Jeremias 29

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଯିରିମିୟ ନିର୍ବାସିତମାନଙ୍କ ମଧିଅରେ ଥିବା ପ୍ରାଚୀନମାନଙ୍କ ପାଖକୁ ଯାଜକଗଣଙ୍କ ପାଖକୁ ଭବିଷ୍ଯତ୍ ବକ୍ତାଗଣଙ୍କ ପାଖକୁ ଓ ଅନ୍ୟ ସମସ୍ତ ବାବିଲ ନିବାସୀମାନଙ୍କ ନିକଟକୁ ଏକ ପତ୍ର ପ୍ ରରଣେ କଲେ ଏବଂ ଏହିସବୁ ଲୋକମାନଙ୍କୁ ନବୂଖଦନିତ୍ସର ୟିରୁଶାଲମରୁ ବାବିଲୋନକୁ ନିର୍ବାସିତ ରୂପେ ନଇୟୋଇଥିଲେ।
1 Este é o conteúdo da carta que o profeta Jeremias enviou de Jerusalém aos líderes, que ainda restavam entre os exilados, aos sacerdotes, aos profetas e a todo o povo que Nabucodonosor deportara de Jerusalém para a Babilônia.
2 ରାଜା ଯିହାୟୋଦାରଖୀନ, ରାଜମାତା, ନପୁଂସକଗଣ, ପ୍ରାଚୀନବର୍ଗ, ଶିଳ୍ପକାରୀଗଣ ଓ କର୍ମକାରଗଣ ୟିରୁଶାଲମରୁ ପ୍ରସ୍ଥାନ କଲା ଉତ୍ତା ରେ ଏହି ପତ୍ର ପଠାଗଲା।
2 Isso aconteceu depois que o rei Joaquim e a rainha-mãe, os oficiais do palácio real, os líderes de Judá e Jerusalém, os artesãos e os artífices foram sido deportados de Jerusalém para a Babilônia.
3 ଯିହୁଦାର ରାଜା ସିଦିକିଯ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ଶାଫନର ପୁତ୍ର ଇଲିଯାସା ଓ ହିଲ୍କିଯର ପୁତ୍ର ଗରିଯକୁ ପଠାଇଲେ। ଯିରିମିୟ ସହେିମାନଙ୍କ ହସ୍ତ ରେ ପତ୍ର ଦେଲେ। ସହେି ପତ୍ରଟି ଏହିପରି ପାଠ କରାଗଲା।
3 Ele enviou a carta por intermédio de Eleasá, filho de Safã, e Gemarias, filho de Hilquias, os quais Zedequias, rei de Judá, mandou a Nabucodonosor, rei da Babilônia. A carta dizia o seguinte:
4 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ଆମ୍ଭେ ୟିରୁଶାଲମରୁ ବାବିଲକୁ ଯେଉଁମାନଙ୍କୁ ନିର୍ବାସିତ କରାଇଅଛୁ, ସହେି ସମସ୍ତ ନିର୍ବାସିତମାନଙ୍କ ପ୍ରତି ଆମ୍ଭର ଆଦେଶ ଏହି।
4 Assim diz o Senhor dos Exércitos, o Deus de Israel, a todos os exilados, que deportei de Jerusalém para a Babilônia:
5 ତୁମ୍ଭମାନେେ ଗୃହ ନିର୍ମାଣ କରି ତହିଁରେ ବାସ କର ; ଉଦ୍ୟାନ ପ୍ରସ୍ତୁତ କରି ତାହାର ଫଳ ଉପ ଭୋଗ କର।
5 "Construam casas e habitem nelas; plantem jardins e comam de seus frutos.
6 ତୁମ୍ଭମାନେେ ବିବାହ କରି ପୁତ୍ର କନ୍ଯା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସହେି ପୁତ୍ର କନ୍ଯାମାନଙ୍କୁ ବିବାହ କରାଇ ସମାନଙ୍କେଠାରୁ ପୁତ୍ରକନ୍ଯା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ଯା ବୃଦ୍ଧି କର କିନ୍ତୁ ଊଣା କର ନାହିଁ।
6 Casem-se e tenham filhos e filhas; escolham mulheres para casar-se com seus filhos e dêem as suas filhas em casamento, para que também tenham filhos e filhas. Multipliquem-se e não diminuam.
7 ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସହେି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସଠାେ ରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।
7 Busquem a prosperidade da cidade para a qual eu os deportei e orem ao Senhor em favor dela, porque a prosperidade de vocês depende da prosperidade dela".
