Jeremias 35

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବ କାଳ ରେ ସଦାପ୍ରଭୁଙ୍କ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
1 O S enhor deu esta mensagem a Jeremias quando Jeoaquim, filho de Josias, era rei de Judá:
2 ହେ ଯିରିମିୟ, ତୁମ୍ଭେ ରେଖବୀଯ ବଂଶ ନିକଟକୁ ୟାଇ ସମାନଙ୍କେୁ ନିମନ୍ତ୍ରଣ କରି ସଦାପ୍ରଭୁଙ୍କ ଗୃହର ଏକ କୋଠରୀକୁ ଆଣ ଓ ସମାନଙ୍କେୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।
2 “Vá ao local onde moram os recabitas e convide-os para vir ao templo do S enhor . Leve-os para uma das salas internas e ofereça-lhes vinho”.
3 ତହୁଁ ମୁଁ ହବତସିନିଯର ପୌତ୍ର, ଯିରିମିୟର ପୁତ୍ର ୟାଶନିଯକୁ, ତାହାର ଭ୍ରାତୃଗଣଙ୍କୁ ଓ ତାହାର ସମସ୍ତ ପୁତ୍ରଙ୍କୁ ଆଉ ସମସ୍ତ ରେଖବୀଯ ବଂଶକୁ ଏକତ୍ରୀତ କରି ସଙ୍ଗ ରେ ନଲେି।
3 Então fui buscar Jazanias, filho de Jeremias e neto de Habazinias, e todos os seus irmãos e filhos, que representavam todas as famílias dos recabitas.
4 ସମାନଙ୍କେୁ ସଦାପ୍ରଭୁଙ୍କ ଗୃହକୁ ନଇଗେଲି। ମୁଁ ପରମେଶ୍ବରଙ୍କ ଲୋକ ୟିଗଦଲିଯର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସହେି କଠାେରୀ ଉଲ୍ଲମର ପୁତ୍ର ମା ସଯେ ନାମକ ଦ୍ବାରପାଳର କଠାେରୀ ଉପ ରେ, ଅଧିପତିଗଣର କୋଠରୀ ନିକଟରେ ଥିଲା।
4 Levei-os ao templo do S enhor e fomos à sala dos filhos de Hanã, filho de Jigdalias, homem de Deus. Ficava ao lado da sala usada pelos oficiais do templo, logo acima da sala de Maaseias, filho de Salum, porteiro do templo.
5 ପୁଣି ମୁଁ ରେଖକ ବଂଶୀଯ ଲୋକମାନଙ୍କ ସମ୍ମୁଖ ରେ ଦ୍ରାକ୍ଷାରସ ପୂର୍ଣ୍ଣ କେତକେ ଭାଣ୍ଡ ଓ ପାନପାତ୍ର ରଖି ସମାନଙ୍କେୁ କହିଲି, ତୁମ୍ଭମାନେେ ଦ୍ରାକ୍ଷାରସ ପାନ କର।
5 Coloquei diante deles taças e jarras cheias de vinho e os convidei a beber,
6 ମାତ୍ର ସମାନେେ ଉତ୍ତର ଦେଲେ, ଆମ୍ଭମାନେେ ଦ୍ରାକ୍ଷାରସ ପାନ କରିବୁ ନାହିଁ। କାରଣ ଆମ୍ଭମାନଙ୍କର ପୂର୍ବପୁରୁଷ ରେଖବର ପୁତ୍ର ଯିହାନୋଦବ୍ ଆମ୍ଭମାନଙ୍କୁ ଏହି ଆଜ୍ଞା ଦଇେଅଛନ୍ତି, 'ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସନ୍ତାନଗଣ କହେି କବେେ ଦ୍ରାକ୍ଷାରସ ପାନ କରିବ ନାହିଁ।
6 mas eles recusaram, dizendo: “Não bebemos vinho, pois nosso antepassado, Jonadabe, filho de Recabe, nos deu esta ordem: ‘Nunca bebam vinho, nem vocês nem seus descendentes.
7 ଆଉ ମଧ୍ଯ ତୁମ୍ଭମାନେେ ଗୃହ ନିର୍ମାଣ କରିବ ନାହିଁ, କିଅବା ବୀଜ ବୁଣିବ ନାହିଁ କିଅବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ ଅବା ତହିଁର ଅଧିକାରୀ ହବେ ନାହିଁ। ମାତ୍ର ତୁମ୍ଭମାନେେ ୟାବଜ୍ଜୀବନ ତମ୍ବୁ ରେ ବାସ କରିବ, ତହିଁରେ ତୁମ୍ଭମାନେେ ଯେଉଁ ଦେଶ ରେ ପ୍ରବାସ କରୁଅଛ, ସହେି ଦେଶ ରେ ଅନକେ କାଳ ବଞ୍ଚିବ।'
7 Não construam casas, não plantem lavouras nem possuam vinhedos; vivam sempre em tendas. Com isso, terão vida longa e feliz nesta terra’.
