Jeremias 34

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ, ତାହାର ଶାସନାଧୀନ ସମସ୍ତ ରାଜ୍ଯ ଓ ସମସ୍ତ ଗୋଷ୍ଠୀ ୟିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧ ରେ ୟୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।
1 O rei Nabucodonosor, da Babilônia, e o seu exército estavam atacando Jerusalém e as cidades vizinhas. Ajudavam nesse ataque as tropas de todas as nações e reinos dominados por ele. Nesse tempo, o Senhor Deus falou comigo
2 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ହେ ଯିରିମିୟ, ତୁମ୍ଭେ ୟାଇ ଯିହୁଦାର ରାଜା ସିଦିକିଯଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ବାବିଲର ରାଜା ହସ୍ତ ରେ ୟିରୁଶାଲମକୁ ସମର୍ପଣ କରିବା, ତାହାକୁ ସେ ଅଗ୍ନି ରେ ଦଗ୍ଧ କରିବ।
2 e mandou que eu levasse a seguinte mensagem ao rei Zedequias, de Judá: — Eu, o
3 ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚଯ ଧରାୟିବ ଓ ତାହା ହସ୍ତ ରେ ସମର୍ପିତ ହବେ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ବଚକ୍ଷୁ ରେ ଦେଖିବ। ସେ ମୁହାଁମୁହିଁ ହାଇେ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ୟିବ।
3 Você não escapará; pelo contrário, será preso e entregue a ele. Você verá Nabucodonosor e falará com ele pessoalmente. Depois, você irá para a Babilônia.
4 ମାତ୍ର ହେ ଯିହୁଦାର ସିଦିକିଯ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ। ସଦାପ୍ରଭୁ ତୁମ୍ଭ ବିଷଯ ରେ ଏହି କଥା କହନ୍ତି। ତୁମ୍ଭେ ଖଡ୍ଗ ରେ ନିହତ ହବେ ନାହିଁ।
4 Rei Zedequias, escute o que eu, o Senhor , estou dizendo a seu respeito: você vai morrer em paz e não na guerra.
5 ତୁମ୍ଭେ ତୁମ୍ଭ ପୂର୍ବପୁରୁଷଙ୍କ ପରି ଓ ପୂର୍ବବର୍ତ୍ତୀ ରାଜାମାନଙ୍କ ପରି ଶାନ୍ତି ରେ ମୃତ୍ଯୁବରଣ କରିବ। ଯେପରି ସୁଗନ୍ଧ ସମାନେେ ତାଙ୍କ ପାଇଁ ଜାଳି ଥିଲେ, ସହେିପରି ସମାନେେ ତୁମ୍ଭ ପାଇଁ ସୁଗନ୍ଧ ଜାଳିବେ। ପୁଣି ହାୟ ପ୍ରଭୋ ! ହାୟ ପ୍ରଭୋ ! କହି ସମାନେେ ତୁମ୍ଭ ପାଇଁ ବିଳାପ କରିବେ।' କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ।
5 E, como queimaram incenso no sepultamento dos seus antepassados que foram reis antes de você, assim queimarão incenso em sua honra. Vão chorar por sua causa, dizendo: “O nosso rei morreu!” Eu, o Senhor , falei.
6 ତେଣୁ ଭବିଷ୍ଯଦବକ୍ତା ଯିରିମିୟ ୟିରୁଶାଲମ ରେ ଯିହୁଦାର ରାଜା ସିଦିକିଯଙ୍କୁ ଏହିସବୁ କଥା କହିଲେ।
6 Então eu contei tudo isso ao rei Zedequias, em Jerusalém,
7 ସେତବେେଳେ ବାବିଲ ରାଜାର ସୈନ୍ଯ ୟିରୁଶାଲମ ବିରୁଦ୍ଧ ରେ, ଯିହୁଦାର ଅବଶଷ୍ଟ ସକଳ ନଗର ବିରୁଦ୍ଧ ରେ ଓ ଲାଖୀର ଏବଂ ଆ ସକୋ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। କାରଣ ଯିହୁଦା ଦେଶର ନଗର ସମୂହ ମଧିଅରେ ଏହି ଦୁଇଟି ମାତ୍ର ପ୍ରାଚୀର ବେଷ୍ଟିତ ନଗର ଅବଶିଷ୍ଟ ଥିଲା।
7 quando o exército do rei da Babilônia estava atacando a cidade. Esse exército também estava atacando Laquis e Azeca, as duas únicas cidades cercadas de muralhas, em Judá, que ainda resistiam.
