Jó 37

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ବିଜୁଳି ଓ ଘଡ଼ଘଡ଼ି ମାେତେ ଭୟଭୀତ କରେ। ଛାତି ଭିତରର ହୃତପିଣ୍ଡ ଭୟ ରେ କମ୍ପି ଉେଠ।
1 “Quando penso nisso, meu coração bate mais depressa e estremece dentro de mim.
2 ସମସ୍ତେ ଶୁଣ ! ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ଭଳି ଶୁଣାୟାଏ। ସହେି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ବରଙ୍କ ପାଟିରୁ ବାହା ରେ।
2 Ouça com atenção o estrondo da voz de Deus, que da boca dele troveja.
3 ପରମେଶ୍ବର ତାଙ୍କର ବିଜୁଳିକୁ ମାରନ୍ତି ଯାହା ସମଗ୍ର ଆକାଶକୁ କମ୍ପିତ କରେ। ଏହା ସମଗ୍ର ପୃଥିବୀକୁ ମଧ୍ଯ ଝଲସାଇ ଦିଏ।
3 Ressoa pelo céu, e seus relâmpagos brilham em todas as direções.
4 ତା'ପରେ ବିଜୁଳି ମାରିବା ପରେ ପରମେଶ୍ବରଙ୍କ ବଜ୍ର ଗମ୍ଭିର କଣ୍ଠସ୍ବର ଶୁଣାୟାଏ, ପରମେଶ୍ବର ତାଙ୍କର ଚମତ୍କାର ସ୍ବର ରେ ଘଡ଼ଘଡ଼ି କରନ୍ତି। ବିଜୁଳି ମାରିଲା ବେଳେ ପରମେଶ୍ବରଙ୍କ ସ୍ବର ଘଡ଼ଘଡ଼ି ମା ରେ।
4 Depois vem o rugido de trovões, a voz tremenda de sua majestade; quando ele fala, não a refreia.
5 ପରମେଶ୍ବରଙ୍କ ଘଡ଼ଘଡ଼ି କଣ୍ଠସ୍ବର ଅଦ୍ଭୁତ ଧରଣର ସେ ଅନକେ ମହାନ କାର୍ୟ୍ଯ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।
5 A voz de Deus é gloriosa no trovão; é impossível imaginar a grandeza de seu poder!
6 ପରମେଶ୍ବର ବରଫକୁ କହନ୍ତି : ପୃଥିବୀ ଉପରେ ପଡ଼ ଏବଂ ପରମେଶ୍ବର ବର୍ଷାକୁ କହନ୍ତି 'ପୃଥିବୀ ରେ ଢ଼ାଳି ହୁଅ।'
6 “Ele diz à neve: ‘Venha sobre a terra!’, e ordena à chuva: ‘Caia em torrentes!’.
7 ପରମେଶ୍ବର ତାହା କରନ୍ତି, ୟଦ୍ବାରା ସମସ୍ତ ଲୋକ ଜାଣିପାରିବେ ପରମେଶ୍ବର ତିଆରି କରିଛନ୍ତି ଏବଂ ସମସ୍ତେ ଜାଣିବେ ସେ କ'ଣ କରିପାରନ୍ତି। ଏହା ତାଙ୍କର ପ୍ରମାଣ ଅଟେ।
7 Todos param de trabalhar, a fim de observar seu poder.
8 ପଶୁମାନେ ସମାନଙ୍କେ ଆଶ୍ରଯସ୍ଥଳକୁ ଦୌଡ଼ି ପଳାନ୍ତି ଓ ସଠାେରେ ରୁହନ୍ତି।
8 Os animais selvagens buscam abrigo e ficam em suas tocas.
9 ଦକ୍ଷିଣ ଦିଗରୁ ବତାସ ମାଡ଼ି ଆ ସେ। ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆ ସେ।
9 A tempestade sai de seus aposentos, e ventos fortes trazem o frio.
10 ପରମେଶ୍ବରଙ୍କ ନିଶ୍ବାସ ରେ ବରଫ ସୃଷ୍ଟି ହୁଏ ଓ ସମୁଦ୍ର ଜମାଟ ବାନ୍ଧି ୟାଏ।
10 O sopro de Deus envia o gelo e congela grandes extensões de água.
11 ପରମେଶ୍ବର ବାଦଲକୁ ଜଳ ରେ ପୂର୍ଣ୍ଣ କରନ୍ତି ଓ ସହେି ମେଘ ରେ ବିଜୁଳି ସୃଷ୍ଟି କରିଛନ୍ତି।
11 Ele carrega de umidade as nuvens e espalha entre elas seus relâmpagos.
12 ପରମେଶ୍ବର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀ ରେ ଭ୍ରମଣ କରିବା ପାଇଁ। ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି।
12 As nuvens se agitam sob sua direção e cumprem suas ordens sobre toda a terra.
13 ଏହା ହୁଏତ ଲୋକଙ୍କୁ ଦଣ୍ଡ ଦବୋ ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ ଅବା ପ୍ ରମେ ଦଖାଇବୋ ପାଇଁ ସେ ଏହା କରନ୍ତି।
13 Deus faz tudo isso para castigar as pessoas, ou para mostrar seu amor.
14 ଆୟୁବ, ଗୋଟିଏ ମୁହୂର୍ତ୍ତ ପାଇଁ ବନ୍ଦକର, ଓ ଥରେ ଭାବିଲ ଯେଉଁ ଅଲୌକିକ କାର୍ୟ୍ଯସବୁ ପରମେଶ୍ବର କରନ୍ତି।
14 “Preste atenção, Jó! Pare e pense nos feitos maravilhosos de Deus!
