Jó 41
Oriya Bible (GL_ORIYA) vs VC
1 ଆୟୁବ ତୁମ୍ଭେ ବନଶୀ କଣ୍ଟା ରେ ଲିବିଯାଥନକୁ ଧରିପାରିବ କି ? ତୁମ୍ଭେ ତା'ର ଜିଭକୁ ରସି ରେ ବାନ୍ଧିପାରିବ କି ?
1 Poderás tu fisgar Leviatã com um anzol, e amarrar-lhe a língua com uma corda?
2 ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ?
2 Serás capaz de passar um junco em suas ventas, ou de furar-lhe a mandíbula com um gancho?
3 ଲିବିଯାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ ? ସେ ତୁମ୍ଭକୁ କୋମଳ ଶବ୍ଦ ରେ କଥା କହିବ କି ?
3 Ele te fará muitos rogos, e te dirigirá palavras ternas?
4 ଲିବିଯାଥନ ତୁମ୍ଭ୍ ସହିତ ଚୁକ୍ତି କରିବ କି ? ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି ?
4 Concluirá ele um pacto contigo, a fim de que faças dele sempre teu escravo?
5 ତୁମ୍ଭେ ଲିବିଯାଥନ ସହିତ ଖଳେିପାରିବ କି ? ତୁମ୍ଭେ ପକ୍ଷୀ ସହିତ ଖଳେିଲା ଭଳି ତା' ସହିତ ଖଳେି ପାରିବ କି ? ତୁମ୍ଭେ ତାକୁ ଏକ ରସି ରେ ବାନ୍ଧି ତୁମ୍ଭର ଦାସୀକୁ ତା' ସହିତ ଖଳୋଇ ପାରିବ କି ?
5 Brincarás com ele como com um pássaro, ou atá-lo-ás para divertir teus filhos?
6 କବୈର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି ? ସମାନେେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ଯବସାଯୀମାନଙ୍କୁ ବିକିବେ କି ?
6 Será ele vendido por uma sociedade de pescadores, e dividido entre os negociantes?
7 ତୁମ୍ଭେ ତା'ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି ?
7 Crivar-lhe-ás a pele de dardos, fincar-lhe-ás um arpão na cabeça?
8 ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିଯାଥନ ଉପରେ ହାତ ରଖ, ତୁମ୍ଭେ କବେେ ଆଉଥରେ କରିବ ନାହିଁ ! ଭାବ ସେ କି ପ୍ରକାର ୟୁଦ୍ଧ ହବେ।
8 Tenta pôr a mão nele, sempre te lembrarás disso, e não recomeçarás.
9 ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରିପାରିବ ? ଭୁଲି ୟାଅ ! କୌଣସି ଭରସା ନାହିଁ ! ତା' ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହବେ।
9 Tua esperança será lograda, bastaria seu aspecto para te arrasar.
10 କୌଣସି ମନୁଷ୍ଯ ଏତେ ସାହସୀ ନୁହେଁ ଯେ ତାକୁ ଉଠାଇବ ଓ ରଗାଇବ। ଏବଂ କେଉଁ ମନୁଷ୍ଯ ତା' ବିରୁଦ୍ଧ ରେ ଠିଆ ମଧ୍ଯ ହାଇପୋରିବ ନାହିଁ।
10 Ninguém é bastante ousado para provocá-lo; quem lhe resistiria face a face?
11 କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ, ସ୍ବର୍ଗ ରେ ଯାହାକିଛି ଅଛି, ସେ ସବୁ ମାରେ ଅଧୀନ ଅଟେ।
