Jeremias 17

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଯିହୁଦାର ପାପ ଏପରି ଏକ ସ୍ଥାନ ରେ ଲିଖିତ ହାଇେଅଛି, ଯାହାକୁ ସମାନେେ ଲିଭାଇ ପାରିବେ ନାହିଁ। ସମାନଙ୍କେର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ବାରା ପଥର ଫଳକରେ ଲିଖିତ ହାଇେଅଛି। ଯେଉଁଟା କି ସମାନଙ୍କେର ହୃଦଯ। ଆଉ ସମାନଙ୍କେର ୟଜ୍ଞବଦେୀର ଶିଙ୍ଗ ରେ ତାହା ଖାଦେିତ ହାଇେଅଛି।
1 O pecado de Judá está escrito com um ponteiro de ferro, com ponta de diamante, gravado na tábua do seu coração e nos ângulos dos seus altares.
2 ଯେତବେେଳେ ସମାନଙ୍କେର ସନ୍ତାନଗଣ ସମାନଙ୍କେୁ ମନେ ପକାନ୍ତି ସେତବେେଳେ ସମାନେେ ଉଚ୍ଚ ପର୍ବତର ସବୁଜ ବୃକ୍ଷ ପାଖ ରେ ଥିବା ବଳିଦାନ ୟଜ୍ଞବଦେୀ ଓ ପବିତ୍ର କାଠଖମ୍ବ ଦେଖନ୍ତି।
2 Seus filhos se lembram dos seus altares, e dos seus bosques, e das árvores verdes, sobre os altos outeiros.
3 ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ, ତୁମ୍ଭର ସମୁଦାଯ ଅଞ୍ଚଳ ରେ କୃତ ପାପ ସକାେଶ ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହବୋପାଇଁ ଦବୋ।
3 Ó minha montanha no campo, a tua riqueza e todos os teus tesouros darei por presa, como também os teus altos por causa do pecado, em todos os teus termos!
4 ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦଇେଥିଲୁ ତୁମ୍ଭେ ସେଥିରୁ ଆପେ କ୍ଷାନ୍ତ ହବେ। ଆଉ ତୁମ୍ଭକୁ ଏକ ଅଜ୍ଞାତ ଦେଶ ରେ ତୁମ୍ଭ ଶତ୍ରୁଗଣର ସବୋ କରାଇବା। କାରଣ ତୁମ୍ଭେ ଆମ୍ଭର କୋରଧରୂପକ ଅଗ୍ନି ପ୍ରଜ୍ବଳିତ କରିଅଛି। ଆଉ ସହେି ଅଗ୍ନି ରେ ତୁମ୍ଭେ ସଦାକାଳ ଭସ୍ମୀଭୂତ ହବେ। ସହେି ଲୋକମାନଙ୍କ ଉପ ରେ ଏପରି ଘଟିବ ଯେଉଁମାନେ ପରମେଶ୍ବରଙ୍କ ଉପ ରେ ବିଶ୍ବାସ କରି ନାହାଁନ୍ତି।
4 Assim, por ti mesmo te privarás da tua herança que te dei, e far-te-ei servir os teus inimigos, na terra que não conheces; porque o fogo que acendeste na minha ira arderá para sempre.
5 ସଦାପ୍ରଭୁ କହନ୍ତି, ଯେଉଁ ମନୁଷ୍ଯ ଲୋକମାନଙ୍କ ଉପ ରେ ଭରସା ରେଖ, ମାଂସକୁ ଆପଣାର ବାହୁ କରେ ଓ ଯାହାର ହୃଦଯ ସଦାପ୍ରଭୁଙ୍କଠାରୁ ଦୂ ରଇେ ୟାଏ ସେ ଶାପଗ୍ରସ୍ତ।
5 Assim diz o Senhor : Maldito o homem que confia no homem, e faz da carne o seu braço, e aparta o seu coração do Senhor !
6 ସହେି ମନ୍ଦ ବ୍ଯକ୍ତି ମରୁଭୂମିସ୍ଥିତ ଝାଉଁବୃକ୍ଷ ତୁଲ୍ଯ ହବେ। ସେ ମଙ୍ଗଳ ଉପସ୍ଥିତ ହବୋ ଦେଖିବ ନାହିଁ। ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନ ରେ, ନିବାସୀବିହୀନ ଲବଣ ଭୂମିରେ ବାସ କରିବେ।
6 Porque será como a tamargueira no deserto e não sentirá quando vem o bem; antes, morará nos lugares secos do deserto, na terra salgada e inabitável.
