Jeremias 52

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ସିଦିକିଯ ଏକୋଇଶ ବର୍ଷ ବଯସ ରେ ଯିହୁଦାର ରାଜା ହେଲେ। ସେ ୟିରୁଶାଲମ ରେ ଏଗାର ବର୍ଷ ରାଜତ୍ବ କଲେ। ତାହାର ମାତାର ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ଯିରିମିୟଙ୍କ କନ୍ଯା ଥିଲା।
1 Era Zedequias da idade de vinte e um anos quando começou a reinar, e reinou onze anos em Jerusalém. O nome de sua mãe era Hamutal, filha de Jeremias, de Libna.
2 ସିଦିକିଯ ଯିହାୟୋଦାରକୀମଙ୍କ ଦୁଷ୍କର୍ମ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ ନାନା କୁକର୍ମ କଲା।
2 E fez o que era mau aos olhos do Senhor, conforme tudo o que fizera Jeoiaquim.
3 ୟିରୁଶାଲମ ଓ ଯିହୁଦା ରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସମାନଙ୍କେ ପ୍ରତି କୋର୍ଧାନ୍ବିତ ଥିଲେ। ଶଷେ ରେ ସଦାପ୍ରଭୁ ସମାନଙ୍କେୁ ଆପଣା ସମ୍ମୁଖରୁ ଦୂର କରି ଦେଲେ।
3 Pois por causa da ira do Senhor, chegou-se a tal ponto em Jerusalém e Judá que ele os lançou da sua presença. E Zedequias rebelou-se contra o rei de Babilônia.
4 ତା'ପ ରେ ରାଜତ୍ବର ନବମ ବର୍ଷର, ଦଶମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପାଇଁ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ପ୍ରବେଶ କରି ଅବରୋଧର କାର୍ୟ୍ଯ କଲେ।
4 No ano nono do seu reinado, no mês décimo, no décimo dia do mês, veio Nabucodonosor, rei de Babilônia, contra Jerusalém, ele e todo o seu exército, e se acamparam contra ela, e contra ela levantaram tranqueiras ao redor.
5 ସିଦିକିଯ ରାଜାର ଏଗାର ବର୍ଷ ପର୍ୟ୍ଯନ୍ତ ବାବିଲ ସୈନ୍ଯଙ୍କ ଦ୍ବାରା ୟିରୁଶାଲମ ନଗର ଅବରୁଦ୍ଧ ହାଇେ ରହିଲା।
5 Assim esteve cercada a cidade, até o ano undécimo do rei Zedequias.
6 ସହେି ବର୍ଷ ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହା ଦୁର୍ଭିକ୍ଷ ଦଖାେ ଦଲୋ। ତହିଁରେ ଦେଶୀଯ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ।
6 No quarto mês, aos nove do mês, a fome prevalecia na cidade, de tal modo que não havia pão para o povo da terra.
7 ନଗରର ଏକ ସ୍ଥାନ ଭଗ୍ନ ହବୋରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ଯବର୍ତ୍ତୀ ଦ୍ବାରପଥ ଦଇେ ପଳାଇଲେ। ସେ ସମୟରେ କଲଦୀଯମାନେ ନଗରର ବିରୁଦ୍ଧ ରେ ଚତୁର୍ଦ୍ଦିଗ ରେ ଘରେି ରହିଥିଲେ। ସମାନେେ ପ୍ରାନ୍ତର ଆଡ଼କୁ ପଳାଯନ କଲେ।
7 Então foi aberta uma brecha na cidade; e todos os homens de guerra fugiram, e saíram da cidade de noite, pelo caminho da porta entre os dois muros, a qual está junto ao jardim do rei, enquanto os caldeus estavam ao redor da cidade; e foram pelo caminho da Arabá.
