Jeremias 21
Oriya Bible (GL_ORIYA) vs ARC
1 ରାଜା ସିଦିକିଯ ମଲ୍କିଯର ପୁତ୍ର ପଶ୍ହୂରକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ସଦାପ୍ରଭୁଙ୍କର ବାକ୍ଯ ଦଇେ ଯିରିମିୟ ନିକଟକୁ ପଠାଇଲେ।
1 A palavra que veio a Jeremias da parte do Senhor , quando o rei Zedequias lhe enviou a Pasur, filho de Malquias, e a Sofonias, filho de Maaseias, o sacerdote, dizendo:
2 ପଶ୍ହୂର ଓ ସଫନିଯ ଯିରିମିୟଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷ ରେ ସମସ୍ତ ଆଶ୍ଚର୍ୟ୍ଯ କ୍ରିଯା କରିପାରନ୍ତି, ଯେପରି ସେ ଅତୀତ ରେ କରିଥିଲେ। ଆଉ ମଧ୍ଯ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।
2 Pergunta, agora, por nós, ao Senhor , por que Nabucodonosor, rei de Babilônia, guerreia contra nós; bem pode ser que o Senhor opere conosco segundo todas as suas maravilhas e o faça retirar-se de nós.
3 ତା'ପ ରେ ଯିରିମିୟ, ସଫନିଯ ଓ ପଶ୍ହୂରଙ୍କୁ କହିଲେ, ତୁମ୍ଭମାନେେ ସିଦିକିଯଙ୍କୁ ଏହିକଥା କହିବ।
3 Então, Jeremias lhes disse: Assim direis a Zedequias.
4 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ହସ୍ତସ୍ଥିତ ଯେଉଁସବୁ ୟୁଦ୍ଧାସ୍ତ୍ର ଦ୍ବାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କଲଦୀଯମାନଙ୍କ ସହିତ ପ୍ରାଚୀର ବାହା ରେ ୟୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା।
4 Assim diz o Senhor , o Deus de Israel: Eis que virarei contra vós as armas de guerra que estão nas vossas mãos, com que vós pelejais contra o rei de Babilônia e contra os caldeus, que vos têm cercado fora dos muros; e ajuntá-los-ei no meio desta cidade.
5 ପୁଣି ଆମ୍ଭେ ନିଜେ ବିସ୍ତୃତ ହସ୍ତ ଓ ବଳବାନ୍ ବାହୁ ସାହାୟ୍ଯ ରେ କୋର୍ଧ ରେ, ପ୍ରଚଣ୍ଡ ରୋଷ ରେ ଓ ମହା କୋପ ରେ ତୁମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା।
5 E eu pelejarei contra vós com mão estendida, e com braço forte, e com ira, e com indignação, e com grande furor.
6 ଆଉ ଆମ୍ଭେ ଏହି ନଗରବାସୀ ମନୁଷ୍ଯ ଓ ପଶୁ ସମସ୍ତଙ୍କୁ ସଂହାର କରିବା ଓ ସମାନେେ ମହାମାରୀ ରେ ମରିବେ।
6 E ferirei os habitantes desta cidade, assim os homens como os animais; de grande pestilência morrerão.
7 ଏସବୁ ଘଟିଲା ପ ରେ ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ରାଜା ସିଦିକିଯଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସମାନଙ୍କେୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତ ରେ, ସମାନଙ୍କେ ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ଆଉ ସମାନେେ ସମାନଙ୍କେୁ ଦୟା, କରୁଣା ଓ କ୍ଷମା ନ କରି ଖଡ୍ଗ ରେ ବଧ କରିବେ।'
7 E, depois disto, diz o Senhor , entregarei Zedequias, rei de Judá, e seus servos, e o povo, e os que desta cidade restarem da pestilência, e da espada, e da fome na mão de Nabucodonosor, rei de Babilônia, e na mão de seus inimigos, e na mão dos que buscam a sua vida; e feri-los-á a fio de espada; não os poupará, nem se compadecerá, nem terá misericórdia.
