Jeremias 45

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ଚତୁର୍ଥ ବର୍ଷ ରେ ନରେିଯର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମିୟ ଭବିଷ୍ଯଦବକ୍ତା ତାକୁ ଏହି କଥା କହିଲେ।
1 Palavra que falou Jeremias, o profeta, a Baruque, filho de Nerias, escrevendo ele aquelas palavras, num livro, da boca de Jeremias, no ano quarto de Jeoaquim, filho de Josias, rei de Judá, dizendo:
2 ହେ ବ୍ଯାକୁଳ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ତୁମ୍ଭକୁ ଏହି କଥା କହିନ୍ତି।
2 Assim diz o Senhor , Deus de Israel, acerca de ti, ó Baruque:
3 ' ହେ ବାରୂକ, ତୁମ୍ଭେ ମାେ ହାୟ, ହାୟ କହିଲ, କାରଣ ସଦାପ୍ରଭୁ ମାରେ ୟନ୍ତ୍ରଣା ରେ ଦୁଃଖ ଯୋଡ଼ି ଦେଲେ। ମୁଁ କଥା କହିବାକୁ କ୍ଲାନ୍ତ ହେଉଅଛି ଓ ୟନ୍ତ୍ରଣା ରେ ଥରୁଅଛି, ଯେ ହତେୁ ମାରେ କିଛି ବିଶ୍ରାମ ନାହିଁ।'
3 Disseste: Ai de mim agora, porque me acrescentou o Senhor tristeza à minha dor! Estou cansado do meu gemido e não acho descanso.
4 ତେଣୁ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, 'ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାଯ ଯିହୁଦା ରେ ଏହା କରିବୁ।
4 Isto lhe dirás: Assim diz o Senhor : Eis que o que edifiquei eu derribo e o que plantei eu arranco, e isso em toda esta terra.
5 ହେ ବାରୂକ, ତୁମ୍ଭେ ନିଜ ପାଇଁ ମହାନ୍ ବିଷଯ ଖୋଜୁଅଛ। କିନ୍ତୁ ତାହା ଚେଷ୍ଟା କର ନାହିଁ।' କାରଣ ସଦାପ୍ରଭୁ କହନ୍ତି, ' ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପ ରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ୟିବ ଆମ୍ଭେ ସେସବୁ ସ୍ଥାନ ରେ ତୁମ୍ଭର ପ୍ରାଣ ରକ୍ଷା କରିବା।'
5 E procuras tu grandezas? Não as busques, porque eis que trarei mal sobre toda a carne, diz o Senhor ; a ti, porém, darei a tua alma por despojo, em todos os lugares para onde fores.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 45, comparar traduções ou montar um estudo — tudo direto pelo WhatsApp.