Jeremias 42
Oriya Bible (GL_ORIYA) vs ARC
1 ଯେତବେେଳେ ସମାନେେ ଗରେୁତ୍ତ୍ବକିମହମ ରେ ଥିଲେ ସେତବେେଳେ ୟୋହାନନ୍ ଓ ହୋଶଯିଯର ପୁତ୍ର ୟାସନିଯ, ଆଉ କ୍ଷୁଦ୍ର ଓ ମହାନ୍ ସମସ୍ତ ଲୋକ ଯିରିମିୟ ଭବିଷ୍ଯଦବକ୍ତାଙ୍କ ନିକଟକୁ ଗଲେ।
1 Então, chegaram todos os príncipes dos exércitos, e Joanã, filho de Careá, e Jezanias, filho de Hosaías, e todo o povo, desde o menor até ao maior,
2 ସେ ସମସ୍ତ ଲୋକ ତାଙ୍କୁ କହିଲେ, ହେ ଯିରିମିୟ, ଆମ୍ଭମାନେେ ତୁମ୍ଭକୁ ନିବଦନେ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ବଚକ୍ଷୁ ରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭମାନେେ ଅନକେ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।
2 e disseram a Jeremias, o profeta: Caia, agora, a nossa súplica diante de ti, e roga por nós ao Senhor , teu Deus, por todo este resto; porque de muitos restamos uns poucos, como veem os teus olhos;
3 ଆଉ ଆମ୍ଭମାନଙ୍କର କେଉଁ ପଥରେ ୟିବା ଉଚିତ୍ ଓ କେଉଁ କାର୍ୟ୍ଯ କରିବା ଉଚିତ୍, ତାହା ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ବରଙ୍କୁ ପ୍ରାର୍ଥନା କରି ଆମ୍ଭମାନଙ୍କୁ ଜଣାଇବ।
3 para que o Senhor , teu Deus, nos ensine o caminho por onde havemos de andar e aquilo que havemos de fazer.
4 ତା'ପ ରେ ଯିରିମିୟ ଭବିଷ୍ଯଦବକ୍ତା ସମାନଙ୍କେୁ କହିଲେ, ମୁଁ ତୁମ୍ଭମାନଙ୍କର କଥା ଶୁଣିଲି। ଆଉ ଦେଖ, ମୁଁ ତୁମ୍ଭମାନଙ୍କର କଥାନୁସା ରେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବି ଓ ସଦାପ୍ରଭୁ ତୁମ୍ଭମାନଙ୍କୁ ଯାହାବି ଉତ୍ତର ଦବେେ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି। ମୁଁ କୌଣସି କଥା ତୁମ୍ଭମାନଙ୍କଠାରୁ ଗୋପନ ରଖିବି ନାହିଁ।
4 E disse-lhes Jeremias, o profeta: Eu vos ouvi; eis que orarei ao Senhor , vosso Deus, conforme as vossas palavras; e seja o que for que o Senhor vos responder, eu vo-lo declararei; não vos ocultarei nada.
5 ତା'ପ ରେ ସମାନେେ ଯିରିମିୟଙ୍କୁ କହିଲେ, ସଦାପ୍ରଭୁ ଆପଣଙ୍କ ପରମେଶ୍ବର ଯେଉଁ କଥା କହି ଆପଣଙ୍କୁ ଆମ୍ଭମାନଙ୍କ ନିକଟକୁ ପଠାଇବେ, ତଦନୁସା ରେ ଯବେେ ଆମ୍ଭମାନେେ କର୍ମ ନ କରୁ, ତବେେ ସଦାପ୍ରଭୁ ଆମ୍ଭମାନଙ୍କ ବିପକ୍ଷ ରେ ସତ୍ଯ ଓ ବିଶ୍ବସ୍ତ ସାକ୍ଷୀ ହୁଅନ୍ତୁ।
5 Então, eles disseram a Jeremias: Seja o Senhor entre nós testemunha da verdade e fidelidade, se não fizermos conforme toda a palavra com que te enviar a nós o Senhor , teu Deus.
6 ସହେି ବାକ୍ଯ ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭମାନେେ ଆପଣଙ୍କୁ ପଠାଉଅଛୁ, ସହେି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ବାକ୍ଯ ଆମ୍ଭମାନେେ ମାନିବୁ। କାରଣ ସହେି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ କଥା ମାନିଲେ ଆମ୍ଭମାନଙ୍କର ମଙ୍ଗଳ ହବେ।
6 Seja ela boa ou seja má, à voz do Senhor , nosso Deus, a quem te enviamos, obedeceremos, para que nos suceda bem, obedecendo à voz do Senhor , nosso Deus.