15 ଆୟୁବ, ତୁମ୍ଭେ ଜାଣ କି ପରମେଶ୍ବର କିପରି ବାଦଲକୁ ନିଯନ୍ତ୍ରଣ କରନ୍ତି। ତୁମ୍ଭେ ଜାଣ କି ପରମେଶ୍ବର ତାଙ୍କର ବିଜୁଳି ଚମକାନ୍ତି ?
15 Você sabe como Deus controla a tempestade e faz os relâmpagos brilharem nas nuvens?
16 ତୁମ୍ଭେ ଜାଣ କି ମେଘ ଖଣ୍ଡସବୁ ଆକାଶ ରେ କିପରି ଓହଳି ରୁହନ୍ତି। ସହେି ଅଲୌକିକ କାର୍ୟ୍ଯର ମେଘ ତ କବଳେ ଗୋଟିଏ ଉଦାହରଣ ଓ ପରମେଶ୍ବର ମଧ୍ଯ ସେସବୁ ଜାଣନ୍ତି।
16 Você entende como ele move as nuvens com perfeição e conhecimento maravilhosos?
17 କିନ୍ତୁ ଆୟୁବ, ତୁମ୍ଭେ ଏସବୁ ଜାଣ ନାହିଁ। ତୁମ୍ଭେ କବଳେ ଏତିକି ଜାଣ ଯେ ଦକ୍ଷିଣ ଦିଗରୁ ଯେତବେେଳେ ପବନ ପ୍ରବାହିତ ହୁଏ, ତୁମ୍ଭର ପୋଷାକ ପତ୍ର ଗରମ ହାଇେ ୟାଏ। ଏବଂ ଦେଶ ନୀରବ ହାଇୟୋଏ।
17 Enquanto você fica sufocado de calor em sua roupa, e o vento sul perde a força e tudo se acalma,
18 ଆୟୁବ, ତୁମ୍ଭେ କ'ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ବରଙ୍କୁ ସାହାୟ୍ଯ କରିପାରିବ ଏବଂ ମାର୍ଜିତ ପିତଳ ପରି ଚକ୍ଚକ୍ କରିପାରିବ।
18 ele faz o céu refletir o calor como um espelho de bronze; acaso você pode fazer o mesmo?
19 ଆୟୁବ, ଆମ୍ଭକୁ ଟିକେ କୁହ ଆମ୍ଭେ ପରମେଶ୍ବରଙ୍କୁ କ'ଣ କହିବା। ଆମ୍ଭକୁ କ'ଣ କହିବାକୁ ହବେ, ଭାବିପାରୁ ନାହୁଁ। କାରଣ ଆମ୍ଭେ ଅଜ୍ଞାନ ଅନ୍ଧକାର ରେ ବୁଡ଼ି ରହିଛୁ।
19 “Ensina-nos, então, o que dizer a Deus; somos ignorantes demais para apresentar nossos argumentos.
20 ମୁଁ ପରମେଶ୍ବରଙ୍କୁ କହିବି ନାହିଁ ଯେ ମୁଁ ତାଙ୍କ ସହିତ କଥା ହବୋକୁ ଚା ହେଁ। ଏହା ଧ୍ବଂସକୁ ଡ଼ାକି ଆଣିବା ସହିତ ସମାନ ହବେ।
20 Deus deve ser avisado de que desejo falar? É possível falar quando se está confuso?
21 କହେି ସୂର୍ୟ୍ଯଙ୍କୁ ଚାହିଁ ପାରିବେ ନାହିଁ। ଏହାର ଉଜ୍ଜଳ କିରଣ ଆକାଶ ରେ ଝଲମଲ କରେ, ଯେତବେେଳେ ବାଦଲ ସବୁ ବାଯୁଦ୍ବାରା ଅପସରି ୟାଏ।
21 Não podemos olhar para o sol, pois ele brilha intensamente no céu, quando o vento dispersa as nuvens.
22 ପରମେଶ୍ବର ମଧ୍ଯ ଠିକ୍ ସହେିପରି, ତାଙ୍କର ସୁବର୍ଣ୍ଣମଯ ମହିମା ପବିତ୍ର ପର୍ବତ ମଧ୍ଯରୁ ଚିକ୍ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗ ରେ ଉଜ୍ଜ୍ବଳ କିରଣ ବିଚ୍ଛୁରିତ ହାଇେଥାଏ।
22 Da mesma forma, dourado esplendor vem do monte de Deus; ele está vestido de tremenda majestade.
23 ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।
23 O Todo-poderoso está além de nossa compreensão; apesar de seu grande poder, a ninguém oprime em sua justiça e retidão.
24 ସେଥିପାଇଁ ଲୋକେ ତାଙ୍କୁ ସମ୍ମାନ କରନ୍ତି। କିନ୍ତୁ ସେ ଗର୍ବୀ ତଥା ଯେଉଁମାନେ ନିଜକୁ ଜ୍ଞାନୀ ଭାବନ୍ତି ତାଙ୍କୁ ସମ୍ମାନ କରନ୍ତି ନାହିଁ।
24 Por isso em toda parte as pessoas o temem; todos os sábios lhe mostram devoção”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 37, comparar traduções ou montar um estudo — tudo direto pelo WhatsApp.