8 ସୈନ୍ଯଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ତୁମ୍ଭମାନେେ ଭବିଷ୍ଯଦବକ୍ତା ଓ ଗଣକମାନଙ୍କ କଥା ରେ ଭୁଲ ନାହିଁ। ସମାନେେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋୟୋଗ କର ନାହିଁ।
8 Porque assim diz o Senhor dos Exércitos, o Deus de Israel: "Não deixem que os profetas e adivinhos que há no meio de vocês os enganem. Não dêem atenção aos sonhos que vocês os encorajam a terem.
9 ପୁଣି ସମାନେେ ଆମ୍ଭ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। କିନ୍ତୁ ଆମ୍ଭେ ସମାନଙ୍କେୁ ପ୍ ରରଣେ କରି ନାହୁଁ। ସଦାପ୍ରଭୁ କହନ୍ତି।
9 Eles estão profetizando mentiras em meu nome. Eu não os enviei", declara o Senhor.
10 ତା'ପ ରେ ସଦାପ୍ରଭୁ କହନ୍ତି, ମାତ୍ର ବାବିଲ ରେ ସତୁରି ବର୍ଷ ସୂର୍ଣ୍ଣ ହେଲାପ ରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ବାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ୟିରୁଶାଲମକୁ ଫରୋଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ଯ ପୂରଣ କରିବା।
10 Assim diz o Senhor: "Quando se completarem os setenta anos da Babilônia, eu cumprirei a minha promessa em favor de vocês, de trazê-los de volta para este lugar.
11 ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ଯଦ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦବେି।
11 Porque sou eu que conheço os planos que tenho para vocês", diz o Senhor, "planos de fazê-los prosperar e não de lhes causar dano, planos de dar-lhes esperança e um futuro.
12 ତେଣୁ ତୁମ୍ଭମାନେେ ଆମ୍ଭକୁ ଆହ୍ବାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ଯାନ ଦବୋ।
12 Então vocês clamarão a mim, virão orar a mim, e eu os ouvirei.
13 ପୁଣି ତୁମ୍ଭମାନେେ ଆମ୍ଭକୁ ଅନ୍ବଷେଣ କରିବ। ଆଉ ସର୍ବାନ୍ତଃକରଣ ରେ ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ଖାଜେିବ ସେତବେେଳେ ଆମ୍ଭକୁ ପାଇବ।
13 Vocês me procurarão e me acharão quando me procurarem de todo o coração.
14 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ଯ ପାଇବାକୁ ଦବୋ। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ପୁନଃ ଏକତ୍ରୀତ କରିବା। ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫରୋଇ ଆଣିବା।
14 Eu me deixarei ser encontrado por vocês", declara o Senhor, "e os trarei de volta do cativeiro. Eu os reunirei de todas as nações e de todos os lugares para onde eu os dispersei, e os trarei de volta para o lugar de onde os deportei", diz o Senhor.
15 ତୁମ୍ଭମାନେେ କହିବ, ସଦାପ୍ରଭୁ ଆମ୍ଭମାନଙ୍କ ନିମନ୍ତେ ବାବିଲକୁ ଭବିଷ୍ଯଦବକ୍ତାମାନଙ୍କୁ ପଠାଇ ଅଛନ୍ତି।
15 Vocês podem dizer: "O Senhor levantou profetas para nós na Babilônia",
16 ତୁମ୍ଭ ସହିତ ବାବିଲକୁ ବନ୍ଦୀ ହାଇେ ଆସି ନ ଥିବା ତୁମ୍ଭମାନଙ୍କ ଭ୍ରାତୃଗଣ ବିଷଯ ରେ ଓ ଦାଉଦର ସିଂହାସନ ରେ ଉପବିଷ୍ଟ ରାଜା ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି।
16 mas assim diz o Senhor sobre o rei que se assenta no trono de Davi e sobre todo o povo que permanece nesta cidade, seus compatriotas que não foram com vocês para o exílio;
17 ସୈନ୍ଯାଧିପତି ସଦାପ୍ରଭୁ ଏହି କଥା କହନ୍ତି, ୟିରୁଶାଲମ ରେ ଅବଶିଷ୍ଟ ଥିବା ଲୋକମାନଙ୍କ ପାଇଁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ଆଉ ଘୃଣାଜନକ ଭୋଜନ ଅ ଯୋଗ୍ଯ ମନ୍ଦ ଡ଼ିମ୍ବିରି ଫଳ ତୁଲ୍ଯ ସମାନଙ୍କେୁ କରିବା।
17 assim diz o Senhor dos Exércitos: "Enviarei a guerra, a fome e a peste contra eles; lidarei com eles como se lida com figos ruins, que são intragáveis.
