Jeremias 41
Oriya Bible (GL_ORIYA) vs NTLH
1 ଅନନ୍ତର ସପ୍ତମ ମାସ ରେ ରାଜବଂଶୀ ଇଲୀଶାମର ପୌତ୍ର ନଥନିଯର ପୁତ୍ର ଇଶମାଯଲେ ଦଶଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିଯ ନିକଟକୁ ମିସ୍ପାକୁ ଆସିଲେ। ସମାନେେ ସଠାେ ରେ ଗଦଲିଯ ସହିତ ଏକତ୍ର ଭୋଜନ କଲେ।
1 No sétimo mês daquele ano, Ismael, filho de Netanias e neto de Elisama, que era da família do rei, foi até Mispa com dez homens para encontrar-se com Gedalias. Enquanto estavam todos ali, tomando uma refeição juntos,
2 ସମାନେେ ଏକତ୍ର ଭୋଜନ କରୁଥିବା ବେଳେ ଇଶମାଯଲେ ଓ ତାର ଦଶଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିଯକୁ ହତ୍ଯା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାୟ୍ଯ ରେ ନିୟୁକ୍ତ କରିଥିଲେ।
2 Ismael e os dez homens que estavam com ele pegaram as suas espadas e mataram Gedalias. Assim mataram aquele que tinha sido posto pelo rei da Babilônia como governador do país.
3 ଆଉ ମଧ୍ଯ ଇଶମାଯଲେ ମିସ୍ପା ରେ ଗଦଲିଯ ସହିତ ଥିବା ସମସ୍ତ ୟିହୁଦୀଯମାନଙ୍କୁ ଓ ବାବିଲର ସୈନ୍ଯମାନଙ୍କୁ ବଧ କଲେ।
3 Ismael também matou todos os judeus que estavam com Gedalias em Mispa e os soldados babilônios que estavam lá.
4 ଗଦଲିଯକୁ ବଧ କରିବାର ଦିନକ ପ ରେ ଶିଖିମ, ଶୀଲୋ ଓ ଶମରିଯାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହାଇେ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରି ହସ୍ତ ରେ ନବୈେଦ୍ଯ ଓ ସୁଗନ୍ଧି ଧୂପ ନଇେ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ।
4 No dia seguinte, antes que alguém soubesse que Gedalias tinha sido morto,
5 ସମାନେେ ଗଦଲିଯଙ୍କ ହତ୍ଯା ଖବର ଜାଣି ନ ଥିଲେ।
5 chegaram ali oitenta homens. Eles vinham de Siquém, Siló e Samaria. Estavam com a barba raspada e as roupas rasgadas e tinham feito cortes no corpo. Eles traziam cereais e incenso para oferecer a Deus, o Senhor , no Templo.
6 ଇଶମାଯଲେ ମିସ୍ପାକୁ ସହେି ଅଶୀଜଣ ପୁରୁଷଙ୍କୁ ଭଟେିବା ପାଇଁ ଗଲା ଓ ଗଲା ବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସମାନଙ୍କେୁ ସାକ୍ଷାତ କରି କହିଲା, ଅହୀକାମର ପୁତ୍ର ଗଦଲିଯକୁ ଦେଖିବାକୁ ଆସ।
6 Então Ismael saiu chorando de Mispa e foi encontrar-se com eles. Quando chegou perto deles, disse: — Entrem e venham ver Gedalias.
7 ଯେତବେେଳେ ସମାନେେ ନଗରର ମଧ୍ଯସ୍ଥାନକୁ ଆସିଲେ, ଇଶମାଯଲେ ଓ ତା'ର ସଙ୍ଗୀମାନେ ସମାନଙ୍କେୁ ବଧ କଲେ ଏବଂ ସମାନଙ୍କେୁ ଏକ ଗାତ ମଧିଅରେ ଫୋପାଡ଼ି ଦେଲେ।
7 Quando eles entraram na cidade, Ismael e os seus homens os mataram e jogaram os corpos num poço.
8 ମାତ୍ର ସମାନଙ୍କେ ମଧ୍ଯରୁ ଦଶଜଣ ଇଶମାଯଲକେୁ କହିଲେ, ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ୟବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷତେ ରେ ଲୁଚାଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦବେି। ତେଣୁ ଇଶମାଯଲେ ସମାନଙ୍କେୁ ମାରିବାରୁ ବିରତ ହେଲେ।
8 Mas havia no grupo dez homens que disseram a Ismael: — Não nos mate! Temos trigo, Aí ele desistiu e não os matou como havia feito com os seus companheiros.
9 ଇଶମାଯଲେ ସହେି କୂପକୁ ନିହତମାନଙ୍କ ଶବ ରେ ଗଦଲିଯର ଶବ ସହିତ ପରିପୂର୍ଣ୍ଣ କଲା। ସହେି କୂପକୁ ଆସାର ରାଜା, ଇଶ୍ରାୟେଲର ବାଶା ରାଜାର ଭୟ ରେ ପ୍ରସ୍ତୁତ କରିଥିଲା, ୟୁଦ୍ଧ ସମୟରେ ପାରି ଯୋଗାଇବାକୁ ସହେି କୂପ ଖୋଳା ୟାଇଥିଲା।
9 Era grande o poço em que Ismael jogou os corpos dos homens que ele havia matado. O rei Asa o havia cavado para se prevenir contra os ataques do rei Baasa, de Israel. Ismael encheu esse poço com os corpos dos homens que haviam sido mortos.
