Josué 10

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଏହି ସମୟରେ ଅଦୋନିଷଦକେ ୟିରକ୍ସ୍ଟଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହାଶୂେୟ ଅଯକକ୍ସ୍ଟ ପରାସ୍ତ କରି ସଐୂର୍ଣ ଭାବେ ଧ୍ବଂସ କରିଛନ୍ତି। ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଯିହାଶୂେୟ ଯିରୀହାେ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସହେିପରି ଅଯ ଓ ତା'ର ରାଜାଙ୍କକ୍ସ୍ଟ କଲେ। ଆଉ ରାଜା ଜାଣିବାକକ୍ସ୍ଟ ପାଇଲେ ଯେ, ଗିବିଯୋନମାନେ ଇଶ୍ରାୟେଲମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି ଏବଂ ସହେି ଲୋକମାନେ ୟିରକ୍ସ୍ଟଶାଲମ ନିକଟରେ ବାସ କରୁଛନ୍ତି।
1 Adoni-Zedeque, rei de Jerusalém, soube que Josué havia capturado e destruído completamente a cidade de Ai e matado seu rei, assim como tinha destruído a cidade de Jericó e matado seu rei. Também soube que os gibeonitas haviam feito um tratado de paz com Israel e agora viviam no meio deles.
2 ତେଣୁ ଆଦୋନିଷଦେକ୍ ଏବଂ ତାଙ୍କର ଲୋକମାନେ ଖକ୍ସ୍ଟବ୍ ଭୟଭୀତ ହେଲେ। ଗିବିଯୋନ ଅଯ ପରି େଛାଟ ସହର ନ ଥିଲା। ଏହା ଏକ ବଡ ସହର ଥିଲା। ଏହା ଏକ ରାଜଧାନୀ ତକ୍ସ୍ଟଲ୍ଯ ବୃହତ୍ ନଗର ଥିଲା ଏବଂ ସହେି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହକ୍ସ୍ଟତ ଭୟ କରି ୟାଇଥିଲେ।
2 Ele e seu povo tiveram muito medo, pois Gibeom era uma cidade grande como as cidades reais, ainda maior que a cidade de Ai, e os gibeonitas eram guerreiros valentes.
3 ଆଦୋନିଷଦେକ୍, ୟିରକ୍ସ୍ଟଶାଲମର ରାଜା ହିବ୍ରୋଣର ରାଜା ହୋହମ ଓ ୟମୂର୍ତର ରାଜା କିରାମ୍ ଓ ଲାଖୀଶର ରାଜା ୟାଫିଯ ଓ ଇଗ୍ଲୋନ ରାଜା ଦବୀର ନିକଟକକ୍ସ୍ଟ କହି ପଠାଇଲା।
3 Por isso, Adoni-Zedeque, rei de Jerusalém, enviou mensageiros a vários outros reis: a Hoão, rei de Hebrom, a Piram, rei de Jarmute, a Jafia, rei de Laquis, e a Debir, rei de Eglom.
4 ମାେ ନିକଟକକ୍ସ୍ଟ ଆସ ଏବଂ ଗିବିଯୋନକକ୍ସ୍ଟ ଆକ୍ରମଣ କରିବା ପାଇଁ ସାହାୟ୍ଯ କର। ଗିବିଯୋନୀଯମାନେ ଯିହାଶୂେୟ ଓ ଇଶ୍ରାୟେଲୀୟ ବାସୀମାନଙ୍କ ସହିତ ଶାନ୍ତିଚକ୍ସ୍ଟକ୍ତି କରିଛନ୍ତି।
4 “Venham e ajudem-me a destruir Gibeom, pois seu povo fez um tratado de paz com Josué e os israelitas”, pediu ele.