8 ସିଦିକିଯ ରାଜା ୟିରୁଶାଲମ ଲୋକମାନଙ୍କ ସହିତ ଏହି ନିଯମ କରିଥିଲେ ଯେ ପ୍ରେତ୍ୟକକ ନିଜ ନିଜ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦବେେ। କହେି ସମାନଙ୍କେୁ ଅର୍ଥାତ୍ ନିଜ ୟିହୁଦୀଯ ଭ୍ରାତାକୁ ଦାସ୍ଯକର୍ମ କରାଇବେ ନାହିଁ। ସିଦିକିଯ ଏହି ନିଯମ କଲାପ ରେ ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
8 O Senhor Deus falou de novo comigo depois que Zedequias fez um acordo com os moradores de Jerusalém para darem liberdade aos seus escravos.
9 ପ୍ରେତ୍ୟକକ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରିବେ ଓ କହେି ୟିହୁଦୀଯମାନଙ୍କୁ ଦାସ୍ଯକର୍ମ କରାଇବେ ନାହିଁ।
9 Cada um devia pôr em liberdade os seus escravos hebreus, tanto homens como mulheres, para que assim nenhum hebreu tivesse como escravo uma pessoa da sua raça.
10 ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିଯମ ଗ୍ରହଣ କଲେ ଓ ପ୍ରେତ୍ୟକକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦେଲେ। ଏହି ନିଯମ ରେ ସମସ୍ତେ ସମ୍ମତ ହେଲେ ଓ ସମାନଙ୍କେୁ ଦାସ୍ଯକର୍ମ ଆଉ କରାଇଲେ ନାହିଁ।
10 E todo o povo e as autoridades concordaram em libertar os seus escravos, prometendo nunca mais escravizá-los. Eles libertaram os escravos,
11 ମାତ୍ର ତାହାପ ରେ ସମାନେେ ନିଜ ନିଜ ହୃଦଯ ପରିବର୍ତ୍ତନ କଲେ ଓ ଯେଉଁ ଦାସଦାସୀଙ୍କୁ ମୁକ୍ତ କରିଥିଲେ, ସମାନଙ୍କେୁ ପୁନର୍ବାର ଆଣି ଦାସ୍ଯକର୍ମ ରେ ନିୟୁକ୍ତ କଲେ।
11 mas depois mudaram de ideia, e os fizeram voltar, e os obrigaram a se tornarem escravos de novo. — Quando tirei do Egito os antepassados de vocês e os livrei da escravidão, fiz uma
12 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
12 — ausente —
13 ହେ ଯିରିମିୟ ! ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ବରୁ ମୁକ୍ତ କରିଥିଲୁ ଓ ସମାନଙ୍କେ ସହିତ ଏହି ନିଯମ କରିଥିଲୁ।
13 — ausente —
14 ଆମ୍ଭେ ସମାନଙ୍କେୁ କହିଥିଲୁ, 'ତୁମ୍ଭର କୌଣସି ଏବ୍ରୀଯ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହାଇେ ଛଅବର୍ଷ ତୁମ୍ଭର ଦାସ୍ଯକର୍ମ କଲା ଉତ୍ତା ରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାଯ ଦବେ, ତୁମ୍ଭମାନେେ ପ୍ରେତ୍ୟକକ ସାତବର୍ଷର ଶଷେ ରେ ଆପଣା ଆପଣାର ସହେି ଭ୍ରାତାଙ୍କୁ ମୁକ୍ତ କରିବ।' ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ଯ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ।
14 de sete em sete anos deviam libertar qualquer patrício hebreu que eles tivessem comprado e que tivesse sido escravo deles durante seis anos. Mas os seus antepassados não me deram atenção, nem me obedeceram.
15 ପୁଣି ତୁମ୍ଭମାନେେ ଏହାପ ରେ ଆପଣା ପ୍ରତିବେଶୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟି ରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମ ରେ ଖ୍ଯାତ ମନ୍ଦିର ରେ ଆମ୍ଭ ସମ୍ମୁଖ ରେ ନିଯମ କରିଥିଲ।
15 Porém alguns dias atrás vocês mudaram de ideia e fizeram o que me agrada. Todos concordaram em libertar os seus patrícios hebreus e fizeram um acordo na minha presença, no Templo construído em honra do meu nome.
16 ମାତ୍ର ତେମ୍ଭମାନେେ ତୁମ୍ଭମାନଙ୍କର ମନ ବଦଳାଇ ଆମ୍ଭର ନାମକୁ ଅପବିତ୍ର କଲ। ଆଉ ଯେଉଁମାନଙ୍କୁ ମୁକ୍ତ କରି ବିଦାଯ ଦଇେଥିଲୁ, ପୁନର୍ବାର ସମାନଙ୍କେୁ ଆଣି ଆପଣା ଆପଣା ଦାସ୍ଯକର୍ମ ରେ ବାଧ୍ଯ କରି ନିୟୁକ୍ତ କଲ।
16 Mas depois vocês novamente mudaram de ideia e profanaram o meu nome. Todos vocês fizeram voltar os escravos que haviam sido libertados e os obrigaram a ser escravos de novo.
