Josué 15

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ୟିହକ୍ସ୍ଟଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସମାନଙ୍କେ ପରିବାରବର୍ଗନକ୍ସ୍ଟସା ରେ ଇଦୋମ ସୀମା ପାଶର୍‌ବସ୍ଥ ସିନ୍ ମରକ୍ସ୍ଟଭୂମିର ଦକ୍ଷିଣ ଦିଗ ରେ ଦକ୍ଷିଣ ପ୍ରାନ୍ତ ଭାଗ ରେ ଥିଲା।
1 As famílias da tribo de Judá receberam uma parte da terra com os seguintes limites: ao sul as terras iam até a divisa de Edom e até o deserto de Zim.
2 ସମାନଙ୍କେ ଦକ୍ଷିଣ ସୀମା ଲବଣ ସମକ୍ସ୍ଟଦ୍ରର ପ୍ରାନ୍ତ ଭାଗ ଅର୍ଥାତ୍ ଦକ୍ଷିଣ ଦିଗ ଅଭିମକ୍ସ୍ଟଖ ଆଖାତଠାରକ୍ସ୍ଟ ଥିଲା।
2 Começavam bem no sul do mar Morto
3 ଏହି ସୀମା ଦକ୍ଷିଣ ଦିଗର ଅନ୍ତ୍ରଦ୍ଦୀମ ଘାଟି ଦଇେ ସିନ୍ ପର୍ୟ୍ଯନ୍ତ ଗଲା। ପକ୍ସ୍ଟଣି ଦକ୍ଷିଣ ରେ କାଦେଶ ବର୍ଣ୍ଣଯେ ପର୍ୟ୍ଯନ୍ତ ଉପରକକ୍ସ୍ଟ ଉଠିଲା ତହିଁ ହିଷ୍ରୋଣ ଦଇେ ଅଦ୍ଦର ଉପରକକ୍ସ୍ଟ ଉଠି କର୍କ୍କା ପର୍ୟ୍ଯନ୍ତ ବକ୍ସ୍ଟଲିକରି ଗଲା।
3 e iam em direção ao sul, desde a subida de Acrabim até chegar a Zim. Partindo da região sul, a divisa subia a Cades-Barneia, passava por Hezrom, ia até Adar e rodeava Carca.
4 ଏହି ସୀମା ଅସୋନରକ୍ସ୍ଟ ମିଶର ନଦୀ ପାଖେ ପାଖେ ବାହାରି ଗଲା। ଏବଂ ସହେି ସୀମାର ପ୍ରାନ୍ତଭାଗ ସମକ୍ସ୍ଟଦ୍ର ଥିଲା, ଯାହାକି ତୁମ୍ଭମାନଙ୍କର ଦକ୍ଷିଣ ଦିଗ।
4 Continuava até Azmom e seguia o ribeirão, na divisa do Egito, até o mar Mediterrâneo, onde terminava. Estas eram as divisas da tribo de Judá, ao sul.
5 ପୂର୍ବ ସୀମା ୟର୍ଦ୍ଦନର ପ୍ରାନ୍ତ ପର୍ୟ୍ଯନ୍ତ ଲବଣ ସମକ୍ସ୍ଟଦ୍ର ୟାଏ ଥିଲା। ଉତ୍ତର ସୀମା ୟର୍ଦ୍ଦନ ପ୍ରାନ୍ତର ରେ ସମକ୍ସ୍ଟଦ୍ରର ଅଖାତଠାରକ୍ସ୍ଟ ଥିଲା।
5 A leste a divisa era o mar Morto, até o ponto onde o rio Jordão desemboca. Ao norte a divisa começava ali,
6 ଏହାପରେ ଉତ୍ତର ସୀମା ଓ ବୈଥଗ୍ଲା ପର୍ୟ୍ଯନ୍ତ ଉଠି ବୈଥ୍ ଅରାବାର ଉତ୍ତର ଦଇେ ଗଲା। ତହକ୍ସ୍ଟଁ ସେ ସୀମା ବୋହନର ପ୍ରସ୍ତର ପର୍ୟ୍ଯନ୍ତ ଗଲା। ବୋହନ ଥିଲେ ରୂବନ୍ରେ ପକ୍ସ୍ଟତ୍ର।
6 seguia até Bete-Hogla e passava ao norte de Bete-Arabá. Daí subia até a pedra de Boã (Boã era filho de Rúben).
