Jeremias 14
Oriya Bible (GL_ORIYA) vs ARA
1 ଅନାବୃଷ୍ଟି ବିଷଯ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
1 Palavra do Senhor que veio a Jeremias a respeito da grande seca.
2 ଯିହୁଦା ଶାେକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହାଇେଅଛନ୍ତି। ସମାନେେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ୟିରୁଶାଲମର ଲୋକମାନେ ସାହାୟ୍ଯ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
2 Anda chorando Judá, as suas portas estão abandonadas e, de luto, se curvam até ao chão; e o clamor de Jerusalém vai subindo.
3 ସମାନଙ୍କେର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସମାନେେ ଜଳାଶଯ ନିକଟକୁ ୟାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ଯପାତ୍ର ଘନେି ଫରେି ଆସନ୍ତି। ସମାନେେ ଲଜ୍ଜିତ ଓ ଘବରା ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କନ୍ତି।
3 Os seus poderosos enviam os criados a buscar água; estes vão às cisternas e não acham água; voltam com seus cântaros vazios e, decepcionados e confusos, cobrem a cabeça.
4 ଦେଶ ରେ ଅନାବୃଷ୍ଟି ହତେୁ ଭୂମି ଫାଟି ୟିବାରୁ କୃଷକମାନେ ବିବ୍ରତ ଓ ଲଜ୍ଜିତ ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କିଛନ୍ତି।
4 Por não ter havido chuva sobre a terra, esta se acha deprimida; e, por isso, os lavradores, decepcionados, cobrem a cabeça.
5 ଏପରିକି ହରିଣୀ ନବଜାତ ଶାବକକୁ ତୃଣ ଅଭାବରୁ ଛାଡ଼ି ଚାଲିୟାଏ।
5 Até as cervas no campo têm as suas crias e as abandonam, porquanto não há erva.
6 ପୁଣି ବନ ଗର୍ଦ୍ଦଭମାନେ ବୃକ୍ଷଶୂନ୍ଯ ଗିରି ଉପ ରେ ଠିଆ ହାଇେ ଶୃଗାଳମାନଙ୍କ ପରି ବାଯୁ ସକାେଶ ଧକାନ୍ତି। ତୃଣ ନ ଥିବାରୁ ସମାନଙ୍କେ ଚକ୍ଷୁ କ୍ଷୀଣ ହୁଏ।
6 Os jumentos selvagens se põem nos desnudos altos e, ofegantes, sorvem o ar como chacais; os seus olhos desfalecem, porque não há erva.
7 ହେ ସଦାପ୍ରଭୁ, ଆମ୍ଭମାନେେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭମାନେେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାେଶ କାର୍ୟ୍ଯ କର ଓ ଆମ୍ଭମାନଙ୍କୁ ସାହାୟ୍ଯ କର। କାରଣ ଆମ୍ଭମାନେେ ବହୁବାର ତୁମ୍ଭକୁ ପରିତ୍ଯାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।
7 Posto que as nossas maldades testificam contra nós, ó Senhor , age por amor do teu nome; porque as nossas rebeldias se multiplicaram; contra ti pecamos.
8 ହେ ପରମେଶ୍ବର, ତୁମ୍ଭେ ଇଶ୍ରାୟେଲର ଆଶା ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା! ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧିଅରେ ପ୍ରବାସୀ ତୁଲ୍ଯ ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ଯ ହେଉଅଛି।
8 Ó Esperança de Israel e Redentor seu no tempo da angústia, por que serias como estrangeiro na terra e como viandante que se desvia para passar a noite?
9 ତୁମ୍ଭେ ଜଣେ ଦ୍ବନ୍ଦ ରେ ପଡ଼ିଥିବା ମନୁଷ୍ଯ ତୁଲ୍ଯ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ। କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ଅଛ। ଆମ୍ଭମାନେେ ତୁମ୍ଭ ନାମ ରେ ଖ୍ଯାତ ଅଟୁ। ତେଣୁ ଆମ୍ଭମାନଙ୍କୁ ପରିତ୍ଯାଗ କର ନାହିଁ।
9 Por que serias como homem surpreendido, como valente que não pode salvar? Mas tu, ó Senhor , estás em nosso meio, e somos chamados pelo teu nome; não nos desampares.
10 ସଦାପ୍ରଭୁ ଯିହୁଦା ବିଷଯ ରେ ଏହିକଥା କହନ୍ତି, ସମାନେେ ପ୍ରକୃତ ରେ ଆମ୍ଭକୁ ପରିତ୍ଯାଗ କରିବାକୁ ଭଲ ପାଆନ୍ତି। ସମାନେେ ନିଜକୁ ପରିତ୍ଯାଗ କରିବାକୁ ଭଲ ପାଆନ୍ତି। ସମାନେେ ନିଜକୁ ସେଥିରୁ ନିବୃତ୍ତ କରି ନାହାଁନ୍ତି। ତେଣୁ ସଦାପ୍ରଭୁ ସମାନଙ୍କେୁ ଗ୍ରହଣ କରିବେ ନାହିଁ। ସେ ସମାନଙ୍କେର ଅଧର୍ମ ସ୍ମରଣ କରିବେ ଓ ସମାନଙ୍କେୁ ସମସ୍ତ ପାପର ପ୍ରତିଫଳ ଦବେେ।
10 Assim diz o Senhor sobre este povo: Gostam de andar errantes e não detêm os pés; por isso, o Senhor não se agrada deles, mas se lembrará da maldade deles e lhes punirá o pecado.