17 'ଏଣୁ ସଦାପ୍ରଭୁ ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ପ୍ରତିବେଶୀଙ୍କୁ ମୁକ୍ତ ଦବୋ ପାଇଁ' ଆମ୍ଭ ନିଯମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।
17 Por isso, eu, o Senhor , digo que vocês me desobedeceram e não deram a liberdade aos seus patrícios hebreus. Pois bem! Eu vou dar liberdade a vocês: liberdade de morrer na guerra e de morrer de doença e fome. Farei com que sejam um espetáculo horrível para todas as nações da terra. Sou eu, o Senhor , quem está falando. As autoridades de Judá e de Jerusalém, os oficiais do palácio, os sacerdotes e todo o povo fizeram uma aliança comigo, passando entre as duas metades de um boi cortado ao meio. Mas eles quebraram a aliança que fizeram na minha presença e não cumpriram o que prometeram.
18 ପୁଣି ଯେଉଁମାନେ ଆମ୍ଭର ନିଯମ ଲଙ୍ଘନ କରିଅଛନ୍ତି ଓ ଗୋବତ୍ସକୁ ଦୁଇଖଣ୍ଡ କରି ତନ୍ମଧିଅରେ ଗମନ କରିଛନ୍ତି, ମୁଁ ସମାନଙ୍କେୁ ସହେି ବାଛୁରୀ ପରି କରିବି।
18 — ausente —
19 ପୁଣି ଯିହୁଦାର ଅଧିପତିଗଣଙ୍କୁ, ୟିରୁଶାଲମର ଅଧିପତିମାନଙ୍କୁ ନପୁଂସକମାନଙ୍କୁ, ଯାଜକମାନଙ୍କୁ ଓ ଦେଶର ସମସ୍ତ ଲୋକଙ୍କୁ ଯେଉଁମାନେ ଗୋବତ୍ସର ଦୁଇଖଣ୍ଡ ମଧ୍ଯ ଦଇେ ଗମନ କଲେ ସମାନଙ୍କେୁ ମଧ୍ଯ ସମର୍ପଣ କରିବା।
19 — ausente —
20 ଆମ୍ଭେ ସମାନଙ୍କେୁ ସମାନଙ୍କେର ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେର ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନଙ୍କେର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ଯ ପଶୁମାନଙ୍କର ଖାଦ୍ୟ ହବେ।
20 Por isso, eu os entregarei aos seus inimigos que os querem matar, e os corpos deles serão comidos pelas aves e pelos animais selvagens.
21 ପୁଣି ଯିହୁଦାର ରାଜା ସିଦିକିଯକୁ ଓ ତାହାର ଅଧିପତିଗଣକୁ ଆମ୍ଭେ ସମାନଙ୍କେ ଶତ୍ରୁଗଣ ହସ୍ତ ରେ ସମର୍ପଣ କରିବା। ଆଉ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ଓ ବାବିଲ ରାଜାର ଯେଉଁ ସୈନ୍ଯଗଣ ତୁମ୍ଭମାନଙ୍କ ନିକଟରୁ ଉଠିୟାଇ ଅଛନ୍ତି, ସମାନଙ୍କେ ହସ୍ତ ରେ ସମର୍ପଣ କରିବି।
21 Entregarei o rei Zedequias, de Judá, e os seus oficiais aos inimigos que os querem matar. Eu os entregarei ao exército do rei da Babilônia, que parou de atacar vocês.
22 ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ପୁଣି ସମାନଙ୍କେୁ ଆମ୍ଭର ଆଜ୍ଞା ରେ' ଏହି 'ନଗରକୁ ଅଣାଇବା। ତହିଁରେ ସମାନେେ ନଗର ବିରୁଦ୍ଧ ରେ ୟୁଦ୍ଧ କରି ତାହାକୁ ଅଧିକାର କରିବେ ଓ ତାହାକୁ ଅଗ୍ନି ରେ ଦଗ୍ଧ କରିବେ। ପୁଣି ଆମ୍ଭେ ଯିହୁଦାର ସମସ୍ତ ନଗରକୁ ଜନଶୂନ୍ଯ କରି ଧ୍ବଂସ ସ୍ତୁପ ରେ ପରିରତ କରିବା।
22 Darei ordem aos inimigos, e eles voltarão. Eles atacarão, e tomarão a cidade, e a destruirão com fogo. Farei com que as cidades de Judá virem um deserto onde ninguém mora. Eu, o Senhor , falei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 34, comparar traduções ou montar um estudo — tudo direto pelo WhatsApp.