Jó 3

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।
1 — ausente —
2 ସେ କହିଲା,
2 — ausente —
3 “ମୁଁ ଗ୍ଭହୁଁଛି ଯେଉଁ ଦିନ ମୁଁ ଜନ୍ମଲାଭ କଲି, ସେଭଳି ଦିନ ସବୁଦିନ ପାଇଁ ଲୋପ ପାଇଯାଉ। ମୁଁ ଗ୍ଭହୁଁଛି ଯେଉଁ ରାତ୍ରିରେ ସେମାନେ କହିଲେ, ‘ଏହା ଏକ ବାଳକ!’ କେବେ ହୋଇ ନ ଥା’ନ୍ତା।
3 “Maldito o dia em que nasci! Maldita a noite em que disseram: ‘Já nasceu! É homem!’
4 ମୁଁ ଚା ହେଁ ସହେି ଦିନଟି ଅନ୍ଧାର ରହିଥାଆନ୍ତା ଏବଂ ମୁଁ ଚା ହେଁ ପରମେଶ୍ବର ସହେି ଦିନଟିକୁ ଭୁଲି ୟାଆନ୍ତୁ। ମୁଁ ଚା ହେଁ ଯେ ସଦେିନ ଦିପ୍ତୀ ପ୍ରକାଶିତ ହାଇେ ନ ଥାଆନ୍ତା।
4 Que aquele dia vire escuridão! Que Deus, lá do alto, não se importe com ele, e que nunca mais a luz o ilumine!
5 ମୁଁ ଚା ହେଁ ସହେି ଦିନଟି ମୃତ୍ଯୁ ଭଳି ଅନ୍ଧକାର ହାଇେ ରହନ୍ତା। ମୁଁ ଚା ହେଁ ବାଦଲ ତାକୁ ଲୁଚାଇ ଦିଅନ୍ତା। ମୁଁ ଚା ହେଁ ଯେଉଁଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସହେିଦିନର ଆଲୋକକୁ ଭୟଭୀତ କରାଇଦେଉ।
5 Que a escuridão e as trevas o dominem; que as nuvens o cubram e apaguem a luz do sol!
6 ସହେି ରାତ୍ରିଟିକୁ ଘନ ଅନ୍ଧକାର ଘାଡ଼ୋଇଦେଉ, ସହେି ରାତ୍ରିଟି କ୍ଯାଲେଣ୍ଡରରୁ ଲିଭିଯାଉ। ସହେି ରାତ୍ରିଟିକୁ କୌଣସି ମାସ ରେ ସ୍ଥାନ ଦିଆ ନ ଯାଉ।
6 Que aquela noite fique sempre escura e que desapareça do calendário!
7 ସହେି ରାତ୍ରି ରେ କୌଣସି ଉତ୍ପାଦନ ନ ହେଉ। ସହେି ରାତି ରେ କୌଣସି ଶୁଭ ଖବର ଶୁଣା ନ ଯାଉ।
7 Que seja solitária e triste aquela noite, e que nela não se escutem gritos de alegria!
8 କେତକେ ୟାଦୁକର ସବୁବେଳେ ଲିବିଯାଥନକୁ ଆବାହନ କରି ଜଗାନ୍ତି। ସହେିମାନେ ସହେି ଦିନକୁ ଅଭିଶାପ ଦିଅନ୍ତୁ। ଯେଉଁଦିନ ମୁଁ ଜନ୍ମିଲି।
8 Que seja amaldiçoada pelos feiticeiros, aqueles que têm poder sobre o monstro Leviatã !
9 ସହେିଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମଯ ହାଇେ ଅନ୍ଧକାର ରେ ଲୁଚି ଯାଉ। ରାତ୍ରିଟି ପ୍ରଭାତର ପ୍ରତୀକ୍ଷା ରେ ରହୁ ଏବଂ ସୂର୍ୟ୍ଯର ପ୍ରଥମ କିରଣ ନ ଦେଖୁ।
9 Que escureçam as estrelas da sua manhã; que ela espere a luz, e a luz não venha; e que a sua madrugada não chegue,
10 କାହିଁକି ? କାରଣ ସହେି ରାତ୍ରିଟି ମାରେ ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ। ସହେି ରାତ୍ରିଟି ମାେତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରିପାରିଲା ନାହିଁ।
10 pois ela deixou que minha mãe me desse à luz e não me poupou de todo este sofrimento!
11 ମୁଁ ଜନ୍ମ ସମୟରେ କାହିଁକ ନ ମଲି ? ମୁଁ କାହିଁକି ନ ମରି ବଞ୍ଚିଛି ?
11 “Por que não nasci morto? Por que não morri ao nascer?
12 କାହିଁକି ମାରେ ମା' ତାର ଆଣ୍ଠୁ ରେ ମାେତେ ବସାଇ ରଖିଲା ? ମାରେ ମା କାହିଁକି ମାେତେ ତା'ର ଛାତିରୁ ସ୍ତନ୍ଯପାନ କରାଇଲା ?