7 ଏହିପରି ଭାବରେ ସହେି ସୀମା ଆଖୋର ଉପତ୍ୟକାଠାରକ୍ସ୍ଟ ଦବୀର ଆଡକକ୍ସ୍ଟ ଗଲା। ଏହିପରି ନଦୀର ଦକ୍ଷିଣ ପାରିସ୍ଥ ଅଦକ୍ସ୍ଟମ୍ମୀମ୍ ଘାଟି ସମ୍ମକ୍ସ୍ଟଖସ୍ଥ ଗିଲ୍ଗଲ୍ ଆଡକକ୍ସ୍ଟ ୟାଇ ଉତ୍ତର ଦିଗକକ୍ସ୍ଟ ୟାଇଛି ଓ ଐନ୍ ଶମେଶ୍ ନାମକ ଜଳାଶଯ ଆଡକକ୍ସ୍ଟ ଚଳିଲା ଓ ତହିଁର ଶଷେଭାଗ ଐନ୍ ରୋଗଲେ ନିକଟରେ ଥିଲା।
7 Depois, começando no vale da Desgraça, ia até Debir e voltava para o norte na direção de Gilgal, que fica em frente da subida de Adumim, no sul do vale. Em seguida continuava até as fontes de Semes e depois até a fonte de Rogel.
8 ସହେି ସୀମା ହିନ୍ନୋମ ଉପତ୍ୟକା ଦଇେ ଉଠି ଦକ୍ଷିଣ ଦିଗ ରେ ୟିବୂଷ ନଗର ଆଡକକ୍ସ୍ଟ ଗଲା, ଏହାକକ୍ସ୍ଟ ୟିରକ୍ସ୍ଟଶାଲମ କହନ୍ତି। ଏହିପରି ସହେି ସୀମା ପଶ୍ଚିମ ରେ ହିନ୍ନୋମ ଉପତ୍ୟକା ପର୍ୟ୍ଯନ୍ତ ଗଲା। ଏହା ରଫାଯିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ୟ୍ଯନ୍ତ ଥିଲା।
8 Daí atravessava o vale de Ben-Hinom, no sul da montanha dos jebuseus, onde fica a cidade de Jerusalém. Depois a divisa seguia até o alto da montanha que fica em frente do vale de Hinom, no lado oeste, no fim do vale dos Gigantes, ao norte.
9 ସହେି ସ୍ଥାନଠାରକ୍ସ୍ଟ ସୀମା ସହେି ପର୍ବତ ଶୃଙ୍ଗଠାରକ୍ସ୍ଟ ନଲ୍ଗୋହର ଜଳ ନିର୍ଝର ପର୍ୟ୍ଯନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡକକ୍ସ୍ଟ ଗଲା। ପକ୍ସ୍ଟଣି ସହେି ସୀମା କିରିଯାଥ-ୟିଯାରୀମ୍ ନାମ ରେ ପ୍ରସିଦ୍ଧ ବାଲା ପର୍ୟ୍ଯନ୍ତ ବିସ୍ତୃତ ହେଲା।
9 Partindo do alto da montanha, ia até as fontes de Neftoa e daí até as cidades vizinhas do monte Efrom. Aí voltava na direção de Baalá (ou Quiriate-Jearim)
10 ଏହାପରେ ସହେି ସୀମା ବାଲାଠାରକ୍ସ୍ଟ ସଯେୀର ପର୍ବତ ପର୍ୟ୍ଯନ୍ତ ପଶ୍ଚିମ ଦିଗ ରେ ବକ୍ସ୍ଟଲିକରି ବସାଲୋନ୍ ନାମ ରେ ପ୍ରସିଦ୍ଧ ୟିଯାରୀମ୍ ପର୍ବତର ଉତ୍ତର ପାଶର୍‌ବସ୍ଥ ପର୍ୟ୍ଯନ୍ତ ଥିଲା। ତହକ୍ସ୍ଟଁ ସେ ବୈଥ୍ଶମେଶ ରେ ପଡି ତିମ୍ନା ପର୍ୟ୍ଯନ୍ତ ଥିଲା।
10 e rodeava Baalá pelo oeste até o monte Seir. Então passava pelo lado norte do monte Jearim (ou Quesalom), descia até Bete-Semes e ia além de Timna.