11 Quem pôde afrontá-lo e sair com vida, debaixo de toda a extensão do céu?
12 ମୁଁ ତୁମ୍ଭକୁ ଲିବିଯାଥନର ଗୋଡ଼, ତା'ର ବଳ ଓ ମନୋହର ଆକାର ବିଷଯ ରେ କିଛି କହିବି।
12 Não quero calar {a glória} de seus membros, direi seu vigor incomparável.
13 କୌଣସି ବ୍ଯକ୍ତି ତା'ର ଚର୍ମକୁ କଣା କରିପାରିବେ ନାହିଁ। ତା'ର ଚର୍ମ ୟୁଦ୍ଧସଜ୍ଜା ସ୍ବରୂପ।
13 Quem levantou a dianteira de sua couraça? Quem penetrou na dupla linha de sua dentadura?
14 କୌଣସି ବ୍ଯକ୍ତି ତା'ର ମାଢ଼ିକୁ ଖାଲିବୋକୁ ସକ୍ଷମ ହବେ ନାହିଁ। ତା'ର ଦାନ୍ତ ଲୋକଙ୍କୁ ଭୟଭୀତ କରେ।
14 Quem lhe abriu os dois batentes da goela, em que seus dentes fazem reinar o terror?
15 ତା'ର ପିଠି ଧାର ଧାର ଢ଼ାଲ ପରି, ଯାହାକି ଦୃଢ଼ ଭାବରେ ସଂୟୁକ୍ତ ହାଇେଥାଏ।
15 Sua costa é um aglomerado de escudos, cujas juntas são estreitamente ligadas;
16 ସଗେୁଡ଼ିକ ଏତେ ପାଖାପାଖି ଥାଏ ତା' ମଧିଅରେ ପବନ ମଧ୍ଯ ପଶିପା ରେ ନାହିଁ।
16 uma toca a outra, o ar não passa por entre elas;
17 ସଗେୁଡ଼ିକ ଗୋଟିଏ ଅନ୍ୟ ସହିତ ସଂୟୁକ୍ତ ଅଛି। ସେସବୁ ଏମିତି ଏକତ୍ର ଲାଗି ରହିଛି ଯେ ତାକୁ ଅଲଗା କରାୟାଇ ପାରିବ ନାହିଁ।
17 uma adere tão bem à outra, que são encaixadas sem se poderem desunir.
18 ଯେତବେେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହା ରେ, ତା'ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ।
18 Seu espirro faz jorrar a luz, seus olhos são como as pálpebras da aurora.
19 ତା'ର ମୁଖରୁ ଜ୍ବଳନ୍ତ ଅଗ୍ନିକଣାର ମଶାଲ ବିଦ୍ଯୁତ ପରିବାହକ ଦ୍ବାରା ଉତ୍ପନ୍ନ ଆଲୋକରେ ଝଲକ ନିଃସୃତ ହୁଏ।
19 De sua goela saem chamas, escapam centelhas ardentes.
20 ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।
20 De suas ventas sai uma fumaça, como de uma marmita que ferve entre chamas.
21 ତା'ର ନିଶ୍ବାସ ଅଙ୍ଗାରକୁ ଜଳାଇ ପା ରେ। ତା' ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।
21 Seu hálito queima como brasa, a chama jorra de sua goela.
22 ତା'ର ବକେ ବହୁତ ଶକ୍ତିଶାଳୀ। ଲୋକେ ତାକୁ ଦେଖିବା ମାତ୍ ରେ ତା' ନିକଟରୁ ଦୌଡ଼ି ପଳାଇ ୟାନ୍ତି।
22 Em seu pescoço reside a força, diante dele salta o espanto.
23 ତା'ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ, ଏହା ଲୁହାଭଳି ଶକ୍ତ।
23 As barbelas de sua carne são aderentes, esticadas sobre ele, inabaláveis.
24 ତା'ର ହୃତପିଣ୍ଡ ପଥର ସଦୃଶ। ଏହା ପଷେଣଶାଳାର ତଳ ପଥର ସଦୃଶ।
24 Duro como a pedra é seu coração, sólido como a mó fixa de um moinho.
25 ସେ ଯେତବେେଳେ ଉେଠ, ବଳବାନ ଲୋକମାନେ ମଧ୍ଯ ଭୟଭୀତ ହାଇୟୋନ୍ତି। ସେ ଯେତବେେଳେ ଲାଞ୍ଜ ବୁଲାଏ ସମାନେେ ଦୌଡ଼ି ପଳାନ୍ତି।