8 ମାତ୍ର କଲଦୀଯମାନେ ରାଜା ସିଦିକିଯଙ୍କ ପେଛ ପେଛ ଗୋଡ଼ାଇ ଯରେିକା ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିଯଙ୍କ ସମସ୍ତ ସୈନ୍ଯ ତାଙ୍କୁ ଛାଡ଼ି ପଳାଇଲେ।
8 Mas o exército dos caldeus perseguiu o rei, e alcançou a Zedequias nas campinas de Jericó; e todo o seu exército se espalhou, abandonando-o.
9 ତା'ପ ରେ ସମାନେେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରିବ୍ଲାକୁ ନଇଗେଲେ। ତା'ପ ରେ ସଠାେ ରେ ରାଜା ତା' ଉପ ରେ ଦଣ୍ଡ ବିଧାନ କଲେ।
9 Prenderam o rei, e o fizeram subir ao rei de Babilônia a Ribla na terra de Hamate, o qual lhe pronunciou a sentença.
10 ଆଉ ବାବିଲର ରାଜା ସିଦିକିଯର ପୁତ୍ରମାନଙ୍କୁ ତାହାର ସମ୍ମୁଖ ରେ ବଧ କଲା। ଆଉ ମଧ୍ଯ ଯିହୁଦାର ସମସ୍ତ ଅଧିପତିଙ୍କୁ ରିବ୍ଲା ରେ ବଧ କଲା।
10 E o rei de Babilônia matou os filhos de Zedequias à sua vista; e também matou a todos os príncipes de Judá em Ribla.
11 ତା'ପ ରେ ବାବିଲର ରାଜା ସିଦିକିଯର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନଇଗେଲା ଓ କାରାଗାର ରେ ନିକ୍ଷପେ କଲା। ସେ ମୃତ୍ଯୁ ପର୍ୟ୍ଯନ୍ତ କାରାଗାର ରେ ରହିଲା।
11 E cegou os olhos a Zedequias; e o atou com cadeias; e o rei de Babilônia o levou para Babilônia, e o conservou na prisão até o dia da sua morte.
12 ପଞ୍ଚମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ରାଜାର ରାଜତ୍ବର ଉନବିଂଶ ବର୍ଷ ରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସନୋପତି ୟିରୁଶାଲମକୁ ଆସିଲା।
12 No quinto mês, no décimo dia do mês, que era o décimo nono ano do rei Nabucodonosor, rei de Babilônia, veio a Jerusalém Nebuzaradão, capitão da guarda, que assistia na presença do rei de Babilônia.
13 ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ୟିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନି ରେ ଦଗ୍ଧ କଲା।
13 E queimou a casa do Senhor, e a casa do rei; como também a todas as casas de Jerusalém, todas as casas importantes, ele as incendiou.
14 ଆଉ ପ୍ରହରୀବର୍ଗର ସନୋପତିଙ୍କ ସଙ୍ଗେ ଥିବା ସମସ୍ତ କଲଦୀଯ ସୈନ୍ଯ ୟିରୁଶାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ।
14 E todo o exército dos caldeus, que estava com o capitão da guarda, derribou todos os muros que rodeavam Jerusalém.
15 ସହେି ସମୟରେ ପ୍ରହରୀବର୍ଗର ସନୋପତି ନବୂଷରଦନ୍ କକେତେ ଗରିବ ଲୋକମାନଙ୍କୁ, ନଗରର ଅବଶିଷ୍ଟ ଲୋକମାନଙ୍କୁ, ବାବିଲ ରାଜାର ପକ୍ଷକୁ ପଳାଯନକାରୀଙ୍କୁ ଓ ଅବଶିଷ୍ଟ ଚିତ୍ରଶିଳ୍ପୀମାନଙ୍କୁ ବନ୍ଦୀକରି ନଇଗେଲା।
15 E os mais pobres do povo, e o resto do povo que tinha ficado na cidade, e os desertores que se haviam passado para o rei de Babilônia, e o resto dos artífices, Nebuzaradão, capitão da guarda, levou-os cativos.
