Jó 8
Oriya Bible (GL_ORIYA) vs VC
1 ବିଲ୍ଦଦ୍ ଶୂହୀଯକୁ ଉତ୍ତର ଦଇେ କହିଲା, ତୁମ୍ଭେ କେତକୋଳ ଏହିପରି କଥା କହିବ ?
1 Bildad de Chua tomou a palavra e disse:
2 ତୁମ୍ଭର କଥାସବୁ ପ୍ରବଳ ବାଯୁ ତୁଲ୍ଯ ଅଟେ।
2 Até quando dirás semelhantes coisas, e tuas palavras serão como um furacão?
3 ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?
3 Porventura Deus fará curvar o que é reto, e o Todo-poderoso subverterá a justiça?
4 ଯଦି ତୁମ୍ଭର ପୁତ୍ର କନ୍ଯାଗଣ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କରିଅଛନ୍ତି, ସେଥିପାଇଁ ସେ ସମାନଙ୍କେୁ ସମାନଙ୍କେର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।
4 Se teus filhos o ofenderam, ele os entregou às conseqüências de suas culpas.
5 କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ ଦେଖ ଏବଂ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପ୍ରାର୍ଥନା କର।
5 Se recorreres a Deus, e implorares ao Todo-poderoso,
6 ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ ଦୋଷ ତବେେ ସେ ନିଶ୍ଚିତ ଭାବରେ, ସେ ତୁମ୍ଭକୁ ସାହାୟ୍ଯ କରିବେ ଏବଂ ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
6 se fores puro e reto, ele atenderá a tua oração e restaurará a morada de tua justiça;
7 ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।
7 teu começo parecerá pouca coisa diante da grandeza do que se seguirá.
8 ପ୍ରାଚୀନ କାଳର ଲୋକମାନଙ୍କୁ ପଚାର ଓ ସମାନଙ୍କେ ପୂର୍ବପୁରୁଷମାନେ ସମାନଙ୍କେୁ ଯାହା ଶିକ୍ଷା ଦଇେଥିଲେ, ତାକୁ ମନୋୟୋଗ ଦଇେ ଶୁଣ।
8 Interroga as gerações passadas, e examina com cuidado a experiência dos antepassados;
9 ଯାହା ଦଖାଯାେଉଛି, ସତେ ଯମେିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ। ଆମ୍ଭେ କିଛି ଜାଣି ନାହୁଁ ପୃଥିବୀ ରେ ଆମ୍ଭର ଦିନ ଛାଯା ପରି।
9 - porque somos uns ignorantes das {coisas} de ontem, nossos dias sobre a terra passam como a sombra -:
10 ସହେି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦବେେ। ସମାନେେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦବେେ।
10 elas podem instruir-te, falar-te e de seu coração tirar este discurso:
11 ବିଲଦଦ୍ ଉତ୍ତର ଦଲୋ, ଶୁଖିଲା ଭୂମିରେ କ'ଣ ନଳବଣ ବଢ଼ିପା ରେ ? ଜଳବିନା କ'ଣ ସନ୍ତରା ବଢ଼ିପା ରେ।
11 Pode o papiro crescer fora do brejo, o junco germinar sem água?
12 ଯଦି ଜଳ ଶୁଖିୟାଏ, ସହେିସବୁ ବୃକ୍ଷ ମଧ୍ଯ ଶୁଖିୟିବ ଏପରିକି ଯେତବେେଳେ ସମାନେେ ବଢ଼ଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସମାନେେ ଶୁଖି ୟାଆନ୍ତି।
12 Verde ainda, sem ser cortado, ele seca antes que as outras ervas;
13 ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।
13 assim acabam todos os que esquecem Deus, assim perece a esperança do ímpio;
14 ସେ ଲୋକର ଆଉ ୟିବା ପାଇଁ କିଛି ନାହିଁ। ତା'ର ସୁରକ୍ଷା ବୁଢ଼ିଆଣୀର ଜାଲପରି।
14 sua confiança é como filandras, sua segurança, uma teia de aranha.
15 ସେ ଯଦି ତା' ଉପରେ ଆଉଜି ପଡ଼େ, ତାହା ଛିଣ୍ଡିୟିବ। ସେ ତାକୁ ଧରି ରଖିଲେ ଏହା ତାକୁ ଧରି ରଖି ପାରିବ ନାହିଁ।
15 Ele se apóia sobre uma casa que não se sustenta, atém-se a uma morada que não se mantém de pé.
16 ସହେି ବ୍ଯକ୍ତି ଏକ ଲତା ସଦୃଶ ୟିଏ ପ୍ରଚୁର ପାଣି ଓ ସୂର୍ୟ୍ଯ କିରଣ ରେ ବଢ଼େ। ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନ ରେ ବ୍ଯାପି ଥାଏ।
16 Cheio de vigor, ao sol, faz brotar suas hastes em seu jardim;
17 ଏହା ତା'ର ଚରେ ଦ୍ବାରା ଗଦାଏ ପଥରକୁ ଗୁଡ଼ାଇ ଦିଏ।
17 suas raízes se entrelaçam sobre a pedra, apóiam-se entre rochas;
18 ଯଦି ସହେି ଲତାକୁ ତା'ର ନିଜ ସ୍ଥାନରୁ ବିଚ୍ଯୁତ କରାୟାଏ ଏହା ମରିୟିବ ଏବଂ କହେି ଜାଣିପାରିବେ ନାହିଁ। ପୂର୍ବରୁ ଏପରି ଏକ ଲତା ଏଠା ରେ ଥିଲା।
18 mas se é arrancado de seu lugar, este o renega: nunca te vi.
19 କିନ୍ତୁ ସେ ଗଛ ଖୁସି ଥିଲା। ତାହା ଜାଗା ରେ ଅନ୍ୟ ଏକ ଲତା ମାଡ଼ିବ।
19 Eis onde termina seu destino, e outros germinarão do solo.
20 ପରମେଶ୍ବର ଅନ୍ଯାଯସବୁକୁ କବେେ ପ୍ରତ୍ଯାଖ୍ଯାନ କରନ୍ତି ନାହିଁ କି ଦୁଷ୍ଟ ଲୋକକୁ ସାହାୟ୍ଯ କରନ୍ତି ନାହିଁ।
20 Não; Deus não rejeita o homem íntegro, nem dá a mão aos malvados.
21 ପରମେଶ୍ବର ପୁଣି ତୁମ୍ଭ ମୁଖ ରେ ହସ ଫୁଟାଇବେ। ତୁମ୍ଭେ ଓଠ ରେ ଖୁସିର ଶବ୍ଦ ଭରି ଦବେେ।
21 Ele porá de novo o riso em tua boca, e em teus lábios, gritos de alegria;
22 ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ବଂସ ହବେ।
22 teus inimigos serão cobertos de vergonha, a tenda dos maus desaparecerá.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 8, comparar traduções ou montar um estudo — tudo direto pelo WhatsApp.