Jeremias 19

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।
1 Assim diz o Senhor : Vai, compra uma botija de oleiro e leva contigo alguns dos anciãos do povo e dos anciãos dos sacerdotes;
2 ଆଉ ଲୋକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସମାନଙ୍କେୁ ନଇେ ହାର୍ଶିତ ଫାଟକ ପ୍ରବେଶ ସ୍ଥାନରୁ ନିକଟରୁ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିୟାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସହେି ସ୍ଥାନ ରେ ପ୍ରଚାର କର।
2 sai ao vale do filho de Hinom, que está à entrada da Porta do Oleiro, e apregoa ali as palavras que eu te disser;
3 ଆଉ କୁହ, ' ହେ ଯିହୁଦାର ରାଜାଗଣ ଓ ୟିରୁଶାଲମ ନିବାସୀମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ୟିଏ ଶୁଣିବ ସେ ଭୟ ରେ ଶିହିରି ଉଠିବ।
3 e dize: Ouvi a palavra do Senhor , ó reis de Judá e moradores de Jerusalém. Assim diz o Senhor dos Exércitos, o Deus de Israel: Eis que trarei mal sobre este lugar, e quem quer que dele ouvir retinir-lhe-ão os ouvidos.
4 କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ଯାଗ କରିଛନ୍ତି। ସମାନେେ ଏହି ସ୍ଥାନକୁ ପରଦେଶୀଯ ଦବଗେଣ ରେ ପରିପୂର୍ଣ୍ଣ କରିଛନ୍ତି। ସମାନେେ ପୂର୍ବରୁ ପୂଜା କରୁ ନ ଥିବା ଦବଗେଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସମାନଙ୍କେର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦବଗେଣଙ୍କୁ ଜାଣି ନ ଥିଲେ ସହେିମାନଙ୍କୁ ସମାନେେ ଅନୁସରଣ କରୁଛନ୍ତି। ଏହସ ସ୍ଥାନକୁ ନିର୍ଦ୍ ଦୋଷମାନଙ୍କ ରକ୍ତ ରେ ପରିପୂର୍ଣ୍ଣ କରିଅଛନ୍ତି।
4 Porquanto me deixaram e profanaram este lugar, queimando nele incenso a outros deuses, que nunca conheceram, nem eles, nem seus pais, nem os reis de Judá; e encheram este lugar de sangue de inocentes;
5 ଯିହୁଦାର ରାଜାଗଣ ବାଲ୍ଦବଙ୍କେ ଉଦ୍ଦେଶ୍ଯ ରେ ଉଚ୍ଚସ୍ଥଳୀ ନିର୍ମାଣ କରିଛନ୍ତି। ସମାନେେ ନିଜର ସନ୍ତାନଗଣଙ୍କୁ ବାଲଦବେ ଉଦ୍ଦେଶ୍ଯ ରେ ହାମବେଳି ରୂପେ ଉତ୍ସର୍ଗ କରିଅଛନ୍ତି। ଆମ୍ଭେ କିନ୍ତୁ ସମାନଙ୍କେୁ ଏହା କହିବାକୁ ଆଦେଶ କରିନାହୁଁ କି କହି ନାହୁଁ ଓ ଆମ୍ଭ ମନ ରେ ଏହା ଉଦଯ ହାଇେ ନାହିଁ।
5 e edificaram os altos de Baal, para queimarem os seus filhos no fogo em holocaustos a Baal, o que nunca lhes ordenei, nem falei, nem me passou pela mente.
6 ଏହି ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫାନ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ଯାତ ନ ହାଇେ ହତ୍ଯା ଉପତ୍ୟକା ବୋଲି ଖ୍ଯାତ ହବେ, ଏପରି ସମୟ ଆସୁଅଛି।
6 Por isso, eis que vêm dias, diz o Senhor , em que este lugar já não se chamará Tofete, nem vale do filho de Hinom, mas o vale da Matança.
7 ପୁଣି ସହେି ସ୍ଥାନ ରେ ଆମ୍ଭେ ଯିହୁଦାର ଓ ୟିରୁଶାଲମର ସମସ୍ତ ସାଜସଜ୍ଜା ବ୍ଯର୍ଥ କରିବା। ତା'ପ ରେ ସମାନଙ୍କେୁ ସମାନଙ୍କେର ଶତ୍ରୁମାନଙ୍କର ଖଡ୍ଗ ରେ ଧ୍ବଂସ ହବୋକୁ ଆମ୍ଭେ ଦବୋ। ଆମ୍ଭେ ସମାନଙ୍କେର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦବୋ।
7 Porque dissiparei o conselho de Judá e de Jerusalém neste lugar e os farei cair à espada diante de seus inimigos e pela mão dos que procuram tirar-lhes a vida; e darei o seu cadáver por pasto às aves dos céus e aos animais da terra.