25 Quando se levanta, tremem as ondas, as vagas do mar se afastam.
26 ଖଣ୍ଡା, ବର୍ଚ୍ଛା, ଏବଂ ଶୂଳ ଲିବିଯାଥନକୁ ବାଜେ, କିନ୍ତୁ କବଳେ ସେସବୁ ଡ଼ଇେଁ ପଡ଼ି ଫରେି ଆ ସେ। ସହେି ଅସ୍ତ୍ର ତାହାକୁ ଟିକେ ବି ଆଘାତ କରେ ନାହିଁ।
26 Se uma espada o toca, ela não resiste, nem a lança, nem a azagaia, nem o dardo.
27 ସେ ଲୁହାକୁ କୁଟା ସଦୃଶ ଭାଙ୍ଗି ପକାଏ। ଏହା ତମ୍ବାକୁ ପଚାକାଠ ପରି ଭାଙ୍ଗି ପକାଏ।
27 O ferro para ele é palha; o bronze, pau podre.
28 ତୀର ତାହାକୁ ଦଉଡ଼ାଇ ପା ରେ ନାହିଁ। ପଥର ଡ଼ଇେଁ ପଡ଼ି କୁଟା ପରି ଫରେିଆ ସେ।
28 A flecha não o faz fugir, as pedras da funda são palhinhas para ele.
29 ଯେତବେେଳେ ଗୋଟିଏ କାଠଗଡ଼ ତାକୁ ଆଘାତ କରେ, ସେ ଅନୁଭବ କରେ ଯେପରି ଏକ କୁଟା ତା' ଦହେ ରେ ଲାଗିଲା। ସେ ଅଟ୍ଟହାସ୍ଯ କରେ ଯେତବେେଳେ ଲୋକ ତାକୁ ବର୍ଚ୍ଛା ଫିଙ୍ଗନ୍ତି।
29 O martelo lhe parece um fiapo de palha; ri-se do assobio da azagaia.
30 ତା'ର ତଳ ପଟରେ ଚମଡ଼ା ଶକ୍ତ ଭଙ୍ଗା ଖପରା ସଦୃଶ। ସେ କାଦୁଅ ରେ ଘୋଷାରି ହାଇେ ଗଲା ବେଳେ ବେଙ୍ଗଳା ରେ ବାଡ଼ଇବୋ ପରି ଚିହ୍ନ ଛାଡ଼ିୟାଏ।
30 Seu ventre é coberto de cacos de vidro pontudos, é uma grade de ferro que se estende sobre a lama.
31 ଲବେିଯାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି। ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡି ରେ ତଲେ ଫୁଟେ।
31 Faz ferver o abismo como uma panela, faz do mar um queimador de perfumes.
32 ଲବେିଯାଥନ ଯେତବେେଳେ ତହିଁରେ ତା' ପେଛ ପେଛ ପଥ ଛାଡ଼ିୟାଏ। ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା' ପଛ ଆଡ଼େ ଧଳାଫଣେ ଛାଡ଼ିୟାଏ।
32 Deixa atrás de si um sulco brilhante, como se o abismo tivesse cabelos brancos.
33 ପୃଥିବୀ ରେ ଲିବିଯାଥନ ପରି ଆଉ ଦ୍ବିତୀୟ ଜୀବ ନାହିଁ। ସେ ଏଭଳି ଏକ ପ୍ରାଣୀ, ଯାହାରକି କାହାରିକୁ ଭୟ ନାହିଁ।
33 Não há nada igual a ele na terra, pois foi feito para não ter medo de nada;
34 ଲବେିଯାଥନ ସବୁଠାରୁ ଗର୍ବୀ, ପଶୁକୁ ବି ନୀଚ୍ଚ ଭାବରେ ଦେଖେ। ସେସବୁ ବଣୁଆ ଜନ୍ତୁମାନଙ୍କ ଉପରେ ରାଜା ଅଟେ ଓ ମୁଁ ସହେି ଲବେିଯାଥନକୁ ସୃଷ୍ଟି କରିଛି।
34 afronta tudo o que é elevado, é o rei dos mais orgulhosos animais.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 41, comparar traduções ou montar um estudo — tudo direto pelo WhatsApp.