Jeremias 28

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜତ୍ବର ଚତୁର୍ଥବର୍ଷର ପଞ୍ଚମ ମାସ ରେ ଗିବିଯୋନ ନିବାସୀ ଅସୂରର ପୁତ୍ର ହନାନିଯ ଭବିଷ୍ଯଦବକ୍ତା ସଦାପ୍ରଭୁଙ୍କ ଗୃହ ରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତ ରେ ମାେତେ ଏହି କଥା କହିଲେ।
1 Naquele mesmo ano, o quarto ano do reinado de Zedequias, rei de Judá, no mês de agosto, Hananias, filho de Azur, um profeta de Gibeom, se dirigiu a mim publicamente no templo, diante de todos os sacerdotes e do povo, e disse:
2 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କତା କହନ୍ତି, 'ଆମ୍ଭେ ଯିହୁଦା ଉପ ରେ ଥିବା ବାବିଲ ରାଜାର ୟୁଆଳି ଭାଙ୍ଗିଅଛୁ।
2 “Assim diz o S enhor dos Exércitos, o Deus de Israel: ‘Removerei do seu pescoço o jugo do rei da Babilônia.
3 ବାବିଲର ରାଜା ନବୂଖଦନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନଇେ ୟାଇଅଛି, ସେସବୁ ଆମ୍ଭେ ଦୁଇବର୍ଷ ପୂର୍ର୍ଣ ହବୋ ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫରୋଇ ଆଣିବା।
3 Dentro de dois anos, trarei de volta todos os objetos preciosos do templo que o rei Nabucodonosor levou para a Babilônia.
4 ପୁଣି ଯିହାୟୋଦାରକୀମର ପୁତ୍ର ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ବାବିଲକୁ ବନ୍ଦୀ ହାଇେ ୟାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫରୋଇ ଆଣିବା।' ଏହା ସଦାପ୍ରଭୁ କହନ୍ତି, 'କାରଣ ଆମ୍ଭେ ବାବିଲ ରାଜାର ୟୁଆଳି ଭାଙ୍ଗି ପକାଇବା।
4 Também trarei de volta Joaquim, filho de Jeoaquim, rei de Judá, e todos os outros exilados de Judá levados para a Babilônia. Certamente quebrarei o jugo que o rei da Babilônia colocou sobre seu pescoço. Eu, o S enhor , falei!’”.
5 ତା'ପ ରେ ଭବିଷ୍ଯଦବକ୍ତା ଯିରିମିୟ ପରମେଶ୍ବରଙ୍କ ଗୃହ ରେ ଠିଆ ହାଇେଥିବା ଯାଜକମାନଙ୍କ ସାକ୍ଷାତ ରେ ଓ ସମସ୍ତ ଲୋକଙ୍କ ସାକ୍ଷାତ ରେ ଭବିଷ୍ଯଦବକ୍ତା ହନାନିଯକୁ କହିଲେ।
5 Jeremias respondeu a Hananias diante de todos os sacerdotes e do povo que estava no templo do S enhor :
6 ଯିରିମିୟ ଭବିଷ୍ଯଦବକ୍ତା ହନାନିଯକୁ ଏହା କହିଲେ, ଆମେନ୍ ! ସଦାପ୍ରଭୁ ସପରେି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ଯଦବାକ୍ଯ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସହେି ବାକ୍ଯସବୁ ସିଦ୍ଧ କରନ୍ତୁ।
6 “Amém! Que sua profecia se cumpra! Espero que o S enhor faça tudo que você anunciou. Espero que ele traga de volta da Babilônia os objetos preciosos do templo e todos os exilados.
7 ତେଣୁ ହେ ହନାନିଯ, ମୁଁ ତୁମ୍ଭ କର୍ଣ୍ଣଗୋଚର ରେ ଓ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚର ରେ ଯେଉଁ କଥା କହୁଅଛି, ତାହା ଶୁଣ।
7 Agora, porém, ouça as palavras que lhe digo na presença de todo o povo.
8 ତୁମ୍ଭର ଓ ମାରେ ବହୁ ପୂର୍ବରୁ ଅନକେ ଭବିଷ୍ଯଦବକ୍ତା ବହୁଦେଶ ଓ ମହାନ୍ ମହାନ୍ ରାଜ୍ଯ ବିରୁଦ୍ଧ ରେ ୟୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ଯଦବକ୍ତା ପ୍ରଚାର କରିଅଛନ୍ତି।
8 Os antigos profetas, que vieram antes de você e de mim, falaram contra muitas nações e grandes reinos, e sempre advertiram a respeito de guerra, calamidade e doença.
