Jeremias 36
Oriya Bible (GL_ORIYA) vs ARIB
1 ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହାୟୋଦାରମୀମର ରାଜତ୍ବର ଚତୁର୍ଥ ବର୍ଷ ରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା। ଯଥା :
1 Sucedeu pois no ano quarto de Jeoiaquim, filho de Josias, rei de Judá, que da parte do Senhor veio esta palavra a Jeremias, dizendo:
2 ହେ ଯିରିମିୟ, ଗୋଟିଏ ନଳାକାର ପୁସ୍ତକ ନିଅ। ଆମ୍ଭେ ଯୋଶିୟ ରାଜାଙ୍କ ରାଜତ୍ବ କାଳରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ, ଯିହୁଦା ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧ ରେ ଯାହା ଯାହା କରିଅଛୁ, ସେ ସମସ୍ତ ସହେି ପୁସ୍ତକରେ ଲେଖ।
2 Toma o rolo dum livro, e escreve nele todas as palavras que te hei falado contra Israel, contra Judá e contra todas as nações, desde o dia em que eu te falei, desde os dias de Josias até o dia de hoje.
3 ମୁଁ ତାଙ୍କ ଉପରକୁ ବିପର୍ୟ୍ଯଯ ଆଣିବାର ଯୋଜନା ଶୁଣିଲା ପ ରେ ଏହା ଏପରି ହାଇପୋ ରେ, ସମାନେେ ଭୁଲ ରାସ୍ତାରୁ ଫରେି ପାରନ୍ତି ଏବଂ ତା'ପ ରେ ମୁଁ ସମାନଙ୍କେୁ କ୍ଷମା କରି ଦବେି।
3 Ouvirão talvez os da casa de Judá todo o mal que eu intento fazer-lhes; para que cada qual se converta do seu mau caminho, a fim de que eu perdoe a sua iniqüidade e o seu pecado.
4 ତେଣୁ ଯିରିମିୟ ନରେିଯର ପୁତ୍ର ବାରୂକକୁ ଡାକିଲେ। ଆଉ ଯିରିମିୟ ବାରୂକକୁ ସଦାପ୍ରଭୁଙ୍କର ଯେଉଁସବୁ ବାକ୍ଯ କହିଲେ, ବାରୂକ ସେସବୁ ଏକ ନଳାକାର ପୁସ୍ତକରେ ଲେଖିଲେ।
4 Então Jeremias chamou a Baruque, filho de Nerias; e escreveu Baruque, no rolo dum livro, enquanto Jeremias lhas ditava, todas as palavras que o Senhor lhe havia falado.
5 ତା'ପ ରେ ଯିରିମିୟ ବାରୂକକୁ କହିଲେ, ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟାଇପାରିବି ନାହିଁ, କାରଣ ମାେତେ ମନ୍ଦିର ରେ ପ୍ରବେଶ କରିବାକୁ ମନା।
5 E Jeremias deu ordem a Banique, dizendo: Eu estou impedido; não posso entrar na casa do Senhor.
6 ତେଣୁ ତୁମ୍ଭେ ୟାଅ ଓ ମାେ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସହେିସବୁ ବାକ୍ଯ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିର ରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚର ରେ ପାଠ କର। ଆଉ ମଧ୍ଯ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର।
6 Entra pois tu e, pelo rolo que escreveste enquanto eu ditava, lê as palavras do Senhor aos ouvidos do povo, na casa do Senhor, no dia de jejum; e também as lerás aos ouvidos de todo o Judá que vem das suas cidades.
7 ସମାନେେ ହୁଏତ ସଦାପ୍ରଭୁଙ୍କ ସାକ୍ଷାତ ରେ ନିଜ ନିଜର ବୀନତି ଜଣାଇବେ ଓ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଫରେିବେ ; କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧ ରେ ଭୟଙ୍କର କୋରଧ ଓ ପ୍ରଚଣ୍ଡ କୋପ କଥା କହିଛନ୍ତି।
7 Pode ser que caia a sua súplica diante do Senhor, e se converta cada um do seu mau caminho; pois grande é a ira e o furor que o Senhor tem manifestado contra este povo.