5 ତେଣୁ ପାଞ୍ଚ ଜଣ ଇମାରେୀୟ ରାଜା ଯଥା:ୟିରକ୍ସ୍ଟଶାଲମର ରାଜା, ହିବ୍ରୋଣର ରାଜା, ୟମୂର୍ତର ରାଜା, ଲାଖୀଶର ରାଜା ଓ ଇଗ୍ଲୋନର ରାଜା ଇ ମାରେୀଯମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ଯମାନଙ୍କ ସହିତ ଗିବିଯୋନକକ୍ସ୍ଟ ଅକ୍ତିଆର କରିବାକୁ ଏକତ୍ରୀତ ହେଲେ। ସମାନେେ ନଗରକକ୍ସ୍ଟ ଘରେିଗଲେ ଓ ଆକ୍ରମଣ କଲେ।
5 Então os cinco reis amorreus uniram seus exércitos para atacar juntos. Posicionaram suas tropas perto de Gibeom e avançaram contra ela.
6 ଗିବିଯୋନୀଯମାନେ ଗିଲ୍ଗଲ ଛାଉଣୀଠା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ସେ ବାର୍ତ୍ତାବାହକ କହିଲା, ଆମ୍ଭେ ଆପଣଙ୍କ ଦାସ, ଆମ୍ଭକକ୍ସ୍ଟ ଏକକ୍ସ୍ଟଟିଆ ଛାଡ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶିଘ୍ର ଆସି ଆମ୍ଭକକ୍ସ୍ଟ ସାହାୟ୍ଯ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇ ମାରେୀଯ ଦେଶର ପର୍ବତ ନିବାସୀ ରାଜାମାନେ ସମାନଙ୍କେର ସୈନ୍ଯବାହୀନି ସହିତ ଏକତ୍ରୀତ ହାଇେ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।
6 Os homens de Gibeom enviaram mensageiros a Josué em seu acampamento em Gilgal. “Não abandone seus servos!”, suplicaram. “Venha depressa e salve-nos! Ajude-nos, pois todos os reis amorreus que vivem na região montanhosa uniram forças para nos atacar!”
7 ତେଣୁ ଯିହାଶୂେୟ ତାଙ୍କର ସମସ୍ତ ସୈନ୍ଯ ଓ ମହା ବିକ୍ରମଶାଳୀ ଯୋଦ୍ଧା ସହିତ ଗିଲ୍ଗଲରକ୍ସ୍ଟ ୟାତ୍ରା କଲେ।
7 Josué e todo o seu exército, incluindo seus melhores guerreiros, partiram de Gilgal para Gibeom.
8 ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସମାନଙ୍କେୁ ଭୟ କର ନାହିଁ, କାରଣ ମୁ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ହେଲେ, ତୁମ୍ଭର ସମ୍ମକ୍ସ୍ଟଖୀନ ହାଇେ ପାରିବେ ନାହିଁ।
8 “Não tenha medo desses reis”, disse o S enhor a Josué. “Eu os entreguei em suas mãos. Nenhum deles será capaz de resistir a você.”
9 ତେଣୁ ଯିହାଶୂେୟ ସୈନ୍ଯମାନଙ୍କ ସହିତ ଅଗ୍ରସର ହାଇେ ଅକସ୍ମାତ ସମାନଙ୍କେୁ ଗିଲ୍ଗଲରକ୍ସ୍ଟ ରାତ୍ରିସାରା ଆକ୍ରମଣ କଲେ।
9 Josué marchou a noite toda desde Gilgal e pegou os exércitos amorreus de surpresa.
10 ସଦାପ୍ରଭୁ ସୈନ୍ଯବାହୀନିକକ୍ସ୍ଟ ଦ୍ବନ୍ଦ ରେ ପକାଇଲେ, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ତେଣୁ ଇଶ୍ରାୟେଲୀୟମାନେ ସମାନଙ୍କେ ଉପରେ ବିଜଯ ଲାଭ କଲେ। ଇଶ୍ରାୟେଲୀୟମାନେ ଗିବିଯୋନଠାରକ୍ସ୍ଟ ଆକ୍ରମଣ କରି ବୈଥୋରୋଣ ପର୍ୟ୍ଯନ୍ତ ଗୋଡ଼ାଇଲେ, ଆଉ ଅ ସକୋ ଓ ମକ୍କଦୋ ପର୍ୟ୍ଯନ୍ତ ରାସ୍ତା ରେ ସମାନଙ୍କେୁ ପରାସ୍ତ କଲେ।
10 O S enhor trouxe pânico sobre os amorreus, e o exército de Israel massacrou muitos deles em Gibeom. Perseguiram o inimigo ao longo da subida para Bete-Horom, matando os amorreus até Azeca e Maquedá.
