Jeremias 9

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଯବେେ ମାରେ ମସ୍ତକ କଳମଯ ଓ ମାରେ ଚକ୍ଷୁ ଲୋତକର ଝରଣାସ୍ବରୂପ ହୁଅନ୍ତା, ତବେେ ମୁଁ ମାହେର ନିହତ ଲୋକମାନଙ୍କ ପାଇଁ ଅହୋରାତ୍ର କ୍ରନ୍ଦନ କରିପାରନ୍ତି।
1 Ah, se a minha cabeça fosse uma fonte de água e os meus olhos um manancial de lágrimas! Eu choraria noite e dia pelos mortos do meu povo.
2 ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତର ରେ ମାରେ ଗୋଟିଏ ବସା ଥାଆନ୍ତା, ତବେେ ମୁଁ ନିଜ ଲୋକମାନଙ୍କୁ ତ୍ଯାଗ କରି ସମାନଙ୍କେଠାରୁ ଦୂ ରଇେ ୟାଇ ପାରନ୍ତି। କାରଣ ସମାନେେ ସମସ୍ତେ ବ୍ଯଭିଚାରୀ ଓ ପରମେଶ୍ବରଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।
2 Ah, se houvesse um alojamento para mim no deserto, para que eu pudesse deixar o meu povo e afastar-me dele. São todos adúlteros, um bando de traidores!
3 ପୁଣି ସମାନେେ ଅସତ୍ଯତା ନିମନ୍ତେ ନିଜ ନିଜ ଜିହ୍ବାରୂପ ଧନୁକୁ ବକ୍ର କରନ୍ତି। ଆଉ ସମାନେେ ଦେଶ ରେ ବଳିଷ୍ଠ ହାଇେଅଛନ୍ତି, ମାତ୍ର ସତ୍ଯତା ପାଇଁ ନୁହେଁ। କାରଣ ସମାନେେ ପାପ ଉପ ରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସମାନେେ ଆମ୍ଭକୁ ଜାଣନ୍ତି ନାହିଁ। ଏହା ସଦାପ୍ରଭୁ କହନ୍ତି।
3 "A língua deles é como um arco pronto para atirar. É a falsidade, não a verdade, que prevalece nesta terra. Eles vão de um crime a outro; eles não me reconhecem", declara o Senhor.
4 ତୁମ୍ଭମାନେେ ପ୍ରେତ୍ୟକକ ପ୍ରତିବେଶୀ ପ୍ରତି ସାବଧାନ ହୁଅ ଓ କୌଣସି ଭ୍ରାତାକୁ ବିଶ୍ବାସ କର ନାହିଁ। କାରଣ ପ୍ରେତ୍ୟକକ ଭ୍ରାତା ପ୍ରତାରକ ଓ ପ୍ରେତ୍ୟକକ ପ୍ରତିବେଶୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।
4 "Cuidado com os seus amigos, não confie em seus parentes. Porque cada parente é um enganador, e cada amigo um caluniador.
5 ସମାନେେ ପ୍ରେତ୍ୟକକ ଆପଣା ପ୍ରତିବେଶୀକୁ ପ୍ରବ୍ଯଞ୍ଚନା କରିବେ ଓ କବେେ ସତ୍ଯକଥା କହିବେ ନାହିଁ। ସମାନେେ ମିଥ୍ଯା କହିବାକୁ ନିଜ ନିଜ ଜିହ୍ବାକୁ ଶିଖାଇ ଅଛନ୍ତି। ଥକିବା ପର୍ୟ୍ଯନ୍ତ ସମାନେେ ମନ୍ଦକର୍ମ କରନ୍ତି।
5 Amigo engana amigo, ninguém fala a verdade. Eles treinaram a língua para mentir; e, sendo perversos, eles se cansam demais para se converterem.
