Josué 1
Oriya Bible (GL_ORIYA) vs VC
1 ମାଶାେ ସଦାପ୍ରଭୁଙ୍କର ଦାସ ଥିଲେ। ନୂନର ପକ୍ସ୍ଟତ୍ର ଯିହାଶୂେୟ ମାଶାଙ୍କେର ପରିଗ୍ଭରକ ଥିଲେ। ମାଶାଙ୍କେର ମୃତକ୍ସ୍ଟ୍ଯ ପରେ, ସଦାପ୍ରଭୁ ଯିହାଶୂେୟକକ୍ସ୍ଟ କହିଲେ.
1 Após a morte de Moisés, servo do Senhor, o Senhor disse a Josué, filho de Nun, assistente de Moisés:
2 ମାରେ ସବେକ ମାଶାରେ ମୃତକ୍ସ୍ଟ୍ଯ ହାଇେଅଛି। ବର୍ତ୍ତମାନ ତୁମ୍ଭେ ଏହି ଲୋକମାନଙ୍କୁ ନଇେ ୟର୍ଦ୍ଦନ ନଦୀ ପାର ହାଇେ ୟାଅ। ମୁ ଯେଉଁ ଦେଶସବୁ ଇଶ୍ରାୟେଲ ଲୋକମାନଙ୍କୁ ଦବୋକକ୍ସ୍ଟ କହିଅଛି, ତୁମ୍ଭେ ସହେି ଦେଶକକ୍ସ୍ଟ ୟାଅ।
2 Meu servo Moisés morreu. Vamos, agora! Passa o Jordão, tu e todo o povo, e entra na terra que dou aos filhos de Israel.
3 ଯେଉଁ ଯେଉଁ ସ୍ଥାନ ରେ ତୁମ୍ଭର ପାଦ ପଡିବ ସେ ସବୁ ସ୍ଥାନ ମୁ ମାଶାେ ସହିତ ପ୍ରତିଜ୍ଞାନକ୍ସ୍ଟସା ରେ ତୁମ୍ଭମାନଙ୍କୁ ଦବେି।
3 Todo lugar que pisar a planta de vossos pés, eu vo-lo dou, como prometi a Moisés.
4 ହିତ୍ତୀଯମାନଙ୍କ ସମସ୍ତ ଦେଶ, ସହିତ ଭୂମଧ୍ଯ ସାଗର ପର୍ୟ୍ଯନ୍ତ ଓ ପଶ୍ଚିମ ରେ ମହାନ ଫରାତ୍ ନଦୀ ପାଖର ମରକ୍ସ୍ଟଭୂମି ଓ ଲିବା ନୋନ୍ର ସମସ୍ତ ଭୂମି ତୁମ୍ଭର ହବେ।
4 O vosso território se estenderá desde esse deserto e desde o Líbano até o grande rio Eufrates - todo o país dos hiteus - e até o mar Grande para o ocidente.
5 ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।
5 Enquanto viveres, ninguém te poderá resistir; estarei contigo como estive com Moisés; não te deixarei nem te abandonarei.
6 ଯିହାଶୂେୟ, ତୁମ୍ଭେ ବଳବାନ୍ ଓ ସାହାସୀ ହକ୍ସ୍ଟଅ। ତୁମ୍ଭେ ଏହି ଲୋକମାନଙ୍କୁ ଆଗଇେ ନିଅ, ଯେପରି କି ସମାନେେ ସମାନଙ୍କେର ଦେଶ ଅଧିକାର କରି ପାରିବେ। ମୁ ତାଙ୍କ ପୂର୍ବପୁରୁଷମାନଙ୍କ ଠା ରେ ପ୍ରତିଜ୍ଞା କରିଥିଲି ଯେ, ମୁ ସମାନଙ୍କେୁ ସହେି ଦେଶ ଦବେି।
6 Sê firme e corajoso, porque tu hás de introduzir esse povo na posse da terra que jurei a seus pais dar-lhes.
7 କିନ୍ତୁ ତୁମ୍ଭେ ବଳବାନ ଓ ସାହାସୀ ହକ୍ସ୍ଟଅ। ଅନ୍ୟ କଥା ମାନିବାକକ୍ସ୍ଟ ତୁମ୍ଭେ ନିଶ୍ଚିତ ମାରେ ଦାସ ମାଶାଙ୍କେର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତବେେ ତୁମ୍ଭେ ଯେଉଁ କର୍ମ କରିବ ସେଥି ରେ ଉତ୍ତିର୍ଣ୍ଣ ହବେ।
7 Tem ânimo, pois, e sê corajoso para cuidadosamente observares toda a lei que Moisés, meu servo, te prescreveu. Não te afastes dela nem para a direita nem para a esquerda, para que sejas feliz em todas as tuas empresas.