11 ଯେତବେେଳେ ସମାନେେ ଇଶ୍ରାୟେଲୀୟମାନଙ୍କଠାରକ୍ସ୍ଟ ବୈଥୋରୋଣ ରାସ୍ତା ରେ ଗଡାଣି ଆଡକକ୍ସ୍ଟ ଦୌଡି ଆ ସକୋ ପର୍ୟ୍ଯନ୍ତ ପଳାଇଲେ, ସଦାପ୍ରଭୁ ସମାନଙ୍କେ ଉପରେ କକ୍ସ୍ଟଆପଥର ବୃଷ୍ଟି କଲେ। ତେଣୁ ସମାନଙ୍କେ ମଧ୍ଯରକ୍ସ୍ଟ ବହକ୍ସ୍ଟତ ମୃତକ୍ସ୍ଟ୍ଯବରଣ କଲେ। ୟକ୍ସ୍ଟଦ୍ଧ ରେ ଅସ୍ତ୍ର ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କ ସଂଖ୍ଯା ଅପେକ୍ଷା କକ୍ସ୍ଟଆପଥର ବୃଷ୍ଟି ରେ ମୃତକ୍ସ୍ଟ୍ଯବରଣ କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଅଟେ।
11 Enquanto os amorreus recuavam pelo caminho de Bete-Horom, o S enhor os destruiu com uma terrível chuva de pedras de granizo que ele enviou do céu e que continuou até chegarem a Azeca. As pedras eliminaram mais inimigos do que os israelitas mataram à espada.
12 ସହେିଦିନ ସଦାପ୍ରଭୁ ଇ ମାରେୀଯମାନଙ୍କୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ହସ୍ତାନ୍ତର କଲେ। ଯିହାଶୂେୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ଉପସ୍ଥିତି ରେ ଆଜ୍ଞା ଦେଲେ।
12 No dia em que o S enhor deu aos israelitas vitória sobre os amorreus, Josué orou ao S enhor diante do povo e disse: “Que o sol pare sobre Gibeom, e a lua, sobre o vale de Aijalom!”.
13 ତେଣୁ ଲୋକମାନେ ଆପଣା ଶତୃମାନଙ୍କୁ ପରାସ୍ତ ନ କରିବା ପର୍ୟ୍ଯନ୍ତ ସୂର୍ୟ୍ଯ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ୟାଶର ପୁସ୍ତକକରେ ଲଖାେ ଅଛି। ଆଉ ସୂର୍ୟ୍ଯ ଆକାଶର ମଝି ସ୍ଥାନ ରେ ସ୍ତବ୍ଧ ରହିଲା ଓ ପ୍ରାଯ ସଐକ୍ସ୍ଟର୍ଣ ଏକ ଦିନ ଅସ୍ତ ୟିବାକକ୍ସ୍ଟ ଚଞ୍ଚଳ ହେଲା ନାହିଁ।
13 O sol parou e a lua ficou onde estava, até que o povo tivesse derrotado seus inimigos. Acaso esse acontecimento não está registrado no
14 ଏହା ପୂର୍ବରକ୍ସ୍ଟ ବା ଏହାପରେ ଏପରି ଦିନ ଆଉ ହାଇେ ନାହିଁ। ସହେି ଦିନ ସଦାପ୍ରଭୁ ମନକ୍ସ୍ଟଷ୍ଯର କଥା ଏରୂପେ ଶୁଣିଲେ। କାରଣ ସଦାପ୍ରଭୁ ଇଶ୍ରାୟେଲ ସପକ୍ଷ ରେ ୟକ୍ସ୍ଟଦ୍ଧ କଲେ।
14 Nunca antes nem depois houve um dia semelhante, quando o S enhor respondeu a uma oração como essa. Certamente o S enhor lutou por Israel naquele dia!