6 ଗୋଟିଏ ମନ୍ଦକର୍ମ ପ ରେ ଅନ୍ୟ ଏକ ମନ୍ଦକର୍ମ ଚାଲେ ଓ ପ୍ରବଞ୍ଚନା ଲାଗି ରହେ। ତେଣୁ ସଦାପ୍ରଭୁ କହନ୍ତି, ଏହି ମିଥ୍ଯା ଓ ପ୍ରବଞ୍ଚନା ଯୋଗୁଁ ସମାନେେ ଆମ୍ଭକୁ ଜାଣିବାକୁ ଅସ୍ବୀକାର କରନ୍ତି।
6 De opressão em opressão, de engano em engano, eles se recusam a reconhecer-me", declara o Senhor.
7 ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନି ରେ ତରଳାଏ, ସହେିପରି ଆମ୍ଭେ ସମାନଙ୍କେୁ ପରୀକ୍ଷା କରିବା। ଆମ୍ଭ ଲୋକମାନେ ପାପ କରିଥିବା ହତେୁ ଆଉ ଆମ୍ଭେ କ'ଣ କରିପାରିବା ?
7 Portanto, assim diz o Senhor dos Exércitos: "Vejam, sou eu que os refinarei e os provarei. Que mais posso eu fazer pelo meu povo?
8 ସମାନଙ୍କେର ଜିହ୍ବା ପ୍ରାଣନାଶକ ବାଣସ୍ବରୂପ। ତାହା କବଳେ ମିଥ୍ଯା ଓ ପ୍ରବଞ୍ଚନାର କଥା କ ହେ। ସମାନେେ ମୁହଁ ରେ ପ୍ରତିବେଶୀ ସହିତ ପ୍ ରମାେଳାପ କରନ୍ତି, ମାତ୍ର ଅନ୍ତର ରେ ସମାନଙ୍କେୁ ବିନାଶ କରିବାକୁ ଯୋଜନା କରନ୍ତି।
8 A língua deles é uma flecha mortal; eles falam traiçoeiramente. Cada um mostra-se cordial com o seu próximo, mas no íntimo lhe prepara uma armadilha.
9 ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପ୍ରତିଫଳ ଦବୋ। ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି କ'ଣ ରହିପାରିବା ?
9 Deixarei eu de castigá-los? ", pergunta o Senhor. "Não me vingarei de uma nação como essa? "
10 ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କବଳେ ବିଳାପ କରିବି। ସମାନଙ୍କେ ନିମନ୍ତେ ଗୋଳ କରିବି। କାରଣ କହେି ଜୀବନ୍ତ ପ୍ରାଣୀ ସଠାେ ରେ ନ ଥିବେ। କୌଣସି ଲୋକ ୟାତାଯାତ କରିବେ ନାହିଁ। ପଶୁପଲର ରବ ଶୁଣାୟିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସଠାରୁେ ପଳାଯନ କରିବେ।
10 Chorarei, prantearei e me lamentarei pelos montes por causa das pastagens da estepe; pois estão abandonadas e ninguém mais as percorre. Não se ouve o mugir do gado; tanto as aves como os animais fugiram.
11 ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
11 "Farei de Jerusalém um amontoado de ruínas, uma habitação de chacais. Devastarei as cidades de Judá até não restar nenhum morador. "
12 ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ଯକ୍ତି ଏଠା ରେ ଅଛନ୍ତି କି ? ସଦାପ୍ରଭୁଙ୍କ ଦ୍ବାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ଯକ୍ତ କରିବାକୁ କହେି ବ୍ଯକ୍ତି ଅଛି କି ? ଦେଶ କାହିଁକି ଧ୍ବଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦଗ୍ଧିଭୂତ ହେଲା, କହେି ସଠାେ ରେ ୟାତାଯାତ କଲେ ନାହିଁ ?
12 Quem é bastante sábio para compreender isso? Quem foi instruído pelo Senhor, que possa explicá-lo? Por que a terra está arruinada e devastada como um deserto pelo qual ninguém passa?
