Jeremias 32
Oriya Bible (GL_ORIYA) vs NVT
1 ଯିହୁଦାର ରାଜା ସିଦିକିଯର ଦଶମ ବର୍ଷ ରେ ଅର୍ଥାତ୍ ନବୂଖଦନିତ୍ସରର ଶାସନର ଅଷ୍ଟାଦଶ ବର୍ଷ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
1 Jeremias recebeu esta mensagem do S enhor no décimo ano do reinado de Zedequias, rei de Judá. Esse também foi o décimo oitavo ano do reinado de Nabucodonosor.
2 ସେତବେେଳେ ବାବିଲ ରାଜାର ସୈନ୍ଯଗଣ ୟିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ଯଦବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦ ଥିଲେ।
2 Nessa ocasião, o exército babilônio cercava Jerusalém, e Jeremias estava preso no pátio da guarda, no palácio real.
3 ଯିହୁଦାର ରାଜା ସିଦିକିଯ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ଯଦବାକ୍ଯ ପ୍ରଚାର କରି କହିଥିଲେ ଯେ, ସଦାପ୍ରଭୁ କହନ୍ତି, 'ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ହସ୍ତ ରେ ୟିରୁଶାଲମକୁ ଅର୍ପଣ କରିବା।
3 Zedequias, rei de Judá, o havia colocado ali e perguntado por que ele continuava a anunciar esta profecia: “Assim diz o S enhor : ‘Estou prestes a entregar esta cidade ao rei da Babilônia, e ele a conquistará.
4 ଆଉ ଯିହୁଦାର ରାଜା ସିଦିକିଯ କଲଦୀଯମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ସେ ନିଶ୍ଚିତ ବାବିଲ ରାଜଞର ହସ୍ତ ରେ ସମର୍ପିତ ହବେ ଓ ସାମନା ସାମନି ହାଇେ ତାହ ସହିତ କଥା କହିବ ଓ ସ୍ବଚକ୍ଷୁ ରେ ସେ ତାହା ଦେଖିବ।
4 O rei Zedequias será capturado pelos babilônios e levado para falar face a face com o rei da Babilônia.
5 ପୁଣି ସେ ସିଦିକିଯକୁ ବାବିଲକୁ ଘନେିୟିବ। ଆମ୍ଭେ ଯେ ପର୍ୟ୍ଯନ୍ତ ତାକୁ ଶାସ୍ତି ନ ଦଇେଛୁ ସେ ପର୍ୟ୍ଯନ୍ତ ସେ ସଠାେ ରେ ରହିବ।' ଆଉ ସଦାପ୍ରଭୁ କହନ୍ତି, 'ତୁମ୍ଭମାନେେ କଲଦୀଯମାନଙ୍କ ସହିତ ୟୁଦ୍ଧ କଲେ ହେଁ କୃତକାର୍ୟ୍ଯ ହବେ ନାହିଁ।
5 O rei levará Zedequias para a Babilônia, onde lidarei com ele’, diz o S enhor . ‘Vocês não serão bem-sucedidos se lutarem contra os babilônios’”.
6 ଯିରିମିୟ ବନ୍ଦୀ ଥିଲା ବେଳେ, ସଦାପ୍ରଭୁଙ୍କର ଏହି ବାକ୍ଯ ତାଙ୍କ ନିକଟରେ ଉପସ୍ଥିତ ହେଲା। ଯଥା:
6 Nesse tempo, o S enhor me enviou uma mensagem:
7 ହେ ଯିରିମିୟ, ତୁମ୍ଭ ପିତୃବ୍ଯ ଶଲୂମର ପୁତ୍ର ହନନଲେ ତୁମ୍ଭ ନିକଟକୁ ଆସି ଏହି କଥା କହିବ, 'ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ ନିଜ ପାଇଁ କ୍ରଯ କର। କାରଣ ତୁମ୍ଭେ ମାରେ ଅତି ନିକଟ ସର୍କୀଯ ଓ ତୁମ୍ଭର କ୍ରଯ କରିବାର ସୂର୍ଣ୍ଣ ଅଧିକାର ଅଛି।'
7 “Seu primo Hanameel, filho de Salum, virá e lhe dirá: ‘Compre meu campo em Anatote. Pela lei, você tem direito de comprá-lo antes que eu o ofereça a outro’”.