11 ଏହାପରେ ସେ ସୀମା ଇକ୍ରୋଣର ଉତ୍ତର ପାଶର୍‌ବ ପର୍ୟ୍ଯନ୍ତ ଗଲା। ସଠାେରକ୍ସ୍ଟ ସେ ଶକ୍କରେୋନ୍ ସୀମା ପର୍ୟ୍ଯନ୍ତ ବିସ୍ତୃତ ଥିଲାଓ ବାଲା ପର୍ବତ ରେ ପଡି ୟବନିଯଲେ ପର୍ୟ୍ଯନ୍ତ ଥିଲା। ସହେି ସୀମାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ଥିଲା।
11 Daí a divisa seguia pelas subidas das montanhas ao norte de Ecrom, voltava até Siquerom, passava o monte Baalá, saindo em Jâmnia e terminando no mar Mediterrâneo.
12 ପଶ୍ଚିମ ସୀମା ସହା ସମକ୍ସ୍ଟଦ୍ର ଓ ତହିଁର ଅଞ୍ଚଳ ପର୍ୟ୍ଯନ୍ତ ଥିଲା। ନିଜ ନିଜ ବଂଶ ଅନକ୍ସ୍ଟସା ରେ ୟିହକ୍ସ୍ଟଦା ସନ୍ତାନଗଣର ଚତକ୍ସ୍ଟର୍ଦ୍ଦିଗସ୍ଥିତ ସୀମା ଏହିପରି ଥିଲା।
12 A oeste a divisa era o litoral do mar Mediterrâneo. Estas eram as divisas da terra das famílias da tribo de Judá.
13 ସଦାପ୍ରଭୁ ୟିହୋଶୂଯଙ୍କକ୍ସ୍ଟ ନିର୍ଦ୍ଦେଶ ଦଇେଥିଲେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲବକେକ୍ସ୍ଟ ୟିହକ୍ସ୍ଟଦାର କିଛି ଅଂଶ ଦବୋ ପାଇଁ, ପରମେଶ୍ବରଙ୍କ କଥା ଅନକ୍ସ୍ଟସା ରେ ଯିହାଶୂେୟ କାଲବକେକ୍ସ୍ଟ ଦେଶର କିଛି ଅଂଶ ଦେଲେ। ଯିହାଶୂେୟ ତାଙ୍କୁ କିରିଯଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଆନଙ୍କର ପିତା ଥିଲେ।
13 Como o Senhor havia ordenado a Josué, uma parte da terra do povo de Judá foi dada a Calebe, filho de Jefoné. Josué lhe deu Hebrom, que era a cidade de Arba, o pai de Anaque.
14 କାଲେବ୍ ସଠାେରକ୍ସ୍ଟ ଅନାକର ବଂଶ ଶେଶଯ ଓ ଅହୀମାନ୍ ଓ ତଲ୍ମଯ ନାମକ ଅନାକର ତିନି ପକ୍ସ୍ଟତ୍ରକକ୍ସ୍ଟ ତଡି ଦେଲେ।
14 Calebe expulsou dali os três filhos de Anaque, isto é, Sesai, Aimã e Talmai.
15 ଏହାପରେ କାଲବେ ଦବୀର ନିବାସୀମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ପୂର୍ବକାଳ ରେ ସହେି କିରିଯଥ ସଫରେ ନାମ ରେ ବିଖ୍ଯାତ ଥିଲା।
