Jó 36

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଇଲୀହୁ ତା'ର କଥା ଜାରି ରଖି କହିଲା। ସେ କହିଲା
1 Depois Eliú prosseguiu nestes termos:
2 ମାେ ସହିତ ଟିକେ ସାମାନ୍ଯ ଅଧିକ ସମୟ ର୍ଧୈୟ୍ଯ ଧର। ଯାହା ଫଳ ରେ ମୁଁ ମାରୟେୁକ୍ତି ତୁମ୍ଭକୁ ଦଇପୋରିବି। ତଥାପି ପରମେଶ୍ବରଙ୍କ ତରଫରୁ ମାେତେ ବହୁତ କିଛି କହିବାର ଅଛି।
2 Espera um pouco e te instruirei, tenho ainda palavras em defesa de Deus;
3 ମାରେ ଜ୍ଞାନ ମୁଁ ସମସ୍ତଙ୍କ ମଧିଅରେ ବାଣ୍ଟି ଦବେି। ପରମେଶ୍ବର ମାେତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦବେି ଯେ ପରମେଶ୍ବର ନ୍ଯାଯନିଷ୍ଠ।
3 irei buscar longe a minha ciência, e justificarei meu Criador.
4 ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷଯ ରେ କଥାବାର୍ତ୍ତା କରୁଛି।
4 Minhas palavras não são certamente mentirosas, estás tratando com um homem de ciência sólida.
5 ପରମେଶ୍ବର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ପରମେଶ୍ବର ଅତ୍ଯନ୍ତ ଶକ୍ତିଶାଳୀ, ସେ ମଧ୍ଯ ଅତି ଜ୍ଞାନୀ।
5 Deus é poderoso, mas não é arrogante, é poderoso por sua ciência:
6 ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ବର ଅନୁମତି ନବେେ ନାହିଁ। ପରମେଶ୍ବର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ଯାଯଶୀଳ।
6 não deixa viver o mau, faz justiça aos aflitos,
7 ପରମେଶ୍ବର ସତ୍ ଲୋକମାନଙ୍କୁ ଦଖାଚୋହାଁ କବେେ ବନ୍ଦ କରନ୍ତି ନାହିଁ। ସେ ସମାନଙ୍କେୁ ରାଜାମାନଙ୍କ ପରି ଚିରଦିନ ସିଂହାସନ ରେ ବସାନ୍ତି ଏବଂ ସେ ସମାନଙ୍କେର ଉତ୍ଥାନ କରନ୍ତି।
7 não afasta os olhos dos justos; e os faz assentar com os reis no trono, numa glória eterna.
8 ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି, ସମାନେେ ରସି ଓ ଜଞ୍ଜିର ରେ ବନ୍ଧା ହୁଅନ୍ତି।
8 Se vierem a cair presos, ou se forem atados com os laços da infelicidade,
9 ଏବଂ ପରମେଶ୍ବର ସମାନଙ୍କେୁ କହିବେ କ'ଣ ସମାନେେ ଭୁଲ କରିଛନ୍ତି। ପରମେଶ୍ବର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ବର ତାଙ୍କୁ କହିବେ ସମାନେେ ଗର୍ବୀ।
9 ele lhes faz reconhecer as suas obras, e as faltas que cometeram por orgulho;
10 ପରମେଶ୍ବର ତାଙ୍କ ଚତାବେନୀ ଶୁଣିବାକୁ ସମାନଙ୍କେୁ ବାଧ୍ଯ କରିବେ। ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦଶେ ଦବେେ।
10 e abre-lhes os ouvidos para corrigi-los, e diz-lhes que renunciem à iniqüidade.
11 ଯଦି ସହେି ଲୋକମାନେ ପରମେଶ୍ବରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା' ହେଲେ ପରମେଶ୍ବର ତାଙ୍କୁ ସଫଳ କରାଇବେ ଏବଂ ସମାନେେ ସୁଖ ଶାନ୍ତି ରେ ଜୀବନ କଟାଇବେ।
11 Se escutam e obedecem, terminam seus dias na felicidade, e seus anos na delícia;
12 ଯଦି ସହେି ଲୋକମାନେ ପରମେଶ୍ବରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା' ହେଲେ ସମାନେେ ଧ୍ବଂସ ହବେେ। ସମାନେେ ମୂର୍ଖଙ୍କ ଭଳି ମରିବେ।
12 se não, morrem de um golpe, expiram por falta de sabedoria.
13 ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।
13 Os corações ímpios são entregues à cólera; não clamam a Deus quando ele os aprisiona,
14 ସହେି ଲୋକମାନେ ମରିବେ, ଯେତବେେଳେ ସମାନେେ ଅଦ୍ଯପି ୟୁବା, ମନ୍ଦିରର ପୁରୁଷ ବେଶ୍ଯାପରି।
14 morrem em plena mocidade, a vida deles passa como a dos efeminados.
15 କିନ୍ତୁ ପରମେଶ୍ବର ଦୁଃଖୀ ଲୋକମାନଙ୍କୁ ସମାନଙ୍କେର ଦୁଃଖରୁ ଉଦ୍ଧାର କରନ୍ତି। ପରମେଶ୍ବର ଏହି ଦୁଃଖ ମାଧ୍ଯମ ରେ ଲୋକମାନଙ୍କୁ ସଚତନେ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।
15 Mas Deus salvará o pobre pela sua miséria, e o instrui pelo sofrimento.
16 ପରମେଶ୍ବର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଚାହାନ୍ତି ଏବଂ ତା' ବଦଳ ରେ ଏକ କଷ୍ଟବିହୀନ ଜୀବନ ଦବୋ ପାଇଁ ଚାହାଁନ୍ତି। ପରମେଶ୍ବର ଚାହାଁନ୍ତି ତୁମ୍ଭ ଟବେୁଲ ରେ ପ୍ରଚୁର ଖାଦ୍ୟ ରହୁ।