8 ତେଣୁ ନରେିଯର ପୁତ୍ର ବାରୂକ ଯିରିମିୟ ଭବିଷ୍ଯଦବକ୍ତାଙ୍କର କହିବାନୁସା ରେ ସମସ୍ତ କାର୍ୟ୍ଯ କରି ସହେି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ପାଠ କଲେ।
8 E fez Baruque, filho de Nerias, conforme tudo quanto lhe havia ordenado Jeremias, o profeta, lendo no livro as palavras do Senhor na casa do Senhor.
9 ଏହାପ ରେ ଯୋଶିୟଯର ପୁତ୍ର ଯିହୁଦାର ରାଜା ୟିହୋଯାମୀମର ରାଜତ୍ବର ପଞ୍ଚମ ବର୍ଷର ନବମ ମାସ ରେ ୟିରୁଶାଲମର ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ୟିରୁଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତ ରେ ଉପବାସ ଘାଷେଣା କଲେ।
9 No quinto ano de Jeoiaquim, filho de Josias, rei de Judá, no mês nono, todo o povo em Jerusalém, como também todo o povo que vinha das cidades de Judá a Jerusalém, apregoaram um jejum diante do Senhor.
10 ସେତବେେଳେ ବାରୂକ ସହେି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ଯ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣ ରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଶମରିଯର କଠାେରୀ ରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚର ରେ ତାହା ପାଠ କଲେ।
10 Leu, pois, Banique no livro as palavras de Jeremias, na casa do Senhor, na câmara de Gemarias, filho de Safã, o escriba, no átrio superior, à entrada da porta nova da casa do Senhor, aos ouvidos de todo o povo.
11 ବାରୂକ ତାହା ପାଠ କଲା ବେଳେ ଶାଫନର ପୌତ୍ର ଶମରିଯର ପୁତ୍ର ମୀଖାଯ ସଦାପ୍ରଭୁଙ୍କର ବାକ୍ଯ ଶୁଣିଲେ।
11 E, ouvindo Micaías, filho de Gemarias, filho de Safã, todas as palavras do Senhor, naquele livro,
12 ସେତବେେଳେ ସେ ସଦାପ୍ରଭୁଙ୍କ ବାକ୍ଯ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କଠାେରୀକୁ ଗଲା, ସେତବେେଳେ ସେ ସ୍ଥାନ ରେ ସମସ୍ତ ଅଧିପତି, ଯଥା : ଇଲୀଶାମା ଲେଖକ, ଶମଯିଯର ପୁତ୍ର ଦଲଯିଯ, ଅକବୋରର ପୁତ୍ର ଇଲନାଥନ୍, ଶାଫନର ପୁତ୍ର ଗମରିଯ ଓ ହନାନିଯର ପୁତ୍ର ସିଦିକିଯ ଉପବିଷ୍ଟ ଥିଲେ।
12 desceu à casa do rei, à câmara do escriba. E eis que todos os príncipes estavam ali assentados: Elisama, o escriba, e Delaías, filho de Semaías, e Elnatã, filho de Acbor, e Gemarias, filho de Safã, e Zedequias, filho de Hananias, e todos os outros príncipes.
13 ମୀଖାଯ ଲୋକମାନଙ୍କର କର୍ଣ୍ଣଗୋଚର ରେ ବାରୂକ ପାଠ କରିଥିବା ସଦାପ୍ରଭୁଙ୍କର ସମସ୍ତ ବାକ୍ଯ ସମାନଙ୍କେୁ ଜଣାଇଲା।
13 E Micaías anunciou-lhes todas as palavras que ouvira, quando Baruque leu o livro aos ouvidos do povo.
14 ତାହାପ ରେ ଅଧିପତିଗଣ କୁଶିର ପ୍ରପୌତ୍ର, ଶଲେିମିଯର ପୌତ୍ର, ନଥନିଯର ପୁତ୍ର ୟିହୁଦିକୁ ପଠାଇଲେ। ଏବଂ ତାକୁ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚର ରେ ଯେଉଁ ନଳାକାର ପୁସ୍ତକ ପାଠ କରିଅଛ, ତାହା ନଇେ ଏଠାକୁ ଆସ।
14 Então todos os príncipes mandaram Jeúdi, filho de Netanias, filho Selemias, filho de Cuche, a Baruque, para lhe dizer: O rolo que leste aos ouvidos do povo, toma-o na tua mão, e vem. E Banique, filho de Nerias, tomou o rolo na sua mão, e foi ter com eles.
