Jeremias 39

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜଜ୍ବର ନବମ ବର୍ଷର ଦଶମ ମାସ ରେ ବାବିଲର ରାଜା ନବୁଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମର ବିରୁଦ୍ଧ ରେ ଆସି ତାହା ଅବରୋଧ କଲେ।
1 Em janeiro do nono ano do reinado de Zedequias, rei de Judá, Nabucodonosor, rei da Babilônia, chegou com todo o seu exército para cercar Jerusalém.
2 ସିଦିକିଯର ରାଜତ୍ବର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନ ରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ୟିରୁଶାଲମକୁ କରଗତ କରାଗଲା।
2 Dois anos e meio depois, em 18 de julho, no décimo primeiro ano do reinado de Zedequias, foi aberta uma brecha no muro da cidade.
3 ତା'ପ ରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା : ର୍ନଗେଲଶ ରେତ୍ସର, ସମଗର-ନବୋ, ଶସଖୀମ, ରବସାରୀସ୍ ଓ ରବମାଗ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମାଧ୍ଯମ ଦ୍ବାର ରେ ବସିଲେ।
3 Todos os oficiais do exército babilônio entraram e se sentaram junto ao portão do Meio: Nergal-Sarezer, de Sangar, Nebo-Sarsequim, um dos chefes dos oficiais, Nergal-Sarezer, conselheiro real, e todos os outros oficiais do rei da Babilônia.
4 ତହୁଁ ଯିହୁଦାର ରାଜା ସିଦିକିଯ ଓ ସମସ୍ତ ସୈନ୍ଯଗଣ ସମାନଙ୍କେୁ ଦେଖି ପଳାଯନ କଲେ। ସମାନେେ ରାତ୍ରିକାଳ ରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦଇେ ଦୁଇ ପ୍ରାଚୀରର ମଧ୍ଯସ୍ଥିତ ଦ୍ବାର ରେ ନଗରରୁ ବାହାରି ଗଲେ। ପୁଣି ସମାନେେ ପ୍ରାନ୍ତର ଆଡ଼େ ଚାଲିଲେ।
4 Zedequias, o rei de Judá, e todos os soldados fugiram quando viram que os babilônios tinham invadido a cidade. Esperaram até o anoitecer, passaram pelo portão entre os dois muros atrás do jardim do rei e fugiram em direção ao vale do Jordão.
5 ମାତ୍ର କଲଦୀଯମାନଙ୍କର ସୈନ୍ଯ ସମାନଙ୍କେ ପେଛ ପେଛ ଗୋଡ଼ାଇ ଯିରୀହାେ ପଦା ରେ ସିଦିକିଯ ନିକଟରେ ପହନ୍ଚିଲେ। ସମାନଙ୍କେୁ ଧରି ହମାତ୍ ଦେଶସ୍ଥ ରିବ୍ଲା ରେ ବାବିଲର ରାଜା ନବୁଖଦନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ଯବସ୍ଥା କଲେ।
5 Contudo, os soldados babilônios os perseguiram e alcançaram o rei Zedequias nas planícies de Jericó. Eles o capturaram e o levaram a Nabucodonosor em Ribla, na terra de Hamate. Ali o rei da Babilônia sentenciou Zedequias.
6 ବାବିଲ ରାଜା ରିବ୍ଲା ରେ ସିଦିକିଯର ସମ୍ମୁଖ ରେ ସିଦିକିଯର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ଯ ତାଙ୍କର ଅଧିପତିଙ୍କୁ ବଧ କଲେ।
6 Obrigou Zedequias a testemunhar a matança de seus filhos e de todos os nobres de Judá.
7 ପୁଣି ସେ ସିଦିକିଯର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନବୋକୁ ପିତ୍ତଳ ଶୃଙ୍ଖଳ ରେ ବାନ୍ଧିଲେ।
7 Depois, arrancou seus olhos, o prendeu com correntes de bronze e o levou para a Babilônia.
8 କଲଦୀଯମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନି ରେ ଦଗ୍ଧ କଲେ। ଆଉ ୟିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।
8 Os babilônios queimaram Jerusalém, incluindo o palácio real e as casas do povo, e derrubaram os muros da cidade.
9 ବାବିଲ ରାଜାର ନବୂଷରଦନ ନାମକ ଜଣେ ପ୍ରହରୀବର୍ଗର ସନୋପତି ୟିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହାଇେଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନଇଗେଲା।
9 Nebuzaradã, capitão da guarda, deportou para a Babilônia o restante do povo que havia ficado na cidade, os desertores que tinham passado para seu lado e todos os outros sobreviventes.