15 ଏହାପରେ ଯିହାଶୂେୟ ଇଶ୍ରାୟେଲର ସମସ୍ତ ସୈନ୍ଯବାହୀନି ସହିତ ଗିଲ୍ଗଲ ଛାଉଣୀକି ଲେଉଟି ଆସିଲେ।
15 Então Josué e todo o exército de Israel voltaram ao acampamento em Gilgal.
16 ଏଥି ମଧିଅରେ ସହେି ପାଞ୍ଚ ରାଜା ପଳାଇ ମକ୍କଦୋ ଗକ୍ସ୍ଟମ୍ଫା ରେ ନିଜ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇଲେ।
16 Durante a batalha, os cinco reis fugiram e se esconderam numa caverna em Maquedá.
17 ତେଣୁ ସହେି ପାଞ୍ଚ ରାଜା ପାଳାଇ ମକ୍କଦୋ ଗକ୍ସ୍ଟମ୍ଫା ରେ ଲକ୍ସ୍ଟଚି ରହିଛନ୍ତି। ଏକଥା ୟିହୋଶୂଯ ଯେତବେେଳେ ଜାଣିଲେ,
17 Quando Josué soube que eles haviam sido encontrados,
18 ୟିହୋଶୂଯ କହିଲେ, ବଡ ବଡ ପ୍ରସ୍ତର ଫଳକ ଗମ୍ଫା ମକ୍ସ୍ଟହଁକକ୍ସ୍ଟ ଗଡାଇ ଦିଅ ଓ ସମାନଙ୍କେୁ ଜଗିବା ପାଇଁ ଲୋକ ନିୟକ୍ସ୍ଟକ୍ତ କର।
18 deu a seguinte ordem: “Fechem a entrada da caverna com pedras grandes e ponham guardas ali, para que os reis não saiam.
19 ତୁମ୍ଭମାନେେ ବନ୍ଦ କର ନାହିଁ। ତୁମ୍ଭର ଶତୃମାନଙ୍କ ପଛ ରେ ଗୋଡଅ। ସମାନଙ୍କେୁ ପଛରକ୍ସ୍ଟ ଆକ୍ରମଣ କର। ସମାନଙ୍କେର ଲୋକମାନଙ୍କୁ ସମାନଙ୍କେର ନଗର ରେ ପହଞ୍ଚିବାକକ୍ସ୍ଟ ଦିଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମାନଙ୍କେୁ ତୁମ୍ଭମାନଙ୍କ ହସ୍ତରକ୍ସ୍ଟ ଦଇେଛନ୍ତି।
19 Quanto aos demais soldados, continuem a perseguir os inimigos e matem os da retaguarda. Não deixem que voltem às suas cidades, pois o S enhor , seu Deus, lhes deu vitória sobre eles”.
20 ଏହିପରି ଭାବରେ ଯିହାଶୂେୟ ଏବଂ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କୁ ହତ୍ଯାକଲେ। କିନ୍ତୁ କେତକେ ଶତୃ ଖସିୟାଇ ସମାନଙ୍କେର ସକ୍ସ୍ଟଦୃଢ ନଗର ରେ ଲକ୍ସ୍ଟଚି ରହିଲେ।
20 Assim, Josué e o exército israelita continuaram a aniquilar o inimigo. Exterminaram os cinco exércitos, com exceção de uns poucos sobreviventes que conseguiram chegar às cidades fortificadas.
21 ୟକ୍ସ୍ଟଦ୍ଧପରେ ଯିହାଶୂେୟ ଓ ଇଶ୍ରାୟେଲର ସମସ୍ତ ଲୋକ ମକ୍କଦୋ ଛାଉଣୀକକ୍ସ୍ଟ ଫରେି ଆସିଲେ। କିନ୍ତୁ ସେ ଦେଶ ରେ କୌଣସି ଲୋକ ଇଶ୍ରାଯୋଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ କିଛି କହିବାକକ୍ସ୍ଟ ସାହସ କଲେ ନାହିଁ।
21 As tropas voltaram em segurança para Josué, no acampamento de Maquedá. Depois disso, ninguém se atreveu a dizer uma palavra contra o povo de Israel.
