Jeremias 1

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଏହା ହେଉଛି ଭବିଷ୍ଯଦବକ୍ତା ଯିରିମିୟଙ୍କ ବାକ୍ଯ। ହିଲବିଯଙ୍କର ପୁତ୍ର ଯିରିମିୟ ଯାଜକମାନଙ୍କ ମଧ୍ଯରୁ ଜଣେ ୟିଏ କି ଅନାେଥାତ୍ ପ୍ରଦେଶର ବିନ୍ଯାମୀନଙ୍କର ଗୋଷ୍ଠୀର ଥିଲେ।
1 Estas são as palavras de Jeremias, filho de Hilquias, um dos sacerdotes da cidade de Anatote, na terra de Benjamim.
2 ଆମାନଙ୍କେ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ବର ତ୍ରଯୋଦଶ ବର୍ଷ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
2 O S enhor lhe deu esta mensagem no décimo terceiro ano do reinado de Josias, filho de Amom, rei de Judá.
3 ଯେତବେେଳେ ଯୋଶିୟଙ୍କ ପୁତ୍ର ଯିହାୟୋକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଯଙ୍କ ପୁତ୍ର ଯିହୁଦାର ରାଜା ସିଦିକିଯଙ୍କ ରାଜତ୍ବର ଏକାଦଶ ବର୍ଷ ପଞ୍ଚମ ମାସ ରେ ଓ ୟିରୁଶାଲମକୁ ନିର୍ବାସିତ ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ସହେି ବାକ୍ଯ ଯିରିମିୟଙ୍କୁ ଦେଲେ।
3 Também lhe deu outras mensagens durante todo o reinado de Jeoaquim, filho de Josias, rei de Judá, até o décimo primeiro ano do reinado de Zedequias, outro filho de Josias. Em agosto daquele ano, o povo de Jerusalém foi levado para o exílio.
4 ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା।
4 O S enhor me deu esta mensagem:
5 ମାତୃଗର୍ଭ ରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହବୋ ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ଯଦବକ୍ତା ରୂପେ ନିୟୁକ୍ତ କଲୁ।
5 “Eu o conheci antes de formá-lo no ventre de sua mãe; antes de você nascer, eu o separei e o nomeei para ser meu profeta às nações”.
6 ତା'ପ ରେ ମୁଁ କହିଲି, ହାୟ, ହାୟ, ହେ ସୈନ୍ଯାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କବଳେ ବାଳକ।
6 Então eu disse: “Ó Soberano S enhor , não sou capaz de falar em teu nome! Sou jovem demais para isso!”.
7 ମାତ୍ର ସଦାପ୍ରଭୁ ମାେତେ କହିଲେ, ଆମ୍ଭେ ଜଣେ ବାଳକ ବୋଲି, 'କୁହ ନାହିଁ।' କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ୟିବ। ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
7 O S enhor respondeu: “Não diga: ‘Sou jovem demais’, pois você irá aonde eu o enviar e dirá o que eu lhe ordenar.
8 ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ, କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା। ଏହା ସଦାପ୍ରଭୁ କହନ୍ତି।
8 E não tenha medo do povo, pois estarei com você e o protegerei. Eu, o S enhor , falei!”.
9 ସେତବେେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମାରେ ପାଟି ସ୍ପର୍ଶ କଲେ ଓ ମାେତେ କହିଲେ, ହେ ଯିରିମିୟ, ଆମ୍ଭେ ଆପଣା ବାକ୍ଯ ତୁମ୍ଭ ମୁଖ ରେ ଦଲେୁ।
9 Então o S enhor estendeu a mão, tocou minha boca e disse: “Veja, coloquei minhas palavras em sua boca!
10 ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।
10 Hoje lhe dou autoridade para enfrentar nações e reinos, para arrancar e derrubar, para destruir e arrasar, para edificar e plantar”.
11 ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?