8 ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମାରେ ପିତୃବ୍ଯର ପୁତ୍ର ହନନଲେ ପ୍ରହରୀ ପ୍ରାଙ୍ଗଣ ରେ ମାେ ନିକଟକୁ ଆସି କହିଲା, 'ମୁଁ ଅନୁରୋଧ କରୁଛି, ଅନାେଥାତ ରେ ମାରେ ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରଯ କର, ଯାହା ବିନ୍ଯାମୀନଙ୍କର ଗୋଷ୍ଠୀଯ ରେ ଅଛି। କାରଣ ତାହାକୁ କ୍ରଯ କରିବାର ଅଧିକାର କବଳେ ତୁମ୍ଭର ଅଛି।'
8 Exatamente como o S enhor tinha dito, meu primo Hanameel veio me visitar na prisão e disse: “Compre meu campo em Anatote, na terra de Benjamim. Pela lei, você tem direito de comprá-lo antes que eu o ofereça a outro. Portanto, compre-o para si”. Então entendi que a mensagem que eu tinha ouvido era do S enhor .
9 ଆଉ ମାରେ ପିତୃବ୍ଯ ପୁଅ ହନନଲଠାରୁେ ଅନାେଥାତସ୍ଥିତ ସହେି କ୍ଷେତ୍ର କ୍ରଯ କଲି ଓ ତାହାର ମୂଲ୍ଯ ସ୍ବରୂପ ସତର ସକେଲ ରୂପା ତୌଲି ତାହାକୁ ଦଲେି।
9 Assim, comprei o campo em Anatote e paguei a Hanameel dezessete peças de prata.
10 ଆଉ ମୁଁ କ୍ରଯ ପତ୍ର ରେ ସ୍ବାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକିତି ରେ ରୂପା ତୌଲି ତାହାକୁ ଦଲେି।
10 Assinei e selei a escritura diante de testemunhas, pesei a prata e lhe paguei.
11 ତା'ପ ରେ ମୁଁ ଏହାର ଦୁଇଟି ନକଲ କଲି, ସେଥିରୁ ଗୋଟିଏ ରେ ସର୍ତ୍ତ ଓ ଚୁକ୍ତି ଲଖାୟୋଇଥିବାଟି ମୁଦି ଦିଆଗଲା ଏବଂ ଅନ୍ୟଟି ଖାେଲା ଥିଲା।
11 Em seguida, peguei a escritura selada e uma cópia não selada com os termos e as condições da compra
12 ପୁଣି ମାେ ପିତୃବ୍ଯର ପୁତ୍ର ହନନଲରେ ସାକ୍ଷାତ ରେ, କ୍ରଯପତ୍ରର ସ୍ବାକ୍ଷରକାରୀ ସାକ୍ଷୀମାନଙ୍କ ସାକ୍ଷାତ ରେ ମୁଁ ସହେି କ୍ରଯପତ୍ର ମହ ସଯରେ ପୌତ୍ର ନରେିଯର ପୁତ୍ର ବାରୂକର ହସ୍ତ ରେ ସମର୍ପଣ କଲି।
12 e as entreguei a Baruque, filho de Nerias, neto de Maaseias. Fiz tudo isso na presença de meu primo Hanameel, das testemunhas que assinaram a escritura e dos homens de Judá que estavam no pátio da guarda.
