Jeremias 44

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଯେଉଁ ୟିହୁଦୀଯମାନେ ମିଶର ଦେଶସ୍ଥ ମିର୍ଦୋଲ ରେ, ତଫନ ହଷେ ରେ, ନୋଫ ରେ ଓ ପଥ୍ରୋପ ପ୍ରଦେଶ ରେ ବାସ କଲେ ସମାନଙ୍କେ ଉଦ୍ଦେଶ୍ଯ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
1 Jeremias recebeu esta mensagem acerca dos judeus que viviam no norte do Egito, nas cidades de Migdol, Tafnes e Mênfis, e também no sul do Egito:
2 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ୟିରୁଶାଲମ ଉପ ରେ ଓ ଯିହୁଦାର ସବୁ ନଗର ଉପ ରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ ତାହା ତୁମ୍ଭମାନେେ ଦେଖିଅଛ। ଆଉ ସଗେୁଡ଼ିକ ଜନମାନବ ଶୂନ୍ଯ ପ୍ରସ୍ତର ଗଦା ରେ ଆଜି ପରିଣତ ହାଇେଅଛି।
2 “Assim diz o S enhor dos Exércitos, o Deus de Israel: Vocês viram a calamidade que eu trouxe sobre Jerusalém e sobre todas as cidades de Judá. Hoje elas estão desertas e em ruínas,
3 କାରଣ ସମାନେେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସମାନେେ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ୟ୍ଯ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତ ରେ କରୁ ନ ଥିଲେ।
3 porque provocaram minha ira com sua perversidade. Queimaram incenso e adoraram outros deuses que nem eles, nem vocês, nem seus antepassados jamais conheceram.
4 ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ଯଦବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, 'ତୁମ୍ଭମାନେେ ଏହି ଘୃଣ୍ଯ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।'
4 “Repetidamente, enviei meu servos, os profetas, para lhes dizer: ‘Não façam essas coisas terríveis que eu tanto detesto!’.
5 ମାତ୍ର ସମାନେେ ସମାନଙ୍କେର କଥା ଶୁଣିଲେ ନାହିଁ। ସମାନେେ ଆପଣା ଦୁଷ୍କର୍ମରୁ ନିବୃତ୍ତ ହାଇେ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଧୂପ ନ ଜଳାଇବା ପାଇଁ ଭବିଷ୍ଯଦବକ୍ତାଙ୍କ ବାକ୍ଯ ରେ କର୍ଣ୍ଣପାତ କଲେ ନାହିଁ।
5 Mas eles não deram ouvidos nem abandonaram sua perversidade, e continuaram a queimar incenso para esses deuses.
6 ତେଣୁ ଆମ୍ଭେ ଆମ୍ଭର ପ୍ରଚଣ୍ଡ କୋର୍ଧ ଓ କୋପ ପ୍ରକାଶ କଲୁ। ଯିହୁଦାର ନଗର ସମୂହ ଓ ୟିରୁଶାଲମର ସମସ୍ତ ପଥ ସହେି କୋରଧାଗ୍ନି ରେ ପ୍ରଜ୍ବଳିତ ହେଲା। ଆଉ ମାରେ କୋରଧ ଯୋଗୁଁ ୟିରୁଶାଲମ ଓ ଯିହୁଦାର ନଗରସବୁ ଆଜି ଧ୍ବଂସସ୍ତୁପ ରେ ପରିଣତ ହାଇେଅଛି।
6 Por isso minha fúria transbordou e caiu como fogo sobre as cidades de Judá e as ruas de Jerusalém, que até hoje são ruínas desoladas.
7 ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତୁମ୍ଭମାନେେ କାହିଁକି ଏହି ମହାପାପ କରି ନିଜ ନିଜ ଜୀବନକୁ ଆଘାତ କରୁଛ ? ଏହାଦ୍ବାରା ତୁମ୍ଭମାନେେ ନିଜ ନିଜ ସର୍କୀଯ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ଯପାଯୀ ଶିଶୁମାନଙ୍କୁ ଯିହୁଦା ପରିବାରରୁ ବିଚ୍ଛିନ୍ନ କରୁଅଛ। ଆଉ କାହାରିକୁ ଯିହୁଦାର ଅବଶିଷ୍ଟ ରଖୁ ନାହଁ।
7 “Agora, o S enhor dos Exércitos, o Deus de Israel, lhes pergunta: Por que destroem a si mesmos? Nenhum de vocês sobreviverá: nenhum homem, mulher, criança ou recém-nascido que veio de Judá.