10 ଏହାପ ରେ ଇଶମାଯଲେ, ମିସ୍ପା ରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ଯାଗଣଙ୍କୁ ଓ ମିସ୍ପା ରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିଯ ହସ୍ତ ରେ ସମର୍ପଣ କରିଥିଲା, ସମାନଙ୍କେୁ ବନ୍ଦୀକରି ନଇଗେଲା ସେ ସମାନଙ୍କେୁ ବନ୍ଦୀକରି ଅମ୍ ନୋନ ସନ୍ତାନଗଣର ନିକଟକୁ ୟିବାପାଇଁ ପ୍ରସ୍ଥାନ କଲା।
10 E depois Ismael partiu para o país de Amom, levando como prisioneiros as filhas do rei e todo o resto do povo que estava em Mispa. O comandante-geral Nebuzaradã tinha deixado Gedalias como o responsável por essa gente.
11 ବା ରହରେ ପୁତ୍ର ୟୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସନୋପତିଗଣ ଇଶମାଯଲରେ ଦୁଷ୍କର୍ମସବୁ ଜାଣିଲେ।
11 Joanã, filho de Careá, e todos os chefes do exército que estavam com ele ouviram falar do crime que Ismael havia cometido.
12 ତେଣୁ ୟୋହାନନ୍ ତାହାର ସମସ୍ତ ସନୋପତିମାନଙ୍କୁ ନଇେ ନଥନିଯର ପୁତ୍ର ଇଶମାଯଲେ ସଙ୍ଗେ ୟୁଦ୍ଧ କରିବାକୁ ଗଲେ ଓ ଗିବିଯୋନସ୍ଥିତ ଏକ ବିରାଟ ଜଳାଶଯ ନିକଟରେ ତାହାକୁ ଭଟେିଲେ।
12 Então reuniram os seus soldados e foram combater contra Ismael. Eles o alcançaram perto do grande poço de Gibeão.
13 ସେତବେେଳେ ଇଶମାଯଲେ ସଙ୍ଗ ରେ ଥିବା ସମସ୍ତ ଲୋକ କା ରହରେ ପୁତ୍ର ୟୋହାନନକୁ ଓ ତାହାର ସଙ୍ଗୀ ସନୋପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।
13 Quando os prisioneiros de Ismael viram Joanã e os chefes do exército com ele, ficaram alegres.
14 ତା'ପ ରେ ଇଶମାଯଲେ ଯେଉଁ ଲୋକମାନଙ୍କୁ ମିସ୍ପାକୁ ବନ୍ଦୀ କରି ନଇୟୋଇଥିଲା, ସମାନେେ ସମସ୍ତେ କା ରହରେ ପୁତ୍ର ୟୋହାନନ୍ ନିକଟକୁ ଫରେି ଆସିଲେ।
14 Aí viraram e correram para o lado de Joanã.
15 ମାତ୍ର ନଥନିଯର ପୁତ୍ର ଇଶମାଯଲେ ଆଠଜଣ ଲୋକ ସହିତ ୟୋହାନନ ନିକଟରୁ ପଳାଇ ଅମ୍ ନୋନ ସନ୍ତାନଗଣର ନିକଟକୁ ଗଲା।
15 Mas Ismael e oito dos seus homens escaparam de Joanã e fugiram para o país de Amom.
16 ୟୋହାନନ ଏବଂ ତାଙ୍କର ସୈନ୍ଯବାହିନୀର ସନୋପତିଗଣ ଗିବିଯୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନୀଯର ପୁତ୍ର ଇଶମାଯଲେ, ଗଲିଯଦକୁ ହତ୍ଯା କଲା ପ ରେ, ମିସ୍ପାକୁ ନଇେ ୟାଇଥିଲେ। ସମାନଙ୍କେ ମଧିଅରେ ୟୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।
16 Então Joanã e os chefes do exército que estavam com ele reuniram os soldados, as mulheres, as crianças e os eunucos que Ismael havia levado de Mispa como prisioneiros, depois de ter matado Gedalias. Assim reuniram a gente que Joanã havia tomado de Ismael em Gibeão
17 ୟୋହାନନ୍ ଓ ଅନ୍ୟ ସନୋପତିଗଣ କଲଦୀଯମାନଙ୍କୁ ଭୟ କଲେ। କାରଣ ଇଶମାଯଲେ ବାବିଲ ରାଜାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ଗଦଲିଯକୁ ହତ୍ଯା କରିଥିଲେ। ତେଣୁ ୟୋହାନନ୍ କଲଦୀଯମାନେ ରାଗିଥିବେ ବୋଲି ଭୟ କଲେ।
17 e partiram, parando um pouco em Gerute-Quimã, perto de Belém. Eles queriam ir até o Egito
18 ତେଣୁ ସେ ମିଶରକୁ ପଳାଇ ୟିବା ପୂର୍ବରୁ ବୈଥଲହେମ୍ ସହର ନିକଟସ୍ଥ ଗରେୁତ୍ତ୍ବକିମହମ ରେ କିଛି ସମୟ ଅଟକି ଥିଲେ।
18 para fugir dos babilônios. Estavam com medo deles porque Ismael tinha matado Gedalias, aquele que havia sido posto como governador do país pelo rei da Babilônia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jeremias 41, comparar traduções ou montar um estudo — tudo direto pelo WhatsApp.