22 ଯିହାଶୂେୟ କହିଲେ, ଗକ୍ସ୍ଟମ୍ଫା ମୁହରକ୍ସ୍ଟ ପଥର ଖଣ୍ତାମାନ କାଢ ଏବଂ ସହେି ପାଞ୍ଚଜଣ ରାଜାଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ଆଣ।
22 Então Josué ordenou: “Removam as pedras que estão na entrada da caverna e tragam os cinco reis para cá”.
23 ତେଣୁ ଯିହାଶୂେୟର ଲୋକମାନେ ସେ ପାଞ୍ଚଜଣ ରାଜାଙ୍କକ୍ସ୍ଟ ଗକ୍ସ୍ଟମ୍ଫା ମଧ୍ଯରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସମାନେେ ଥିଲେ ୟିରକ୍ସ୍ଟଶାଲମର, ହିବ୍ରୋଣର, ୟମୂର୍ତର, ଲାଖୀଶର ଏବଂ ଇଗ୍ଲୋନର ରାଜାମାନେ।
23 Eles tiraram da caverna os cinco reis das cidades de Jerusalém, Hebrom, Jarmute, Laquis e Eglom.
24 ସମାନେେ ସହେି ରାଜାଗଣଙ୍କକ୍ସ୍ଟ ଯିହାଶୂେୟ ନିକଟକକ୍ସ୍ଟ ଆଣିଲେ ଏବଂ ଯିହାଶୂେୟ ତାଙ୍କର ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସଠାେକକ୍ସ୍ଟ ପଠାଇଲେ। ଯିହାଶୂେୟ ତାଙ୍କର ସୈନ୍ଯ ବାହିନୀର ସମସ୍ତ ସନୋପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, ପାଖକକ୍ସ୍ଟ ଆସ ଏବଂ ଏ ରାଜାମାନଙ୍କ ବକରେେ ପାଦ ଦିଅ। ତହିଁରେ ସମାନେେ ନିକଟକକ୍ସ୍ଟ ଆସି ସମାନଙ୍କେ ବକରେେ ପାଦ ଦେଲେ।
24 Os reis foram trazidos para fora, diante de Josué, e ele ordenou aos comandantes de seu exército: “Venham e coloquem o pé sobre o pescoço dos reis”. E eles obedeceram.
25 ଏହାପରେ ଯିହାଶୂେୟ ଉପସ୍ଥିତ ଲୋକମାନଙ୍କୁ ସମ୍ ବୋଧନ କରି କହିଲେ, ଯୋଦ୍ଧା ଏବଂ ସାହାସୀ ହକ୍ସ୍ଟଅ! ଭୟ କର ନାହିଁ! ବର୍ତ୍ତମାନ ମୁ ତୁମ୍ଭମାନଙ୍କୁ ଦଖାଇବେି, ସଦାପ୍ରଭୁ ଭବିଷ୍ଯତ ରେ ଆମ୍ଭମାନଙ୍କର ଶତୃମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭମାନେେ ଭବିଷ୍ଯତ ରେ ୟକ୍ସ୍ଟଦ୍ଧ କରିବ।
25 “Não tenham medo nem desanimem”, disse Josué. “Sejam fortes e corajosos, pois é isso que o S enhor fará com todos os inimigos que vocês enfrentarem.”