15 ତା'ପ ରେ ସହେି ଅଧିପତିଗଣ ବାରୂକକୁ କହିଲେ, ଏଠା ରେ ବସ, ଆମ୍ଭମାନଙ୍କ କର୍ଣ୍ଣଗୋଚର ରେ ତାହା ପାଠ କର।
15 E disseram-lhe: Assenta-te agora, e lê-o aos nossos ouvidos. E Baruque o leu aos ouvidos deles.
16 ସେତବେେଳେ ସହେି ଅଧିପତିଗଣ ସବୁକଥା ଶୁଣି ଭୟଭୀତ ହେଲେ ଓ ପରସ୍ପର ମୁହଁକୁ ଅନାଇଲେ। ସମାନେେ ବାରୂକକୁ କହିଲେ, ଆମ୍ଭମାନେେ ନିଶ୍ଚିତଭାବରେ ନଳାକାର ପୁସ୍ତକ ଲିଖିତ ଏହିସବୁ ବାକ୍ଯ ରାଜା ଯିହାୟୋଦାରକୀମ୍ଙ୍କୁ ଜଣାଇବୁ।
16 Ouvindo eles todas aquelas palavras, voltaram-se temerosos uns para os outros, e disseram a Banique: Sem dúvida alguma temos que anunciar ao rei todas estas palavras.
17 ପୁଣି ସମାନେେ ବାରୂକକୁ ପଚାରିଲେ, ତୁମ୍ଭେ ଏହି ପୁସ୍ତକରେ ଯାହା ଲେଖିଛ କେଉଁଠାରୁ ତାହା ଶୁଣିଲ ? ତୁମ୍ଭେ କ'ଣ ଯିରିମିୟଙ୍କଠାରୁ ଏହା ଶୁଣି ଲେଖିଅଛ ?
17 E disseram a Baruque: Declara-nos agora como escreveste todas estas palavras. Ele as ditava?
18 ବାରୂକ ଉତ୍ତର କଲେ, ହଁ, ଯିରିମିୟ ଯାହାସବୁ ମାେତେ କହିଲେ, ମୁଁ କାଳି ନଇେ ଏହି ପୁସ୍ତକରେ ସେସବୁ ଲେଖିଲି।
18 E disse-lhes Baruque: Sim, da sua boca ele me ditava todas estas palavras, e eu com tinta as escrevia no livro.
19 ତାହାପ ରେ ଅଧିପତିମାନେ ବାରୂକକୁ କହିଲେ, ତୁମ୍ଭେ ଓ ଯିରିମିୟ ୟାଇ କୁହ। ଆଉ କେଉଁଠା ରେ ଅଛ ତାହା ଅନ୍ୟକୁ ଜଣାଅ ନାହିଁ।
19 Então disseram os príncipes a Banique: Vai, esconde-te tu e Jeremias; e ninguém saiba onde estais.
20 ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଗଲୀଶାମା ଲେଖକର କଠାେରୀ ରେ ଛାଡ଼ିଗଲେ। ସମାନେେ ରାଜା ଯିହାୟୋଦାରକୀମ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ଯ ତାଙ୍କୁ ଜଣାଇଲେ।
20 E foram ter com o rei ao átrio; mas depositaram o rolo na câmara de Elisama, o escriba, e anunciaram aos ouvidos do rei todas aquelas palavras.
21 ଏଣୁ ରାଜା ଯିହାୟୋଦାରକୀମ୍ ପୁସ୍ତକ ଆଣିବା ପାଇଁ ୟିହୁଦିକୁ ପଠାଇଲେ ଓ ସେ ଇଲୀଶାମା ଲେଖକର କୋଠରୀରୁ ତାହା ଆଣିଲେ। ତା'ପ ରେ ୟିହୁଦି ରାଜା ଓ ରାଜାଙ୍କ ଚାରି ପାଖ ରେ ଛିଡ଼ା ହାଇେଥିବା ବ୍ଯକ୍ତି ସମସ୍ତ ଅଧିପତିମାନଙ୍କ କର୍ଣ୍ଣଗୋଚର ରେ ତାହା ପାଠ କଲେ।
21 Então enviou o rei a Jeúdi para trazer o rolo; e Jeúdi tomou-o da câmara de Elisama, o escriba, e o leu aos ouvidos do rei e aos ouvidos de todos os príncipes que estavam em torno do rei.
