Jó 9

Oriya Bible (GL_ORIYA) vs VC

Sair da comparação
VC Versão Católica
1 ତା'ପରେ ଆୟୁବ ବିଲଦଦକୁ ଉତ୍ତର ଦଲୋ।
1 Jó tomou a palavra nestes termos:
2 ହଁ, ଏହା ସତ୍ଯ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ। ଜଣେ ପରମେଶ୍ବରଙ୍କୁ ୟୁକ୍ତି ରେ କିପରି ଜିତି ପାରିବ ?
2 Sim; bem sei que é assim; como poderia o homem ter razão contra Deus?
3 ଜଣେ ବ୍ଯକ୍ତି ପରମେଶ୍ବରଙ୍କ ସହିତ ବାଦାନୁବାଦ କରିପାରିବ ନାହିଁ। ପରମେଶ୍ବର ତାକୁ 1000 ପ୍ରଶ୍ନ କରିପାରନ୍ତି ସେ କିନ୍ତୁ ଗୋଟିକର ଉତ୍ତର ମଧ୍ଯ ଦଇପୋରିବ ନାହିଁ।
3 Se quisesse disputar com ele, não lhe responderia uma vez entre mil.
4 ପରମେଶ୍ବର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କହେି ତାଙ୍କ ବିରୁଦ୍ଧ ରେ ଛିଡ଼ା ହାଇେ କବେେ ଅକ୍ଷତ ରହିପାରିବ ନାହିଁ।
4 Deus é sábio em seu coração e poderoso, quem pode afrontá-lo impunemente?
5 ପରମେଶ୍ବର କୋରଧ ହେଲେ ପର୍ବତକୁ ମଧ୍ଯ ତା' ନିଜ ସ୍ଥାନରୁ ହଟାଇ ଦଇେ ପାରନ୍ତି। ଏବଂ ସହେି ପର୍ବତ ମଧ୍ଯ ନିଜେ ଜାଣିପା ରେ ନାହିଁ।
5 Ele transporta os montes sem que estes percebam, ele os desmorona em sua cólera.
6 ପରମେଶ୍ବର ଇଚ୍ଛାକଲେ ଭୂମିକମ୍ପ ସୃଷ୍ଟି କରି ପୃଥିବୀକୁ ହଲାଇ ପାରନ୍ତି। ପରମେଶ୍ବର ପୃଥିବୀର ମୂଳଦୁଆ ଦୋହଲାଇ ଦଇେ ପାରନ୍ତି।
6 Sacode a terra em sua base, e suas colunas são abaladas.
7 ପରମେଶ୍ବର ସୂର୍ୟ୍ଯକୁ କହି ତା'ର ଉଦଯ ହବୋକୁ ବନ୍ଦ କରିଦଇେ ପାରନ୍ତି। ସେ ତାରାଗଣକୁ ଚମକିବା ବନ୍ଦ କରି ଦଇପୋରନ୍ତି।
7 Dá uma ordem ao sol que não se levante, põe um selo nas estrelas.
8 ପରମେଶ୍ବର ଏକାକୀ ଆକାଶକୁ ବିସ୍ତାର କରିଛନ୍ତି। ପରମେଶ୍ବର ସମୁଦ୍ରର ତରଙ୍ଗ ଉପରେ ଚାଲନ୍ତି।
8 Ele sozinho formou a extensão dos céus, e caminha sobre as alturas do mar.
9 ପରମେଶ୍ବର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି। ସେ ଗ୍ରହ ନିର୍ମାଣ କରିଛନ୍ତି। ଯାହା ଦକ୍ଷିଣ ଆକାଶକୁ ପାରକରେ।
9 Ele criou a Grande Ursa, Órion, as Plêiades, e as câmaras austrais.
10 ପରମେଶ୍ବର ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ। ପରମେଶ୍ବରଙ୍କ ଆଶ୍ଚର୍ୟ୍ଯ କାର୍ୟ୍ଯର କୌଣସି ଶଷେ ନାହିଁ।