18 ଆମ୍ଭେ ୟିରୁଶାଲମସ୍ଥ ଅବିଷ୍ଟ ଲୋକମାନଙ୍କ ନିମନ୍ତେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା। ସମାନେେ ଏକ ବସ୍ତୁ ହବେେ, ଯାହାକୁ କି ଦେଶ ଅଭିଶାପର ବୀଭିଷିକାର ଓ ହୀସ୍ ଶବ୍ଦର ବସ୍ତୁରୂପେ ବ୍ଯବହାର କରିବ। ଆଉ ସମାନେେ ପୃଥିବୀବାସୀଙ୍କ ନିକଟରେ ଲଜ୍ଜ୍ଯାର ଏକ ବିଷଯ ହବେେ
18 Eu os perseguirei com a guerra, a fome e a peste; farei deles objeto de terror para todos os reinos da terra, maldição e exemplo, zombaria e afronta entre todas as nações para onde eu os dispersei.
19 କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପ୍ରଭାତ ରେ ଉଠି ଆମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ସମାନଙ୍କେ ନିକଟକୁ ପଠାଇ ଯାହା କହିଲୁ, ସମାନେେ ତାହା ପ୍ରତି କର୍ଣ୍ଣପାତ କଲେ ନାହିଁ। ପୁଣି ସଦାପ୍ରଭୁ କହନ୍ତି, ସମାନଙ୍କେ ନିକଟକୁ ବାରମ୍ବାର ଆମ୍ଭର ଦାସକୁ ପଠାଇ ଯାହା କହିଲୁ, ସମାନେେ ଆମ୍ଭର ବାକ୍ଯ ଶୁଣିଲେ ନାହିଁ।
19 Porque eles não deram atenção às minhas palavras", declara o Senhor, "palavras que lhes enviei pelos meus servos, os profetas. E vocês também não deram atenção! ", diz o Senhor.
20 ଏଣୁ ଆମ୍ଭଦ୍ବାରା ୟିରୁଶାଲମରୁ ବାବିଲକୁ ତଡ଼ିତ ନିର୍ବାସିତ ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ।
20 Ouçam, agora, a palavra do Senhor, todos vocês exilados, que deportei de Jerusalém para a Babilônia!
21 କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।
21 Assim diz o Senhor dos Exércitos, o Deus de Israel, a respeito de Acabe, filho de Colaías, e a respeito de Zedequias, filho de Maaséias, os quais estão profetizando mentiras a vocês em meu nome: "Eu os entregarei nas mãos de Nabucodonosor, rei da Babilônia, e ele os matará diante de vocês.
22 ପୁଣି ବାବିଲ ରେ ୟିହୁତାର ନିର୍ବାସିତ ଯେତେ ଲୋକ ଅଛନ୍ତି, ସମାନଙ୍କେ ମଧିଅରେ ସହେି ଦୁଇ ଲୋକଙ୍କ ଅଭିଶାପ କଥା ଉଦାହରଣ ସ୍ବରୂପ ପ୍ରଚାରିତ ହବେ। ସହେି ଲୋକମାନେ କହିବେ, 'ବାବିଲର ରାଜା ଯେପରି ସିଦିକିଯ ଓ ଆହାବଙ୍କୁ ଅଗ୍ନି ରେ ଦଗ୍ଧ କରିଥିଲେ ସଦାପ୍ରଭୁ ସମାନଙ୍କେୁ ସହେିପରି କରନ୍ତୁ।'
22 Em razão disso, os exilados de Judá que estão na Babilônia usarão esta maldição: ‘Que o Senhor o trate como tratou Zedequias e Acabe, os quais o rei da Babilônia queimou vivos’.
23 ସମାନେେ ଇଶ୍ରାୟେଲ ରେ ଅତି ମନ୍ଦ ଆଚରଣ କରିଛନ୍ତି, ସମାନେେ ଆପଣା ଆପଣା ପ୍ରତିବେଶୀ ସ୍ତ୍ରୀ ସହିତ ବ୍ଯଭିଚାର କରିଅଛନ୍ତି। ଆମ୍ଭେ ଆଜ୍ଞା କରି ନାହୁଁ, କିନ୍ତୁ ସମାନେେ ଆମ୍ଭ ନାମ ରେ ମିଥ୍ଯା କଥା କହି ଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଏହା ଜାଣୁ ଓ ଆମ୍ଭେ ଏଥିପାଇଁ ସାକ୍ଷୀ ଅଛୁ।
23 Porque cometeram loucura em Israel: adulteraram com as mulheres de seus amigos e em meu nome falaram mentiras, que eu não ordenei que falassem. Mas eu estou sabendo; sou testemunha disso", declara o Senhor.