7 ଯେଉଁ ଲୋକ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ଓ ସଦାପ୍ରଭୁ ଯାହାର ବିଶ୍ବାସଭୂମି, ସେ ଧନ୍ଯ।
7 Bendito o varão que confia no Senhor , e cuja esperança é o Senhor .
8 କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ଯ ହବେ। ତା'ର ମୂଳ ବିସ୍ତୃତ ହାଇେ ଜଳ ପାଇବ। ଗ୍ରୀଷ୍ମକାଳ ରେ ସେ ଭୟଭୀତ ହବେ ନାହିଁ। ମାତ୍ର ତା'ର ପତ୍ର ସଦାକାଳ ସବୁଜ ରହିବ। ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହବେ ନାହିଁ କିଅବା ସେ ଫଳ ଧାରଣରୁ ନିବୃତ୍ତ ହବେ ନାହିଁ।
8 Porque ele será como a árvore plantada junto às águas, que estende as suas raízes para o ribeiro e não receia quando vem o calor, mas a sua folha fica verde; e, no ano de sequidão, não se afadiga nem deixa de dar fruto.
9 ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।
9 Enganoso é o coração, mais do que todas as coisas, e perverso; quem o conhecerá?
10 ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରେତ୍ୟକକ ମନୁଷ୍ଯକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।
10 Eu, o Senhor , esquadrinho o coração, eu provo os pensamentos; e isso para dar a cada um segundo os seus caminhos e segundo o fruto das suas ações.
11 ଏକା ତିତ୍ତିର ପକ୍ଷୀ ୟିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ। ଜଣେ ବ୍ଯକ୍ତି ୟିଏ ଅନ୍ଯାଯ ରେ ଧନ ସଂଗ୍ରହ କରେ ତାହାରି ତୁଲ୍ଯ ହବେ। ସେ ନିଜ ଜୀବନ କାଳ ଅଧା ରେ ଏହିସବୁ ହରାଇବ ଓ ଆପଣା ଅନ୍ତିମ ଜୀବନ କାଳ ରେ ସେ ନିର୍ ବୋଧ ହବେ ।
11 Como a perdiz que ajunta ovos que não choca, assim é aquele que ajunta riquezas, mas não retamente; no meio de seus dias as deixará e no seu fim se fará um insensato.
12 ଆଦିକାଳରୁ ଉର୍ଦ୍ଧ୍ବ ରେ ସ୍ଥାପିତ ଗୌରବମଯ ସିଂହାସନ ଆମ୍ଭମାନଙ୍କର ଧର୍ମଧାମ ଅଟେ।
12 Um trono de glória, posto bem alto desde o princípio, é o lugar do nosso santuário.
13 ହେ ଇଶ୍ରାୟେଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ଯାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହବେେ। ଯେଉଁମାନେ ମାେ ନିକଟରୁ ପ୍ରସ୍ଥାନ କରନ୍ତି, ସମାନଙ୍କେର ନାମ ଧୂଳି ରେ ଲିଖିତ ହବେ, କାରଣ ସମାନେେ ଅମୃତ ଜଳର ନିର୍ଝର ସ୍ବରୂପ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛନ୍ତି।
13 Ó Senhor , Esperança de Israel! Todos aqueles que te deixam serão envergonhados; os que se apartam de mim serão escritos sobre a terra; porque abandonam o Senhor , a fonte das águas vivas.
14 ହେ ସଦାପ୍ରଭୁ ତୁମ୍ଭେ ମାେତେ ସୁସ୍ଥ କଲେ ମୁଁ ପ୍ରକୃତ ରେ ସୁସ୍ଥ ହବେି। ତୁମ୍ଭେ ଯଦି ମାେତେ ପରିତ୍ରାଣ କର, ତବେେ ମୁଁ ପରିତ୍ରାଣ ପାଇବି। କାରଣ ତୁମ୍ଭେ ମାରେ ପ୍ରଶଂସାର ଭୂମି।
14 Sara-me, Senhor , e sararei; salva-me, e serei salvo; porque tu és o meu louvor.
15 ସମାନେେ ମାେତେ କୁହନ୍ତି, ହେ ଯିରିମିୟ, ସଦାପ୍ରଭୁଙ୍କର ବାକ୍ଯ କାହିଁ ? ତାହା ଏବେ ଉପସ୍ଥିତ ହେଉ।
15 Eis que eles me dizem: Onde está a palavra do Senhor ? Venha agora!
16 ମାେ ନିମନ୍ତେ ତୁମ୍ଭ ପ ରେ ଅନିଷ୍ଟ ଦେଖିବା ପାଇଁ ବଗଗୋମୀ ନ ଥିଲି କିଅବା ମୁଁ ସହେି ବିଭୀଷିକାମଯ ଦିନ ଆସୁ ବୋଲି ଚାହୁଁ ନାହିଁ। ମାେ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖ ରେ ଥିଲା।
16 Mas eu não me apressei em ser o pastor, após ti; nem tampouco desejei o dia de aflição, tu o sabes; o que saiu dos meus lábios está diante de tua face.