16 ମାତ୍ର ନବୂଷରଦନ୍ ଦେଶର ଦରିଦ୍ରତମ ଲୋକମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ରେ କାମ କରିବାକୁ ଓ କୃଷକ ହବୋକୁ ସଠାେ ରେ ଛାଡ଼ିଗଲା।
16 Mas dos mais pobres da terra Nebuzaradão, capitão da guarda, deixou ficar alguns, para serem vinhateiros e lavradores.
17 ପୁଣି କଲଦୀଯମାନେ ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳ ସ୍ତମ୍ଭ ସଦାପ୍ରଭୁଙ୍କ ଗୃହର ବୈଠକିସବୁ ଓ ପିତ୍ତଳମଯ ସମୁଦ୍ର ରୂପା ପାତ୍ରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନଇଗେଲେ।
17 Os caldeus despedaçaram as colunas de bronze que estavam na casa do Senhor, e as bases, e o mar de bronze, que estavam na casa do Senhor, e levaram todo o bronze para Babilônia.
18 ଆଉ ମଧ୍ଯ ସମାନେେ ରନ୍ଧାପାତ୍ର, ବେଲ୍ଚା, କଇଁଚି, ବସେିନ୍, କରଇେ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିର ରେ ଉପାସନା ପାଇଁ ବ୍ଯବହାର ହୁଏ, ତାହା ନଇଗେଲେ।
18 Também tomaram as caldeiras, as pás, as espevitadeiras, as bacias, as colheres, e todos os utensílios de bronze, com que se ministrava.
19 ପୁଣି ପ୍ରହରୀମାନଙ୍କର ସନୋପତି େଛାଟ ତାଟିଆ, କରଇେ, ବଦେୀ ଉପ ରେ ସିଞ୍ଚନ ପାଇଁ ବ୍ଯବହୃତ ହେଉଥିବା ପାତ୍ର, କଟେଲି, ଦୀପରୁଖା ଏବଂ ପଯେ ନବୈେଦ୍ଯ ଉତ୍ସର୍ଗ ପାଇଁ ବ୍ଯବହୃତ ହେଉଥିବା ପାତ୍ରସବୁ ନଇଗେଲେ। ଖାଣ୍ଟିସୁନା ଓ ରୂପା ରେ ନିର୍ମିତ ହାଇେଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ।
19 De igual modo o capitão da guarda levou os copos, os braseiros, as bacias, as caldeiras, os castiçais, as colheres, e as tigelas. O que era de ouro, levou como ouro, e o que era de prata, como prata.
20 ଦୁଇଟି ଖମ୍ବ, ସଦୃଶ ଡବା ଏବଂ କଂସାର ବା ରୋଟି ବୃଷଭ, ଏହାକୁ ରାଜା ଶ ଲୋମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ନିର୍ମାଣ କରିଥିଲେ। ଏହିସବୁ ଜିନିଷ ରେ ବ୍ଯବହୃତ ହାଇେଥିବା କଂସାର ଓଜନ ବହୁତ ଅଧିକ ଥିଲା।
20 Quanto às duas colunas, ao mar, e aos doze bois de bronze que estavam debaixo das bases, que fizera o rei Salomão para a casa do Senhor, o peso do bronze de todos estes vasos era incalculável.
21 ପୁଣି ସହେି ଦୁଇସ୍ତମ୍ଭ ପ୍ରେତ୍ୟକକର ଉଚ୍ଚତା ସତଇେଶ ଫୁଟ, ପରିଧି ଅଠର ପୁଟ, ସ୍ଥୁଳତା ତିନି ଇଞ୍ଚ ମାଟୋ ଓ ତାହା ଫମ୍ପା ଥିଲା।
21 Dessas colunas, a altura de cada um era de dezoito côvados; doze côvados era a medida da sua circunferência; e era a sua espessura de quatro dedos; e era oca.