13 ଆଉ ସମସ୍ତଙ୍କ ସାକ୍ଷାତ ରେ ମୁଁ ବାରୂକକୁ ଏହି ଆଜ୍ଞା କଲି।
13 Então, na presença deles, disse a Baruque:
14 ସୈନ୍ଯାଧିପତି ଇଶ୍ରାୟେଲର ପରମେଶ୍ବର କହନ୍ତି, 'ତୁମ୍ଭେ ଏହି ଦୁଇଖଣ୍ଡ କ୍ରଯ ଦଲିଲ ନିଅ, ଗୋଟିଏ ମୁଦି ଦିଆୟାଇଥିବା ଓ ଅନ୍ୟଟି ଖାେଲା ଓ ତାହା ଯେପରି ତୀର୍ଘକାଳ ରହିବ ଏଥିପାଇଁ ଏକ ମୃତ୍ତିକା ପାତ୍ର ରେ ରଖ।'
14 “Assim diz o S enhor dos Exércitos, o Deus de Israel: ‘Pegue a escritura selada e a cópia não selada e coloque-as num vaso de barro, a fim de conservá-las por muito tempo’.
15 ଆଉ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଭବିଷ୍ଯତ ରେ ଆମ୍ଭର ଲୋକମାନେ ଆହୁରି ଗୃହ, କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର କ୍ରଯ କରିବେ।'
15 Pois assim diz o S enhor dos Exércitos, o Deus de Israel: ‘Algum dia, as pessoas voltarão a ter propriedades nesta terra e comprarão e venderão casas, vinhedos e campos’”.
16 ନରେିଯର ପୁତ୍ର ବାରୂକକୁ ସହେି କ୍ରଯପତ୍ର ସମର୍ପି ଦଲୋ ପ ରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।
16 Depois que entreguei os documentos a Baruque, filho de Nerias, orei ao S enhor :
17 ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ଯ କିଛି ନାହିଁ।
17 “Ó Soberano S enhor ! Tu fizeste os céus e a terra com tua mão forte e teu braço poderoso. Nada é difícil demais para ti!
18 ତୁମ୍ଭେ ସହସ୍ର ସହସ୍ର ଲୋକମାନଙ୍କ ପ୍ରତି ଦୟା ପ୍ରକାଶ କରୁଅଛ। ପୁଣି ପିତୃଗଣଙ୍କ ଅପରାଧର ପ୍ରତିଫଳ ସମାନଙ୍କେ ପିଲାମାନଙ୍କ ଉପ ରେ ଦେଉଅଛ। ତୁମ୍ଭେ ମହାନ୍ ପରାକ୍ରାନ୍ତ ପରମେଶ୍ବର, ସୈନ୍ଯାଧିପତି ସଦାପ୍ରଭୁ ତୁମ୍ଭର ନାମ।
18 Mostras tua bondade a milhares de pessoas, mas também permites que as consequências do pecado de uma geração recaiam sobre a geração seguinte. Tu és Deus grande e poderoso, o S enhor dos Exércitos.
19 ତୁମ୍ଭର ମନ୍ତ୍ରଣା ଓ କ୍ରିଯା ମହାନ୍। ତୁମ୍ଭେ ପ୍ରେତ୍ୟକକଙ୍କର କାର୍ୟ୍ଯକଳାପ ଲକ୍ଷ୍ଯ କର। ତୁମ୍ଭେ କ୍ରିଯାନୁସା ରେ ସମୁଚିତ ଫଳ ସମାନଙ୍କେୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ଯକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ଯକ୍ତି ଦଣ୍ଡିତ ହୁଏ।
19 Tens toda sabedoria e fazes grandes milagres. Vês a conduta de todos e lhes dás o que merecem.
20 ହେ ସଦାପ୍ରଭୁ, ତୁମ୍ଭେ ମିଶର ରେ ନାନା ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସାଦନ କରିଅଛ। ଆଜି ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଅନ୍ଯାନ୍ଯ ଲୋକମାନଙ୍କ ମଧିଅରେ ସହେି ଅଦ୍ଭୁତ ଲକ୍ଷଣ ଦଖାେଉଛ। ପୁଣି ଏହିସବୁ କାର୍ୟ୍ଯ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହାଇେଅଛ।
20 Realizaste sinais e maravilhas na terra do Egito, feitos lembrados ainda hoje. E continuas a fazer grandes milagres em Israel e em todo o mundo. Por isso o teu nome é famoso até hoje.