8 ଆଉ ମଧ୍ଯ ତୁମ୍ଭେ ସେ ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହିକଥା କହନ୍ତି, ଦେଖ, 'ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖ ରେ ଜୀବନର ପଥ ଓ ମୃତ୍ଯୁର ପଥ ରଖିଅଛୁ।
8 E a este povo dirás: Assim diz o Senhor : Eis que ponho diante de vós o caminho da vida e o caminho da morte.
9 ଏବଂ ସହେି ଲୋକମାନେ, ଯେଉଁମାନେ ଏହି ନଗର ମଧିଅରେ ରହିବେ, ସମାନେେ ମରିବେ। ସମାନେେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବେ। ମାତ୍ର ସହେି ଲୋକମାନେ ଯେଉଁମାନେ ଆକ୍ରମଣ କରୁଥିବା କଲ୍ଦୀଯମାନଙ୍କର ପକ୍ଷ ନିଅନ୍ତି, ସମାନେେ ବଞ୍ଚିବେ ଓ ସମାନେେ ସହେିମାନଙ୍କର ଜୀବନକୁ ସତେ ଯେପରି ଖଣ୍ଡେ ଲୁଣ୍ଠିତ ବସ୍ତୁ ତୁଲ୍ଯ ରକ୍ଷା କରିବେ।
9 O que ficar nesta cidade há de morrer à espada, ou à fome, ou da pestilência; mas o que sair e se render aos caldeus, que vos têm cercado, viverá e terá a sua vida por despojo.
10 ପୁଣି ସଦାପ୍ରଭୁ କହନ୍ତି ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ।ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତ ରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନି ରେ ଦଗ୍ଧ କରିବ।'
10 Porque pus o rosto contra esta cidade para mal e não para bem, diz o Senhor ; na mão do rei de Babilônia se entregará, e ele a queimará a fogo.
11 ଆଉ ଯିହୁଦାର ରାଜବଂଶ ବିଷଯ ରେ ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ।
11 E à casa do rei de Judá dirás: Ouvi a palavra do Senhor !
12 ହେ ଦାଉଦବଂଶ, ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭମାନେେ ପ୍ରଭାତ ରେ ସୁବିବଚେନା କର। ଅପରାଧୀଙ୍କ ହସ୍ତରୁ ଲୁଣ୍ଠିତ ଲୋକମାନଙ୍କୁ ଉଦ୍ଧାର କର। ତାହା ନ ହେଲେ ତୁମ୍ଭମାନେେ ତୁମ୍ଭମାନଙ୍କର ଦୁଷ୍ଟାଚରଣ ଯୋଗୁଁ ଆମ୍ଭ ପ୍ରଚଣ୍ଡ କୋର୍ଧାଗ୍ନି ରେ ଭସ୍ମୀଭୂତ ହବେ ଓ କହେି ତାହାକୁ ନିର୍ବାଣ କରିପାରିବେ ନାହିଁ।
12 Ó casa de Davi, assim diz o Senhor : Julgai pela manhã justamente e livrai o espoliado da mão do opressor; para que não saia o meu furor como fogo e se acenda, sem que haja quem o apague, por causa da maldade de vossas ações.
13 ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳ ନିବାସୀନି ୟିରୁଶାଲମ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। ତୁମ୍ଭମାନେେ କହୁଅଛ 'ଆମ୍ଭମାନଙ୍କ ବିପକ୍ଷ ରେ କହେି ଆକ୍ରମଣ କରିବେ ନାହିଁ କି ଆମ୍ଭର ସୁଦୃଢ଼ ନଗରୀକୁ କହେି ପରାସ୍ତ କରିପାରିବେ ନାହିଁ।'
13 Eis que eu sou contra ti, ó moradora do vale, ó rocha da campina, diz o Senhor ; contra vós que dizeis: Quem descerá contra nós? Ou: Quem entrará nas nossas moradas?
14 ମାତ୍ର ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସା ରେ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ଯ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ତୁମ୍ଭମାନଙ୍କ ଚତୁଃପାଶର୍ବ ରେ ଥିବା ସମସ୍ତ ଦ୍ରବ୍ଯ ଗ୍ରାସ କରିବ।
14 E eu vos visitarei segundo o fruto das vossas ações, diz o Senhor ; e acenderei o fogo no seu bosque, que consumirá a tudo o que está em redor dela.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jeremias 21, comparar traduções ou montar um estudo — tudo direto pelo WhatsApp.