Josué 16
Oriya Bible (GL_ORIYA) vs ARA
1 ଯୋଷଫେର ପରିବାରବର୍ଗ ଏହି ଦେଶ ପାଇଲେ, ଯାହାକି ୟର୍ଦ୍ଦନ ନଦୀ ନିକଟସ୍ଥ ଯିରୀହାଠାେରକ୍ସ୍ଟ ଆରମ୍ଭ କରି ଯିରୀହାରେ ଜଳ ନିକଟବର୍ତ୍ତୀ ୟାଏ ବ୍ଯାପିଥିଲା। ଏହାର ସୀମା ଯିରୀହାଠାେରକ୍ସ୍ଟ ପର୍ବତମଯ ଦେଶ ବୈଥେଲ୍ ପର୍ୟ୍ଯନ୍ତ ବିସ୍ତୃତ ଥିଲା।
1 O território que, em sorte, caiu aos filhos de José, começando no Jordão, na altura de Jericó e no lado oriental das águas de Jericó, vai ao deserto que sobe de Jericó pela região montanhosa até Betel.
2 ଏହାପରେ ଏହାର ସୀମା ବୈଥେଲ୍ଠାରକ୍ସ୍ଟ (ଲିସ୍) ଅର୍କୀଯ ସୀମା ଦଇେ ଅଟାରୋତକକ୍ସ୍ଟ ଗଲା।
2 De Betel sai para Luz, passa ao limite dos arquitas até Atarote
3 ପଶ୍ଚିମ ରେ ୟଫଲଟେୀଯ ସୀମା ଆଡେ ଓ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗଷେର ପର୍ୟ୍ଯନ୍ତ ଗଲା ଓ ତହିଁର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା।
3 e desce, rumo ao ocidente, ao limite de Jaflete, até ao limite de Bete-Horom de baixo e até Gezer, terminando no mar.
4 ଏହିପରି ଯୋଷଫେର ସନ୍ତାନ ମନଃଶି ଏବଂ ଇଫ୍ରଯିମ ତାଙ୍କର ନିଜ ନିଜ ଅଧିକାର ପାଇଲେ। ଇଫ୍ରଯିମ ଓ ମନଃଶି ଯୋଷଫଙ୍କେର ସନ୍ତାନ ଥିଲେ।
4 Assim, alcançaram a sua herança os filhos de José, Manassés e Efraim.
5 ଏହି ଭୂମି ଇଫ୍ରଯିମ ଲୋକଙ୍କକ୍ସ୍ଟ ଅଧିକାର ପାଇଁ ଦିଆ ୟାଇଥିଲା। ଏହାର ପୂର୍ବ ସୀମା ଉଚ୍ଚସୀମା ବୈଥୋରୋଣ ପର୍ୟ୍ଯନ୍ତ ଅଟାରୋତ୍-ଅଦ୍ଦର ସମାନଙ୍କେର ଅଧିକାର ସୀମା ହେଲା।
5 Foi o limite da herança dos filhos de Efraim, segundo as suas famílias, no oriente, Atarote-Adar até Bete-Horom de cima;
6 ସେ ସୀମା ପଶ୍ଚିମ ଦିଗ ରେ ମିକ୍ମଥତ୍ ଉତ୍ତର ରେ ବାହାରି ଗଲା। ସଠାେରକ୍ସ୍ଟ ସେ ସୀମା ପୂର୍ବଦିଗ ବକ୍ସ୍ଟଲି ତାନତ୍ ଶିଲୋ ପର୍ୟ୍ଯନ୍ତ ତହିଁ ନିକଟ ଦଇେ ପୂର୍ବ ଦିଗ ରେ ୟା ନୋହ ୟାଏ ଗଲା।
6 e vai o limite para o mar com Micmetate, ao norte, de onde torna para o oriente até Taanate-Siló, e passa por ela ao oriente de Janoa;
7 ଏହାପରେ ୟା ନୋହଠାରକ୍ସ୍ଟ ଅଟାରୋତ୍ ଓ ନାରତ୍ ଦଇେ ୟାଇ ଯିରୀହାେ ପର୍ୟ୍ଯନ୍ତ ୟାଇ ୟର୍ଦ୍ଦନ ରେ ବାହାରିଲା।
7 desce desde Janoa a Atarote e a Naarate, toca em Jericó, terminando no Jordão.
8 ତହକ୍ସ୍ଟଁ ଏହାର ସୀମା ପଶ୍ଚିମ ତପୂହଠାରକ୍ସ୍ଟ କାନ୍ନା ନଦୀଦଇେ ଗଲା ଓ ଏହାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା। ନିଜ ନିଜ ବଂଶାନକ୍ସ୍ଟସା ରେ ଇଫ୍ରଯିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର।
8 De Tapua vai o limite, para o ocidente, ao ribeiro de Caná, terminando no mar; esta é a herança da tribo dos filhos de Efraim, segundo as suas famílias,
9 ଏହା ଛଡା ମନଃଶି ସନ୍ତାନଗଣର ଅଧିକାର ମଧିଅରେ ଇଫ୍ରଯିମ ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମତେ ବହକ୍ସ୍ଟତ ନଗର ଥିଲା।
9 mais as cidades que se separaram para os filhos de Efraim, que estavam no meio da herança dos filhos de Manassés; todas aquelas cidades com suas aldeias.
10 କିଣାନୀଯମାନଙ୍କୁ ଗଷେରକକ୍ସ୍ଟ ତଡିବା ପାଇଁ। କିନ୍ତୁ ଇଫ୍ରଯିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ଆଜି ପର୍ୟ୍ଯନ୍ତ ମଧ୍ଯ ଇଫ୍ରଯିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀଯ ଲୋକମାନେ ଇଫ୍ରଯିମ ଲୋକମାନଙ୍କର ଦାସ ହାଇେ ରହିଲେ।
10 Não expulsaram aos cananeus que habitavam em Gezer; assim, habitam eles no meio dos efraimitas até ao dia de hoje; porém sujeitos a trabalhos forçados.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Josué 16, comparar traduções ou montar um estudo — tudo direto pelo WhatsApp.