8 ତୁମ୍ଭମାନେେ ଏହି ଯେ ମିଶର ଦେଶ ରେ ପ୍ରବାସ କରିବା ପାଇଁ ଆସିଅଛ, ଏ ସ୍ଥାନ ରେ ଅନ୍ୟ ଦବଗେଣ ଉଦ୍ଦେଶ୍ଯ ରେ ଧୂପ ଜଳାଇ କାହିଁକି ଆପଣା ଆପଣା ହସ୍ତକୃତ କର୍ମଦ୍ବାରା ଆମ୍ଭକୁ ବିରକ୍ତ କରୁଅଛ ? ତୁମ୍ଭମାନେେ ବିନଷ୍ଟ ହବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧିଅରେ ଅଭିଶପ୍ତ ଓ ନିନ୍ଦାର ପାତ୍ର ହବେ।
8 Por que provocar minha ira queimando incenso para os ídolos que vocês fizeram aqui no Egito? Destruirão a si mesmos e se tornarão objeto de maldição e zombaria para todas as nações.
9 ଯିହୁଦା ନଗରର ଓ ୟିରୁଶାଲମର ରାଜପଥରେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଏବଂ ଯିହୁଦାର ରାଜାମାନେ ଓ ସମାନଙ୍କେର ସ୍ତ୍ରୀମାନେ କରିଥିବା ଅପରାଧ ଏବଂ ତୁମ୍ଭର ନିଜର କୁକର୍ମ ଓ ତୁମ୍ଭର ସ୍ତ୍ରୀମାନଙ୍କର କୁକର୍ମ, ତୁମ୍ଭେ ପାଶୋରି ଦଇେଛ କି ?
9 Acaso se esqueceram dos pecados de seus antepassados, dos pecados dos reis e das rainhas de Judá, e dos pecados que vocês e suas esposas cometeram em Judá e em Jerusalém?
10 ଏପରିକି ଏବେ ମଧ୍ଯ ସମାନେେ ବିନଯୀ ହାଇେ ନାହାଁନ୍ତି କିଅବା ଆମ୍ଭପ୍ରତି ଭକ୍ତିଭାବ ଦଖାଇେ ନାହାଁନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦଇେଥିବା ବିଧି ଓ ବ୍ଯବସ୍ଥା ଅନୁସାରେ ସମାନେେ ଆଚରଣ କରି ନାହାଁନ୍ତି।
10 Até hoje, não mostraram remorso nem temor. Ninguém escolheu obedecer à minha lei e aos decretos que dei a vocês e a seus antepassados.
11 ଏଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷ ରେ ଓ ସମଗ୍ର ଯିହୁଦା ବିପକ୍ଷ ରେ ଅମଙ୍ଗଳ ଓ ଧ୍ବଂସ ଘଟାଇବା ପାଇଁ ମନସ୍ଥ କରିଅଛୁ।
11 “Portanto, assim diz o S enhor dos Exércitos, o Deus de Israel: Estou decidido a destruir cada um de vocês!
12 ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶ ରେ ପ୍ରବାସ କରିବା ପାଇଁ ସଠାେକୁ ୟିବା ଲାଗି ଆଗ୍ରହୀ ହାଇେଅଛନ୍ତି, ଆମ୍ଭେ ସମାନଙ୍କେୁ ଧରିବା। ସମାନେେ ସମସ୍ତେ ଲୁପ୍ତ ହବେେ, ମିଶର ଦେଶ ରେ ପତିତ ହବେେ। ଖଡ୍ଗ ଓ ଦୁର୍ଭିକ୍ଷ ରେ ସମାନେେ ଲୁପ୍ତ ହବେେ। କ୍ଷୁଦ୍ର ଓ ମହାନ୍ ସମସ୍ତେ ଖଡ୍ଗ ଓ ଦୁର୍ଭିକ୍ଷ ରେ ମରିବେ। ଆଉ ସମାନେେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖ ରେ ଅଭିଶାପ, ବିସ୍ମଯ, ଶାପ ଓ ନିନ୍ଦାର ପାତ୍ର ହବେେ।
12 Tomarei o remanescente de Judá, aqueles que teimaram em vir para o Egito e morar aqui, e os consumirei. Cairão no Egito, mortos por guerra e fome. Todos morrerão, desde o mais humilde até o mais importante. Serão objeto de condenação, horror, maldição e zombaria.