16 A ti também retirará das fauces da angústia, numa larga liberdade, e no repouso de uma mesa bem guarnecida.
17 କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଚାର ରେ ଦୋଷୀ ସାବ୍ଯସ୍ତ ହେଲ। ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ଯକ୍ତି ଭଳି ଶାସ୍ତି ପାଇଲ।
17 E tu te comportas como um malvado, com o risco de incorrer em sentença e penalidade.
18 ତୁମ୍ଭର କୋରଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳ ରେ ତୁମ୍ଭେ ପରମେଶ୍ବରଙ୍କୁ ପରିହାସ କରିବ। ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନଇେ ନଯାଉ।
18 Toma cuidado para que a cólera não te inflija um castigo, e que o tamanho do resgate não te perca.
19 ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାୟ୍ଯ କରିପା ରେ ନାହିଁ କି ଶକ୍ତିଶାଳୀ ଲୋକ ମଧ୍ଯ ତୁମ୍ଭକୁ ସାହାୟ୍ଯ କରିପା ରେ ନାହିଁ।
19 Levará ele em conta teu grito na aflição, e todos os esforços do vigor?
20 ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତି ରେ ମିଳାଇ ୟିବାକୁ ଚେଷ୍ଟା କରନ୍ତି। ସମାନେେ ଭାବନ୍ତି ସମାନେେ ପରମେଶ୍ବରଙ୍କଠାରୁ ଲୁଚିକି ରହିପାରିବେ।
20 Não suspires pela noite, para que os povos voltem para seus lugares.
21 ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି। ତଥାପି ମନ୍ଦ ବିଷଯ ପସନ୍ଦ କର ନାହିଁ। ସାବଧାନ, ଭୁଲ୍ କାମ କର ନାହିଁ।
21 Guarda-te de declinar para a iniqüidade, e de preferir a injustiça ao sofrimento.
22 ଦେଖ, ପରମେଶ୍ବରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ବର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
22 Vê, Deus é sublime em seu poder. Que senhor lhe é comparável?
23 କହେି ଜଣେ ବ୍ଯକ୍ତି ପରମେଶ୍ବରଙ୍କୁ କ'ଣ କାର୍ୟ୍ଯ କରିବେ କହିପାରିବ ନାହିଁ। କହେି ତାଙ୍କୁ କହିପାରିବ ନାହିଁ, ' ହେ ପରମେଶ୍ବର, ତୁମ୍ଭେ ଭୁଲ୍ କରିଛ।'
23 Quem lhe fixou seu caminho? Quem pode dizer-lhe: Fizeste mal?
24 ମନରେଖ, ପରମେଶ୍ବରଙ୍କ କାର୍ୟ୍ଯ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରି ଅନକେ ଗୀତ ଲେଖିଛନ୍ତି।
24 Antes pensa em glorificar sua obra, que os humanos celebram em seus cantos.
25 ପ୍ରେତ୍ୟକକ ଲୋକ ପରମେଶ୍ବର କ'ଣ କରିଛନ୍ତି ଦେଖିପାରିବ। ଦୂର ଦେଶର ଲୋକମାନେ ସହେିସବୁ କଥା ଦେଖିପାରିବେ।
25 Todos os homens a contemplam; o mortal a considera de longe.
26 ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।
26 Deus é grande demais para que o possamos conhecer; o número de seus anos é incalculável.
27 ପରମେଶ୍ବର ଭୂମରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷା ରେ ପରିଣତ କରନ୍ତି।
27 Atrai as gotinhas de água para transformá-las em chuva no nevoeiro,
28 ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା' ଫଳ ରେ ବର୍ଷାଜଳ ଅନକେ ଲୋକଙ୍କ ଉପରେ ପଡ଼େ।
28 as nuvens as espalham, e as destilam sobre a multidão dos homens.
29 କହେି ବୁଝିପାରିବେ ନାହିଁ ଯେ, ପରମେଶ୍ବର ମେଘକୁ ବାହା ରେ ବିସ୍ତାର କରନ୍ତି କି ଆକାଶ ରେ ଘଡ଼ଘଡ଼ି କିପରି ମା ରେ।
29 Quem pode compreender como se estendem as nuvens, e o estrépito de sua tenda?
30 ଦେଖ, ପରମେଶ୍ବର କମେିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ଯ ଆଚ୍ଛାଦିତ କରି ଦିଅନ୍ତି।
30 Espalha em volta dele a sua luz, e cobre os cimos das montanhas.
31 ପରମେଶ୍ବର ସମାନଙ୍କେୁ ବ୍ଯବହାର କରନ୍ତି ଦେଶମାନଙ୍କୁ ନିଯନ୍ତ୍ରଣ କରିବା ପାଇଁ ଓ ପ୍ରଚୁର ଖାଦ୍ୟ ସମାନଙ୍କେୁ ଦବୋପାଇଁ।
31 É por esse meio que nutre os povos, e fornece-lhes abundância de alimentos.
32 ପରମେଶ୍ବର ନିଜ ହାତ ରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଚାହୁଁଥିବା ଜାଗାମାନଙ୍କୁ ମାରନ୍ତି।
32 Nas suas mãos estende o raio, fixa-lhe o alvo a atingir;
33 ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି। ଏପରିକି ପଶୁପଲ ମଧ୍ଯ ଆଗାମୀ ଝଡ଼ ବତାସ ଆସିବା ଜାଣିପାରନ୍ତି।
33 seu estrondo o anuncia, o rebanho também anuncia aquele que se aproxima.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 36, comparar traduções ou montar um estudo — tudo direto pelo WhatsApp.