Jeremias 38

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଯିରିମିୟଙ୍କ ପ୍ରଚାରିତ ବାକ୍ଯ ମତ୍ତନର ପୁତ୍ର ଶଫଟିଯ, ପଶହୂର ପୁତ୍ର ଗଦଲିଯ, ଶଲେିମିଯର ପୁତ୍ର ୟିହଖଲ ଓ ମଲିଯର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ।
1 Certa vez, Sefatias, filho de Matã, e Gedalias, filho de Pasur, e Jucal, filho de Selemias, e Pasur, filho de Malquias, ouviram o que eu estava dizendo ao povo. Eu dizia que
2 ସଦାପ୍ରଭୁ ଏହି କଥା କହନ୍ତି, ' ଯେଉଁ ଲୋକ ଏହି ନଗର ରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବ। ମାତ୍ର ଯେଉଁ ଲୋକ ବାହାର ହାଇେ କଲଦୀଯମାନଙ୍କ ନିକଟକୁ ୟିବ ସେ ବଞ୍ଚିବ। ସମାନେେ ମୃତ୍ଯୁରୁ ବଞ୍ଚିବେ ଓ ରକ୍ଷା ପାଇବେ।'
2 o Senhor Deus tinha dito o seguinte: — Quem ficar na cidade morrerá em combate, ou de fome, ou de doença. Mas aquele que sair e se entregar aos babilônios não será morto; pelo menos, escapará com vida e continuará a viver.
3 ଆଉ ମଧ୍ଯ ସଦାପ୍ରଭୁ ଏହି କଥା କହନ୍ତି, 'ଏହି ନଗର ନିଶ୍ଚଯ ବାବିଲ ରାଜାଙ୍କ ସୈନ୍ଯ ହସ୍ତ ରେ ସମର୍ପିତ ହବେ ଓ ସମାନେେ ତାହାକୁ ଅଧିକାର କରିବେ।
3 Eu estava dizendo que o Senhor também tinha dito isto: — Certamente entregarei esta cidade ao exército do rei da Babilônia, e ele a conquistará.
4 ତେଣୁ ସହେି ଅଧିପତିଗଣ ରାଜାଙ୍କୁ କହିଲେ, ଆମ୍ଭମାନେେ ଅନୁ ରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ଯୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଚାହୁଁ ନାହିଁ, ବରଂ ସମାନଙ୍କେର ଅମଙ୍ଗଳ ଚାହୁଁଛି।
4 Então as autoridades disseram ao rei: — Este homem tem de morrer. Falando desse jeito, ele está tirando a coragem dos soldados que estão na cidade e desanimando todo o povo. Este homem não está procurando ajudar; o que ele quer é a desgraça de todos.
5 ତେଣୁ ରାଜା ସିଦିକିଯ ସହେି ଅଧିପତିମାନଙ୍କୁ କହିଲେ, ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନ ରେ ଅଛି। ତୁମ୍ଭମାନେେ ତା' ବିରୁଦ୍ଧ ରେ ଯାହା କରିବ ମୁଁ ବାରଣ କରିବି ନାହିଁ।
5 O rei Zedequias disse: — Muito bem! Façam o que quiserem com Jeremias. Eu não posso segurar vocês.
6 ଏଣୁ ସମାନେେ ଯିରିମିୟଙ୍କୁ ନଇେ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲିଯ ରାଜପୁତ୍ରର କୂପ ରେ ପକାଇ ଦେଲେ। ସମାନେେ ରଜ୍ଜୁ ରେ ଯିରିମିୟଙ୍କୁ କୂପ ମଧ୍ଯକୁ ଓହ୍ଲାଇ ଦେଲେ। ପୁଣି ସହେି କୂପ ରେ ଜଳ ନ ଥିଲା, କବଳେ ପଙ୍କ ଥିଲା। ଯିରିମିୟ ସହେି ପଙ୍କ ରେ ନିମଗ୍ନ ହେଲେ।
6 Então eles me pegaram e me puseram dentro do poço que havia no pátio da guarda e que era do príncipe Malquias. Eles me desceram com cordas. Não havia água no poço; só lama; e eu me atolei na lama.