26 ଏହାପରେ ଯିହାଶୂେୟ ଆଘାତ ଦ୍ବାରା ସମାନଙ୍କେୁ ବଧ କରି ପାଞ୍ଚଟା ଗଛ ଡାଳ ରେ ଟଙ୍ଗାଇଲେ। ଆଉ ସମାନେେ ସଂନ୍ଧ୍ଯା ପର୍ୟ୍ଯନ୍ତ ସହେି ଗଛ ରେ ଝକ୍ସ୍ଟଲି ରହିଥିଲେ।
26 Então Josué matou os cinco reis e os pendurou em cinco árvores, onde ficaram até a tarde.
27 ପକ୍ସ୍ଟଣି ସୂର୍ୟ୍ଯାସ୍ତ ସମୟରେ ଯିହାଶୂେୟ ଆଜ୍ଞା ଦଲୋପରେ ଲୋକମାନେ ସହେି ବୃକ୍ଷମାନଙ୍କରକ୍ସ୍ଟ ସମାନଙ୍କେୁ ତଳକକ୍ସ୍ଟ ନେଲେ ଓ ଯେଉଁ ଗକ୍ସ୍ଟମ୍ଫା ରେ ସମାନେେ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ଥିଲେ, ତାହା ଭିତରକକ୍ସ୍ଟ ଫୋପାଡି ଦେଲେ ଓ ସହେି ଗକ୍ସ୍ଟମ୍ଫା ମକ୍ସ୍ଟହଁ ରେ ବଡ ବଡ ପଥର ଦଇେ ବନ୍ଦ କଲେ ଏବଂ ଯାହାକି ଆଜିୟାଏ ଅଛି।
27 Ao entardecer, Josué ordenou que os corpos fossem tirados das árvores e lançados na caverna onde os reis haviam se escondido. A entrada da caverna foi fechada com pedras grandes, que estão lá até hoje.
28 ଏହାପରେ ଯିହାଶୂେୟ ସହେିଦିନ ମକ୍କଦୋ ଅକ୍ତିଆର କରି ଖଡ୍ଗ ଧାର ରେ ନଗରକକ୍ସ୍ଟ ଓ ତାହାର ରାଜାକକ୍ସ୍ଟ ହତ୍ଯା କଲେ। ସମାନଙ୍କେୁ ଓ ତନ୍ମଧ୍ଯସ୍ଥିତ ସମସ୍ତ ପ୍ରାଣୀକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ। କାହାକକ୍ସ୍ଟ ଅବଶିଷ୍ଟ ରଖିଲେ ନାହିଁ, ପକ୍ସ୍ଟଣି ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ସହେିପରି ମକ୍କଦୋ ରାଜାପ୍ରତି କଲେ।
28 Naquele mesmo dia, Josué tomou a cidade de Maquedá e a destruiu. Matou todos os seus habitantes, incluindo o rei, sem deixar sobreviventes. Destruiu todos eles e matou o rei de Maquedá, como havia feito com o rei de Jericó.
29 ତା'ପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟବାସୀମାନେ ମକ୍କଦୋରକ୍ସ୍ଟ ଲିବ୍ନାକକ୍ସ୍ଟ ଗଲେ। ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।
29 Então Josué e todo o exército de Israel avançaram para Libna e a atacaram.
30 ସଦାପ୍ରଭୁ ସହେି ନଗରକକ୍ସ୍ଟ ତା'ର ରାଜା ସହିତ ଇଶ୍ରାୟେଲ ହସ୍ତ ରେ ସମର୍ପଣ କଲେ। ତେଣୁ ସମାନେେ ସହରର ସମସ୍ତ ସଜୀବ ପ୍ରାଣୀଙ୍କକ୍ସ୍ଟ ଖଣ୍ତା ରେ ହତ୍ଯା କଲେ, କାହାରିକକ୍ସ୍ଟ ଛାଡିଲେ ନାହିଁ, ସେ ଯେପରି ଯିରୀହାେ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କକ୍ସ୍ଟ ମଧ୍ଯ ୟିହୋଶୂଯ ସହେିପରି କଲେ।
30 O S enhor entregou a cidade e seu rei nas mãos dos israelitas, que mataram todos os seus habitantes, sem deixar sobreviventes. Depois Josué matou o rei de Libna, como havia feito com o rei de Jericó.