8 ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା। ଯେତବେେଳେ ଲୋକମାନେ ୟିରୁଶାଲମ ଦଇେ ଯିବେ, ସମାନେେ ଯାହା ଦେଖିବେ ସେଥି ରେ ଆଘାତ ପାଇବେ। ଯେତବେେଳେ ସମାନେେ ଧ୍ବସ୍ତ ନଗରୀକୁ ଦେଖିବେ, ସମାନେେ ଆତଙ୍କିତ ହବେେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ହିସ୍ ଶବ୍ଦ କରିବେ।
8 Porei esta cidade por espanto e objeto de assobios; todo aquele que passar por ela se espantará e assobiará, por causa de todas as suas pragas.
9 ଶତ୍ରୁଗଣ ସମାନଙ୍କେ ନଗରକୁ ଅବରୋଧ କରିବେ ଓ ସମାନଙ୍କେୁ ଖାଦ୍ୟ ପାଇଁ ବାହାରକୁ ୟିବାକୁ ଦବେେ ନାହିଁ। ତେଣୁ ଲୋକମାନେ ଉପବାସ ରେ ରହିବେ ଓ କ୍ଷୁଧା ରେ ଆତୁର ହାଇେ ସଙ୍କଟ ସମୟରେ ପୁତ୍ର କନ୍ଯାର ମାଂସ ଭୋଜନ କରିବେ। ଆଉ ମଧ୍ଯ ଶଷେ ରେ ପରସ୍ପରକୁ ଭୋଜନ କରିବେ।'
9 Fá-los-ei comer as carnes de seus filhos e as carnes de suas filhas, e cada um comerá a carne do seu próximo, no cerco e na angústia em que os apertarão os seus inimigos e os que buscam tirar-lhes a vida.
10 ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସମାନେେ ଲକ୍ଷ୍ଯ କଲା ବେଳେ ସମାନଙ୍କେର ସାକ୍ଷାତ ରେ ଏହି ପାତ୍ରକୁ ଭାଙ୍ଗିବ।
10 Então, quebrarás a botija à vista dos homens que foram contigo
11 ସହେି ସମୟରେ ସମାନଙ୍କେୁ କହିବ, 'ସୈନ୍ଯାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କହେି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ୟୋଡ଼ା ହୁଏ ନାହିଁ। ସହେିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସମାନେେ ସମସ୍ତେ ତୋଫାତ ରେ କବର ନବେେ।
11 e lhes dirás: Assim diz o Senhor dos Exércitos: Deste modo quebrarei eu este povo e esta cidade, como se quebra o vaso do oleiro, que não pode mais refazer-se, e os enterrarão em Tofete, porque não haverá outro lugar para os enterrar.
12 ସଦାପ୍ରଭୁ କହନ୍ତି ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ୟ୍ଯ କରିବା। ଆମ୍ଭେ ଏହି ନଗରକୁ ତୋଫତ ତୁଲ୍ଯ କରିବା।'
12 Assim farei a este lugar, diz o Senhor , e aos seus moradores; e farei desta cidade um Tofete.
13 'ୟିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜ ପ୍ରାସାଦଗୁଡ଼ିକ ତାଫେତ୍ ତୁଲ୍ଯ ଅଶୁଚି ସ୍ଥାନ ହବେ। କାରଣ ସମାନେେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ଯ ରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦବଗେଣ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରିଅଛନ୍ତି।'
13 As casas de Jerusalém e as casas dos reis de Judá serão imundas como o lugar de Tofete; também todas as casas sobre cujos terraços queimaram incenso a todo o exército dos céus e ofereceram libações a outros deuses.
14 ତା'ପ ରେ ଯିରିମିୟ ତୋଫତର ସହେି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ଯତ ବାଣୀ ପ୍ରଚାର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣା ରେ ଛିଡ଼ା ହାଇେଥିବା ସମସ୍ତଙ୍କୁ ଏହା କହିଥିଲେ।
14 Voltando, pois, Jeremias de Tofete, lugar para onde o enviara o Senhor a profetizar, se pôs em pé no átrio da Casa do Senhor e disse a todo o povo:
15 ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧ ରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସମାନଙ୍କେ ପ୍ରତି ଘଟାଇବା କାରଣ ସମାନେେ ମାରେ ବାକ୍ଯ ନ ମାନି ଅବାଧ୍ଯ ହାଇେଅଛନ୍ତି।'
15 Assim diz o Senhor dos Exércitos, o Deus de Israel: Eis que trarei sobre esta cidade e sobre todas as suas vilas todo o mal que pronunciei contra ela, porque endureceram a cerviz, para não ouvirem as minhas palavras.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 19, comparar traduções ou montar um estudo — tudo direto pelo WhatsApp.