7 କିନ୍ତୁ ଯିରିମିୟ ଖଣା ରେ ପତିତ ହାଇେଥିବା କଥା ରାଜଗୃହସ୍ଥିତ ଏବଦମଲକେ ନାମକ ଜଣେ ନପୁସଂକ ଲୋକ ଶୁଣିଲା। ସହେି ସମୟରେ ରାଜା ସିଦିକିଯ ବିନ୍ଯାମୀନ ଫାଟକରେ ବସିଥିଲେ।
7 — ausente —
8 ଏବଦ-ମଲକେ ରାଜଗୃହରୁ ବାହାରି ରାଜାଙ୍କୁ କହିଲା, ହେ ଆମ୍ଭର ମହାରାଜ ! ଏହି ଲୋକମାନେ ଯିରିମିୟ ଭବିଷ୍ଯଦବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ଯବହାର କରିଅଛନ୍ତି। ସମାନେେ ତାହାଙ୍କୁ କୂପ ରେ ପକାଇ ଅଛନ୍ତି।
8 — ausente —
9 ସେ ଯେଉଁଠା ରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସଠାେ ରେ ମଲାପରି ଅଛନ୍ତି। କାରଣ ନଗର ରେ ଆଉ ରୋଟୀ ନାହିଁ।
9 — Ó rei, meu senhor, o que aqueles homens fizeram está errado. Jogaram Jeremias no poço, e ele na certa vai morrer de fome, pois não há mais comida na cidade.
10 ତା'ପ ରେ ରାଜା ସିଦିକିଯ କୁଶୀଯ ଏବଦ-ମଲକେକୁ ଆଜ୍ଞା କଲା, ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗ ରେ ନଇେ ଯିରିମିୟ ଭିବଷ୍ଯଦବକ୍ତା ମରିବା ପୂର୍ବରୁ ତାହାଙ୍କୁ କୂପରୁ ବାହାର କରି ଆଣ।
10 Aí o rei deu ordem para Ebede-Meleque levar trinta homens dali e me tirar do poço antes que eu morresse.
11 ତହୁଁ ଏବଦ-ମଲକେ ଆପଣା ସଙ୍ଗେ ସହେି ଲୋକମାନଙ୍କୁ ନଇେ ରାଜଗୃହକୁ ଗଲା ଓ ସଠାେ ରେ ଭଣ୍ଡାର ଘରୁ କେତଗେୁଡ଼ିଏ ପୁରୁଣା ତ୍ଯକ୍ତ ବସ୍ତୁ ଓ ଚିରାକନା ନଲୋ। ଆଉ ରଜ୍ଜୁ ଦ୍ବାରା ସେସବୁ କୂପ ରେ ଯିରିମିୟଙ୍କୁ ଦଲୋ।
11 Então Ebede-Meleque levou os homens ao depósito do palácio. Pegou alguns trapos e roupas usadas e os desceu por meio de cordas para dentro do poço onde eu estava.
12 କୁଶୀଯ ଏବଦ-ମଲକେ ଯିରିମିୟଙ୍କୁ କହିଲା, ତୁମ୍ଭେ ଏହି ଚିରାକନା ଓ ବ୍ଯକ୍ତି ବସ୍ତୁ ଆପଣା ବକ୍ଷ ମୂଳ ରେ ଦିଅ। ଆମ୍ଭମାନେେ ଯେତବେେଳେ ରଜ୍ଜୁ ରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥି ରେ ତୁମ୍ଭକୁ କଷ୍ଟ ହବେ ନାହିଁ। ତେଣୁ ଯିରିମିୟ ସହେିପରି କଲେ।
12 E disse: — Jeremias, ponha esses trapos debaixo dos braços para que as cordas não machuquem você. Eu fiz o que ele mandou.
13 ସହେି ଲୋକମାନେ ରଜ୍ଜୁ ସାହାୟ୍ଯ ରେ ଟାଣି ଯିରିମିୟଙ୍କୁ କୂପରୁ ବାହାର କରି ଆଣିଲେ। ଆଉ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।
13 Então me puxaram com as cordas e me tiraram do poço. Depois disso, fiquei no pátio da guarda.
14 ତତ୍ପ ରେ ସିଦିକିଯ ରାଜା ଲୋକ ପଠାଇ ଭବିଷ୍ଯଦବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କୁ ମନ୍ଦିରର ତୃତୀୟ ପ୍ରବେଶ ଦ୍ବାର ଦଇେ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଚାରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସହ ସତ କହିବ।
14 O rei Zedequias mandou que me levassem até a terceira entrada do Templo, onde ele estava. Então disse: — Jeremias, vou lhe fazer uma pergunta e não quero que você esconda nada de mim.