31 ଏହାପରେ ଯିହାଶୂେୟ ଏବଂ ତାଙ୍କର ସମସ୍ତ ଇଶ୍ରାୟେଲୀୟ ଲୋକ ଲିବନା ପରିତ୍ଯାଗ କରି ଲାଖୀଶକକ୍ସ୍ଟ ଗଲେ। ୟିହୋଶୂଯ ଏବଂ ତାଙ୍କର ସୈନ୍ଯମାନେ ସେ ସହରକକ୍ସ୍ଟ ସନୋ ଛାଉଣୀ କରି ରଖଲେ। ଏବଂ ତାହାକକ୍ସ୍ଟ ଆକ୍ରମଣ କଲେ।
31 De Libna, Josué e todo o exército israelita avançaram para Laquis e a atacaram.
32 ସଦାପ୍ରଭୁ ଲାଖୀଶକକ୍ସ୍ଟ ପରାସ୍ତ କରିବାକୁ ସହାୟ ହେଲେ। ସମାନେେ ଦ୍ବିତୀୟ ଦିନ ରେ ସେ ସହରକକ୍ସ୍ଟ ପରାସ୍ତ କଲେ। ଇଶ୍ରାୟେଲ ଲୋକମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। ଯେପରି ଭାବରେ ଲିବ୍ନା ରେ କରିଥିଲେ।
32 O S enhor também entregou Laquis nas mãos de Israel. Josué a tomou no segundo dia e matou todos os seus habitantes, como havia feito com Libna.
33 ଗଷେରର ରାଜା ହାରମେ ଲାଖୀଶରକକ୍ସ୍ଟ ସାହାୟ୍ଯ କରିବାକୁ ଲାଗିଲେ। କିନ୍ତୁ ୟିହୋଶୂଯ ତାଙ୍କୁ ଓ ତାଙ୍କର ସୈନ୍ଯବାହୀନିକକ୍ସ୍ଟ ଓ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ।
33 Durante o ataque a Laquis, Horão, rei de Gezer, chegou com seu exército para ajudar a defender a cidade, mas os homens de Josué mataram o rei e seu exército, sem deixar sobreviventes.
34 ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲୀୟ ବାସୀମାନେ ଲାଖୀଶରକ୍ସ୍ଟ ଇଗ୍ଲୋନକକ୍ସ୍ଟ ଗଲେ। ସଠାେରେ ସମାନେେ ସନୋଛାଉଣୀ କରି ସହରକକ୍ସ୍ଟ ଆକ୍ରମଣ କଲେ।
34 Em seguida, Josué e todo o exército israelita avançaram para Eglom e a atacaram.
35 ସହେିଦିନ ସମାନେେ ସହରକକ୍ସ୍ଟ ନିଜ ଅଧିନକକ୍ସ୍ଟ ଆଣିଲେ ଓ ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କଲେ, ଯେପରି ଲାଖୀଶ ରେ ହତ୍ଯା କରିଥିଲେ।
35 Tomaram a cidade naquele dia e mataram todos os seus habitantes. Destruíram todos, como haviam feito com Laquis.
36 ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ଇଗ୍ଲୋନରକ୍ସ୍ଟ ହିବ୍ରୋଣକକ୍ସ୍ଟ ଗଲେ। ତା'ପରେ ସମାନେେ ହିବ୍ରୋଣକକ୍ସ୍ଟ ଆକ୍ରମଣ କଲେ।
36 De Eglom, Josué e todo o exército de Israel subiram para Hebrom e a atacaram.
37 ସମାନେେ ହିବ୍ରୋଣ ଏବଂ ତା ପାଖ ରେ ଥିବା େଛାଟ ସହରଗୁଡିକୁ ମଧ୍ଯ ନିଜ ଅଧିନକକ୍ସ୍ଟ ଆଣିଲେ। ଇଗ୍ଲୋନ ରେ ଠିକ୍ ଯେପରି ସମାନେେ ଇଗ୍ଲାନକକ୍ସ୍ଟ ଧ୍ବଂସ କରିଥିଲେ, ସହେିପରି ସମାନେେ ହିବ୍ରୋଣକକ୍ସ୍ଟ ଧ୍ବଂସ କଲେ ଏବଂ ଏହାର ରାଜାଙ୍କକ୍ସ୍ଟ ଓ ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କଲେ, କାହାରିକକ୍ସ୍ଟ ଛାଡିଲେ ନାହିଁ। ସମାନଙ୍କେ ମଧ୍ଯରକ୍ସ୍ଟ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ ଓ ଧ୍ବଂସ କଲେ।
37 Tomaram a cidade e mataram todos os seus habitantes, incluindo o rei, sem deixar sobreviventes. Fizeram o mesmo com todos os povoados vizinhos. Destruíram toda a população, como haviam feito com Eglom.