13 ଏସବୁର କାରଣ ସଦାପ୍ରଭୁ କହନ୍ତି, ତାହା ହେଲା ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଆମ୍ଭର ଯେଉଁ ବ୍ଯବସ୍ଥାମାନ ରଖିଲୁ ତାହା ସମାନେେ ପରିତ୍ଯାଗ କରିଅଛନ୍ତି। ଆମ୍ଭର ବାକ୍ଯ ପାଳନ କରି ନାହାଁନ୍ତି କି ତଦନୁସା ରେ ଆଚରଣ କରି ନାହାଁନ୍ତି।
13 O Senhor disse: "Foi porque abandonaram a minha lei, que estabeleci diante deles; não me obedeceram nem seguiram a minha lei.
14 ସମାନେେ ନିଜ ଇଚ୍ଛାନୁସା ରେ ଅବାଧ୍ଯ ହାଇେଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସା ରେ ବାଲ୍ଦବେ ତାଙ୍କର ଅନୁଗାମୀ ହାଇେ ଆଚରଣ କରିଅଛନ୍ତି।
14 Em vez disso, seguiram a dureza de seus próprios corações, indo atrás dos baalins, como os seus antepassados lhes ensinaram".
15 ତେଣୁ ଇଶ୍ରାୟେଲର ପରମେଶ୍ବର ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସମାନଙ୍କେୁ ପାନ କରିବାକୁ ଦବୋ।
15 Por isso, assim diz o Senhor dos Exércitos, o Deus de Israel: "Vejam! Farei este povo comer comida amarga e beber água envenenada.
16 ସମାନେେ କିଅବା ସମାନଙ୍କେର ପୂର୍ବପୁରୁଷ ଜାଣି ନ ଥିବା ଦେଶୀଯମାନଙ୍କ ମଧିଅରେ ସମାନଙ୍କେୁ ଛିନ୍ନଭିନ୍ନ କରିବା। ସମାନଙ୍କେୁ ସଂହାର ନ କରିବା ୟାଏ ସମାନଙ୍କେ ପଛ ରେ ଖଡ୍ଗ ପଠାଇବା।
16 Eu os espalharei entre nações que nem eles nem os seus antepassados conheceram; e enviarei contra eles a espada até exterminá-los".
17 ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ବିବଚେନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡ଼ାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
17 Assim diz o Senhor dos Exércitos: "Considerem: Chamem as pranteadoras profissionais; mandem chamar as mais hábeis entre elas.
18 ସମାନେେ କହନ୍ତି, ' ସହେି ସ୍ତ୍ରୀ ଲୋକମାନେ ଶୀଘ୍ର ଆସନ୍ତୁ ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ। ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହବେ ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହବେ।'
18 Venham elas depressa e lamentem por nós, até que os nossos olhos transbordem de lágrimas e águas corram de nossas pálpebras.
19 କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି। 'ଆମ୍ଭମାନେେ ପ୍ରକୃତ ରେ ବିନଷ୍ଟ ହାଇେଅଛୁ। ଆମ୍ଭମାନେେ ବିଶଷେ ଭାବରେ ଲଜ୍ଜିତ, କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହାଇେଅଛି ଓ ଆମ୍ଭମାନେେ ଦେଶ ପରିତ୍ଯାଗ କରିଅଛୁ।'
19 O som de lamento se ouve desde Sião: ‘Como estamos arruinados! Como é grande a nossa humilhação! Deixamos a nossa terra porque as nossas casas estão em ruínas’ ".
