Jeremias 40
Oriya Bible (GL_ORIYA) vs NTLH
1 ୟିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସମାନଙ୍କେ ମଧ୍ଯରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ରାମା ନଗର ରେ ୟାଇ ମୁକ୍ତ କରେ। ଏହାପ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିଟ ରେ ଉପସ୍ଥିତ ହେଲା।
1 O Senhor Deus falou comigo outra vez depois que o comandante-geral Nebuzaradã me havia posto em liberdade na cidade de Ramá. Eu tinha sido acorrentado, junto com todo o povo de Jerusalém e de Judá que estava sendo levado como prisioneiro para a Babilônia.
2 ସେତବେେଳେ ପ୍ରହରୀବର୍ଗର ସନୋପତି, ଯିରିମିୟଙ୍କୁ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ବର ଏହି ସ୍ଥାନ ବିଷଯ ରେ ଏହି ଅମଙ୍ଗଳକର କଥା କହିଥିଲେ।
2 O comandante-geral me chamou de lado e disse: — O
3 ସଦାପ୍ରଭୁ ତାଙ୍କ କହିବାନୁସା ରେ ସବୁ ଘଟାଇ ଅଛନ୍ତି। ଏହା ଘଟିଲା, କାରଣ ତୁମ୍ଭର ଲୋକମାନେ ତାଙ୍କର କଥା ମାନିଲେ ନାହିଁ ଓ ପାପ କଲେ।
3 e agora fez o que tinha dito. Tudo isso aconteceu porque o seu povo pecou contra o Senhor e não lhe obedeceu.
4 ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ବୁକ୍ତ କଲି। ଯଦି ତୁମ୍ଭେ ମାେ ସହିତ ବାବିଲ ୟିବାକୁ ଇଚ୍ଛା କରୁଛ, ତବେେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନବେି। ଯଦି ତୁମ୍ଭେ ମାେ ସହିତ ୟିବାକୁ ଇଚ୍ଛା ନ କରୁଛ, ତବେେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେ କୌଣସି ସ୍ଥାନକୁ ୟିବାକୁ ଭଲ ମନେ କରୁଛ, ସଠାେକୁ ୟାଅ।
4 Agora, estou tirando as correntes dos seus pulsos e pondo você em liberdade. Se quiser vir comigo para a Babilônia, venha, e eu cuidarei bem de você. Mas, se não quiser, não venha. Você pode ficar em qualquer lugar deste país. Vá para onde quiser e achar melhor.
5 ଅଥବା ତୁମ୍ଭେ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯ ନିକଟକୁ ଫରେିୟାଅ। ବାବିଲର ରାଜା ତାକୁ ଯିହୁଦାର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛି। ତୁମ୍ଭେ ତାଙ୍କ ସହିତ ବାସ କର କିଅବା ଯେ କୌଣସି ସ୍ଥାନକୁ ୟିବାକୁ ଇଚ୍ଛା କରୁଛ ସେ ସ୍ଥାନକୁ ୟାଅ।
5 Mas, como eu estava demorando a me decidir, Nebuzaradã me disse: — Volte e fique com Gedalias, filho de Aicã e neto de Safã. O rei da Babilônia colocou Gedalias como governador das cidades de Judá. Você pode ficar com ele e viver no meio do povo ou então ir para onde achar melhor. Nebuzaradã me deu mantimentos e um presente e deixou que eu fosse embora.
6 ତେଣୁ ଯିରିମିୟ ମିସ୍ତ୍ରା ରେ ଅହୀକାମର ପୁତ୍ର ଗଦଲିଯ ନିକଟକୁ ୟାଇ ଅବଶିଷ୍ଟ ଲୋକମାନଙ୍କ ମଧିଅରେ ଯିହୁଦା ରେ ତାଙ୍କ ସଙ୍ଗେ ବାସ କଲେ।