15 De lá foi atacar o povo que vivia em Debir, cidade que antes se chamava Quiriate-Sefer.
16 କାଲେବ୍ କହିଲେ, ମୁ କିରିଯଥ ସଫରେକକ୍ସ୍ଟ ଆକ୍ରମଣ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ମାେ ସହିତ ସହୟୋଗ କରି କିରିଯଥ ସଫରେକକ୍ସ୍ଟ ପରାସ୍ତ କରିବା ରେ ସାହାୟ୍ଯ କରିବ ମୁ ମାରେ କନ୍ଯା ଅକଷାରକକ୍ସ୍ଟ ତାଙ୍କ ସହ ବିବାହ ଦବେି।
16 Calebe disse: — Eu darei minha filha Acsa em casamento ao homem que conseguir conquistar a cidade de Quiriate-Sefer.
17 କାଲେବ୍ ଭାଇ କନସର ପକ୍ସ୍ଟତ୍ର ଅନୀଯଲେ ସେ ସହରକକ୍ସ୍ଟ ପରାସ୍ତ କଲେ। ତେଣୁ କାଲେବ୍ ନିଜର କନ୍ଯା ଅକଷାରକକ୍ସ୍ଟ ଅତ୍ନୀଯଲେ ସହିତ ବିବାହ ଦେଲେ।
17 Otoniel conquistou a cidade. Ele era filho de Quenaz, o irmão de Calebe. Então Calebe lhe deu sua filha Acsa em casamento.
18 ଅକ୍ଷାର ଅନ୍ତୀଯଲେ ସହିତ ୟିବାକକ୍ସ୍ଟ ବାହାରନ୍ତେ, ଅକ୍ଷାର ଅତ୍ନିଯଲକେକ୍ସ୍ଟ କହିଲେ ତାଙ୍କ ବାପାଙ୍କକ୍ସ୍ଟ କିଛି ଭୂମି ମାଗିବା ପାଇଁ। ଅକ୍ଷାର ତାଙ୍କ ପିତାଙ୍କ ପାଖକକ୍ସ୍ଟ ଗଲେ। ଯେତବେେଳେ ସେ ତାଙ୍କ ଗଧରକ୍ସ୍ଟ ଓହ୍ଲାଇ ପଡିବା ସମୟରେ କାଲେବ୍ ତାଙ୍କୁ ପଚାରିଲେ, ତୁମ୍ଭର ଆଉ କ'ଣ ଦରକାର?
18 Quando Acsa foi morar com Otoniel, ela insistiu com ele que pedisse ao pai dela algumas terras. Acsa foi para o lugar onde Calebe estava, e, quando ela desceu do jumento, o seu pai perguntou: — O que é que você quer?
19 ଅକଷାର ଉତ୍ତର ଦେଲେ, ଆପଣା ମାେତେ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ଆପଣା ମାେତେ ନଗଭରେ ଟାଙ୍ଗରା ଭୂମି ଦଇେଛନ୍ତି। ଦୟାକରି ଜଳ ନିର୍ଝର ମାେତେ ଦିଅନ୍ତକ୍ସ୍ଟ। ତେଣୁ କାଲେବ୍ ସେ ଯାହା ଚାହିଁଲେ ସେ ତାଙ୍କୁ ଦେଲେ। ସେ ତହିଁରେ ଉପରିସ୍ଥ ଓ ଜଳସ୍ଥ ନିର୍ଝର ଦେଲେ।
19 — Eu quero um presente! — respondeu ela. — Já que o senhor me deu uma terra seca, me dê também algumas fontes de água. Então Calebe lhe deu as fontes que ficavam nas terras altas e nas baixas.