20 ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ଯ ଶୁଣ, ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ଯ ଗ୍ରହଣ କରୁ। ଆଉ ତୁମ୍ଭମାନେେ ନିଜ ନିଜ କନ୍ଯାମାନଙ୍କୁ ହାହାକାର କରିବାକୁ ଓ ପ୍ରେତ୍ୟକକ ନିଜ ପ୍ରତିବେଶୀନୀକୁ ବିଳାପ କରିବାକୁ ଶିକ୍ଷା ଦିଅ।
20 Ó mulheres, ouçam agora a palavra do Senhor; abram os ouvidos às palavras de sua boca. Ensinem suas filhas a lamentar-se; ensinem umas as outras a prantear.
21 'କାରଣ ମୃତ୍ଯୁ ଆମ୍ଭମାନଙ୍କର ଝରକା ଦଇେ ଆମ୍ଭମାନଙ୍କର ପ୍ରାସାଦ ରେ ପ୍ରବେଶ କରିଅଛି। ଏହା ବାହା ରେ ବାଳକମାନଙ୍କୁ ଓ ନଗରର ଛକମାନଙ୍କ ରେ ୟୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।'
21 A morte subiu e penetrou pelas nossas janelas e invadiu as nossas fortalezas, eliminando das ruas as crianças e das praças, os rapazes.
22 'ଯିରିମିୟ ଏହା କହନ୍ତି, 'ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମନୁଷ୍ଯମାନଙ୍କର ଶବ ଖତପରି କ୍ଷେତ୍ର ରେ ପଡ଼ି ରହିବ ଆଉ ଶସ୍ଯ ଚ୍ଛଦନକୋରୀର ଶସ୍ଯ ପଛ ରେ ପଡ଼ିଲା ପରି ସମାନେେ କ୍ଷେତ୍ର ରେ ପଡ଼ି ରହିବେ। କହେି ସମାନଙ୍କେୁ ସଂଗ୍ରହ କରିବାକୁ ନ ଥିବେ।'
22 "Diga: ‘Assim declara o Senhor: " ‘Cadáveres ficarão estirados como esterco em campo aberto, como o trigo deixado para trás pelo ceifeiro, sem que ninguém o ajunte’. "
23 ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।
23 Assim diz o Senhor: "Não se glorie o sábio em sua sabedoria nem o forte em sua força nem o rico em sua riqueza,
24 ଯଦି କହେି ଦର୍ପ କରିବ, ତବେେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ। ଆମ୍ଭେ ସଦାପ୍ରଭୁଙ୍କ ଜଗତ ରେ ସ୍ନହେ, କରୁଣା ବିଚାର ଓ ଧର୍ମସାଧନ କରୁ, କାରଣ ସଦାପ୍ରଭୁ କହନ୍ତି ଏସବୁ ରେ ଆମ୍ଭର ସନ୍ତାଷେ ଥାଏ।
24 mas quem se gloriar, glorie-se nisto: em compreender-me e conhecer-me, pois eu sou o Senhor, e ajo com lealdade, com justiça e com retidão sobre a terra, pois é dessas coisas que me agrado", declara o Senhor.
25 ସଦାପ୍ରଭୁ କହନ୍ତି ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସମାନଙ୍କେର ଅସୁନ୍ନତ ଅନୁସାରେ ଦଣ୍ଡ ଦବୋ, ଏପରି ସମୟ ଆସୁଅଛି।
25 "Vêm chegando os dias", declara o Senhor, "em que castigarei todos os que são circuncidados apenas no corpo,
26 ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମାନେ ଓ ମାୟୋବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦବୋ, କାରଣ ସମାନେେ ଶରୀର ରେ ଅସୁନ୍ନତ ମାତ୍ର ସମଗ୍ର ଇଶ୍ରାୟେଲ ଅନ୍ତଃକରଣ ରେ ଅସୁନ୍ନତ ଅଟନ୍ତି।
26 como também o Egito, Judá, Edom, Amom, Moabe e todos os que rapam a cabeça e vivem no deserto; porque todas essas nações são incircuncisas, e a comunidade de Israel tem o coração obstinado. "

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 9, comparar traduções ou montar um estudo — tudo direto pelo WhatsApp.