6 Então fui e fiquei com Gedalias, em Mispa. E ali passei a viver no meio do povo que tinha ficado na terra de Judá.
7 ଯେତବେେଳେ ୟିରୁଶାଲମ ଧ୍ବଂସ ହେଲା, ସେତବେେଳେ ଯିହୁଦାର କେତକେ ସନୋପତି, ଅଧିପତି ଓ ଲୋକ ବାହା ରେ ଥିଲେ। ସମାନେେ ଶୁଣିଲେ ଯେ ବାବିଲର ରାଜା ଅହୀକାମର ପୁତ୍ର ଗଦଲିଯକୁ ଦେଶର ଶାସନକର୍ତ୍ତା ରୂପେ ନିୟୁକ୍ତ କରିଅଛନ୍ତି। ସେ ତାଙ୍କ ଉପ ରେ ବାବିଲକୁ ନିଆୟାଇ ନ ଥିବା ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଏବଂ ଦେଶସ୍ଥ ଦରିଦ୍ରମାନଙ୍କର ଭାର ନ୍ଯସ୍ତ କରିଅଛନ୍ତି।
7 Alguns oficiais de Judá e os seus soldados, que estavam no campo, não haviam se entregado. Eles ouviram falar que o rei da Babilônia tinha posto Gedalias, filho de Aicã, como governador do país e como responsável por todos aqueles que não haviam sido levados como prisioneiros para a Babilônia. Só os mais pobres ficaram no país.
8 ଯେଉଁମାନେ ମିସ୍ଫୀକୁ ଗଦଲିଯ ନିକଟକୁ ଗଲେ ସମାନଙ୍କେ ମଧିଅରେ ନଥନିଯର ପୁତ୍ର ଇଶମାଯଲେ, କା ରହରେ ପୁତ୍ର ୟୋହାନନ୍ ଓ ଯୋନାଥନ୍, ତନ୍ହୂମତର ପୁତ୍ର ସରାଯ, ନଟୋଫାତୀଯ ଏଫଯର ପୁତ୍ରମାନେ ଓ ମାଖାତୀଯର ପୁତ୍ର ୟାସନୀଯ ଥିଲେ।
8 Então Ismael, filho de Netanias, e Joanã, filho de Careá, e Seraías, filho de Tanumete, e os filhos de Efai, da cidade de Netofa, e Jezanias, de Maacá, foram com os seus homens até Mispa a fim de falar com Gedalias.
9 ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯ ସହେି ସୈନ୍ଯମାନଙ୍କ ଓ ସମାନଙ୍କେର ଲୋକମାନଙ୍କ ନିକଟରେ ଶପଥ କରି କହିଲା, ତୁମ୍ଭମାନେେ କଲଦୀଯମାନଙ୍କର ଦାସ ହବୋପାଇଁ ଭୟ କର ନାହିଁ। ବାବିଲ ରାଜାର ସବୋକାରି ଏହି ଦେଶ ରେ ବାସ କର। ଏଥି ରେ ତୁମ୍ଭମାନଙ୍କର ମଙ୍ଗଳ ହବେ।
9 E Gedalias lhes disse: — Eu dou a minha palavra que vocês não precisam ter medo de serem dominados pelos babilônios. Fiquem morando nesta terra, trabalhem para o rei da Babilônia, e tudo correrá bem para vocês.
10 ଆଉ ଦେଖ, ଯେଉଁ କଲଦୀଯମାନେ ଆମ୍ଭ ନିକଟକୁ ମିସ୍ଫୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସମାନଙ୍କେୁ ଉତ୍ତର କରିବା। ମାତ୍ର ତୁମ୍ଭମାନେେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚଯ କରି ଆପଣା ଆପଣା ପାତ୍ର ରେ ରଖ। ଆଉ ତୁମ୍ଭମାନେେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।
10 Eu mesmo vou ficar em Mispa e, quando os babilônios chegarem, serei o representante de vocês. Vocês podem colher e guardar frutas, armazenar vinho e azeite e morar nas cidades que vocês conquistaram.
11 ଯିହୁଦାର ଯେଉଁସବୁ ଲୋକ ମାୟୋବ, ଅମ୍ମାନେ, ଇଦୋମ ଓ ଅନ୍ଯାନ୍ଯ ସବୁ ଦେଶ ରେ ଥିଲେ, ସମାନେେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯକୁ ସମାନଙ୍କେୁ ଶାସନ କରିବାକୁ ନିୟୁକ୍ତ କରିଅଛି।
11 Da mesma forma, todos os judeus que estavam em Moabe, Amom, Edom e em outros países ouviram dizer que o rei da Babilônia tinha deixado que alguns judeus ficassem vivendo em Judá. Souberam também que ele havia posto Gedalias como governador deles.