13 ଆଉ ଆମ୍ଭେ ଯେପରି ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ୟିରୁଶାଲମକୁ ଦଣ୍ଡ ଦଇେଥିଲୁ, ସହେିପରି ମିଶର ଦେଶ ରେ ବାସ କରୁଥିବା ପ୍ରବାସୀମାନଙ୍କୁ ଦଣ୍ଡ ଦବେି।
13 Eu os castigarei no Egito como os castiguei em Jerusalém, com guerra, fome e doença.
14 ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫରେିୟାଇ ସଠାେ ରେ ବାସ କରିବାକୁ ଇଚ୍ଛାକରି ମିଶର ଦେଶ ରେ ପ୍ରବାସ କରିବାକୁ ଆସିଅଛନ୍ତି, ସମାନଙ୍କେ ମଧ୍ଯରୁ କହେି ଉଦ୍ଧାର କିଅବା ରକ୍ଷା ପାଇବେ ନାହିଁ। କାରଣ ପଳାତକ ଲୋକମାନଙ୍କ ବିନା ଆଉ କହେି ଫରେିଯିବେ ନାହିଁ।
14 Desse remanescente que fugiu para o Egito, na esperança de um dia voltar para Judá, ninguém sobreviverá. Embora anseiem voltar para sua terra, apenas uns poucos retornarão”.
15 ସେତବେେଳେ ବହୁ ସ୍ତ୍ରୀ ଲୋକ ଯିହୁଦାର ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଉଥିଲେ। ସମାନଙ୍କେର ସ୍ବାମୀମାନେ ଏହା ଜାଣିଲେ ମଧ୍ଯ ସମାନଙ୍କେୁ ନିବୃତ୍ତ କରୁ ନ ଥିଲେ। ସମାନଙ୍କେ ନିକଟରେ ଠିଆ ହାଇେଥିବା ସ୍ତ୍ରୀମାନଙ୍କର ମହାସମାଜ ଆଉ ମିଶରର ପାଥ୍ରୋଷ୍ ପ୍ରଦେଶ ରେ ବାସକାରୀ ସମସ୍ତ ଲୋକ ଯିରିମିୟଙ୍କୁ କହିଲେ,
15 Então todas as mulheres que estavam presentes e todos os homens que sabiam que suas esposas haviam queimado incenso para ídolos, uma grande multidão de todos os judeus que viviam no norte e no sul do Egito, responderam a Jeremias:
16 ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ଆମ୍ଭମାନଙ୍କୁ ଯେଉଁ କଥା କହିଅଛ, ତୁମ୍ଭର ସହେି କଥା ଆମ୍ଭମାନେେ ଶୁଣିବୁ ନାହିଁ।
16 “Não ouviremos as mensagens que você transmite em nome do S enhor !
17 ଆମ୍ଭେ ନିଶ୍ଚିତ କରିବୁ ଯେ ହତେୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହ ରେ ଓ ୟିରୁଶାଲମର ସମସ୍ତ ପଥରେ ଆମ୍ଭମାନେେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭମାନେେ ପଯେ ନବୈେଦ୍ଯ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭମାନେେ ଆମ୍ଭମାନେେ ପ୍ରଚୁର ଆହାର ପାଇଲୁ ଏବଂ ସୁଖ ରେ ଥିଲୁ। କୌଣସି ଅମଙ୍ଗଳ ଆମପ୍ରତି ଘଟି ନ ଥିଲା।
17 Faremos o que bem entendermos. Queimaremos incenso e apresentaremos ofertas derramadas para a Rainha do Céu, como nós, nossos antepassados e nossos reis e oficiais sempre fizemos nas cidades de Judá e nas ruas de Jerusalém. Naqueles dias, havia alimento com fartura, éramos prósperos e não tínhamos problemas!
18 ମାତ୍ର ଆମ୍ଭମାନେେ ଯେତବେେଳେ ଆକାଶ ରାଣୀ ଉଦ୍ଦେଶ୍ଯ ରେ ଧୂପ ଜଳାଇବା ଓ ପଯେ ନବୈେଦ୍ଯ ଢ଼ାଳିବା ଛାଡ଼ିଦଲେୁ, ଆମ୍ଭମାନଙ୍କ ସବୁ ବିଷଯ ରେ ଅଭାବ ଘଟିଲା ଓ ଆମ୍ଭମାନେେ ଖଡ୍ଗ ଓ ଦୁର୍ଭିକ୍ଷ ରେ ଲୁପ୍ତ ହେଲୁ।
18 Mas desde que paramos de queimar incenso para a Rainha do Céu e deixamos de adorá-la com ofertas derramadas, temos enfrentado grandes aflições e morrido por guerra e fome”.