17 ହେ ସଦାପ୍ରଭୁ, ମାେତେ ବିନାଶ କର ନାହିଁ, ବିପଦ ଦିନ ରେ ତୁମ୍ଭେ ମାରେ ଆଶ୍ରଯ ଅଟ।
17 Não me sejas por espanto; meu refúgio és tu no dia do mal.
18 ଯେଉଁମାନେ ମାେତେ ଆଘାତ କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ମାତ୍ର ମାେତେ ଲଜ୍ଜିତ ହବୋକୁ ଦିଅ ନାହିଁ। ସମାନେେ ନିରାଶ ହୁଅନ୍ତୁ, ମାତ୍ର ମାେତେ ନିରାଶ ହବୋକୁ ଦିଅ ନାହିଁ। ସମାନେେ ନିରାଶ ହବୋକୁ ଦିଅ ନାହିଁ। ସମାନଙ୍କେ ଉପ ରେ ଅମଙ୍ଗଳର ଦିନ ଆଣ ଓ ଦ୍ବିଗୁଣ ବିନାଶ ରେ ସମାନଙ୍କେୁ ବିନାଶ କର।
18 Envergonhem-se os que me perseguem, e não me envergonhe eu; assombrem-se eles, e não me assombre eu; traze sobre eles o dia do mal e destrói-os com dobrada destruição.
19 ସଦାପ୍ରଭୁ ମାେତେ ଏହା କହିଲେ, ହେ ଯିରିମିୟ, ଲୋକମାନଙ୍କର ଫାଟକରେ ଛିଡ଼ା ହୁଅ, ଯେଉଁଠା ରେ ଯିହୁଦାର ରାଜାଗଣ ୟାତାଯତ କରନ୍ତି, ସହେି ଫାଟକରେ, ଯେଉଁ ଫାଟକରେ ଲୋକମାନଙ୍କର ପୁତ୍ରଗଣ ୟାତାଯତ କରନ୍ତି ଓ ୟିରୁଶାଲମର ସକଳ ଫାଟକରେ ୟାଇ ଠିଆ ହୁଅ ଓ ମାରେ ବାର୍ତ୍ତା ପ୍ରଚାର କର।
19 Assim me disse o Senhor : Vai, põe-te à porta dos filhos do povo, pela qual entram os reis de Judá e pela qual saem, como também a todas as portas de Jerusalém,
20 ସମାନଙ୍କେୁ କୁହ, ' ହେ ଯିହୁଦାର ରାଜଗଣ, ହେ ସମୁଦାଯ ଯିହୁଦା ଓ ସମସ୍ତ ଇଶ୍ରାୟେଲର ନିବାସୀ ଓ ତୁମ୍ଭମାନେେ ଯେଉଁମାନେ କି ଏହି ଫାଟକ ଦଇେ ପ୍ରବେଶ କରୁଛ, ସଦାପ୍ରଭୁଙ୍କର ବାକ୍ଯ ଶୁଣ।
20 e dize-lhes: Ouvi a palavra do Senhor , vós, reis de Judá e todo o Judá e todos os moradores de Jerusalém, que entrais por estas portas.
21 ସଦାପ୍ରଭୁ ଏହା କହନ୍ତି, ତୁମ୍ଭମାନେେ ନିଜ ଜିନିଷ ବିଷଯ ରେ ସାବଧାନ ହୁଅ ଓ ବିଶ୍ରାମ ଦିନ ରେ କୌଣସି ଭାର ବହନ କର ନାହିଁ ଏବଂ ୟିରୁଶାଲମର ଫାଟକ ଦଇେ ତାହା ଭିତରକୁ ଆଣ ନାହିଁ।
21 Assim diz o Senhor : Guardai a vossa alma e não tragais cargas no dia de sábado, nem as introduzais pelas portas de Jerusalém;
22 ଆଉ ବିଶ୍ରାମ ଦିନ ରେ ଆପଣା ଆପଣା ଗୃହରୁ କୌଣସି ବୋଝ ବାହାର କରି ନିଅ ନାହିଁ। କିଅବା ତୁମ୍ଭମାନେେ କୌଣସି କାର୍ୟ୍ଯ କର ନାହିଁ। ମାତ୍ର ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ କର। ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଏହିରୂପେ ଆଜ୍ଞା କରିଥିଲୁ।
22 nem tireis cargas de vossas casas no dia de sábado, nem façais obra alguma; antes, santificai o dia de sábado, como eu ordenei a vossos pais.