15 ତହୁଁ ଯିରିମିୟ ସିଦିକିଯଙ୍କୁ କହିଲେ, ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତବେେ ଆପଣ ମାେତେ ନିଶ୍ଚଯ ବଧ କରିବେ। ଆଉ ମୁଁ ଯବେେ ଆପଣଙ୍କୁ ପରାମର୍ଶ ଦବେି, ତବେେ ଆପଣ ମାେ କଥା ଶୁଣିବେ ନାହିଁ।
15 Eu respondi: — Se eu disser a verdade, o senhor me matará; e, se eu lhe der conselhos, o senhor não ouvirá.
16 ତହୁଁ ସଦିକିଯ ରାଜା ଗୋପନ ରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ନାମ ରେ ଶପଥ କରି କହୁଛି, ମୁଁ ତୁମ୍ଭକୁ ବଧ କରିବି ନାହିଁ କିଅବା ତୁମ୍ଭ ପ୍ରାଣନାଶକାରୀ ଏହି ଅଧିପତିମାନଙ୍କ ହସ୍ତ ରେ ସମର୍ପଣ କରିବି ନାହିଁ।
16 Aí o rei Zedequias me prometeu, em segredo, o seguinte: — Pelo
17 ତା'ପ ରେ ଯିରିମିୟ ରାଜା ସିଦିକିଯଙ୍କୁ କହିଲେ, ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ବୀକାର କରିବ, ତବେେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନି ରେ ଦଗ୍ଧ ହବେ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ।
17 Então eu disse a Zedequias que o Senhor Todo-Poderoso, o Deus de Israel, tinha dito o seguinte: — Rei Zedequias, se você se entregar aos oficiais do rei da Babilônia, você não será morto, e esta cidade não será queimada. Tanto você como a sua família ficarão vivos.
18 ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ବୀକାର ନ କରିବ, ତବେେ ଏହି ନଗର କଲଦୀଯମାନଙ୍କ ହସ୍ତ ରେ ସମର୍ପିତ ହବେ ଓ ସମାନେେ ଅଗ୍ନି ରେ ଏହାକୁ ଦଗ୍ଧ କରିବେ। ଆଉ ତୁମ୍ଭେ ସମାନଙ୍କେ ହସ୍ତରୁ ରକ୍ଷା ପାଇବ ନାହିଁ।
18 Porém, se você não se entregar, então esta cidade será entregue aos babilônios, e eles a queimarão. E você não escapará deles.
19 ମାତ୍ର ସିଦିକିଯ ରାଜା ଯିରିମିୟଙ୍କୁ କହିଲେ, ଯେଉଁ ୟିହୁଦି ଲୋକମାନେ କଲଦୀଯମାନଙ୍କ ପକ୍ଷକୁ ୟାଇଅଛନ୍ତି, ସମାନଙ୍କେୁ ମୁଁ ଭୟ କରୁଛି। ସମାନେେ ହୁଏତ ମାେତେ ସମାନଙ୍କେ ହସ୍ତ ରେ ସମର୍ପଣ କରିବେ। ଆଉ ସମାନେେ ମାେତେ ଆଘାତ ଦବେେ।
19 O rei Zedequias respondeu: — Mas eu tenho medo dos judeus que passaram para o lado dos babilônios. Pode acontecer que os babilônios me entreguem a esses judeus, e eles me torturem.
20 କିନ୍ତୁ ଯିରିମିୟ କହିଲେ, ସମାନେେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ମୁଁ ବିନଯ କରୁଛି, ମାେ ଦ୍ବାରା କଥିତ ସଦାପ୍ରଭୁଙ୍କର ବାକ୍ଯ ଆପଣ ମାନନ୍ତୁ। ତହିଁରେ ଆପଣଙ୍କର ମଙ୍ଗଳ ହବେ ଓ ଆପଣଙ୍କ ପ୍ରାଣ ରହିବ।
20 Aí eu disse ao rei: — O senhor não será entregue a esses judeus. Por favor, obedeça à mensagem do
21 ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ଯ ନ ମାନି କଲଦୀଯମାନଙ୍କର ଅଧୀନତା ସ୍ବୀକାର ନ କରିବ, ତବେେ ସଦାପ୍ରଭୁ ମାେତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା।
21 Mas Deus me mostrou o que acontecerá se o senhor não quiser se entregar.
22 ଦେଖନ୍ତୁ, ଯିହୁଦାର ରାଜଗୃହ ରେ ଯେତେ ସ୍ତ୍ରୀଲୋକ ଅବଶିଷ୍ଟ ଅଛନ୍ତି, ସେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ଏହି ସ୍ତ୍ରୀମାନେ କହିବେ,
22 Todas as mulheres que ficarem no palácio real de Judá serão levadas para os oficiais do rei da Babilônia. E elas irão dizendo assim: “O rei foi enganado e dominado pelos seus melhores amigos. E, agora que ele afundou os pés na lama, os seus amigos o abandonaram.”