9 ଯେଉଁ ଭବିଷ୍ଯଦବକ୍ତା ଶାନ୍ତିର ଭବିଷ୍ଯଦବାକ୍ଯ ପ୍ରଚାର କଲେ ସହେି ଭବିଷ୍ଯଦବକ୍ତାର ବାକ୍ଯ ସଫଳ ହେଲାପ ରେ ସିନା ସଦାପ୍ରଭୁ ତାହାକୁ ପ୍ରକୃତ ରେ ପଠାଇ ଅଛନ୍ତି ବୋଲି ଜଣାପଡ଼େ।
9 Portanto, um profeta que anuncia paz precisa esperar que suas previsões se cumpram antes de ser considerado, de fato, enviado pelo S enhor ”.
10 ଯିରିମିୟଙ୍କ ସ୍କନ୍ଧ ରେ ବହନ କରିଥିବା ୟୁଆଳିକୁ ହନାନିଯ କାଢ଼ି ନଇେ ତାହା ଭାଙ୍ଗି ପକାଇଲା।
10 Então o profeta Hananias tirou do pescoço de Jeremias o jugo e o quebrou em pedaços.
11 ଆଉ ହନାନିଯ ସବୁ ଲୋକଙ୍କ ସାକ୍ଷାତ ରେ ବଡ଼ ପାଟି ରେ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇବର୍ଷ ହବୋ ପୂର୍ବରୁ ବାବିଲର ରାଜା ନବୂଖଦନିତ୍ସରର ୟୁଆଳି ସବୁ ଦେଶୀଯମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।
11 E disse novamente a todo o povo: “Assim diz o S enhor : ‘Assim como este jugo foi quebrado, dentro de dois anos quebrarei o jugo de opressão de todas as nações que agora estão sujeitas a Nabucodonosor, rei da Babilônia’”. Depois disso, Jeremias saiu dali.
12 ହନାନିଯ ଭବିଷ୍ଯଦବକ୍ତା ଯିରିମିୟଙ୍କ ସ୍କନ୍ଧରୁ ୟୁଆଳି ନଇେ ଭାଙ୍ଗିଲା ପ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
12 Logo após o confronto com Hananias, o S enhor deu esta mensagem a Jeremias:
13 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ୟାଇ ହନାନିଯକୁ କୁହ, 'ତୁମ୍ଭେ ସିନା କାଠର ୟୁଆଳି ଭାଙ୍ଗି ଦଲେ, ମାତ୍ର ଆମ୍ଭେ ତାହା ବଦଳ ରେ ଲୁହାର ୟୁଆଳି ପ୍ରସ୍ତୁତ କରିବା।
13 “Vá e diga a Hananias: ‘Assim diz o S enhor : Você quebrou o jugo de madeira, mas em seu lugar colocou um jugo de ferro.
14 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ଏହିସବୁ ଦେଶୀଯ ରାଜାଗଣ ବାବିଲର ରାଜା ନବୂଖଦନିତ୍ସରର ସବୋ କରିବେ। ଏଥିପାଇଁ ମୁଁ ସମାନଙ୍କେ ସ୍କନ୍ଧ ରେ ଲୁହାର ୟୁଆଳି ରଖିଅଛି। ସମାନେେ ତାହାର ସବୋ କରିବେ ଆଉ ମଧ୍ଯ କ୍ଷେତ୍ରସ୍ଥ ପଶୁଗଣ ତାହାର ସବୋ କରିବେ।
14 O S enhor dos Exércitos, o Deus de Israel, diz: Coloquei um jugo de ferro sobre o pescoço de todas essas nações para serem escravas de Nabucodonosor, rei da Babilônia. Coloquei tudo debaixo de seu controle, até os animais selvagens’”.
15 ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।
15 Então Jeremias disse a Hananias: “Ouça, Hananias! O S enhor não enviou você, mas o povo acredita em suas mentiras.
16 ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ' ହେ ହନାନିଯ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛ।
16 Por isso, assim diz o S enhor : ‘Você morrerá. Sua vida chegará ao fim ainda este ano, pois você se rebelou contra o S enhor ’”.
17 ଆଉ ହନାନିଯ ଭବିଷ୍ଯଦବକ୍ତା ସହେି ବର୍ଷ ସପ୍ତମ ମାସ ରେ ମଲା।
17 Naquele mesmo ano, dois meses depois, o profeta Hananias morreu.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 28, comparar traduções ou montar um estudo — tudo direto pelo WhatsApp.