19 ତା'ପ ରେ ସହେି ସ୍ତ୍ରୀମାନେ ଯିରିମିୟଙ୍କୁ କହିଲେ, ଆମ୍ଭମାନେେ ଆମ୍ଭମାନଙ୍କ ସ୍ବାମୀମାନଙ୍କର ଅନୁମତି ରେ ଆକାଶ ରାଣୀ ଉଦ୍ଦେଶ୍ଯ ରେ ଧୂପ ଜଳାଇଲୁ, ପଯେ ନବୈେଦ୍ଯ ଢ଼ାଳିଲୁ ଓ ପୂଜା ନିମନ୍ତେ ପିଠା ପ୍ରସ୍ତୁତ କଲୁ।
19 “Além disso”, acrescentaram as mulheres, “você imagina que queimávamos incenso, apresentávamos ofertas derramadas à Rainha do Céu e fazíamos bolos que retratavam sua imagem sem o conhecimento e a ajuda de nossos maridos?”
20 ତା'ପ ରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀଙ୍କୁ କହିଲେ, ଯେଉଁମାନେ ତାଙ୍କୁ ପ୍ରତ୍ଯୁତ୍ତର କରିଥିଲେ।
20 Então Jeremias disse a todos, tanto homens como mulheres, que lhe tinham dado essa resposta:
21 ଯିହୁଦାର ନଗର ସମୂହ ରେ ଓ ୟିରୁଶାଲମର ସକଳ ପଥରେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜାଗଣ, ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜଳାଇଲେ, ସଦାପ୍ରଭୁ କ'ଣ ତାହା ସ୍ମରଣ କଲେ ନାହିଁ ଓ ତାହା କ'ଣ ତାଙ୍କ ମନେ ପଡ଼ିଲା ନାହିଁ ?
21 “Vocês pensam que o S enhor não sabia que vocês, seus antepassados, seus reis e oficiais e todo o povo queimavam incenso a ídolos nas cidades de Judá e nas ruas de Jerusalém?
22 ତା'ପ ରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ଯକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ଯ କରିପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହାଇେ ଶୂନ୍ଯ ମରୁ ରେ ପରିଣତ ହାଇେଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ଯବହାର କରନ୍ତି।
22 O S enhor fez de sua terra objeto de maldição, ruína desolada e sem habitantes, como está hoje, porque não suportava mais suas práticas detestáveis.
23 ଏ ସମସ୍ତ ଅମଙ୍ଗଳ ଘଟିବାର କାରଣ ହେଉଛି, ତୁମ୍ଭମାନେେ ଅନ୍ୟ ଦବେତା ଉଦ୍ଦେଶ୍ଯ ରେ ଧୂପ ଜଳାଇ ଅଛ, ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛ ଓ ସଦାପ୍ରଭୁଙ୍କ ବାକ୍ଯ ରେ ଅବଧାନ କରି ନାହଁ, ପୁଣି ତାଙ୍କର ବ୍ଯବସ୍ଥା ଓ ବିଧି ପ୍ରମାଣ ବାକ୍ଯାନୁସା ରେ ଆଚରଣ କରି ନାହଁ।
23 Todas essas coisas terríveis aconteceram a vocês porque queimaram incenso a ídolos e pecaram contra o S enhor . Não obedeceram à sua voz nem seguiram sua lei, seus decretos e seus preceitos!”.
24 ତା'ପ ରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କୁ କହିଲେ, ହେ ମିଶର ଦେଶ ରେ ଥିବା ଯିହୁଦାର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।
24 Então Jeremias disse a todos, inclusive às mulheres: “Ouçam esta mensagem do S enhor , todos vocês judeus que agora vivem no Egito.
25 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭେ ସ୍ତ୍ରୀ ଲୋକମାନେ କହିଥିଲ, ଆମ୍ଭମାନେେ ଆକାଶ ରାଣୀ ଉଦ୍ଦେଶ୍ଯ ରେ ଧୂପ ଜଳାଇବା ପାଇଁ ଓ ପଯେ ନବୈେଦ୍ଯ ଢ଼ାଳିବା ପାଇଁ ଯେଉଁ ଶପଥ କରିଅଛୁ ତାହା ଅବଶ୍ଯ ସିଦ୍ଧ କରିବୁ। ତେଣୁ ତୁମ୍ଭମାନେେ ଆଗଇେ ଚାଲ, ତୁମ୍ଭମାନଙ୍କର ଶପଥ ଦୃଢ଼ କର ଓ ତୁମ୍ଭମାନଙ୍କର ଶପଥ ସିଦ୍ଧ କର।
25 Assim diz o S enhor dos Exércitos, o Deus de Israel: ‘Vocês e suas esposas disseram: ‘Cumpriremos nossa promessa de queimar incenso e apresentar ofertas derramadas à Rainha do Céu’, e provaram com suas ações que estavam falando sério. Portanto, cumpram as promessas e votos que fizeram para ela’.
