirvam de refúgio contra o vingador do sangue.
4 ଏହି କଥା ଜଣେ ପଳାଯନକାରୀ ନିଶ୍ଚିତ କରିବ। ନିଜ ସହରରକ୍ସ୍ଟ ପଳାଯନ କରୁଥିବା ଜଣେ ଲୋକ ନଗରର ପ୍ରବେଶ ଫାଟକ ପର୍ୟ୍ଯନ୍ତ ଦୌଡି ସଠାେରେ ବନ୍ଦ କରିବା ଉଚିତ୍। ତା ପ୍ରତି କଣ ଘଟିଲା ସେ ନିହାତି ମୂଖ୍ଯ ଲୋକମାନଙ୍କୁ କହିବ। ତା'ପରେ ମୂଖ୍ଯମାନେ ତାକକ୍ସ୍ଟ ନଗର ରେ ପ୍ରବେଶ କରିବାକୁ ଅନକ୍ସ୍ଟମତି ଦବେେ। ସମାନେେ ତାକକ୍ସ୍ଟ ସମାନଙ୍କେ ମଧିଅରେ ବାସ କରିବାକୁ ସ୍ଥାନ ଦଇପୋରନ୍ତି।
4 E fugindo para alguma daquelas cidades, pôr-se-á à porta dela e exporá a sua causa aos ouvidos dos anciãos da tal cidade; então o tomarão consigo na cidade; e lhe darão lugar, para que habite com eles.
5 କିନ୍ତୁ ଯେଉଁ ଲୋକମାନେ ତା ପଛ ରେ ଗୋଡ଼ାଇ ଆସିବେ ନିଶ୍ଚିତ ଭାବରେ ସମାନେେ ଆସି ଏହି ନଗର ରେ ପହଁଞ୍ଚି ପାରନ୍ତି। ଯଦି ଏହିପରି ଘଟଣା ଘଟେ ସହରର ପ୍ରାଚୀନ ବର୍ଗମାନେ ତାହାକକ୍ସ୍ଟ ପ୍ରତିରୋଧ ଦବୋ ପାଇଁ ଆସିଥିବା ଲୋକମାନଙ୍କୁ ହସ୍ତାନ୍ତର କରିବେ ନାହିଁ। କାରଣ ସେ ଦକ୍ସ୍ଟଃର୍ଘଟଣା ବଶତଃ ଜଣେ ବ୍ଯକ୍ତିକକ୍ସ୍ଟ ହତ୍ଯା କରିଥିଲେ। ସେ ରାଗି କରି କିମ୍ବା ଦ୍ବଷେ ରେ ବା ଇଚ୍ଛାକରି ସେ ତାକକ୍ସ୍ଟ ହତ୍ଯା କରି ନଥିଲା। ଏହା ଦକ୍ସ୍ଟର୍ଘଟଣା ବଶତଃ ହାଇେଥିଲା।
5 E se o vingador do sangue o seguir, não entregarão na sua mão o homicida, porquanto não feriu a seu próximo com intenção, e não o odiou antes.
6 ସହେି ଲୋକଟି ସଠାେରେ ସହେି ପର୍ୟ୍ଯନ୍ତ ରହିବ ଯେପର୍ୟ୍ଯନ୍ତ ସେ ବିଗ୍ଭରକ ମଣ୍ତଳ ସାକ୍ଷାତ ରେ ଠିଆ ହାଇେଥିବେ। ପକ୍ସ୍ଟଣି ସହେି ସମୟରେ ମହାୟାଜକର ମୃତକ୍ସ୍ଟ୍ଯ ହବୋୟାଏ, ସେ ସହେି ନଗର ରେ ବାସ କରିବ। ଏହାପରେ ସହେି ନରହତ୍ଯାକାରୀ ଯେଉଁ ନଗରରକ୍ସ୍ଟ ପଳାଯନ କରିଥିଲା, ନିଜର ସହେି ନଗରକକ୍ସ୍ଟ ଓ ନିଜ ଗୃହକକ୍ସ୍ଟ ଫରେିୟିବ।
6 E habitará na mesma cidade, até que compareça em juízo perante a congregação, até que morra o sumo sacerdote que houver naqueles dias; então o homicida voltará, e virá à sua cidade e à sua casa, à cidade de onde fugiu.
7 ତେଣୁ ଇଶ୍ରାୟେଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହାକକ୍ସ୍ଟ ନିରାପଦ ସହର ନାମ ରେ ପରିଚିତ। ସହେି ସହରଗକ୍ସ୍ଟଡିକ ଥିଲା।
7 Então designaram a Quedes na Galiléia, na montanha de Naftali, e a Siquém, na montanha de Efraim, e a Quiriate-Arba (esta é Hebrom), na montanha de Judá.
8 ଏହାପରେ ଯିରୀହାେ ନିକଟସ୍ଥ ୟର୍ଦ୍ଦନ-ପୂର୍ବପାରି ରେ ରକ୍ସ୍ଟବନ୍େ ବଂଶର ସମଭୂମି ପ୍ରାନ୍ତର ରେ ବେତ୍ସର ଓ ଗଦ୍ବଂଶର ଗିଲିଯଦ ରେ ରାମାେତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ।
8 E, além do Jordão, na direção de Jericó para o oriente, designaram a Bezer, no deserto, na campina da tribo de Rúben, e a Ramote, em Gileade da tribo de Gade, e a Golã, em Basã da tribo de Manassés.
9 ସମାନଙ୍କେ ମଧିଅରେ ବାସ କରୁଥିବା ଯଦି ଜଣେ ବିଦେଶୀ ଅନିଚ୍ଛା ରେ ଜଣେ ବ୍ଯକ୍ତିକକ୍ସ୍ଟ ହତ୍ଯାକରି, ତାକକ୍ସ୍ଟ ଯେ କୌଣସି ନିରାପଦ ସହରକକ୍ସ୍ଟ ୟିବା ପାଇଁ ଅନକ୍ସ୍ଟମତି ଦିଆୟିବ। ତା' ହେଲେ ସହେି ମନକ୍ସ୍ଟଷ୍ଯଟି ନିରାପଦ ହବେ ଏବଂ ପ୍ରତିଶାଧେ ପାଇଁ ଗୋଡ଼ାଇଥିବା ସଐର୍କୀଯମାନଙ୍କ ଦ୍ବାରା ମୃତକ୍ସ୍ଟ୍ଯ ଦଣ୍ତ ରେ ଦଣ୍ତିତ ହବେ ନାହିଁ। ନ୍ଯାଯଳଯ ରେ ବିଗ୍ଭର ହବୋ ପର୍ୟ୍ଯନ୍ତ ସହେି ନିରାପଦ ସହର ରେ ରହିବ।
9 Estas são as cidades que foram designadas para todos os filhos de Israel, e para o estrangeiro que habitasse entre eles, para que se acolhesse a elas todo aquele que por engano matasse alguma pessoa, para que não morresse às mãos do vingador do sangue, até se apresentar diante da congregação.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Josué 20, comparar traduções ou montar um estudo — tudo direto pelo WhatsApp.