22 ଆଉ ତାହାର ଅଗ୍ରଭାଗ ରେ ପିତ୍ତଳର ମୁଣ୍ଡାଳି ଥିଲା। ସହେି ମୁଣ୍ଡାଳିର ଉଚ୍ଚତା ପାଞ୍ଚହାତ ଓ ମୁଣ୍ଡାଳିର ଉପ ରେ ଚତୁର୍ଦ୍ଦିଗ ରେ ଜାଲିକର୍ମ ଓ ଡ଼ାଳିମ୍ବାକୃତି ଥିଲା। ଆଉ ସେ ସବୁ ପିତ୍ତଳମଯ ଥିଲା। ଦ୍ବିତୀୟ ସ୍ତମ୍ଭ ପ୍ରଥମ ସ୍ତମ୍ଭର ଆକାର ସଦୃଶ ଥିଲା ଓ ସେଥି ରେ ମଧ୍ଯ ଡାଳିମ୍ବ ଥିଲା।
22 E havia sobre ela um capitel de bronze; e a altura dum capitel era de cinco côvados, com uma rede e romãs sobre o capitel ao redor, tudo de bronze; e a segunda coluna tinha as mesmas coisas com as romãs.
23 ପାଶର୍‌ବ ରେ ଛଯାନବେ ଡ଼ାଳିମ୍ବ ଥିଲା। ଜାଲି କର୍ମର ଉପ ରେ ଚାରିଆଡ଼େ ଏକ ଶହ ଡାଳିମ୍ବାକୃତି ଥିଲା।
23 E havia noventa e seis romãs aos lados; as romãs todas, sobre a rede ao redor eram cem.
24 ପୁଣି ପ୍ରହରୀବର୍ଗର ସନୋପତି ପ୍ରଧାନ ଯାଜକ ସରାଯକୁ ଓ ଦ୍ବିତୀୟ ଯାଜକ ସଫନିଯକୁ ଏବଂ ଆଉ ତିନିଜଣ ଦ୍ବାରପାଳକୁ ବନ୍ଦୀ କରି ନଲୋ।
24 Levou também o capitão da guarda a Seraías, o principal sacerdote, e a Sofonias, o segundo sacerdote, e os três guardas da porta;
25 ଆଉ ସେ ନଗରରୁ ଯୋଦ୍ଧାମାନଙ୍କ ଦାଯିତ୍ବ ରେ ଥିବା ଅଧିପତିଗଣଙ୍କୁ, ନଗରର ସାତଜଣ ରାଜାଙ୍କର ଉପଦେଷ୍ଟାଙ୍କୁ ଦେଶର ଲୋକ ଗଣନାକାରୀ ଓ ନଗର ମଧିଅରେ ପ୍ରାପ୍ତ ଦେଶୀଯ ଷାଠିଏ ଜଣଙ୍କୁ ବନ୍ଦୀକରି ନଲୋ।
25 e da cidade levou um oficial que tinha a seu cargo os homens de guerra; e a sete homens dos que assistiam ao rei e que se achavam na cidade; como também o escrivão-mor do exército, que registrava o povo da terra; e mais sessenta homens do povo da terra que se achavam no meio da cidade.
26 ପୁଣି ପ୍ରହରୀବର୍ଗର ସନୋପତି ନବୂଷରଦନ୍ ସମାନଙ୍କେୁ ବନ୍ଦୀକରି ରିବ୍ଲାକୁ ବାବିଲ ରାଜା ନିକଟକୁ ନଇଗେଲା।
26 Tomando-os pois Nebuzaradão, capitão da guarda, levou-os ao rei de Babilônia, a Ribla.
27 ତହୁଁ ବାବିଲ ରାଜା ହମାତ୍ ଦେଶସ୍ଥ ରିବ୍ଲା ରେ ସମାନଙ୍କେୁ ବଧ କଲା
27 E o rei de Babilônia os feriu e os matou em Ribla, na terra de Hamate. Assim Judá foi levado cativo para fora da sua terra.