10 Fez maravilhas insondáveis, prodígios incalculáveis.
11 ପରମେଶ୍ବର ମାେ ନିକଟରେ ଗମନ କରନ୍ତି। କିନ୍ତୁ ମୁଁ ତାଙ୍କୁ ଦେଖେ ନାହିଁ। ପରମେଶ୍ବର ଯେତବେେଳେ ମାେ ନିକଟ ଦଇେ ୟାଆନ୍ତି। ମୁଁ ତାଙ୍କୁ ଚିହ୍ନିପା ରେ ନାହିଁ।
11 Ele passa despercebido perto de mim, toca levemente em mim sem que eu tenha percebido.
12 ଯଦି ପରମେଶ୍ବର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ। କିଏ ତାଙ୍କୁ କହି ପାରିବ, 'ତୁମ୍ଭେ କ'ଣ କରୁଛ?'
12 Quem poderá impedi-lo de arrebatar uma presa? Quem lhe dirá: Por que fazes isso?
13 ପରମେଶ୍ବର ତାଙ୍କ କୋର୍ଧ ଧରିରଖି ପାରିବେ ନାହିଁ। ରାହବର ସାହାୟ୍ଯକାରୀମାନେ ମଧ୍ଯ ତାଙ୍କୁ ଭୟ କରନ୍ତି।
13 De sua cólera Deus não volta atrás; diante dele jazem prosternados os auxiliares de Raab.
14 ତେଣୁ ମୁଁ ପରମେଶ୍ବରଙ୍କ ସହିତ ୟୁକ୍ତି କରିପାରିବି ନାହିଁ ଏବଂ ତାଙ୍କୁ କ'ଣ କହିବି ତାହା ମଧ୍ଯ ଜାଣି ନାହିଁ।
14 Quem sou eu para replicar-lhe, para escolher argumentos contra ele?
15 ମୁଁ ନିରୀହ, କିନ୍ତୁ ମୁଁ ତାଙ୍କୁ ଉତ୍ତର ଦଇପୋରିବି ନାହିଁ। ମୁଁ ମାରେବିଚାରକର୍ତ୍ତାଙ୍କୁ ଦୟା ପାଇଁ ଭିକ୍ଷା କରିପା ରେ।
15 Ainda que eu tivesse razão, não responderia; pediria clemência a meu juiz.
16 ମୁଁ ତାଙ୍କୁ ଯଦି ଡାକେ ଏବଂ ସେ ମାେତେ ଉତ୍ତର ଦିଅନ୍ତି, ମୁଁ ତଥାପି ବିଶ୍ବାସ କରେ ନାହିଁ ଯେ ସେ ମାରେ କଥା ଶୁଣିବେ।
16 Se eu o chamasse, e ele não me respondesse, não acreditaria que tivesse ouvido a minha voz;
17 ପରମେଶ୍ବର ମାେତେ ଚକଟି ଦବୋ ପାଇଁ ଝଡ଼ ପଠାଇବେ, କୌଣସି କାରଣ ନ ଥାଇ ସେ ମାେତେ ଅଧିକ ଆଘାତ କରିବେ।
17 ele, que me desfaz como um redemoinho, que multiplica minhas feridas sem manifestar o motivo,
18 ପରମେଶ୍ବର ମାେତେ ପୁନର୍ବାର ନିଶ୍ବାସ ନବୋକୁ ଦବେେ ନାହିଁ, କିନ୍ତୁ ଅଧିକ କଷ୍ଟ ଦବେେ।
18 que não me deixa tomar fôlego, mas me enche de amarguras.