21 ତୁମ୍ଭେ ସହେି ଅଲୌକିକ ଶକ୍ତି, ଅଦ୍ଭୁତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ବାରା ତୁମ୍ଭର ଇଶ୍ରାୟେଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।
21 “Tiraste Israel do Egito com sinais e maravilhas, com mão forte e braço poderoso e com grande terror.
22 ହେ ସଦାପ୍ରଭୁ, ତୁମ୍ଭେ ଯେଉଁ ଦୁଗ୍ଧମଧୁ ପ୍ରବାହୀ ଦେଶ ସମାନଙ୍କେୁ ଦବୋପାଇଁ ସମାନଙ୍କେ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସମାନଙ୍କେୁ ଦଲେ।
22 Deste ao povo de Israel esta terra que havias prometido a seus antepassados muito tempo atrás, terra que produz leite e mel com fartura.
23 ପୁଣି ଇଶ୍ରାୟେଲ ଲୋକମାନେ ଆସି ତାହା ଅଧିକାର କଲେ, ମାତ୍ର ସମାନେେ ତୁମ୍ଭ କଥା ପ୍ରତି ଧ୍ଯାନ ଦେଲେ ନାହିଁ। ଆଉ ତୁମ୍ଭ ବ୍ଯବସ୍ଥା ପଥରେ ଚାଲିଲେ ନାହିଁ। ତୁମ୍ଭେ ସମାନଙ୍କେୁ ଯାହାସବୁ ପାଳନ କରିବାକୁ ଆଜ୍ଞା ଦଲେ, ସେସବୁ ମଧ୍ଯରୁ ସମାନେେ କିଛି ପାଳନ କଲେ ନାହିଁ। ତେଣୁ ତୁମ୍ଭେ ସମାନଙ୍କେ ଉପ ରେ ଏହିସବୁ ଅମଙ୍ଗଳ ଘଟାଇଲ।
23 Nossos antepassados vieram e tomaram posse da terra, mas não quiseram te obedecer nem seguir tuas instruções. Não fizeram nada do que lhes ordenaste. Por isso enviaste sobre eles esta terrível calamidade.
24 ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସମାନେେ ଯେପରି ଶତ୍ରୁ ନଗରକୁ ପରାସ୍ତ କରିପାରିବେ ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧ ରେ ୟୁଦ୍ଧ କରୁଥିବା କଲଦୀଯମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।
24 “Vê como foram construídas rampas junto aos muros da cidade! Por meio de guerra, fome e doença, a cidade será entregue aos babilônios, que a conquistarão. Tudo aconteceu exatamente como anunciaste.
25 ପୁଣି ହେ ସଦାପ୍ରଭୁ ମାରେ ପ୍ରଭୁ, ତୁମ୍ଭେ ନିଜେ ମାେତେ କହିଲ, ମୂଲ୍ଯ ଦଇେ କ୍ଷେତ୍ର କିଣ ଓ ସାକ୍ଷୀ ରଖ।' ମାତ୍ର ଯେତବେେଳେ ଏହି ଭୂମି କଲଦୀଯମାନଙ୍କ ହସ୍ତ ରେ ଦତ୍ତ ହେଉଅଛି, ମୁଁ କାହିଁକି ମାରେ ଅର୍ଥ ନଷ୍ଟ କରିବି ?
25 E, no entanto, ó Soberano S enhor , ordenaste que eu comprasse o campo e pagasse um bom preço por ele diante destas testemunhas, embora a cidade esteja prestes a ser entregue aos babilônios”.
26 ତାହାପ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
26 Então Jeremias recebeu esta mensagem do S enhor :
27 ହେ ଯିରିମିୟ, ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ଯ ରେ ପରମେଶ୍ବର, ଆମ୍ଭର ଅସାଧ୍ଯ ହାଇେ କିଛି ନାହିଁ।
27 “Eu sou o S enhor , o Deus de toda a humanidade. Acaso alguma coisa é difícil demais para mim?