12 Por que a minha mãe me segurou no colo? Por que me deu o seio e me amamentou?
13 ମୁଁ ଯଦି ଜନ୍ମ ହେଲା ବେଳେ ମରିୟାଇଥାନ୍ତି, ବର୍ତ୍ତମାନ ଶାନ୍ତି ରେ ଥାନ୍ତି। ମୁଁ ଇଚ୍ଛାକରେ ମୁଁ ଶାଇେରହିଥାନ୍ତି ଏବଂ ବିଶ୍ରାମ ପାଇଥାନ୍ତି।
13 Se eu tivesse morrido naquele momento, agora estaria dormindo, descansando em paz.
14 ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତ ରେ ଏହି ପୃଥିବୀ ରେ ଥିଲେ ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ବଂସାବସ୍ଥା ରେ ଅଛନ୍ତି।
14 Estaria com reis e altas autoridades que reconstruíram palácios antigos
15 ମାେତେ ଯଦି ସହେି ଶାସକମାନଙ୍କ ସହିତ କବର ଦିଆୟାଇଥାନ୍ତା। ସମାନଙ୍କେର ଘରଗୁଡ଼ିକ ସୁନା ରୂପା ରେ ଭରିଥିଲା।
15 ou estaria com governadores que encheram as suas casas de ouro e de prata.
16 ମୁଁ ଯେତବେେଳେ ଶିଶୁ ବା ପିଲାଥିଲି କାହିଁକି ନ ମରି ଭୂମିରେ କବର ନ ନଲେି ? ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ ୟିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।
16 Se a minha mãe tivesse tido um aborto, às escondidas, eu não teria existido e seria como as crianças que nunca viram a luz do dia.
17 ଦୁଷ୍ଟଲୋକମାନେ କବର ମଧିଅରେ କାହାକୁ ଅସୁବିଧା ରେ ପକାନ୍ତି ନାହିଁ ଏବଂ ଲୋକେ କ୍ଲାନ୍ତ ହେଲେ କବର ରେ ବିଶ୍ରାମ ନିଅନ୍ତି।
17 Na sepultura acaba a agitação dos maus, e ali repousam os que estão cansados.
18 ଏପରିକି ବନ୍ଦୀମାନେ ମଧ୍ଯ କବର ରେ ଶାନ୍ତି ପାଆନ୍ତି କାରଣ ସଠାେରେ ଜଗୁଆଳିର ଶବ୍ଦ ଶୁଣାୟାଏ ନାହିଁ।
18 Ali os prisioneiros descansam juntos e já não ouvem mais os gritos do capataz.
19 ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ, ଏପରିକି କ୍ରୀତଦାସମାନେ ମଧ୍ଯ ସମାନଙ୍କେ ମୁନିବଙ୍କଠାରୁ କବର ରେ ମୁକ୍ତି ପାଆନ୍ତି।
19 Ali estão os importantes e os humildes, e os escravos ficam livres dos seus donos.
20 କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।
20 “Por que os infelizes continuam vendo a luz? Por que deixar que vivam os que têm o coração amargurado?
21 ସହେି ବ୍ଯକ୍ତି ମରିବାକୁ ଚାହୁଁଛି ଅଥଚ ମୃତ୍ଯୁ ତା' ନିକଟକୁ ଆସୁନାହିଁ। ସହେି ଲୋକଟି ଗୁପ୍ତଧନ ସନ୍ଧାନଠାରୁ ଅଧିକ ମୃତ୍ଯୁକୁ ଖାଜେି ବୁଲୁଛି।
21 Eles esperam a morte, e ela não vem, embora a desejem mais do que riquezas.
22 ସହେି ଲୋକମାନେ ସମାନଙ୍କେର କବର ପାଇ ଖୁସି ହବେେ, ସମାନେେ ତାଙ୍କର ସମାଧି ପାଇ ଉଲ୍ଲସିତ ହବେେ।
22 Eles ficam muito alegres e felizes quando por fim descem para a sepultura.
23 କିନ୍ତୁ ପରମେଶ୍ବର ସମାନଙ୍କେର ଭବିଷ୍ଯତକୁ ଗୋପନ ରଖନ୍ତି ଏବଂ ସହେିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।
23 Deus os faz caminhar às cegas e os cerca de todos os lados.
24 ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବ ରେ, ମୁଁ ଦୁଃଖ ରେ ବିଳାପ କଲି ଏବଂ ମାରେ ଲୋତକ ପାଣିପରି ବହିଗଲା।
24 “Em vez de comer, eu choro, e os meus gemidos se derramam como água.
25 କାରଣ ମୁଁ ଯେଉଁ ବିଷଯ ରେ ଭୟ କରୁଥିଲି ତାହା ହିଁ ମାେ ପ୍ରତି ଘଟିଲା ଏବଂ ଯେଉଁ ବିଷଯ ରେ ଅତି ଆଶଙ୍କା କରୁଥିଲି ତାହା ମାେ ନିକଟରେ ଉପସ୍ଥିତ ହେଲା।
25 Aquilo que eu temia foi o que aconteceu, e o que mais me dava medo me atingiu.
26 ମୁଁ ସ୍ଥିର କରିପାରୁ ନ ଥିଲି। ମୁଁ ନିରବ ରହୁ ନ ଥିଲି, ମାରେବିଶ୍ରାମ ନ ଥିଲା, ମୁଁ କବଳେ ବିବ୍ରତ ହେଉଥିଲି।
26 Não tenho paz, nem descanso, nem sossego; só tenho agitação.”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 3, comparar traduções ou montar um estudo — tudo direto pelo WhatsApp.