19 ମୁଁ ପରମେଶ୍ବରଙ୍କୁ ପରାସ୍ତ କରିପାରିବି ନାହିଁ। ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ଯାଯାଳଯକୁ ନଇେ ପାରିବି ନାହିଁ। ଏବଂ ମାେ ପ୍ରତି ସଦଯ ହବୋକୁ ବାଧ୍ଯ କରିପାରିବି ନାହିଁ। କିଏ ତାଙ୍କୁ ନ୍ଯାଯାଳଯକୁ ଆସିବାକୁ ବାଧ୍ଯ କରିପାରିବ।
19 Se se busca fortaleza, é ele o forte; se se busca o direito, quem o determinará?
20 ମୁଁ ନିରୀହ ହେଲ ହେଁ ମାେ ନିଜ କଥା ମାେତେ ଦୋଷୀ ସାବ୍ଯସ୍ତ କରିବ। ମୁଁ ନିର୍ଦ୍ ଦୋଷ ଏବଂ ମୁଁ ଯାହା କହୁଛି ତାହା ମାେତେ ଦୋଷୀ ସାବ୍ଯସ୍ତ କରୁଛି।
20 Se eu pretendesse ser justo, minha boca me condenaria; se fosse inocente, ela me declararia perverso.
21 ମୁଁ ନିରୀହ, କିନ୍ତୁ କ'ଣ ଚିନ୍ତା କରିବାକୁ ପଡିବ ମୁଁ ଜାଣେ ନାହିଁ। ମାେ ଜୀବନକୁ ମୁଁ ଘୃଣା କରେ।
21 Inocente! Sim, eu o sou; pouco me importa a vida, desprezo a existência.
22 ମୁଁ ନିଜକୁ କ ହେ, 'ସମସ୍ତଙ୍କ ପ୍ରତି ସମାନ ଘଟଣା ଘଟେ। ନିରୀହ ଲୋକ ମଧ୍ଯ ଦୋଷୀ ବ୍ଯକ୍ତିଭଳି ମରନ୍ତି। ପରମେଶ୍ବର ସମସ୍ତଙ୍କୁ ସଂହାର କରନ୍ତି।'
22 Pouco importa; é por isso que eu disse que ele faz perecer o inocente como o ímpio.
23 ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ଯକ୍ତି ପ୍ରାଣ ହରାଏ, ପରମେଶ୍ବର କ'ଣ ନିର୍ଦ୍ ଦୋଷର ମୃତ୍ଯୁ ରେ କବଳେ ହସି ପାରିବେ ?
23 Se um flagelo causa de repente a morte, ele ri-se do desespero dos inocentes.
24 ଯେତବେେଳେ ଜଣେ ଦୁଷ୍ଟ ବ୍ଯକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ବର ସହେି ନେତାଙ୍କୁ ଗତି ରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି ? ଯଦି ପରମେଶ୍ବର ତାହା ନ କରନ୍ତି, ତବେେ କିଏ ?
24 A terra está entregue nas mãos dos maus, e ele cobre com um véu os olhos de seus juízes; se não é ele, quem é pois {que faz isso}?
25 ମାରେ ଦିନ ସବୁ ଶୀଘ୍ର ଗଡ଼ି ଚାଲିଛି ଜଣେ ଦୌଡ଼ାଳି ଭଳି। ମାରେ ଦିନ ସବୁ ଗଡ଼ି ଚାଲିଛି। ମାେ ଜୀବନ ରେ କୌଣସି ସୁଖ ନାହିଁ।
25 Os dias de minha vida são mais rápidos do que um corcel, fogem sem ter visto a felicidade
26 ମାରେ ଦିନ ସବୁ ଗଡ଼ି ଯାଉଛି ବଗଶାେଳୀ ନଳତୃଣ ନିର୍ମିତ ଜାହାଜ ଭଳି ଓ ଶିକାର ଉପରେ ଝାମ୍ପ ଦବୋକୁ ଉଦ୍ଯତ ଉତ୍କ୍ରୋଶ ପକ୍ଷୀଭଳି।
26 passam como as barcas de junco, como a águia que se precipita sobre a presa
27 ମୁଁ ଯଦି କ ହେ, 'ମୁଁ ଅଭିଯୋଗ କରିବି ନାହିଁ, ମୁଁ ମାରେ ୟନ୍ତ୍ରଣା ଭୁଲି ୟିବି। ମାେ ମୁହଁ ରେ ହସ ଫୁଟାଇବି।'
27 Se decido esquecer minha queixa, abandonar meu ar triste e voltar a ser alegre,
28 ଏହା ପ୍ରକୃତ ରେ କିଛି ପରିବର୍ତ୍ତନ ଘଟାଏ ନାହିଁ, ସହେି ୟନ୍ତ୍ରଣା ଏବେ ବି ମାେତେ ଭୟଭୀତ କରେ।
28 temo por todos os meus tormentos, sabendo que não me absolverás.