28 ପୁଣି ସଦାପ୍ରଭୁ ଏହା ମଧ୍ଯ କହିଲେ, ଦେଖ, ଆମ୍ଭେ କଲଦୀଯମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସରର ହସ୍ତ ରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ।
28 Portanto, assim diz o S enhor : Entregarei esta cidade aos babilônios e a Nabucodonosor, rei da Babilônia, e ele a conquistará.
29 ଆଉ କଲଦୀଯମାନେ ଏହି ନଗର ବିରୁଦ୍ଧ ରେ ସମାନଙ୍କେର ଆକ୍ରମଣ ଆରମ୍ଭ କରିଦଇେଛନ୍ତି, ସମାନେେ ଖୁବଶୀଘ୍ର ଏହି ନଗର ରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ବାଲଦବେ ପାଇଁ ନବୈେଦ୍ଯ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କୋରଧିତ କରିବା ପାଇଁ ଅନ୍ୟ ଦବେତାମାନଙ୍କୁ ପଯେ ନବୈେଦ୍ଯ ଉତ୍ସର୍ଗ କଲ, ସମାନେେ ସହେିସବୁ ଗୃହଗୁଡ଼ିକୁ ଦଗ୍ଧ କରିବେ।
29 Os babilônios que estão cercando os muros entrarão na cidade e a incendiarão. Queimarão todas as casas em que o povo provocou minha ira queimando incenso a Baal em seus terraços e apresentando ofertas derramadas a outros deuses.
30 ପୁଣି ଆମ୍ଭ ଦୃଷ୍ଟି ରେ ଯାହା ମନ୍ଦ, ଇଶ୍ରାୟେଲ ଓ ଯିହୁଦାର ସନ୍ତାନଗଣ ତାହା ସମାନଙ୍କେ ବାଲ୍ଯକାଳରୁ କରି ଆସୁଛନ୍ତି। ଇଶ୍ରାୟେଲ ସନ୍ତାନଗଣ ନିଜ ହସ୍ତକୃତ ପ୍ରତିମା ପୂଜା କରି କବଳେ ଆମ୍ଭକୁ ବିରକ୍ତ କରିଛନ୍ତି। ଏହା ସଦାପ୍ରଭୁ କହନ୍ତି।
30 Desde o princípio, Israel e Judá fizeram somente o mal. Provocaram minha ira com suas maldades”, diz o S enhor .
31 ଆଉ ସମାନେେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ୟ୍ଯନ୍ତ କବଳେ ଆମ୍ଭର କୋରଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂ ରଇେ ଦବୋ।
31 “Desde o dia em que esta cidade foi construída até hoje, não fez outra coisa senão despertar minha fúria, por isso estou decidido a me livrar dela.
32 ଆମ୍ଭେ ୟିରୁଶାଲମକୁ ଧ୍ବଂସ କରିବା, କାରଣ ଇଶ୍ରାୟେଲ ଓ ଯିହୁଦାର ସନ୍ତାନଗଣ, ସମାନଙ୍କେର ରାଜାଗଣ, ଅଧିପତିଗଣ, ଯାଜକ ଓ ଭବିଷ୍ଯଦବକ୍ତାଗଣ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କର୍ମ କରିଅଛନ୍ତି।
32 “Os pecados de Israel e de Judá — os pecados do povo de Jerusalém, dos reis, dos oficiais, dos sacerdotes e dos profetas — provocaram minha ira.
33 ସମାନେେ ଆମ୍ଭ ପ୍ରତି ବିମୁଖ ହାଇେ ଆମ୍ଭ ପ୍ରତି ବିମୁଖ ହାଇେଅଛନ୍ତି। ଆମ୍ଭେ ସମାନଙ୍କେୁ ବାରମ୍ବାର ଶିକ୍ଷା ଦେଲେ ନାହିଁ। ସମାନେେ ତାହା ଶୁଣି ନାହାଁନ୍ତି।
33 Meu povo deu as costas para mim e se recusou a voltar. Embora eu os tenha ensinado repetidamente, não quiseram receber instrução nem obedecer.
