Jeremias 47

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷଯ ରେ ସଦାପ୍ରୁଙ୍କର ଏହି ବାକ୍ଯ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।
1 Eis a palavra do Senhor, dirigida ao profeta Jeremias acerca dos filisteus, antes que o faraó se apoderasse de Gaza.
2 ସଦାପ୍ରଭୁ କହନ୍ତି, ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ଯ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଲାବନକାରୀ ବନ୍ଯା ସଦୃଶ ସମଗ୍ର ଦେଶ, ତନ୍ମଧ୍ଯସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାୟ୍ଯ ପାଇଁ ହାହାକାର କରିବେ।
2 Assim fala o Senhor: Vede as águas que se levantam do norte, semelhantes a uma torrente que transborda, submergindo a terra e o quanto ela contém, a cidade e seus habitantes. Lançam gritos os homens e clama a população inteira,
3 ସମାନେେ ଧାବମାନ ଅଶ୍ବଗଣର ଖୁରା ଶବ୍ଦ, ରଥସମୂହର ଚାଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହବେେ ଯେ ସମାନେେ ସମାନଙ୍କେର ପିଲାମାନଙ୍କୁ ସାହାୟ୍ଯ କରିବେ ନାହିଁ।
3 ao estrépito das patas dos corcéis, do estrondo dos carros e do ranger das rodas. Os próprios pais nem olham mais para os filhos e, alquebrados, deixam pender os braços.
4 ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ବଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରେତ୍ୟକକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛନ୍ନ କରିବାର ସମୟ ଆସୁଅଛି। ଯେ ହତେୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ବୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ବ ହରଣ କରିବେ।
4 É que surgiu o dia da destruição dos filisteus, e de Tiro e Sidônia será tirado o que lhes resta de aliados, porque o Senhor vai arruinar os filisteus, e os restos da ilha de Caftor.
5 ଘସାର ଲୋକମାନେ ଦୁଃଖିତ ହାଇେ ସମାନଙ୍କେର ମସ୍ତକ ଟାଙ୍ଗରା କରିଛନ୍ତି। ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହାଇେଅଛନ୍ତି। ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ନିଜକୁ କାଟିବ ?
5 Gaza raspou a cabeça, Ascalon está aniquilada como o vale que a cerca. Até quando farás em ti incisões?
6 ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ କେତେ କାଳପ ରେ ୟୁଦ୍ଧରୁ କ୍ଷାନ୍ତ ହବେ ? ତୁମ୍ଭେ ଆପଣା କୋଷ ରେ ପ୍ରବେଶ କର, ଶାନ୍ତ ଓ ସ୍ଥିର ହୁଅ।
6 Quando repousarás, espada do Senhor? Entra na tua bainha, acalma-te, não te agites mais!
7 ମାତ୍ର ସଦାପ୍ରଭୁଙ୍କ ଖଡ୍ଗ କିପରି କ୍ଷାନ୍ତ ହବେ ? ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଅଛନ୍ତି। ସେ ଅସ୍କିଲୋନ୍ ବିରୁଦ୍ଧ ରେ ଓ ସମୁଦ୍ର ତୀର ବିରୁଦ୍ଧ ରେ ତାହାକୁ ନିୟୁକ୍ତ କରିଅଛନ୍ତି।
7 Como descansará, porém, se o Senhor lhe deu ordens? É contra Ascalon e as costas do mar que a dirigiu.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 47, comparar traduções ou montar um estudo — tudo direto pelo WhatsApp.