20 ଏହି ଦେଶ ୟିହକ୍ସ୍ଟଦା ପରିବାରବର୍ଗର ଅଧିକାର ନିମନ୍ତେ ଦିଆୟାଇଥିଲା।
20 As terras que as famílias da tribo de Judá receberam como sua propriedade são citadas em seguida.
21 ନଗଭରେ ଦକ୍ଷିଣାଞ୍ଚଳର ଇଦୋମ ସୀମା ନିକଟରେ ୟିହକ୍ସ୍ଟଦା ସନ୍ତାନମାନଙ୍କ ପରିବାରବର୍ଗ ପ୍ରାନ୍ତ ଭାଗସ୍ଥ ଏହିସବୁ ନଗର ଥିଲା, କବ ସେଲ ଓ ଏଦର ଓ ୟାଗକ୍ସ୍ଟର ମଧ୍ଯ।
21 Bem no sul, perto da divisa de Edom, elas receberam as cidades de Cabzeel, Éder, Jagur,
22 କୀନା, ଦୀମାନୋ, ଅଦାଦା,
22 Quiná, Dimona, Adada,
23 କଦେଶ୍, ହାତ୍ସୋର, ୟିତ୍ନନ୍,
23 Quedes, Azor, Itnã,
24 ସୀଫ, ଟଲେମ୍, ବାଲୋତ୍,
24 Zife, Telém, Bealote,
25 ହାତସୋର-ହଦତ୍ତା, କରିଯୋଥ-ହିଷ୍ରୋଣ,
25 Hazor-Hadata, Queriote-Hezrom (ou Hazor),
26 ଅମାମ୍, ଶମା, ମଲୋଦା,
26 Amã, Sema, Molada,
27 ହତ୍ସର-ଗଦ୍ଦା, ହିଷ୍ମୋନ୍, ବୈଥ୍ପଲଟେ,
27 Hazar-Gada, Hesmom, Bete-Palete,
28 ହତ୍ସର-ଶିଯାଲ, ବରେଶବୋ, ବିଷିଯୋଥିଯା,
28 Hazar-Sual, Berseba, Biziotia,
29 ବାଲା, ଇଯୀମ୍, ଏତ୍ସମ୍,
29 Baalá, Iim, Ezém,
30 ଇଲତୋଲଦ୍, କସୀଲ, ହର୍ମା,
30 Eltolade, Quesil, Horma,
31 ସିକ୍କଗ୍, ମଦ୍ମନ୍ନା, ସନ୍ସନ୍ନା,
31 Ziclague, Madmana, Sansana,
32 ଲବାଯୋତ୍, ଶିଲହୀମ୍, ଐନ୍, ରିମ୍ମାେନ୍ ସହର ସମତେ ମାଟେ ରେ ଅଣତିରିଶଟି ନଗର ଅଟେ।
32 Lebaote, Silim, Aim e Rimom. Ao todo vinte e nove cidades, mais os povoados vizinhos.
33 ୟିହକ୍ସ୍ଟଦାର ବଂଶ ପଶ୍ଚିମ ପର୍ବତ ପାଶର୍‌ବସ୍ଥ ତଳଭୂମି ନଗରଗକ୍ସ୍ଟଡିକ ଅଧିକାରକକ୍ସ୍ଟ ନେଲେ। ସଗେକ୍ସ୍ଟଡିକ ହେଲା, ଇଷ୍ଟାଯୋଲ, ସରିଯ ଓ ଅସ୍ନା,
33 As cidades na planície foram Estaol, Zora, Asnate,
34 ସା ନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍,
34 Zanoa, En-Ganim, Tapua, Enã,
35 ୟମୂର୍ତ୍, ଅଦକ୍ସ୍ଟଲ୍ଲମ୍, ସୋଖୋ, ଅ ସକୋ,
35 Jarmute, Adulã, Socó, Azeca,
36 ଶାରଯିମ୍, ଅଦୀଥଯିମ୍, ଗ ଦଲୋ ଓ ଗଦରୋଥଯିମ, ଏହିପରି କ୍ଷତେ ସମତେ ଚଉଦ ନଗର ଥିଲା।
36 Saaraim, Aditaim, Gedera e Gederotaim. Ao todo catorze cidades, mais os povoados vizinhos.
37 ୟିହକ୍ସ୍ଟଦା ପରିବାର ବଂଶମାନଙ୍କୁ ମଧ୍ଯ ଏହି ସହରଗକ୍ସ୍ଟଡିକ ଦିଆ ୟାଇଥିଲା, ଯଥା, ସନାନ୍,ହଦାଶା, ମିଗଦଲଗାଦ,
37 Também receberam as cidades de Zenã, Hadasa, Migdal-Gade,
38 ଦିଲିଯନ୍, ମିସ୍ପୀ, ୟକ୍ତଲେ,
38 Dileã, Mispa, Jocteel,
39 ଲାଖୀଶ୍, ବସ୍କତ୍, ଇଗ୍ଲୋନ୍,
39 Laquis, Boscate, Eglom,
40 କଦ୍ଦୋନ୍, ଲହମମ, କିତ୍ଲୀଶ୍,
40 Cabom, Laamas, Quitlis,
41 ଗଦରେୋତ୍, ବୈଥ୍-ଦାଗୋନ୍, ନଯମା, ମକ୍କଦୋ ଗ୍ରାମ ସମତେ ଏହିପରି ଷୋଅଳ ନଗର ଥିଲା ଏବଂ ଏଥିର ଚତକ୍ସ୍ଟଃପାଶର୍‌ବସ୍ଥ ଭୂମି ସମକ୍ସ୍ଟହ।