11 Então o S enhor me disse: “O que você vê, Jeremias?”. Eu respondi: “Vejo o ramo de uma amendoeira”.
12 ସଦାପ୍ରଭୁ ମାେତେ କହିଲେ, ତୁମ୍ଭେ ଠିକ୍ ଦେଖୁଅଛ କାରଣ ଆମ୍ଭେ ଦେଖୁଅଛୁ ଯେ, ଆମ୍ଭର ବାକ୍ଯ ସଫଳ କରାୟାଇଛି।
12 “Você viu bem”, disse o S enhor . “Isso significa que estou vigiando e certamente realizarei todos os meus planos.”
13 ପୁଣି ଦ୍ବିତୀୟ ଥର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ତାହା ହେଲା, ହେ ଯିରିମିୟ, ତୁମ୍ଭେ କ'ଣ ଦେଖୁଅଛ ?
13 Então o S enhor falou comigo outra vez e perguntou: “O que vê agora?”. Respondi: “Vejo uma panela fervendo, derramando-se do norte para cá”.
14 ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।
14 O S enhor disse: “Terror vindo do norte ferverá e se derramará sobre o povo desta terra.
15 ସଦାପ୍ରଭୁ ପୁଣି କହିଲେ, ଏହା ହବେ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ଯ ସମୂହର ସମୁଦାଯ ଗୋଷ୍ଠୀକୁ ଡ଼ାକିବା। ତେଣୁ ସମାନେେ ଆସି ୟିରୁଶାଲମ ନଗର ଦ୍ବାରର ପ୍ରବେଶ ସ୍ଥାନ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖ ରେ ନିଜ ନିଜ ସିଂହାସନ ସ୍ଥାପନ କରିବେ।
15 Ouça! Estou convocando todos os exércitos dos reinos do norte. Eu, o S enhor , falei! “Eles colocarão seus tronos junto aos portões de Jerusalém. Atacarão seus muros e todas as outras cidades de Judá.
16 ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧ ରେ ଆମ୍ଭର ବିଚାର ପ୍ରକାଶ କରିବା କାରଣ ସମାନେେ ଦୁଷ୍ଟ ପ୍ରକୃତିର ଲୋକ। ସମାନେେ ଆମ୍ଭକୁ ପରିତ୍ଯାଗ କରିଛନ୍ତି, ସମାନେେ ଅନ୍ୟ ଦବେତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।
16 Pronunciarei julgamento contra meu povo por toda a sua maldade, por terem me abandonado e queimado incenso para outros deuses; adoram ídolos que fizeram com as próprias mãos!
17 ଏଣୁ ତୁମ୍ଭ ବିଷଯ ରେ ଆମ୍ଭେ କହିଅଛୁ, ହେ ଯିରିମିୟ, ତୁମ୍ଭେ ଅଣ୍ଟାଭିଡ଼ି ଛିଡ଼ା ହୁଅ। ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରୁଅଛୁ, ତାହା ସମାନଙ୍କେୁ କୁହ। ସମାନଙ୍କେ ପାଇଁ ଉଦବିଗ୍ନ ହୁଅ ନାହିଁ। ତୁମ୍ଭେ ସମାନଙ୍କେ ପାଇଁ ଭୟଭୀତ ହେଲେ ଆମ୍ଭେ ସମାନଙ୍କେ ସାକ୍ଷାତ ରେ ତୁମ୍ଭକୁ ଉଦବିଗ୍ନ କରିବା।
17 “Levante-se e prepare-se para agir; diga-lhes tudo que eu ordenar. Não tenha medo deles, senão o farei parecer medroso diante deles.
18 କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧ ରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ବରୂପ କଲୁ।
18 Pois hoje eu o fortaleci como uma cidade fortificada, como uma coluna de ferro ou um muro de bronze. Você enfrentará toda esta terra: os reis, os oficiais, os sacerdotes e o povo de Judá.
19 ଯଦିଓ ସମାନେେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବେ, ସମାନେେ ତୁମ୍ଭକୁ ଜଯ କରିପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା। ଏହା ସଦାପ୍ରଭୁ କହନ୍ତି।
19 Eles lutarão contra você, mas não vencerão, pois estou com você e o protegerei. Eu, o S

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 1, comparar traduções ou montar um estudo — tudo direto pelo WhatsApp.