8 ସର୍ବଦା ଏହି ବ୍ଯବସ୍ଥା ପୁସ୍ତକ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ବିଚଳିତ ନ ହେଉ। ଦିନ ରାତି ଏହି ନିଯମ ପୁସ୍ତକକକ୍ସ୍ଟ ପଠନ କର। ତବେେ ତୁମ୍ଭେ ନିଶ୍ଚିତ ହାଇପୋରିବ। ଏହି ନିଯମକକ୍ସ୍ଟ ପାଳନ କର, ଯାହା ଏହି ପୁସ୍ତକକରେ ଲଖାେ ହାଇେ ଅଛି। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭେ ବକ୍ସ୍ଟଦ୍ଧିମାନ ଓ ପ୍ରେତ୍ୟକକ କାର୍ୟ୍ଯ ରେ କୃତକାର୍ୟ୍ଯ ହବେ, ଯାହା ତୁମ୍ଭେ କରିବ।
8 Traze sempre na boca {as palavras} deste livro da lei; medita-o dia e noite, cuidando de fazer tudo o que nele está escrito; assim prosperarás em teus caminhos e serás bem-sucedido.
9 ମନରେଖ, ମୁ ତୁମ୍ଭକୁ ସାହାସୀ ଓ ଶକ୍ତିଶାଳୀ ହବୋ ପାଇଁ ନିର୍ଦ୍ଧେଶ ଦଇେଅଛି। ତେଣୁ ତୁମ୍ଭେ ଭୟଭୀତ କିଅବା ହତାଶ ହକ୍ସ୍ଟଅ ନାହିଁ, କାରଣ ତୁମ୍ଭେ ଯେଉଁ ଆଡେ ୟିବ, ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସଙ୍ଗି ହବେେ।
9 Isto é uma ordem: sê firme e corajoso. Não te atemorizes, não tenhas medo, porque o Senhor está contigo em qualquer parte para onde fores.
10 ତେଣୁ ଯିହାଶୂେୟ ଲୋକମାନଙ୍କ ଅଧ୍ଯକ୍ଷମାନଙ୍କୁ ଆଜ୍ଞା ଦଇେ କହିଲେ,
10 Eis que Josué ordenou aos oficiais do povo:
11 ଛାଉଣୀ ମଧ୍ଯ ଦଇେ ୟାଅ ଓ ଲୋକମାନଙ୍କୁ କକ୍ସ୍ଟହ, ତୁମ୍ଭମାନେେ ଆପଣାମାନଙ୍କ ପାଇଁ 'ୟଥେଷ୍ଟ ସାମଗ୍ରୀ ପ୍ରସ୍ତକ୍ସ୍ଟତ କର। ତିନିଦିନ ମଧିଅରେ ଆମ୍ଭକକ୍ସ୍ଟ ୟର୍ଦ୍ଦନ ନଦୀ ପାର ହାଇେ ୟିବାକକ୍ସ୍ଟ ହବେ। ଆମ୍ଭମାନେେ ୟିବକ୍ସ୍ଟ ଏବଂ ସହେି ଦେଶ ଅଧିକାର କରିବକ୍ସ୍ଟ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି।'
11 Percorrei o acampamento e proclamai ao povo o seguinte: preparai provisões. Dentro de três dias atravessareis o Jordão e ireis conquistar a terra que o Senhor vos dá.
12 ତା'ପରେ ଯିହାଶୂେୟ ରୂବନେୀଯ ଗୋଷ୍ଠୀବର୍ଗଙ୍କକ୍ସ୍ଟ ଓ ଗାଦୀଯ ଏବଂ ମିନଃଶିର ଅର୍ଦ୍ଧ ଗୋଷ୍ଠୀବର୍ଗଙ୍କକ୍ସ୍ଟ ଯିହାଶୂେୟ କହିଲେ,
12 Josué dirigiu-se também aos rubenitas, aos gaditas e à meia tribo de Manassés nestes termos:
13 ମନରେଖ, ସଦାପ୍ରଭୁଙ୍କର ସବେକ ମାଶାେ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦଇେଥିଲେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ବିଶ୍ରାମ ସ୍ଥାନ ଦବେେ। ସେ ତୁମ୍ଭମାନଙ୍କୁ ଏହି ଦେଶ ଦବେେ।
13 Lembrai-vos do que vos prescreveu Moisés, servo do Senhor, quando vos dizia: o Senhor, vosso Deus, vos deu descanso e toda esta terra.