28 ନବୂଖଦନିତ୍ସର ଯେଉଁ ୟିହୁଦୀ ଲୋକମାନଙ୍କୁ ବନ୍ଦୀକରି ନଇଗେଲେ,
28 Este é o povo que Nabucodonosor levou cativo: no sétimo ano três mil e vinte e três judeus;
29 ପୁଣି ତାଙ୍କ ଅଧିକାରର ଅଷ୍ଟାଦଶ ବର୍ଷ ରେ ସେ ୟିରୁଶାଲମରୁ ଆଠ ଶହ ବତିଶ୍ ଲୋକଙ୍କୁ ବନ୍ଦୀ କରି ନଇଗେଲେ।
29 no ano décimo oitavo de Nabucodonosor, ele levou cativas de Jerusalém oitocentas e trinta e duas pessoas;
30 ପୁଣି ନବୂଖଦନିତ୍ସରର ରାଜତ୍ବର ତ୍ରଯୋବିଂଶ ବର୍ଷ ରେ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ସାତ ଶହ ପଇଁଚାଳିଶ୍ ୟିହୁଦୀଙ୍କୁ ବନ୍ଦୀ କରି ନଇଗେଲା।
30 no ano vinte e três de Nabucodonosor, Nebuzaradão, capitão da guarda, levou cativas, dentre os judeus, setecentas e quarenta e cinco pessoas; todas as pessoas foram quatro mil e seiscentas.
31 ଯିହୁଦାର ରାଜା ୟିହୋଯାଖୀନ୍ ବାବିଲର କାରାଗାର ରେ ସଇଁତିରିଶ ବର୍ଷ ବନ୍ଦୀ ହାଇେ ରହିଲେ। ତାଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷ ରେ ବାବିଲର ରାଜା ଇବିଲ୍-ମରୋଦକ୍ ୟିହୋଯାଖୀନ୍ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ବର ପ୍ରଥମ ବର୍ଷର ଦ୍ବାଦଶ ମାସର ପଞ୍ଚବିଂଶ ଦିନ ରେ ୟିହୋଯାଖୀନ୍ଙ୍କୁ କାରାଗାରରୁ ମୁକ୍ତ କଲେ।
31 No ano trigésimo sétimo do cativeiro de Joaquim, rei de Judá, no mês duodécimo, aos vinte e cinco do mês, Evil-Merodaque, rei de Babilônia, no primeiro ano do seu reinado, levantou a cabeça de Joaquim, rei de Judá, e o tirou do cárcere;
32 ଆଉ ସେ ତାଙ୍କୁ ମଧୁର ବାକ୍ଯ କହିଲେ ଓ ତାଙ୍କୁ ବାବିଲର ଅନ୍ୟ ରାଜାମାନଙ୍କଠାରୁ ଅଧିକ ସମ୍ମାନଜନକ ସ୍ଥାନ ଦେଲେ।
32 e falou com ele benignamente, e pôs o trono dele acima dos tronos dos reis que estavam com ele em Babilônia;
33 ଆଉ ଯିହାୟୋଦାରଖୀନ୍ ଆପଣା କାରାଗାର ପୋଷାକ ବଦଳାଇ ଅବଶିଷ୍ଟ ଜୀବନ ରାଜାଙ୍କ ସମ୍ମୁଖ ରେ ଭୋଜନ କଲା।
33 e lhe fez mudar a roupa da sua prisão; e Joaquim comia pão na presença do rei continuamente, todos os dias da sua vida.
34 ଏହାପ ରେ ଯିହାୟୋଦାରଖୀନ୍ ବାବିଲର ରାଜାମାନଙ୍କଠାରୁ ପ୍ରତିଦିନ ସୁବିଧା ପାଇଲେ। ଏହା ତାଙ୍କର ମୃତ୍ଯୁ ପର୍ୟ୍ଯନ୍ତ ଦିଆଗଲା।
34 E, quanto à sua ração, foi-lhe dada pelo rei de Babilônia a sua porção quotidiana, até o dia da sua morte, durante todos os dias da sua vida.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 52, comparar traduções ou montar um estudo — tudo direto pelo WhatsApp.