22 ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷପେଣର ଗୃହ ରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖ ରେ ଅଗ୍ନିପାତ୍ର ରେ ଅଗ୍ନି ଜଳୁଥିଲା।
22 Ora, era o nono mês e o rei estava assentado na casa de inverno, e diante dele estava um braseiro aceso.
23 ଅନନ୍ତର ୟିହୁଦି ପୁସ୍ତକରୁ ତନିଚାରି ପତ୍ର ପାଠ କଲାପ ରେ ରାଜା ଏକ କ୍ଷୁଦ୍ର ଛୁରୀ ରେ ତାହାକୁ କାଟି ଅଗ୍ନିପାତ୍ର ରେ ଥିବା ଅଗ୍ନି ରେ ତାହା ପକାଇ ଦେଲେ। ଶଷେ ରେ ସହେି ପାତ୍ର ଅଗ୍ନି ରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା।
23 E havendo Jeúdi lido três ou quatro colunas, o rei as cortava com o canivete do escrivão, e as lançava no fogo que havia no braseiro, até que todo o rolo se consumiu no fogo que estava sobre o braseiro.
24 ଆଉ ମଧ୍ଯ ରାଜା ଓ ତାଙ୍କର ଦାସଗଣ ଯେତବେେଳେ ସହେି ପୁସ୍ତକର ବାକ୍ଯ ଶୁଣିଲେ, ସମାନେେ କହେି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।
24 E não temeram, nem rasgaram os seus vestidos, nem o rei nem nenhum dos seus servos que ouviram todas aquelas palavras
25 ଆୁ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲନାଥନ, ଦଲାଯ ଓ ଶମରିଯ ତାହାଙ୍କୁ ନିବଦନେ କରିଥିଲେ, ମାତ୍ର ସେ ସମାନଙ୍କେ କଥା ଶୁଣିଲେ ନାହିଁ।
25 e, posto que Elnatã, Delaías e Gema rias tivessem insistido com o rei que não queimasse o rolo, contudo ele não lhes deu ouvidos.
26 ପୁଣି ରାଜା ବାରୂକ ଲେଖକକୁ ଓ ଯିରିମିୟ ଭବିଷ୍ଯତବକ୍ତାକୁ ଗିରଫ କରିବାକୁ ରାଜପୁତ୍ର ୟିରହମଲକେୁ, ଅସ୍ରୀଯଲରେ ପୁତ୍ର ସରାଯକୁ ଓ ଅବଦିଯଲରେ ପୁତ୍ର ଶଲେିମିଯକୁ ଆଜ୍ଞା କଲେ। ମାତ୍ର ସମାନେେ ବାରୂକ ଓ ଯିରିମିୟକୁ ପାଇଲେ ନାହିଁ କାରଣ ସଦାପ୍ରଭୁ ସମାନଙ୍କେୁ ଲୁଚାଇ ରଖିଥିଲେ।
26 Antes deu ordem o rei a Jerameel, filho do rei, e a Seraías, filho de Azriel, e a Selemias, filho de Abdeel, que prendessem a Baruque, o escrivão, e a Jeremias, o profeta; mas o Senhor os escondera.
27 ଯିରିମିୟଙ୍କ ମୁଖନିଃସୃତ ବାକ୍ଯ ରୂପକ ଯେଉଁ ପୁସ୍ତକରେ ଲେଖିଥିଲେ, ରାଜା ତାକୁ ଦଗ୍ଧ କଲାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା :
27 Depois que o rei queimara o rolo com as palavras que Banique escrevera da boca de Jeremias, veio a Jeremias a palavra do Senhor, dizendo:
28 ହେ ଯିରିମିୟ, ଯିହୁଦାର ରାଜା ଯିହାୟୋଦାରକୀମ୍ ଯେଉଁ ପୁସ୍ତକ ପୋଡ଼ି ପକାଇଅଛି, ସହେି ପୁସ୍ତକ ଲିଖିତ ସମସ୍ତ ବାକ୍ଯ ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନଇେ ପୁନର୍ବାର ଲେଖ।
28 Toma ainda outro rolo, e escreve nele todas aquelas palavras que estavam no primeiro rolo, que Jeoiaquim, rei de Judá, queimou.