38 ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ଦବୀରକକ୍ସ୍ଟ ଫରେିଲେ ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।
38 Então Josué e todo o exército israelita voltaram e atacaram Debir.
39 ସମାନେେ ଦବୀର ସହରକକ୍ସ୍ଟ ନିଜର କରଗତ କଲେ, ତାହାର ରାଜାଙ୍କକ୍ସ୍ଟ ମଧ୍ଯ କରଗତ କଲେ। ଏବଂ ତା'ର ନିକଟରେ ଥିବା େଛାଟ ସହରଗୁଡିକୁ ମଧ୍ଯ ନିଜ ଅଧିନକକ୍ସ୍ଟ ଆଣିଲେ। ଏବଂ ସେ ସହରକକ୍ସ୍ଟ ଧ୍ବଂସ କରି ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। କାହାରିକକ୍ସ୍ଟ ଜୀବିତ ଛାଡିଲେ ନାହିଁ। ସମାନେେ ହିବ୍ରୋଣ ସହରକକ୍ସ୍ଟ ଓ ଲିବ୍ନା ଓ ଏହାର ରାଜାଙ୍କକ୍ସ୍ଟ କଲାପରି, ଦବୀର ସହରକକ୍ସ୍ଟ ସହେିପରି ଧ୍ବଂସ କଲେ।
39 Tomaram a cidade, o rei e todos os povoados vizinhos. Destruíram todos, sem deixar sobreviventes. Fizeram com Debir e seu rei o mesmo que haviam feito com Hebrom, Libna e seus reis.
40 ଏହିପରି ଯିହାଶୂେୟ ସମସ୍ତ ପାର୍ବତମଯ ଦେଶ ନଗେଭେ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀଯ ରାଜାଙ୍କକ୍ସ୍ଟ ମଧ୍ଯ ହତ୍ଯା କଲେ। ସେ କାହାରିକକ୍ସ୍ଟ ସଠାେରେ ଜିବିତ ଛାଡିଲେ ନାହିଁ। କାରଣ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।
40 Assim, Josué conquistou toda a região: a região montanhosa, o Neguebe, as colinas do oeste e as encostas dos montes, derrotando todos os seus reis. Destruiu todos na terra, sem deixar sobreviventes, conforme o S enhor , o Deus de Israel, havia ordenado.
41 ଯିହାଶୂେୟ କାଦେଶ ବର୍ଣ୍ଣଯଠାେରକ୍ସ୍ଟ ଘସା ପର୍ୟ୍ଯନ୍ତ ସମାନଙ୍କେୁ ଓ ଗିବିଯୋନ ପର୍ୟ୍ଯନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
41 Josué os massacrou de Cades-Barneia a Gaza, e da região ao redor de Gósen até Gibeom.
42 ଯିହାଶୂେୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କକ୍ସ୍ଟ ଏକାବଳେକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଇଶ୍ରାୟେଲ ପକ୍ଷ ରେ ୟକ୍ସ୍ଟଦ୍ଧ କଲେ।
42 Conquistou todos esses reis e suas terras numa só campanha, pois o S enhor , o Deus de Israel, lutou por Israel.
43 ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲବାସୀ ଗିଲ୍ଗଲଠା ରେ ଥିବା ଶିବିରକକ୍ସ୍ଟ ଫରେିଲେ।
43 Então Josué e todo o exército israelita voltaram ao acampamento em Gilgal.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 10, comparar traduções ou montar um estudo — tudo direto pelo WhatsApp.