14 ତୁମ୍ଭର ସ୍ତ୍ରୀ ଏବଂ ପିଲାମାନେ ୟର୍ଦ୍ଦନର ପୂର୍ବ ଦିଗସ୍ଥ ଭୂମିରେ ବାସ କରିବେ, ଯାହା ସଦାପ୍ରଭୁ ତୁମ୍ଭକୁ ଦଇେଛନ୍ତି। ସମାନେେ ସଠାେରେ ସମାନଙ୍କେର ଗୋରୁଗାଈ ସହିତ ବାସ କରିବେ। କିନ୍ତୁ ତୁମ୍ଭର ଶକ୍ତିଶାଳୀ ଯୋଦ୍ଧାଗଣ ତୁମ୍ଭମାନଙ୍କର ଭାତୃଗଣ ସହିତ ଅସ୍ତ୍ର ରେ ସକ୍ସ୍ଟସଜ୍ଜିତ ହାଇେ ୟର୍ଦ୍ଦନ ନଦୀ ପାର ହବୋ ଉଚିତ୍। ତୁମ୍ଭେ ସମାନଙ୍କେୁ ସମାନଙ୍କେ ଭୂମି ଫରୋଇବା ପାଇଁ କରୁଥିବା ୟକ୍ସ୍ଟଦ୍ଧ ରେ ସାହାୟ୍ଯ କରିବା ଉଚିତ୍।
14 Vossas mulheres, filhos e animais ficarão na terra que Moisés vos deu além do Jordão, mas vós, todos os homens fortes e valentes, passareis armados à frente de vossos irmãos, e os ajudareis,
15 ସଦାପ୍ରଭୁ ତୁମ୍ଭକୁ ବିଶ୍ରାମ କରିବା ପାଇଁ ଏକ ବିଶ୍ରାମ ସ୍ଥାନ ଦଇେଛନ୍ତି। ଏବଂ ତୁମ୍ଭମାନଙ୍କ ଭାଇମାନଙ୍କ ପାଇଁ ସେ ତାହା କରିବେ, କିନ୍ତୁ ତୁମ୍ଭେ ସମାନଙ୍କେୁ ସାହାୟ୍ଯ କରିବ, ସମାନେେ ସ୍ଥାନ ଅଧିକାର କରିବା ପର୍ୟ୍ଯନ୍ତ, ଯାହାକି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ଦଇେଛନ୍ତି। ତା'ପରେ ତୁମ୍ଭେ ୟର୍ଦ୍ଦନର ପୂର୍ବ ରେ ଅବସ୍ଥିତ ତୁମ୍ଭର ସ୍ବଦେଶକକ୍ସ୍ଟ ଫରେି ଆସିବ। ଯାହାକି ସଦାପ୍ରଭୁଙ୍କର ଦାସ ମାଶାେ ତୁମ୍ଭକୁ ଦଇେଛନ୍ତି।
15 até que o Senhor tenha dado a vossos irmãos o descanso, como a vós, e que também eles entrem na posse da terra que o Senhor vosso Deus lhes dá. Depois voltareis para a terra que vos pertence, aquela que Moisés, servo do Senhor, vos deu além do Jordão, para o levante.
16 ତା'ପରେ ଯିହାଶୂେୟଙ୍କକ୍ସ୍ଟ ଉତ୍ତର ଦଇେ ଲୋକମାନେ କହିଲେ, ତୁମ୍ଭେ ଆମ୍ଭକକ୍ସ୍ଟ ଯେଉଁ ଆଦେଶ ଦଇେଅଛ, ଆମ୍ଭେ ତାହା ପାଳନ କରିବକ୍ସ୍ଟ। ଆପଣା ଯେଉଁଠାକକ୍ସ୍ଟ କହିବେ, ଆମ୍ଭେ ୟିବକ୍ସ୍ଟ।
16 Eles responderam a Josué: Faremos tudo o que nos ordenaste, e iremos aonde quer que nos enviares.
17 ଆମ୍ଭମାନେେ ତକ୍ସ୍ଟମ୍ଭଙ୍କକ୍ସ୍ଟ ମାନିବକ୍ସ୍ଟ, ଯେପରି ଆମ୍ଭେ ମାଶାଙ୍କେକ୍ସ୍ଟ ମାନିଥିଲକ୍ସ୍ଟ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କ ସହିତ ରକ୍ସ୍ଟହନ୍ତକ୍ସ୍ଟ ଯେପରି ମାଶାଙ୍କେ ସହିତ ଥିଲେ।
17 Obedecer-te-emos em todas as coisas, assim como obedecemos Moisés. Somente desejamos que o Senhor esteja contigo, como esteve com Moisés!
18 ସେଥିପାଇଁ ଯଦି କୌଣସି ଲୋକ ଆପଣାଙ୍କକ୍ସ୍ଟ ଅବମାନନା କରେ ଅବା କୌଣସି ଲୋକ ଆପଣଙ୍କର ବିରକ୍ସ୍ଟଦ୍ଧା ରଣେ କରେ, ସେ ଲୋକକୁ ହତ୍ଯା କରାୟିବ। ତେଣୁ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ।
18 Todo aquele que for rebelde às tuas ordens e não obedecer ao que lhe mandares, será morto. Mas sê forte e corajoso!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Josué 1, comparar traduções ou montar um estudo — tudo direto pelo WhatsApp.