26 ଏଣୁ ହେ ଯିହୁଦାର ସମସ୍ତ ମିଶର ଦେଶ ନିବାସୀ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସଦାପ୍ରଭୁ କହନ୍ତି, ଦେଖ, ମୁଁ ଆପଣା ମହାନାମ ରେ ଶପଥ କରିଅଛି, ମିଶର ଦେଶସ୍ଥ ୟିହୁଦୀ ଲୋକ ମାରେ ନାମର ବ୍ଯବହାର କରିବ ନାହିଁ। ସମାନେେ କବେେ କହିବେ ନାହିଁ, ନିଶ୍ଚିତ ରେ ସଦାପ୍ରଭୁ ଅଛନ୍ତି।
26 “Ouçam, porém, esta mensagem do S enhor , todos vocês judeus que agora vivem no Egito: ‘Jurei por meu grande nome’, diz o S enhor , ‘que nenhum judeu na terra do Egito pronunciará meu nome. Nenhum de vocês invocará meu nome nem o usará para jurar: ‘Tão certo como vive o S enhor Soberano’.
27 'ଆଉ ଦେଖ, ଆମ୍ଭେ ସମାନଙ୍କେର ମଙ୍ଗଳ ନିମନ୍ତେ ନୁହେଁ, ଅମଙ୍ଗଳ ନିମନ୍ତେ ସମାନଙ୍କେୁ ଜଗି ରହିବା। ମିଶର ଦେଶସ୍ଥ ସମସ୍ତ ୟୁହୁଦୀ ନିଃଶଷେ ହବୋ ପର୍ୟ୍ଯନ୍ତ ଖଡ୍ଗ, ଓ ଦୁର୍ଭିକ୍ଷର ମୃତ୍ଯୁ ଲାଗି ରହିବ।
27 Pois eu os vigiarei para trazer sobre vocês calamidade, e não bem. Os judeus que hoje vivem no Egito sofrerão guerra e fome até que estejam todos mortos.
28 ଖଡ୍ଗରୁ ରକ୍ଷା ପାଇ ଅଳ୍ପ କେତକେ ଲୋକ ମିଶରରୁ ଯିହୁଦାକୁ ଫରେିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ୟାଇଅଛନ୍ତି, ଯିହୁଦାର ସହେି ଅବଶିଷ୍ଟାଂଶ ଲୋକେ, ସମାନେେ ଜାଣିବେ ତାହାର ବାକ୍ଯ ବିଶ୍ବାସ ଯୋଗ୍ଯ, ମାରେି ନା ସବୋନଙ୍କର।
28 Apenas uns poucos escaparão da morte e voltarão do Egito para Judá. Então todos que vieram para o Egito saberão quais palavras são verdadeiras: as minhas ou as deles!
29 ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନ ରେ ତୁମ୍ଭମାନଙ୍କୁ ଦଣ୍ଡ ଦବୋ ଓ ତାହା ତୁମ୍ଭମାନଙ୍କ ପାଇଁ ପ୍ରମାଣ ସ୍ବରୂପ ହବେ।' 'ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭମାନଙ୍କର ବାକ୍ଯ ଯେ ନିଶ୍ଚଯ ଅଟଳ ହବେ, ଏହା ତୁମ୍ଭମାନେେ ଜାଣିବ।
29 “‘E esta é a prova que lhes dou’, diz o S enhor , ‘de que todas as minhas palavras se cumprirão e de que eu os castigarei aqui.’
30 ସଦାପ୍ରଭୁ ଏହିକଥା କହନ୍ତି, ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକିଯକୁ ତାହାର ପ୍ରାଣ ନାଶକାରୀ ଶତ୍ରୁ ବାବିଲର ରାଜା ନବୂଖଦନିତ୍ସର ହସ୍ତ ରେ ସମର୍ପଣ କଲୁ,' ସହେିପରି, 'ଆମ୍ଭେ ମିଶରର ରାଜା ଫାରୋ-ହଫ୍ରାକୁ ତାହାର ପ୍ରାଣନାଶକାରୀ ଶତ୍ରୁମାନଙ୍କ ହସ୍ତ ରେ ସମର୍ପଣ କରିବା।
30 Assim diz o S enhor : ‘Entregarei o faraó Hofra, rei do Egito, nas mãos de seus inimigos que desejam matá-lo, assim como entreguei Zedequias, rei de Judá, a Nabucodonosor, rei da Babilônia’”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 44, comparar traduções ou montar um estudo — tudo direto pelo WhatsApp.