29 ପୁଣି ଯିହୁଦାର ରାଜା ୟିହୋଯାମୀମଙ୍କୁ ତୁମ୍ଭେ ଏହା କହିବ, 'ସଦାପ୍ରଭୁ ଏହା କହନ୍ତି, ବାବିଲର ରାଜା ନିଶ୍ଚଯ ଆସିବ ଓ ଏହି ଦେଶ ନଷ୍ଟ କରିବ। ଆଉ ଏହାକୁ ତାହାକୁ ମନୁଷ୍ଯ ଓ ପଶୁଶୂନ୍ଯ କରିବ। ଏପରି କଥା ସେଥି ରେ ଅଛି ? ଏଥି ସକାେଶ ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ।
29 E a Jeoiaquim, rei de Judá, dirás: Assim diz o Senhor: Tu queimaste este rolo, dizendo: Por que escreveste nele anunciando: Certamente virá o rei da Babilônia, e destruirá esta terra e fará cessar nela homens e animais?,
30 ଏଣୁ ଯିହୁଦାର ରାଜା ଯିହାୟୋଦାରକୀମ୍ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନ ରେ ବସିବା ପାଇଁ ତାହାର କହେି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରା ରେ ଓ ରାତ୍ରି ବଳୋ କାକର ରେ ପକାୟିବ।
30 Portanto assim diz o Senhor acerca de Jeoiaquim, rei de Judá: Não terá quem se assente sobre o trono de Davi, e será lançado o seu cadáver ao calor de dia, e à geada de noite.
31 ପୁଣି ଆମ୍ଭେ ରାଜା ଯିହାୟୋଦାରକୀମକୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ। ଆଉ ଆମ୍ଭେ ସମାନଙ୍କେ ପ୍ରତିକୂଳ ରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସମାନଙ୍କେ ଉପ ରେ, ୟିରୁଶାଲମ ନିବାସୀମାନଙ୍କ ଉପ ରେ ଓ ଯିହୁଦାର ଲୋକମାନଙ୍କ ଉପ ରେ ଘଟାଇବା। କାରଣ ସମାନେେ ଆମ୍ଭ କଥା ଶୁଣିଲେ ନାହିଁ।'
31 E castigá-lo-ei a ele, e a sua descendência e os seus servos, por causa da sua iniqüidade; e trarei sobre ele e sobre os moradores de Jerusalém, e sobre os homens de Judá, todo o mal que tenho pronunciado contra eles, e que não ouviram.
32 ତା'ପ ରେ ଯିରିମିୟ ଆଉ ଖଣ୍ଡେ ନଳାକାର ପୁସ୍ତକ ନଇେ ନରେିଯର ପୁତ୍ର ବାରୂକକୁ ଦେଲେ। ଯିହାୟୋଦାରକୀମ୍ ଯେଉଁ ନଳାକାର ପୁସ୍ତକ ଅଗ୍ନି ରେ ଦଗ୍ଧ କରିଥିଲେ, ସହେି ନଳାକାର ପୁସ୍ତକ ଲିଖିତ ସମସ୍ତ ବାକ୍ଯ ଯିରିମିୟଙ୍କ ମୁଖରୁ ଶୁଣି ପୁଣି ସହେି ନଳାକାର ପୁସ୍ତକରେ ଲେଖିଲା। ଆଉ ମଧ୍ଯ ଅନକେ ସହେି ପ୍ରକାର କଥା ଏହି ଦ୍ବିତୀୟ ନଳାକାର ପୁସ୍ତକରେ ୟୋଗ କରାଇଲେ।
32 Tomou, pois, Jeremias outro rolo, e o deu a Baruque, filho de Nerias, o escrivão, o qual escreveu nele, enquanto Jeremias ditava, todas as palavras do livro que Jeoiaquim, rei de Judá, tinha queimado no fogo; e ainda se lhes acrescentaram muitas palavras semelhantes.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jeremias 36, comparar traduções ou montar um estudo — tudo direto pelo WhatsApp.