41 Gederote, Bete-Dagom, Naama e Maquedá. Ao todo dezesseis cidades, mais os povoados vizinhos.
42 ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ନେଲେ, ସଗେକ୍ସ୍ଟଡିକ ହେଲା, ଲିବନା, ଏଥର୍, ଅଶନ୍,
42 As famílias de Judá também receberam Libna, Eter, Asã,
43 ୟିଲ୍ଗହ, ଅସ୍ନା, ନତ୍ସୀବ୍,
43 Ifta, Asnate, Nezibe,
44 କିଯୀଲା, ଅକ୍ଷୀବ, ମା ରଶାେ ଗ୍ରାମ ସମତେ ଏହିପରି ନଅଟି ନଗର ଥିଲା।
44 Queila, Aczibe e Maressa. Ao todo nove cidades, mais os povoados vizinhos.
45 ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ତାଙ୍କ ଅଧିକାରକକ୍ସ୍ଟ ଆସିଲା, ସଗେକ୍ସ୍ଟଡିକ ହେଲା, ଇକୋର୍ଣ, ତା'ର ଉପନଗର ଓ ତା'ର ନିକଟବର୍ତ୍ତୀ ଗ୍ରାମଗକ୍ସ୍ଟଡିକ।
45 Receberam ainda Ecrom com os seus povoados e aldeias
46 ସମାନେେ ମଧ୍ଯ ଇକୋର୍ଣଠାରକ୍ସ୍ଟ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ, ଅସଦୋଦ ନିକଟସ୍ଥ ସମସ୍ତ ସ୍ଥାନ ଓ ସହରଗକ୍ସ୍ଟଡିକ ନେଲେ।
46 e todas as cidades e povoados perto de Asdode, desde Ecrom até o mar Mediterrâneo.
47 ଅସଦୋଦ, ତା'ର ଉପନଗର, ଓ ଗ୍ରାମମାନ, ଘାସ, ତହିଁର ଉପନଗର ଓ ଗ୍ରାମଗକ୍ସ୍ଟଡିକ, ମିଶରନଦୀ ଓ ସହାସମକ୍ସ୍ଟଦ୍ର ଓ ତହିଁର ଅଞ୍ଚଳ ପର୍ୟ୍ଯନ୍ତ।
47 Receberam as cidades de Asdode e Gaza, com os seus povoados e aldeias, que iam até o ribeirão na divisa do Egito e até o litoral do mar Mediterrâneo.