24 ଆଉ ମଧ୍ଯ ତୁମ୍ଭେ ନିହିଲାମୀଯ ବଂଶର ଶମଯିଯଙ୍କୁ ଏହି ବାର୍ତ୍ତା ଦବେ।
24 Diga a Semaías, de Neelam:
25 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ହେ ଶମଯିଯ, ତୁମ୍ଭେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ମା ସଯରେ ପୁତ୍ର ସଫନିଯ ଯାଜକକୁ ଓ ଅନ୍ଯାନ୍ଯ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମ ରେ ଏହି ପତ୍ର ପଠାଅ।
25 "Assim diz o Senhor dos Exércitos, o Deus de Israel: Você enviou cartas em seu próprio nome a todo o povo de Jerusalém, a Sofonias, filho do sacerdote Maaséias, e a todos os sacerdotes. Você disse a Sofonias:
26 ତୁମ୍ଭେ ଏହି ପତ୍ର ରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, 'ଯିହାୟୋଦାରଦା ଯାଜକ ବଦଳ ରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କହେି ବାତୁଳ ହାଇେ ନିଜକୁ ଭବିଷ୍ଯଦବକ୍ତା ବୋଲି କ ହେ, ତବେେ ତୁମ୍ଭେ ତାକୁ ବଡ଼ ହରିକାଠ ରେ ଏକ ବଡ଼େି ରେ ବାନ୍ଧି ରଖିବ।
26 ‘O Senhor o designou sacerdote em lugar de Joiada como encarregado do templo do Senhor; você deveria prender no tronco, com correntes de ferro, qualquer doido que agisse como profeta.
27 ସ୍ରତି ଯିରିମିୟ ନିଜକୁ ଭବିଷ୍ଯଦବକ୍ତା ପରି ଦଖାେଉଅଛି। ତୁମ୍ଭେ କାହିଁକି ତାକୁ ବନ୍ଦୀ ନ କରିବ ?
27 E por que você não repreendeu Jeremias de Anatote, que se apresenta como profeta entre vocês?
28 ଯିରିମିୟ ଆମ୍ଭମାନଙ୍କ ନିକଟକୁ ଏହି ବାର୍ତ୍ତା ଦଇେଅଛି, ତୁମ୍ଭମାନେେ ବାବିଲ ରେ ଦୀର୍ଘକାଳ ନିର୍ବାସିତ ହାଇେଅଛ। ତେଣୁ ତୁମ୍ଭମାନେେ ଗୃହ ନିର୍ମାଣ କରି ତହିଁରେ ବାସ କର ଓ ଉଦ୍ୟାନ ପ୍ରସ୍ତୁତ କରି ଫଳ ଉପଭୋଗ କର।
28 Ele até mandou esta mensagem para nós que estamos na Babilônia: "O exílio será longo. Construam casas e habitem nelas; plantem jardins e comam de seus frutos" ’ ".
29 ଅନନ୍ତର ସଫନିଯ ଯାଜକ ଯିରିମିୟ ଭବିଷ୍ଯଦବକ୍ତାଙ୍କ କର୍ଣ୍ଣ ଗୋଚର ରେ ଏହି ପତ୍ର ପାଠ କଲା।
29 O sacerdote Sofonias leu a carta ao profeta Jeremias.
30 ତାହାପ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
30 Então o Senhor dirigiu a palavra a Jeremias:
31 ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, 'ନିହିଲାମୀଯ ଶମଯିଯର ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି ; ଆମ୍ଭେ ଶମଯିଯଙ୍କୁ ଭବିଷ୍ଯଦବକ୍ତା ପ୍ରଚାର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ଯା କହି ତୁମ୍ଭମାନଙ୍କର ବିଶ୍ବାସ ଜନ୍ମାଇଅଛି।
31 "Envie esta mensagem a todos os exilados: ‘Assim diz o Senhor sobre Semaías, de Neelam: Embora eu não o tenha enviado, Semaías profetizou a vocês e fez com que vocês cressem numa mentira,
32 ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିହିଲାମୀଯ ଶମଯିଯକୁ ଓ ତାହାର ବଂଶକୁ ଦଣ୍ଡ ଦବୋ। ଏହି ଲୋକମାନଙ୍କ ମଧିଅରେ ବାସ କରିବାକୁ ତାହାର କହେି ରହିବେ ନାହିଁ। ଆଉ ଆମ୍ଭେ ଆମ୍ଭ ଲୋକମାନଙ୍କ ପାଇଁ ଯେଉଁ ମଙ୍ଗଳ କରିବା, ତାହା ସେ ଦେଖିବ ନାହିଁ। ଏହା ସଦାପ୍ରଭୁ କହନ୍ତି,ଆମ୍ଭେ ଶମଯିଯକୁ ଦଣ୍ଡ ଦବୋ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛି।
32 por isso, assim diz o Senhor: Castigarei Semaías, de Neelam, e os seus descendentes. Não lhe restará ninguém entre este povo, e ele não verá as coisas boas que vou fazer em favor de meu povo’, declara o Senhor, ‘porque ele pregou rebelião contra o Senhor’ ".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 29, comparar traduções ou montar um estudo — tudo direto pelo WhatsApp.