34 ପୁଣି ସମାନେେ ଆମ୍ଭ ମନ୍ଦିର ରେ ସମାନଙ୍କେ ହସ୍ତଦ୍ବାରା ନିର୍ମିତ ପ୍ରତିମା ରଖିଛନ୍ତି। ଆମ୍ଭ ନାମ ବହନ କରିଥିବା ମନ୍ଦିରକୁ କଳୁଷିତ କରିବା ପାଇଁ।
34 Colocaram seus ídolos detestáveis em meu templo e o profanaram.
35 ସମାନେେ ହିନ୍ନୋମ ପୁତ୍ରର ଉପତ୍ୟକା ରେ ବାଲ୍ଦବରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସମାନେେ ମାେଲକର ଉଦ୍ଦେଶ୍ଯ ରେ ଆପଣା ପୁତ୍ର କନ୍ଯାଗଣଙ୍କୁ ଅଗ୍ନି ମଧ୍ଯଦଇେ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ଯକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦଇେ ନାହୁଁ କିଅବା ଆମ୍ଭ ମନ ରେ ତାହା ଉଦଯ ହାଇେ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସମାନେେ ଏହା କରିଛନ୍ତି।
35 Construíram lugares de adoração a Baal no vale de Ben-Hinom e ali sacrificaram seus filhos e filhas a Moloque. Jamais ordenei tamanha maldade; nunca me passou pela mente! Esse terrível mal fez Israel pecar.”
36 ତୁମ୍ଭମାନେେ କହୁଅଛ ଯେ, 'ବାବିଲର ରାଜା ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପ୍ରଯୋଗ କରି ଏହି ରାଜ୍ଯ ଅଧିକାର କରିବ।' ମାତ୍ର ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି।
36 “Agora, quero dizer algo mais a respeito desta cidade. Vocês afirmam: ‘Ela será entregue ao rei da Babilônia por meio de guerra, fome e doença’. Mas assim diz o S enhor , o Deus de Israel:
37 'ଆଉ ଦେଖ, ଆମ୍ଭେ ଆପଣା କୋରଧ ଓ ପ୍ରଚଣ୍ଡ କୋପ ରେ ଯେଉଁସବୁ ଦେଶ ରେ ସମାନଙ୍କେୁ ଚ୍ଛିନ୍ନଭିନ୍ନ କରିଦଇେଥିଲୁ, ସହେି ସହସ୍ର ଦେଶରୁ ପୁନର୍ବାର ସମାନଙ୍କେୁ ସଂଗ୍ରହ କରିବା। ସମାନଙ୍କେୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସମାନଙ୍କେୁ ଶାନ୍ତି ଏବଂ ନିରାପଦ ରେ ଏହି ସ୍ଥାନ ରେ ବାସ କରାଇବା।
37 Certamente trarei meu povo de volta de todas as nações entre as quais o espalhei em minha fúria. Eu os trarei de volta para este lugar e farei que vivam em segurança.
38 ପୁଣି ଇଶ୍ରାୟେଲ ଓ ଯିହୁଦାର ଲୋକମାନେ ଆମ୍ଭର ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ।
38 Eles serão o meu povo, e eu serei o seu Deus.
39 ଆଉ ସମାନେେ ଓ ସମାନଙ୍କେର ସନ୍ତାନମାନେ ସମାନଙ୍କେ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସମାନଙ୍କେୁ ଏକ ଚିତ୍ତ ଓ ଏକ ପଥ ଦବୋ।
39 Eu lhes darei um só coração e um só propósito: adorar-me para sempre, para o seu próprio bem e para o bem de seus descendentes.