7 ଅନନ୍ତର ଦଶଦିନ ଅନ୍ତେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ଯ ଉପସ୍ଥିତ ହେଲା।
7 E sucedeu que, ao fim de dez dias, veio a palavra do Senhor a Jeremias.
8 ତା'ପ ରେ ଯିରିମିୟ କା ରହରେ ପୁତ୍ର ୟୋହାନନ୍କୁ, ତାହାର ସଙ୍ଗୀ ସମସ୍ତ ସନୋପତିଙ୍କୁ ଓ େଛାଟ ବଡ଼ ଅନ୍ୟ ସମସ୍ତ ଲୋକଙ୍କୁ ଡ଼ାକି କହିଲେ।
8 Então, chamou a Joanã, filho de Careá, e a todos os príncipes dos exércitos que havia com ele, e a todo o povo, desde o menor até ao maior,
9 ତୁମ୍ଭମାନେେ ମାେତେ ଯେଉଁ ସଦାପ୍ରଭୁଙ୍କ ନିକଟକୁ ନିବଦନେ କରିବାକୁ ପଠାଇଥିଲ, ସହେି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି,
9 e disse-lhes: Assim diz o Senhor , Deus de Israel, a quem me enviastes, para lançar a vossa súplica diante dele:
10 ଯଦି ତୁମ୍ଭମାନେେ ଯିହୁଦା ରେ ବାସ କର, ତବେେ ଆମ୍ଭେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ଓ ବିନଷ୍ଟ କରିବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବୀଜ ବୁଣିବା ଓ ତୁମ୍ଭକୁ ଧ୍ବଂସ କରିବା ନାହିଁ। କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଦୁର୍ଭାଗ୍ଯ ଆଣିଥିବାରୁ ଦୁଃଖିତ।
10 Se de boa mente ficardes nesta terra, então, vos edificarei e não vos derribarei; e vos plantarei e não vos arrancarei, porque estou arrependido do mal que vos tenho feito.
11 ତୁମ୍ଭମାନେେ ଯେଉଁ ବାବିଲ ରାଜାଙ୍କୁ ଭୟ କରୁଥିଲ, ତାଙ୍କୁ ଆଉ ଭୟ କର ନାହିଁ। ସଦାପ୍ରଭୁ କହନ୍ତି, ତାଙ୍କୁ ତୁମ୍ଭମାନେେ ଭୟ କର ନାହିଁ।' 'କାରଣ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ଓ ତାହା ହସ୍ତରୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛୁ।
11 Não temais o rei da Babilônia, a quem vós temeis; não o temais, diz o Senhor , porque eu sou convosco, para vos salvar e para vos fazer livrar das suas mãos.
12 ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଦୟା ପ୍ରଦାନ କରିବା। ସେ ମଧ୍ଯ ତୁମ୍ଭମାନଙ୍କ ପ୍ରତି ଦୟା ଦଖାଇେ ତୁମ୍ଭମାନଙ୍କୁ ଏହି ଦେଶକୁ ଫରୋଇ ଆଣିବେ।'
12 E vos farei misericórdia, para que ele tenha misericórdia de vós e vos faça voltar à vossa terra.
13 ଆଉ ତୁମ୍ଭମାନେେ ଯଦି କହିବ, 'ଆମ୍ଭମାନେେ ଏ ଦେଶ ରେ ବାସ କରିବା ନାହିଁ,' ତବେେ ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯକୁ ଅବମାନନା କରୁଛ।
13 Mas, se vós disserdes: Não ficaremos nesta terra, não obedecendo à voz do Senhor , vosso Deus,
14 ଆଉ ମଧ୍ଯ ତୁମ୍ଭମାନେେ ଯଦି କହିବ, 'ଆମ୍ଭମାନେେ ମିଶର ଦେଶକୁ ୟିବା ଓ ସଠାେ ରେ ବାସ କରିବା, ସଠାେ ରେ ଆମ୍ଭମାନେେ ୟୁଦ୍ଧ ଦେଖିବା ନାହିଁ କି ତୂରୀଶବ୍ଦ ଶୁଣିବା ନାହିଁ କିଅବା ସଠାେ ରେ ଆମ୍ଭମାନେେ ଖାଦ୍ୟର ଅଭାବ ଭୋଗିବା ନାହିଁ।'
14 dizendo: Não; antes, iremos à terra do Egito, onde não veremos guerra, nem ouviremos som de trombeta, nem teremos fome de pão, e ali ficaremos.
15 ଏଣୁ ହେ ଯିହୁଦାର ଲୋକେ, ତୁମ୍ଭମାନେେ ଏବେ ସଦାପ୍ରଭୁଙ୍କର ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ଯଦି ତୁମ୍ଭମାନେେ ମିଶରକୁ ୟିବାପାଇଁ ଓ ବାସ କରିବା ପାଇଁ ସଙ୍କଳ୍ପବଦ୍ଧ, ଏହି ନିମ୍ନ ଘଟଣାମାନ ଘଟିବ।
15 Nesse caso, ouvi a palavra do Senhor , ó resto de Judá; assim diz o Senhor dos Exércitos, Deus de Israel: Se vós, absolutamente, puserdes o vosso rosto para entrardes no Egito e entrardes para lá peregrinar;
16 ତୁମ୍ଭମାନେେ ଯେଉଁ ଖଡ୍ଗକୁ ଭୟ କରୁଛ ତାହା ତୁମ୍ଭମାନଙ୍କ ପେଛ ପେଛ ୟାଇ ମିଶର ରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷଯ ରେ ତୁମ୍ଭମାନେେ ଭୟଭୀତ, ତାହା ମିଶର ଦେଶ ରେ ତୁମ୍ଭମାଙ୍କ ପେଛ ପେଛ ଲାଗି ରହିବ ଓ ସହେିଠା ରେ ତୁମ୍ଭମାନେେ ମରିବ।
16 acontecerá, então, que a espada que vós temeis ali vos alcançará na terra do Egito, e a fome que vós receais estará convosco no Egito, e ali morrereis.