23 ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କଲଦୀଯମାନଙ୍କୁ ଦବେେ। ଆଉ ତୁମ୍ଭେ ମଧ୍ଯ ସମାନଙ୍କେ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତ ରେ ଧରାୟିବ। ଆଉ ସମାନେେ ଏହି ନଗରକୁ ଅଗ୍ନି ରେ ଦଗ୍ଧ କରିବେ।
23 Eu disse ainda: — Rei Zedequias, todas as suas mulheres e os seus filhos serão entregues aos babilônios, e o senhor também não escapará deles. O senhor será levado como prisioneiro pelo rei da Babilônia, e esta cidade será destruída pelo fogo.
24 ତା'ପ ରେ ସିଦିକିଯ ଯିରିମିୟଙ୍କୁ କହିଲେ, ମାରେ ତୁମ୍ଭ ସହିତ କଥା ହବୋ କହେି ନ ଜାଣୁ। ତହିଁରେ ତୁମ୍ଭେ ମରିବ ନାହିଁ।
24 Aí Zedequias me recomendou: — Jeremias, não conte esta conversa a ninguém; se não, a sua vida correrá perigo.
25 ଆଉ ମୁଁ ତୁମ୍ଭ ସହିତ କଥା ହାଇେଛି ବୋଲି ଯଦି ଅଧିପତିମାନେ ଜାଣନ୍ତି, ତବେେ ସମାନେେ ତୁମ୍ଭକୁ କହିବେ, 'ତୁମ୍ଭେ ରାଜାଙ୍କ ସହିତ ଯାହା ଆଲୋଚନା କରିଛ କିଛି ନ ଲୁଚାଇ ତାହା ଆମ୍ଭମାନଙ୍କୁ ଜଣାଅ, ଆଉ ରାଜା ତୁମ୍ଭକୁ କ'ଣ ସବୁ କହିଛନ୍ତି, ତାହା ଠିକ୍ ଭାବରେ ପ୍ରକାଶ କର। ତାହା ହେଲେ ଆମ୍ଭମାନେେ ତୁମ୍ଭକୁ ବଧ କରିବୁ ନାହିଁ।'
25 Se as autoridades souberem que eu estive falando com você, vão lhe perguntar o que foi que conversamos. E vão prometer que não o matarão se você lhes contar tudo.
26 ସହେି ସମୟରେ ତୁମ୍ଭେ ସମାନଙ୍କେୁ କହିବ, ' ମାେତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନଯ କଲି। ତା' ନ ହେଲେ ମୁଁ ସଠାେ ରେ ମରିୟିବି।
26 Se isso acontecer, diga que você veio me pedir que não o mandasse de volta à casa de Jônatas, pois ali você morreria.
27 ଏହାପ ରେ ଅଧିପତିଗଣ ଯିରିମିୟଙ୍କ ନିକଟକୁ ଆସିଲେ ଓ ତାଙ୍କୁ ପ୍ରଶ୍ନ କଲେ। ଆଉ ସେ କହିଲେ, ଯାହା ରାଜା ତାଙ୍କୁ କହିବା ପାଇଁ କହିଥିଲେ। ତହୁଁ ସମାନେେ ଯିରିମିୟଙ୍କୁ ପ୍ରଶ୍ନ ପଚାରିବା ବନ୍ଦ କଲେ। କାରଣ କହେି ଯିରିମିୟ ଓ ରାଜାଙ୍କର ବାର୍ତ୍ତାଳାପ ଛପି ଶୁଣିପାରିଲେ ନାହିଁ।
27 Então todos os oficiais vieram e me fizeram perguntas. E eu respondi como o rei havia ordenado. Eles me deixaram em paz porque não tinham ouvido nada da conversa.
28 ତେଣୁ ୟିରୁଶାଲମ ଅଧିକୃତ ହବୋ ପର୍ୟ୍ଯନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।
28 E eu fiquei ali no pátio da guarda até o dia em que Jerusalém foi tomada.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 38, comparar traduções ou montar um estudo — tudo direto pelo WhatsApp.