23 ମାତ୍ର ତୁମ୍ଭ ପୂର୍ବପୁରୁଷଗଣ ଆମ୍ଭ କଥାପ୍ରତି ଅବଧାନ କଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। ସମାନେେ ଅତି ଅବାଧ୍ଯ। ତେଣୁ ସମାନେେ ଦଣ୍ଡିତ ହେଲେ। ସମାନଙ୍କେର କିଛି ମଙ୍ଗଳ ହେଲା ନାହିଁ।
23 Mas não deram ouvidos, nem inclinaram as orelhas; antes, endureceram a sua cerviz, para não ouvirem e para não receberem correção.
24 ମାତ୍ର ସଦାପ୍ରଭୁ କହନ୍ତି, ଯଦି ତୁମ୍ଭମାନେେ ଯତ୍ନ ସହକା ରେ ମାେ କଥାକୁ ଧ୍ଯାନ ଦିଅ,' 'ଯଦି ତୁମ୍ଭମାନେେ ବିଶ୍ରାମ ଦିନ ରେ ୟିରୁଶାଲମର ଫାଟକ ଦଇେ କୌଣସି ବୋଝ ନ ଆଣ ଏବଂ ଯଦି ତୁମ୍ଭମାନେେ ସଇେ ଦିନ ରେ କୌଣସି କାମ ନ କର। ମାତ୍ର ତାକୁ ପବିତ୍ର ମାର୍ଗ ରେ ପାଳନ କର।
24 Será, pois, que, se diligentemente me ouvirdes, diz o Senhor , não introduzindo cargas pelas portas desta cidade no dia de sábado, e santificardes o dia de sábado, não fazendo nele obra alguma;
25 ' ତବେେ ଦାଉଦଙ୍କ ସିଂହାସନାରୂଢ଼ ଅଧିପତିଗଣ ଓ ରାଜଗଣ, ରଥରେ ଓ ଅଶ୍ବ ରେ ଚଢ଼ି ସମାନେେ ଓ ସମାନଙ୍କେର ଅଧିପତିମାନେ, ଯିହୁଦାର ଲୋକମାନେ ଓ ୟିରୁଶାଲମ ନିବାସୀମାନେ ଏହି ନଗରଦ୍ବାର ମଧିଅରେ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।
25 então, entrarão pelas portas desta cidade reis e príncipes, assentados sobre o trono de Davi, andando em carros e montados em cavalos, eles e seus príncipes, os homens de Judá e os moradores de Jerusalém; e esta cidade será para sempre habitada.
26 ପୁଣି ଲୋକମାନେ ଯିହୁଦାର ନଗର ସମୂହରୁ, ୟିରୁଶାଲମର ଚତୁର୍ଦ୍ଦିଗସ୍ଥିତ ଅଞ୍ଚଳରୁ, ବିନ୍ଯାବୀନ ଦେଶରୁ ନିମ୍ନ ଭୂମିରୁ, ପାର୍ବତ୍ଯ ଦେଶରୁ ଓ ଦକ୍ଷିଣ ଦେଶରୁ ହାମବେଳି, ନବୈେଦ୍ଯ ଓ ସୁଗନ୍ଧି ଧୂପ ଆଉ ଧନ୍ଯବାଦାର୍ଥକ ବଳି ଘନେି ସଦାପ୍ରଭୁଙ୍କ ଗୃହକୁ ଆସିବେ।
26 E virão das cidades de Judá, e dos contornos de Jerusalém, e da terra de Benjamim, e das planícies, e das montanhas, e do Sul, trazendo holocaustos, e sacrifícios, e ofertas de manjares, e incenso, trazendo igualmente sacrifícios de louvores à Casa do Senhor .
27 'ମାତ୍ର ତୁମ୍ଭମାନେେ ଯବେେ ଆମ୍ଭର ବାକ୍ଯ ରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମଦିନ ରେ ବୋଝ ବହନ କରି ୟିରୁଶାଲମର ଦ୍ବାର ରେ ପ୍ରବେଶ କର, ତବେେ ଆମ୍ଭେ ସହେି ଦ୍ବାର ସମୂହ ରେ ଅଗ୍ନି ଜଳାଇବା। ଏହା ୟିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ୟ୍ଯନ୍ତ ଜଳି ରହିବ।'
27 Mas, se não me derdes ouvidos, para santificardes o dia de sábado e para não trazerdes carga alguma, quando entrardes pelas portas de Jerusalém no dia de sábado, então, acenderei fogo nas suas portas, o qual consumirá os palácios de Jerusalém e não se apagará.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jeremias 17, comparar traduções ou montar um estudo — tudo direto pelo WhatsApp.