10 କିନ୍ତୁ ସହେି ପ୍ରହରୀବର୍ଗ ରେ ସନୋପତି ନବୂଷରଦନ୍ କେତକେ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶ ରେ ଛାଡ଼ିଗଲା, ଆଉ ସମାନଙ୍କେୁ ସହେିଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦଲୋ।
10 Permitiu, no entanto, que alguns dos mais pobres ficassem na terra de Judá para cuidar dos vinhedos e dos campos.
11 ମାତ୍ର ବାବିଲର ରାଜା ନବୂଖଦନିତ୍ସର ଯିରିମିୟଙ୍କ ବିଷଯ ରେ ପ୍ରହରୀବର୍ଗର ସନୋପତି ନବୂଷରଦନକୁ ଏହି ଆଜ୍ଞା ଦେଲେ।
11 O rei Nabucodonosor tinha ordenado a Nebuzaradã, capitão da guarda, que encontrasse Jeremias.
12 ତୁମ୍ଭେ ଯିରିମିୟଙ୍କୁ ଦକେ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।
12 “Cuide que ele não seja ferido”, disse. “Tome conta dele e providencie tudo que ele pedir.”
13 ତେଣୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍, ସନୋଧ୍ଯକ୍ଷ ନବୂଶସବନ୍ ଓ ନେଶୀର ଶଲେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡ଼କାଇଲେ।
13 Então Nebuzaradã, capitão da guarda, Nebusazbã, um dos chefes dos oficiais, Nergal-Sarezer, conselheiro real, e os outros oficiais do rei da Babilônia
14 ସମାନେେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯର ହସ୍ତ ରେ ସମର୍ପଣ କଲେ। ଗଦଲିଯ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧିଅରେ ବାସ କଲେ।
14 mandaram tirar Jeremias da prisão. Entregaram-no aos cuidados de Gedalias, filho de Aicam e neto de Safã, que o levou para sua casa. Jeremias permaneceu em Judá, no meio de seu povo.
15 ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦୀଥିବା ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ତାଙ୍କ ନିକଟରେ ଉପସ୍ଥିତ ହେଲା।
15 Enquanto Jeremias ainda estava na prisão, o S enhor lhe tinha dado a seguinte mensagem:
16 ହେ ଯିରିମିୟ, ତୁମ୍ଭେ ୟାଇ କୁଶୀଯ ଏବଦମଲକେକୁ କୁହ, 'ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ଯସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତ ରେ ସଫଳ ହବୋର ଦେଖିବ।
16 “Diga ao etíope Ebede-Meleque: ‘Assim diz o S enhor dos Exércitos, o Deus de Israel: Farei a esta cidade tudo que prometi. Enviarei calamidade, e não o bem. Você a verá ser destruída,
17 ମାତ୍ର ସଦାପ୍ରଭୁ କହନ୍ତି, ସଦେିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା।' 'ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସମାନଙ୍କେ ହସ୍ତ ରେ ତୁମ୍ଭେ ସମର୍ପିତ ହବେ ନାହିଁ।
17 mas eu o livrarei daqueles que você tanto teme.
18 ଆଉ ହେ ଏବଦମଲକେ, ଆମ୍ଭେ ତୁମ୍ଭକୁ ନିଶ୍ଚଯ ରକ୍ଷା କରିବା। ତୁମ୍ଭେ ଖଡ୍ଗ ରେ ନିହତ ହବେ ନାହିଁ। ମାତ୍ର ତୁମ୍ଭେ ରକ୍ଷା ପାଇବ ଓ ବଞ୍ଚିବ। ଯେ ହତେୁ ତୁମ୍ଭେ ଆମ୍ଭଠା ରେ ବିଶ୍ବାସ ରଖିଛ।ଏହି ବାକ୍ଯ ସଦାପ୍ରଭୁଙ୍କଠାରୁ ଆସିଥିଲା।
18 Porque confiou em mim, darei a você sua vida como recompensa. Eu o resgatarei e o protegerei. Eu, o S enhor , falei!’”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 39, comparar traduções ou montar um estudo — tudo direto pelo WhatsApp.