8 ତେଣୁ ଆମ୍ଭମାନେେ ରେଖବୀଯ ବଂଶ ଆମ୍ଭ ପୂର୍ବପୁରୁଷ ଯିହାନୋଦବ୍ ଆମ୍ଭମାନଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଓ ଗୃହ ନିର୍ମାଣ ନ କରିବାକୁ ଯେଉଁ ଆଜ୍ଞା ଦଇେଛନ୍ତି ତାହା ପାଳନ କରି ଆସିଅଛୁ। ଆଉ ଆମ୍ଭମାନେେ, ଆମ୍ଭମାନଙ୍କର ସ୍ତ୍ରୀମାନେ ଓ ଆମ୍ଭମାନଙ୍କର ପୁତ୍ର କନ୍ଯାମାନେ କବେେ ଦ୍ରାକ୍ଷାରସ ପାନ କରୁ ନାହୁଁ।
8 Assim, temos obedecido a tudo que ele nos ordenou. Nunca bebemos vinho, nem nós, nem nossas esposas, nem nossos filhos e filhas.
9 ଆଉ ଆମ୍ଭମାନେେ ବାସ କରିବା ନିମନ୍ତେ ଗୃହ ନିର୍ମାଣ କରୁ ନାହୁଁ। ଦ୍ରାକ୍ଷାକ୍ଷେତ୍ର କରୁ ନାହୁଁ କି ଶସ୍ଯ ରୋପଣ କରୁ ନାହୁଁ।
9 Não construímos casas, nem possuímos vinhedos e campos, nem plantamos lavouras.
10 ଆମ୍ଭମାନଙ୍କର ପୂର୍ବପୁରୁଷ ୟିହୋନାଦବଙ୍କର ସମସ୍ତ ଆଜ୍ଞା ଅନୁସାରେ କାର୍ୟ୍ଯ କରି ତମ୍ବୁ ରେ ବାସ କରୁଅଛୁ।
10 Temos vivido em tendas e obedecido fielmente a todas as ordens de nosso antepassado Jonadabe.
11 ମାତ୍ର ବାବିଲର ରାଜା ନବୂଖଦନିତ୍ସର ଯେତବେେଳେ ଯିହୁଦା ଆକ୍ରମଣ କଲେ, ସେତବେେଳେ ଆମ୍ଭମାନେେ କହିଲୁ, 'ଆସ, କଲଦୀଯ ସୈନ୍ଯର ଓ ଅରାମୀଯ ସୈନ୍ଯର ଭୟ ଯୋଗୁଁ ଆମ୍ଭମାନେେ ୟିରୁଶାଲମ ୟିବା,' ଏଣୁ ଆମ୍ଭମାନେେ ୟିରୁଶାଲମ ରେ ବାସ କରୁଅଛୁ।
11 Mas, quando Nabucodonosor, rei da Babilônia, atacou esta terra, tivemos medo dos exércitos babilônios e sírios e resolvemos nos mudar para Jerusalém. Por isso estamos aqui”.
12 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
12 Então o S enhor deu esta mensagem a Jeremias:
13 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହିଲେ, ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କୁହ, ସଦାପ୍ରଭୁ କହନ୍ତି, 'ତୁମ୍ଭମାନେେ ଆମ୍ଭର ବାକ୍ଯ ପ୍ରତି ଅବଧାନ କରି ଆମ୍ଭର ଶିକ୍ଷା ଗ୍ରହଣ କର।
13 “Assim diz o S enhor dos Exércitos, o Deus de Israel: Vá e diga aos habitantes de Judá e de Jerusalém: ‘Venham e aprendam uma lição sobre como obedecer às minhas palavras, diz o S enhor .