11 ଆହୁରି ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଏହି ଲୋକମାନଙ୍କ ପାଇଁ ମଙ୍ଗଳ ପ୍ରାର୍ଥନା କର ନାହିଁ।
11 Disse-me ainda o Senhor : Não rogues por este povo para o bem dele.
12 ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସମାନଙ୍କେର ପ୍ରାର୍ଥନା ଶୁଣିବା ନାହିଁ। ସମାନେେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ସମାନଙ୍କେୁ ସଂହାର କରିବା।
12 Quando jejuarem, não ouvirei o seu clamor e, quando trouxerem holocaustos e ofertas de manjares, não me agradarei deles; antes, eu os consumirei pela espada, pela fome e pela peste.
13 ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, ହେ ମାରେ ପ୍ରଭୁ ସଦାପ୍ରଭୁ, ଭବିଷ୍ଯଦବକ୍ତାଗଣ ସମାନଙ୍କେୁ ଭିନ୍ନ କଥା କହୁଛନ୍ତି। ସମାନେେ କହନ୍ତି, 'ତୁମ୍ଭମାନେେ ଖଡ୍ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ଦୃଢ଼ ଶାନ୍ତି ଦବେେ।'
13 Então, disse eu: Ah! Senhor Deus, eis que os profetas lhes dizem: Não vereis espada, nem tereis fome; mas vos darei verdadeira paz neste lugar.
14 ସେତବେେଳେ ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ସହେି ଭବିଷ୍ଯଦବକ୍ତାମାନେ ଆମ୍ଭ ବିଷଯ ରେ ମିଥ୍ଯା ଭବିଷ୍ଯଦବାଣୀ ପ୍ରଚାର କରନ୍ତି। ଆମ୍ଭେ ସମାନଙ୍କେୁ ପ୍ରଚାର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସମାନଙ୍କେୁ କହିବାକୁ ଆଜ୍ଞା ଦଇେ ନାହୁଁ। ସମାନେେ ମିଥ୍ଯା ଭବିଷ୍ଯଦବାଣୀ ଓ ମୂଲ୍ଯହୀନ ଦବୈିତ୍ବ ପ୍ରଚାର କରୁଛନ୍ତି। ସମାନେେ ସମାନଙ୍କେର ହୃଦଯର ପ୍ରବଞ୍ଚନାମୂଳକ ଭବିଷ୍ଯଦବାକ୍ଯ ପ୍ରଚାର କରିଛନ୍ତି।
14 Disse-me o Senhor : Os profetas profetizam mentiras em meu nome, nunca os enviei, nem lhes dei ordem, nem lhes falei; visão falsa, adivinhação, vaidade e o engano do seu íntimo são o que eles vos profetizam.
15 ଏଣୁ ଯେଉଁ ଭବିଷ୍ଯଦବକ୍ତାମାନେ ଆମ୍ଭ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସମାନଙ୍କେୁ ପ୍ ରରଣେ ନ କଲେ ହେଁ ସମାନେେ କହନ୍ତି, ଏ ଦେଶ ରେ ଖଡ୍ଗ ଓ ଦୁର୍ଭିକ୍ଷ ଉପସ୍ଥିତ ହବେ ନାହିଁ, ସହେିମାନଙ୍କ ବିଷଯ ରେ ସଦାପ୍ରଭୁ କହନ୍ତି,' ସହେି ଭବିଷ୍ଯଦବକ୍ତାମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ବାରା ବିନଷ୍ଟ ହବେେ।
15 Portanto, assim diz o Senhor acerca dos profetas que, profetizando em meu nome, sem que eu os tenha mandado, dizem que nem espada, nem fome haverá nesta terra: À espada e à fome serão consumidos esses profetas.
16 ପୁଣି ଯେଉଁ ଲୋକମାନଙ୍କ ନିକଟରେ ସମାନେେ ଭବିଷ୍ଯତ୍ ବାକ୍ଯ ପ୍ରଚାର କରନ୍ତି। ସମାନେେ ଦୁର୍ଭିକ୍ଷ ଓ ଖଡ୍ଗ ହତେୁରୁ ୟିରୁଶାଲମର ସଡ଼କରେ ପକାଯିବେ। ଆଉ ସମାନଙ୍କେୁ ସମାନଙ୍କେର ସ୍ତ୍ରୀ ଏବଂ ସମାନଙ୍କେର ପୁତ୍ର କନ୍ଯାମାନଙ୍କୁ କବର ଦବୋକୁ କହେି ନ ଥିବେ। କାରଣ ଆମ୍ଭେ ସମାନଙ୍କେର ଦୁଷ୍ଟତା ସମାନଙ୍କେର ଉପ ରେ ଢ଼ାଳିଦବୋ।
16 O povo a quem eles profetizam será lançado nas ruas de Jerusalém, por causa da fome e da espada; não haverá quem os sepulte, a ele, a suas mulheres, a seus filhos e a suas filhas; porque derramarei sobre eles a sua maldade.