40 ପୁଣି ସମାନଙ୍କେର ମଙ୍ଗଳ ପାଇଁ ଆମ୍ଭେ ସମାନଙ୍କେ ପ୍ରତି ବିମୁଖ ହବୋ ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ଯସ୍ଥାଯୀ ନିଯମ ସମାନଙ୍କେ ସଙ୍ଗେ କରିବା। ସମାନେେ ଯେପରି ଆମ୍ଭଠାରୁ ଦୂ ରଇେ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷଯକ ଭୟ ସମାନଙ୍କେ ଅନ୍ତର ରେ ସ୍ଥାପନ କରିବା।
40 Estabelecerei com eles uma aliança permanente: jamais deixarei de lhes fazer o bem. Porei em seu coração o desejo de me adorar, e eles nunca se afastarão de mim.
41 ଆମ୍ଭେ ସମାନଙ୍କେର ମଙ୍ଗଳ ସାଧନ କରି ଖୁସି ହବୋ। ଆଉ ମଧ୍ଯ ଆମ୍ଭେ ଆପଣା ଆପଣା ମନପ୍ରାଣ ଦଇେ ସମାନଙ୍କେୁ ସ୍ଥାପିତ କରିବା।
41 Terei alegria em lhes fazer o bem e os plantarei nesta terra firmemente, de todo o coração.
42 ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ସମାନଙ୍କେ ପ୍ରତି ଯେଉଁପରି ଭାବରେ ମହା ଅମଙ୍ଗଳ ଘଟାଇଅଛୁ, ସହେିପରି ଭାବରେ ସମାନଙ୍କେ ପ୍ରତି ମଙ୍ଗଳ ବିଧାନ କରିବା, ଏହା ଆମ୍ଭେ ପ୍ରତିଜ୍ଞା କରିଅଛୁ।
42 “Assim diz o S enhor : Assim como trouxe todas essas calamidades sobre eles, também lhes farei todo o bem que prometi.
43 ପୁଣି ତୁମ୍ଭମାନେେ କହୁଅଛ, 'ଏହା ମନୁଷ୍ଯ ଓ ପଶୁତୁଲ୍ଯ ଧ୍ବଂସ ସ୍ଥାନ ହାଇେଅଛି ଓ କଲଦୀଯମାନଙ୍କ ହସ୍ତ ରେ ସମର୍ପିତ ହାଇେଅଛି।' ମାତ୍ର ଭବିଷ୍ଯତ ରେ ଲୋକମାନେ ଏଠା ରେ କ୍ଷେତ୍ର କ୍ରଯ କରିବେ।
43 Campos voltarão a ser comprados e vendidos nesta terra sobre a qual hoje vocês dizem: ‘Foi arrasada pelos babilônios, é uma terra desolada, em que não há mais pessoas nem animais’.
44 ଲୋକମାନେ ବିନ୍ଯାମୀନ ପ୍ରଦେଶ ରେ, ୟିରୁଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନ ରେ, ଯିହୁଦାର ନଗର ସମୂହ ରେ, ପାର୍ବତୀଯ, ପ୍ରଦେଶସ୍ଥ ନାନା ନଗର ରେ, ନିମ୍ନ ଭୂମିସ୍ଥ ନଗରମାନଙ୍କ ରେ ଓ ଦକ୍ଷିଣ ଦିଗସ୍ଥ ନଗରଗୁଡ଼ିକରେ ମୂଲ୍ଯଦଇେ କ୍ଷେତ୍ର କ୍ରଯ କରିବେ ଓ ଦଲିଲ ସ୍ବାକ୍ଷର କରି ମୁଦ୍ରାଙ୍କିତ କରିବେ। ଆଉ ସାକ୍ଷୀ ରଖିବେ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ସମାନଙ୍କେୁ ବନ୍ଦୀତ୍ବ ଅବସ୍ଥାରୁ ମୁକ୍ତ କରିବା।
44 Sim, campos voltarão a ser comprados e vendidos e escrituras serão assinadas na terra de Benjamim, aqui em Jerusalém, nas cidades de Judá, na região montanhosa, nas colinas de Judá e no Neguebe. Pois, um dia, eu os restaurarei à sua terra. Eu, o S enhor , falei!”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jeremias 32, comparar traduções ou montar um estudo — tudo direto pelo WhatsApp.