48 ୟିହକ୍ସ୍ଟଦାର ଲୋକମାନଙ୍କୁ ପର୍ବତମଯ ଦେଶ ରେ ଶାମୀର, ୟତ୍ତୀର ଓ ସୋଖୋ,
48 Na região montanhosa, as cidades de Samir, Jatir, Socó,
49 ଦନ୍ନା, କିରିଯଥ-ସନ୍ନା,
49 Daná, Quiriate-Sana (ou Debir),
50 ଅନାବ୍, ଇଷ୍ଟିମାେଯ, ଆନୀମ୍,
50 Anabe, Estemoa, Anim,
51 ଗୋଶନ୍, ହୋଲୋନ୍, ଗୀଲୋ, ଏହିସବୁ ଗ୍ରାମ ସମତେ ଏଗାରଟି ନଗର ଥିଲା।
51 Gosém, Holom e Gilo. Ao todo onze cidades, mais os povoados vizinhos.
52 ୟିହକ୍ସ୍ଟଦାର ଲୋକମାନଙ୍କୁ ମଧ୍ଯ ଏହି ନଗରଗକ୍ସ୍ଟଡିକ ଦିଆୟାଇ ଥିଲା। ସଗେକ୍ସ୍ଟଡିକ ହେଲା ଅରାବ୍, ଦୂମା, ଇଶିଯନ୍,
52 As famílias de Judá também receberam Arabe, Dumá, Esã,
53 ୟାନକ୍ସ୍ଟମ୍, ବୈତ୍ତପୂହ ଓ ଅଫକୋ,
53 Janim, Bete-Tapua, Afeca,
54 ହକ୍ସ୍ଟମ୍ଟା, କିରିଯଥ୍-ଅର୍ବ ହିବ୍ରୋଣ ଓ ସୀଯୋର, ଏହିପରି ନଅଟି ସହର ଓ ତା'ର ଚତକ୍ସ୍ଟଃପାଶର୍‌ବ ରେ ଥିବା ସହର ସମତେ।
54 Hunta, Quiriate-Arba (ou Hebrom) e Zior. Ao todo nove cidades, mais os povoados vizinhos.
55 ୟିହକ୍ସ୍ଟଦାର ଲୋକମାନଙ୍କୁ ମଧ୍ଯ ଏହି ସହରଗକ୍ସ୍ଟଡିକ ଦିଆଗଲା। ସଗେକ୍ସ୍ଟଡିକ ହେଲା, ମାଯୋନ୍ କର୍ମିଲ୍, ସୀପ୍, ୟକ୍ସ୍ଟଟା,
55 Receberam as cidades de Maom, Carmelo, Zife, Jutá,
56 ୟିଷ୍ରୀଯଲେ, ୟଗ୍ଦିଯାମ୍, ସାନୋହ,
56 Jezreel, Jocdeão, Zanoa,
57 କଯିନ, ଗିବିଯା, ତିମ୍ନା, ଏହିସବୁ ଗ୍ରାମ ସମତେ ଦଶ ନଗର ଓ ଗ୍ରାମ ସମତେ ଥିଲା।
57 Caim, Gibeá e Timna. Ao todo dez cidades, mais os povoados vizinhos.
58 ୟିହକ୍ସ୍ଟଦାର ମଧ୍ଯ ଏ ସହରଗକ୍ସ୍ଟଡିକ ଦିଆ ୟାଇଥିଲା। ଯଥା ହଲହକ୍ସ୍ଟଲ, ବୈଥ୍ସକ୍ସ୍ଟର, ଗଦୋର,
58 Receberam ainda Halul, Bete-Zur, Gedor,
59 ମାରତ୍, ବୈଥନୋତ୍, ଇଲ୍ତକୋନ, ଏହିସବୁ ସହର ସମତେ ଛଅଟି ନଗର ଥିଲା।
59 Maarate, Bete-Anote e Eltecom. Ao todo seis cidades, mais os povoados vizinhos.
60 ସମାନଙ୍କେୁ ଆଉ ଦକ୍ସ୍ଟଇଟି ସହର ଦିଆ ୟାଇଥିଲା। ସଗେକ୍ସ୍ଟଡିକ ହେଲା ରଦ୍ଦା ଏବଂ କିରିଯଥ୍ ବୈଥ।
60 Receberam também Quiriate-Baal (ou Quiriate-Jearim) e Rabá: duas cidades, mais os povoados vizinhos.
61 ପ୍ରାନ୍ତର ରେ ସମାନଙ୍କେୁ ମଧ୍ଯ କିଛି ସହର ଦିଆୟାଇଥିଲା। ସଗେକ୍ସ୍ଟଡିକ ହେଲା, ବୈଥ-ଅରାବା, ମିଦ୍ଦୀନ୍, ସକାଖା,
61 No deserto, Bete-Arabá, Midim, Secaca,
62 ନିବ୍ଶନ୍, ଲବଣନଗର ଓ ଐନଗଦୀ, ଏହିସବୁ ଗ୍ରାମ ସମତେ ଛଅ ନଗର ଥିଲା।
62 Nibsã, a “Cidade do Sal” e a Fonte de Gedi. Ao todo seis cidades, mais os povoados vizinhos.
63 ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।
63 Mas o povo de Judá não conseguiu expulsar os jebuseus que moravam em Jerusalém; até hoje eles moram ali com o povo de Judá.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 15, comparar traduções ou montar um estudo — tudo direto pelo WhatsApp.