17 ହେ ଇଫ୍ରଯିମ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, 'ଆମ୍ଭ ଚକ୍ଷୁରୁ ଦିବାରାତ୍ର ଲୋତକ ବହିବ, ତାହା କବେେ ନିବୃତ୍ତ ହବେ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ଯା ପାଇଁ ଆମ୍ଭ ହୃଦଯ କାନ୍ଦିବ। ଯେ ହତେୁ ତାହା ମହାଭଙ୍ଗ ରେ ଓ ମହା ଦୁଃଖଦାୟକ କ୍ଷତ ରେ ଭଗ୍ନ ହାଇେଅଛି।
17 Portanto, lhes dirás esta palavra: Os meus olhos derramem lágrimas, de noite e de dia, e não cessem; porque a virgem, filha do meu povo, está profundamente golpeada, de ferida mui dolorosa.
18 ଆମ୍ଭେ ଯବେେ ବାହାର ହାଇେ କ୍ଷେତ୍ରକୁ ୟାଉଁ, ତବେେ ସଠାେ ରେ ଖଡ୍ଗାହତ ଲୋକଙ୍କୁ ଦେଖୁ। ପୁଣି ଯବେେ ନଗର ରେ ପ୍ରବେଶ କରୁ ତବେେ ସଠାେ ରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ଯତ୍ ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶ ରେ ଭ୍ରମଣ କରନ୍ତି, ସମାନେେ କିଛି ଜାଣନ୍ତି ନାହିଁ।'
18 Se eu saio ao campo, eis aí os mortos à espada; se entro na cidade, estão ali os debilitados pela fome; até os profetas e os sacerdotes vagueiam pela terra e não sabem para onde vão.
19 ଲୋକମାନେ କହନ୍ତି, ହେ ପରମେଶ୍ବର, ତୁମ୍ଭେ କ'ଣ ଯିହୁଦାକୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ ? ତୁମ୍ଭେ କ'ଣ ସିୟୋନକୁ ଘୃଣା କରିଅଛ ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭମାନେେ ଆଉ ସୁସ୍ଥ ହାଇେ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ ? ଆମ୍ଭମାନେେ ଶାନ୍ତି ଚାହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭମାନେେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କବଳେ ଆଶଙ୍କା ଉପସ୍ଥିତ ହେଲା।
19 Acaso, já de todo rejeitaste a Judá? Ou aborrece a tua alma a Sião? Por que nos feriste, e não há cura para nós? Aguardamos a paz, e nada há de bom; o tempo da cura, e eis o terror.
20 ହେ ପରମେଶ୍ବର, ଆମ୍ଭମାନେେ ଆମ୍ଭମାନଙ୍କର ଦୁଷ୍ଟତା ଓ ଆମ୍ଭ ପୂର୍ବପୁରୁଷମାନଙ୍କର ଅଧର୍ମ ସ୍ବୀକାର କରୁଅଛୁ। ହଁ, ଆମ୍ଭମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।
20 Conhecemos, ó Senhor , a nossa maldade e a iniquidade de nossos pais; porque temos pecado contra ti.
21 ହେ ସଦାପ୍ରଭୁ, ତୁମ୍ଭର ସୁନାମ ନିମନ୍ତେ ଆମ୍ଭମାନଙ୍କୁ ପ୍ରତ୍ଯାଖାନ କର ନାହିଁ। ଆପଣା ଗୌରବମଯ ସିଂହାସନର ଅପମାନ କର ନାହିଁ। ଆପଣା ଗୌରବମଯ ସିଂହାସନର ଅପମାନ କର ନାହିଁ। ତୁମ୍ଭେ ଆମ୍ଭମାନଙ୍କ ସହିତ କରିଥିବା ନିଯମ ସ୍ମରଣ କର। ତୁମ୍ଭ କୃତ ସହେି ନିଯମ ଭଙ୍ଗ କର ନାହିଁ।
21 Não nos rejeites, por amor do teu nome; não cubras de opróbrio o trono da tua glória; lembra-te e não anules a tua aliança conosco.
22 ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।
22 Acaso, haverá entre os ídolos dos gentios algum que faça chover? Ou podem os céus de si mesmos dar chuvas? Não és tu somente, ó Senhor , nosso Deus, o que fazes isto? Portanto, em ti esperamos, pois tu fazes todas estas coisas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jeremias 14, comparar traduções ou montar um estudo — tudo direto pelo WhatsApp.