14 ରେଖବର ପୁତ୍ର ଯିହାନୋଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦଇେଥିଲା, ତାହାର ସହେି ବାକ୍ଯ ପ୍ରତିପାଳିତ ହାଇେ ଆସୁଅଛି ଓ ସମାନେେ ଆଜି ପର୍ୟ୍ଯନ୍ତ ଦ୍ରାକ୍ଷାରସ ପାନ କରୁ ନାହାଁନ୍ତି। କାରଣ ସମାନେେ ଆପଣା ପିତୃପୁରୁଷ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭମାନେେ ଆମ୍ଭ ବାକ୍ଯ ପ୍ରତି ଅବଧାନ କରୁ ନାହଁ।
14 Os recabitas não bebem vinho até hoje em obediência à ordem de seu antepassado Jonadabe, filho de Recabe. Mas eu tenho falado a vocês repetidamente e se recusam a obedecer.
15 ଆଉ ମଧ୍ଯ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ଯଦବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସମାନେେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, 'ତୁମ୍ଭମାନେେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂ ଶାଧେନ କର ଓ ଅନ୍ୟ ଦବଗେଣର ସବୋ କରି ସମାନଙ୍କେୁ ଅନୁସରଣ କର ନାହିଁ। ତାହା ହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦଇେଅଛୁ ତହିଁରେ ତୁମ୍ଭମାନେେ ବାସ କରିବ।' ମାତ୍ର ତୁମ୍ଭମାନେେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ଯ ରେ ଅବଧାନ କରି ନାହଁ।
15 Tenho enviado meus profetas vez após vez para lhes dizer: ‘Abandonem seus maus caminhos e façam o que é certo. Deixem de adorar outros deuses. Assim, viverão em paz nesta terra que dei a vocês e a seus antepassados’. Mas vocês não quiseram ouvir nem obedecer.
16 ରେଖବର ପୁତ୍ର ଯିହାନୋଦବର ବଂଶଧରଗଣ ସମାନଙ୍କେ ପ୍ରତି ଆବିଷ୍ଟ ହାଇେଥିବା ଆଜ୍ଞା ପ୍ରତିପାଳନ କରି ଆସୁଅଛନ୍ତି। ମାତ୍ର ଯିହୁଦାର ଲୋକମାନେ ଆମ୍ଭ କଥା ରେ ଅବଧାନ କରି ନାହାଁନ୍ତି।
16 Os descendentes de Jonadabe, filho de Recabe, têm obedecido fielmente a seu antepassado, mas este povo se recusa a me ouvir’.
17 ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ବିରୁଦ୍ଧ ରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହା ସମାନଙ୍କେ ପ୍ରତି ଘଟାଇବା। କାରଣ ଆମ୍ଭେ ସମାନଙ୍କେୁ ଯେଉଁ କଥା କହିଅଛୁ, ସମାନେେ ଶୁଣୁ ନାହାଁନ୍ତି। ଆଉ ଆମ୍ଭେ ସମାନଙ୍କେୁ ଡ଼ାକିଅଛୁ, ମାତ୍ର ସମାନେେ ଉତ୍ତର ଦଇେ ନାହାଁନ୍ତି।
17 “Portanto, assim diz o S enhor Deus dos Exércitos, o Deus de Israel: ‘Porque não querem me ouvir nem responder quando os chamo, enviarei sobre Judá e sobre Jerusalém todas as calamidades que prometi’”.
18 ତେଣୁ ଯିରିମିୟ ରେଖବୀଯ ବଂଶକୁ କହିଲେ, ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ନିଜ ପୂର୍ବପୁରୁଷ ୟିହୋନାଦବର ଆଜ୍ଞା ମାନିଅଛ, ତାହାର ବିଧାନସବୁ ପାଳନ କରିଅଛ ଓ ତୁମ୍ଭମାନଙ୍କ ପ୍ରତି ତାହାର ସମସ୍ତ ଆଜ୍ଞା ପ୍ରମାଣେ କାର୍ୟ୍ଯ କରିଅଛ।
18 Então Jeremias se voltou para os recabitas e disse: “Assim diz o S enhor dos Exércitos, o Deus de Israel: ‘Vocês obedeceram a todas as ordens de seu antepassado Jonadabe e seguiram todas as suas instruções’.
19 ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ହକନ୍ତି, ଆମ୍ଭର ସବୋ ନିମନ୍ତେ ରେଖବର ପୁତ୍ର ଯିହାନୋଦବ୍ ବଂଶୀଯ ଲୋକ ଆମ୍ଭ ସମ୍ମୁଖ ରେ ସର୍ବଦା ଠିଆ ହବେ।
19 Por isso, assim diz o S enhor dos Exércitos, o Deus de Israel: ‘Sempre haverá descendentes de Jonadabe, filho de Recabe, para me servir’”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 35, comparar traduções ou montar um estudo — tudo direto pelo WhatsApp.