29 ମୁଁ ଦୋଷୀ ସାବ୍ଯସ୍ତ ହାଇେସାରିଛି, ତେଣୁ କାହିଁ ବୃଥା ପରିଶ୍ରମ କରିବି। ତେଣୁ ମୁଁ କହୁଛି, 'ସବୁକିଛି ଭୁଲିୟାଅ।'
29 Tenho certeza de ser condenado: o que me adianta cansar-me em vão?
30 ଯଦି ମୁଁ ବରଫ ରେ ନିଜକୁ ଧୌତ କରେ। ମୁଁ ହାତଗୁଡ଼ିକୁ ସାବୁନ ରେ ଧୋଇ ସଫା କରେ।
30 Por mais que me lavasse na neve, que limpasse minhas mãos na lixívia,
31 ତଥାପି ପରମେଶ୍ବର ମାେତେ ଖସଡ଼ା ଗାତ ମଧ୍ଯକୁ ଠଲେି ଦବେେ। ତା'ପରେ ମାରେ ନିଜର ବସ୍ତୁ ମାେତେ ଘୃଣା କରିବ।
31 tu me atirarias na imundície, e as minhas próprias vestes teriam horror de mim.
32 ପରମେଶ୍ବର ମାେଭଳି ମନୁଷ୍ଯ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦବେି। ଆମ୍ଭର କବେେ ଗୋଟିଏ ନ୍ଯାଯାଳଯ ରେ ଏକତ୍ର ପରସ୍ପର ସାକ୍ଷାତ ହାଇପୋରିବ ନାହିଁ।
32 {Deus} não é um homem como eu a quem possa responder, com quem eu possa comparecer na justiça,
33 ମୁଁ ଚା ହେଁ କିଏ ମଧ୍ଯସ୍ଥ ହୁଅନ୍ତା, ୟିଏ ଦୁଇପକ୍ଷର କଥା ଶୁଣି ଏବଂ ଆମ୍ଭକୁ ଏକତ୍ର ଆଣନ୍ତା, କିନ୍ତୁ କହେି ନାହିଁ।
33 pois que não há entre nós árbitro que ponha sua mão sobre nós dois.
34 ମୁଁ ଚା ହେଁ କହେି ପରମେଶ୍ବରଙ୍କ ଦଣ୍ଡ ଦବୋର ବାଡ଼ିଟିକୁ ତାଙ୍କଠାରୁ ନଇେ ୟାଆନ୍ତା ? ତବେେ ପରମେଶ୍ବର ମାେତେ ଭୟଭୀତ କରନ୍ତେ ନାହିଁ।
34 Que {Deus} retire sua vara de cima de mim, para pôr um termo a seus medonhos terrores;
35 ତବେେ ମୁଁ କହନ୍ତି, ଯାହା ମୁଁ କହିବାକୁ ଚା ହେଁ ପରମେଶ୍ବରଙ୍କୁ ଭୟ ନ କରି। କିନ୍ତୁ ବର୍ତ୍ତମାନ ତାହା ମୁଁ କହିପାରିବି ନାହିଁ।
35 então lhe falarei sem medo; pois, estou só comigo mesmo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 9, comparar traduções ou montar um estudo — tudo direto pelo WhatsApp.