17 ଯେଉଁମାନେ ମିଶର ରେ ପ୍ରବାସ କରିବା ପାଇଁ ସ୍ଥିର କରିଛନ୍ତି। ସମାନଙ୍କେ ପାଇଁ ଏହି ପ୍ରକାର ଘଟିବ। ସମାନେେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବେ। ପୁଣି ଆମ୍ଭେ ସମାନଙ୍କେ ପ୍ରତି ଯେଉଁ ଅମଙ୍ଗଳ ଘଟାଇବା ସେଥିରୁ ସମାନଙ୍କେ ମଧ୍ଯରୁ କହେି ଉଦ୍ଧାର ପାଇବେ ନାହିଁ।'
17 Assim será com todos os homens que puseram o seu rosto para entrarem no Egito, a fim de lá peregrinarem: morrerão à espada, à fome e da peste; e deles não haverá quem reste e escape do mal que eu farei vir sobre eles.
18 ପୁଣି ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କତା କହନ୍ତି, 'ଆମ୍ଭେ ୟିରୁଶାଲମର ଉପ ରେ ଯେପରି ଆମ୍ଭର କୋର୍ଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସହେିପରି ଯେଉଁମାନେ ମିଶର ରେ ପ୍ରବାସ କରିବେ, ଆମ୍ଭେ ସମାନଙ୍କେ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢ଼ାଳିବା। ଆଉ ତୁମ୍ଭମାନେେ ଅଭିଶପ୍ତ, ବିସ୍ମଯ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହବେ ଓ ତୁମ୍ଭମାନେେ ଏହି ସ୍ଥାନ ଦେଖିବ ନାହିଁ।'
18 Porque assim diz o Senhor dos Exércitos, Deus de Israel: Como se derramaram a minha ira e a minha indignação sobre os habitantes de Jerusalém, assim se derramará a minha indignação sobre vós, quando entrardes no Egito; e sereis uma maldição, e um espanto, e uma execração, e um opróbrio e não vereis mais este lugar.
19 ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷଯ ରେ ଏହି କତା କହି ଅଛନ୍ତି, 'ତୁମ୍ଭମାନେେ ମିଶରକୁ ୟାଅ ନାହିଁ।' ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ଯ ଦଲେି, ଏହା ନିଶ୍ଚଯ ଜାଣ।
19 Falou o Senhor acerca de vós, ó resto de Judá: Não entreis no Egito. Sabei, decerto, que testifiquei contra vós, hoje.
20 ପୁଣି ତୁମ୍ଭମାନେେ ନିଜ ନିଜ ପ୍ରାଣ ବିରୁଦ୍ଧ ରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିକଟକୁ ମାେତେ ପଠାଇ କହିଲ, 'ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯାହା ଯାହା କହିବେ, ତଦନୁସା ରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭମାନେେ ତାହା ପାଳନ କରିବୁ।'
20 Porquanto, enganastes a vossa alma, pois me enviastes ao Senhor , vosso Deus, dizendo: Ora por nós ao Senhor , nosso Deus; e, conforme tudo o que disser o Senhor , Deus nosso, declara-no-lo assim, e o faremos.
21 ତେଣୁ ଆଜି ସଦାପ୍ରଭୁଙ୍କ ସହେି ବାକ୍ଯ ତୁମ୍ଭମାନଙ୍କୁ ଜଣାଇଲି। ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କର ସହେି ବାକ୍ଯ ପ୍ରତି ଧ୍ଯାନ ଦଲେ ନାହିଁ। ଆଉ ତୁମ୍ଭମାନଙ୍କ ପରମେଶ୍ବର ଯାହା କରିବାକୁ ମାେତେ କହି ପଠାଇଲେ, ତାହା ତୁମ୍ଭମାନେେ କଲ ନାହିଁ।
21 E vo-lo tenho declarado hoje; mas não destes ouvidos à voz do Senhor , vosso Deus, em coisa alguma pela qual ele me enviou a vós.
22 ଏଣୁ ଏବେ ନିଶ୍ଚଯ ଜାଣ, ଯେଉଁ ସ୍ଥାନ ରେ ପ୍ରବାସ କରିବା ନିମନ୍ତେ ତୁମ୍ଭମାନେେ ଇଚ୍ଛା କରୁଛ, ସହେି ମିଶରକୁ ୟାଅ। କିନ୍ତୁ ଏହା ନିଶ୍ଚଯ ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭମାନେେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବ।
22 Agora, pois, sabei, por certo, que à espada, à fome e da peste morrereis no mesmo lugar onde desejastes entrar, para lá peregrinardes.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jeremias 42, comparar traduções ou montar um estudo — tudo direto pelo WhatsApp.