12 ଯେତବେେଳେ ୟିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସମାନେେ ବିତାଡ଼ିତ ହାଇେଥିବା ଦେଶମାନଙ୍କରୁ ଯିହୁଦାକୁ ଫରେିଆସିଲେ। ସମାନେେ ମିସ୍ଫା ରେ ଗଦଲିଯ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚଯ କଲେ।
12 Aí os judeus saíram de todos os lugares onde estavam espalhados e voltaram para a terra de Judá. Eles foram até Mispa, onde vivia Gedalias, e fizeram muito vinho e colheram muitas frutas.
13 ଆହୁରି କା ରହରେ ପୁତ୍ର ଗୋହାନନ୍ ଓ ପଦା ରେ ଅବସ୍ଥିତ ସନୋପତି ସକଳ ମିସ୍ପା ରେ ଗଦଲିଯ ନିକଟକୁ ଆସିଲେ।
13 Depois disso, Joanã, filho de Careá, e os chefes dos soldados que não se haviam entregado aos babilônios foram a Mispa, onde Gedalias estava,
14 ରୋହାନନ୍ ଓ ସହେି ଅଧିପତିଗଣ ଗଦଲିଯକୁ କହିଲେ, ଅମ୍ନୋନ୍ ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନବୋପାଇଁ ନଥନିଯର ପୁତ୍ର ଇଶମାଯଲକେୁ ପଠାଇଅଛି ବୋଲି ଆପଣ ଜାଣନ୍ତି କି ? ମାତ୍ର ଅହୀକାମର ପୁତ୍ର ଗଦଲିଯ ସମାନଙ୍କେ କଥା ରେ ବିଶ୍ବାସ କଲେ ନାହିଁ।
14 e lhe disseram: — Sabe que Baalis, rei de Amom, mandou Ismael, filho de Netanias, matar o senhor? Mas Gedalias não acreditou.
15 ତାହାପ ରେ କା ରହରେ ପୁତ୍ର ୟୋହାନନ୍ ମିସ୍ପା ରେ ଗଦଲିଯକୁ ଗୋପନ ରେ କହିଲେ, ଆପଣଙ୍କର ଅନୁମତି ହେଲେ ମୁଁ ୟାଇ ନଥନିଯର ପୁତ୍ର ଉଶମାଯଲକେୁ ବଧ କରିବି। ଆୁ କହେି ତାହା ଜାଣିବେ ନାହିଁ। ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ବାରା ଆପଣଙ୍କ ନିକଟରେ ସଂଗୃହୀତ ୟିହୁଦୀଯ ସମସ୍ତେ ଚ୍ଛିନ୍ନଭିନ୍ନ ହାଇଯେିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହବେ ?
15 Então Joanã lhe disse o seguinte, em particular: — Deixe que eu mate Ismael, e ninguém vai ficar sabendo quem o matou. Por que deixar que ele mate o senhor? Se isso acontecer, todos os judeus que se ajuntaram em volta do senhor se espalharão, e isso será uma desgraça para todo o povo que ficou em Judá.
16 କିନ୍ତୁ ଅହୀକାମର ପୁତ୍ର ଗଦଲିଯ କାଲହରେ ପୁତ୍ର ୟୋହାନନକୁ କହିଲେ, ତୁମ୍ଭେ ଇଶମାଯଲକେୁ ବଧ କର ନାହିଁ। କାରଣ ତୁମ୍ଭେ ତାଙ୍କ ବିଷଯ ରେ ଯାହା କହୁଅଛ ତାହା ସତ୍ଯ ନୁହେଁ।
16 Mas Gedalias respondeu: — Não mate Ismael! O que você está dizendo a respeito dele é mentira.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jeremias 40, comparar traduções ou montar um estudo — tudo direto pelo WhatsApp.