Jó 35
Oriya Bible (GL_ORIYA) vs NAA
1 ଇଲୀହୁ କଥା କହି ଚାଲିଲା : ସେ କହିଲା,
1 Eliú disse ainda:
2 ଆୟୁବ, 'ତୁମ୍ଭେ କ'ଣ ଭାବୁଛ ଯେ ଏହା କହିବା ନ୍ଯାୟ୍ଯ,' ମୁଁ ଠିକ୍ ମାରେ ମକଦ୍ଦମା ରେ ପରମେଶ୍ବରଙ୍କ ବିରୁଦ୍ଧ ରେ।
2 “Você acha que é justo dizer: ‘A minha justiça é maior do que a de Deus’?
3 ଏବଂ ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ ପଚାର, 'ଯଦି ଜଣେ ତାଙ୍କୁ ଖୁସି କରିବାକୁ ଚେଷ୍ଟା କରେ, ସେ କ'ଣ ଲାଭ ପାଇବ। ମୁଁ ଯଦି ପାପ ନ କରେ, ତା' ହେଲେ ମାରେ କି ଉପକାର ସାଧିତ ହବେ।'
3 Porque você diz: ‘De que me serviria ela? Que proveito tenho, se eu não pecar?’
4 ଆୟୁବ ମୁଁ ତୁମ୍ଭେ ଓ ତୁମ୍ଭର ସହିତ ଥିବା ବନ୍ଧୁମାନଙ୍କୁ ଉତ୍ତର ଦବୋକୁ ଚା ହେଁ।
4 Eu darei a resposta a você e aos seus amigos também.
5 ଆୟୁବ, ଆକାଶକୁ ଦେଖ। ମେଘମାଳାକୁ ଲକ୍ଷ୍ଯ କର, ସେ ସବୁ ତୁମ୍ଭଠାରୁ ବହୁ ଉର୍ଦ୍ଧ୍ବ ରେ ଅବସ୍ଥିତ।
5 Olhe para o céu e veja; contemple as altas nuvens acima de você.”
6 ଆୟୁବ, ତୁମ୍ଭେ ଯଦି ପାପ କର, ତାହା ପରମେଶ୍ବରଙ୍କୁ ଆଘାତ କରେ ନାହିଁ। ଯଦି ତୁମ୍ଭେ ଅନକେ ପାପର ଅଧିକାରୀ ହୁଅ, ତବେେ ସେଥି ରେ ପରମେଶ୍ବରଙ୍କର କିଛି ହୁଏ ନାହିଁ।
6 “Se você peca, que mal causa a Deus? Se as suas transgressões se multiplicam, que prejuízo isso poderia trazer a ele?
7 ଏବଂ ଆୟୁବ ତୁମ୍ଭେ ଯଦି ବହୁତ ଭଲ ଏହା ପରମେଶ୍ବରଙ୍କୁ ସାହାୟ୍ଯ କରେ ନାହିଁ। ପରମେଶ୍ବର ତୁମ୍ଭଠାରୁ କିଛି ପାଆନ୍ତି ନାହିଁ।
7 Se você é justo, o que está dando a ele ou o que ele recebe da sua mão?
8 ଆୟୁବ ତୁମ୍ଭେ କରୁଥିବା ଭଲ ଓ ମନ୍ଦ କାର୍ୟ୍ଯସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ। ସେ ସବୁ ପରମେଶ୍ବରଙ୍କ ସାହାୟ୍ଯ ବା କ୍ଷତି କରେ ନାହିଁ।
8 A sua impiedade só pode fazer mal ao homem; e a sua justiça só pode dar proveito ao filho do homem.”
9 ଦୁଷ୍ଟ ଲୋକମାନେ ଯେତବେେଳେ ଆଘାତ ପାଆନ୍ତି, ସମାନେେ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ସମାନେେ ଶକ୍ତିମାନ ଲୋକଙ୍କ ପାଖକୁ ୟାଆନ୍ତି ଓ ସମାନଙ୍କେର ସାହାୟ୍ଯ ପ୍ରାର୍ଥନା କରନ୍ତି।
9 “Por causa das muitas opressões, as pessoas clamam; clamam por socorro contra o braço dos poderosos.
10 କିନ୍ତୁ ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି ନାହିଁ। ସମାନେେ କହିବେ ନାହିଁ, 'କେଉଁଠି ସହେି ପରମେଶ୍ବର ଅଛନ୍ତି, ୟିଏ ମାେତେ ତିଆରି କରିଛନ୍ତି। ଲୋକମାନେ ଯେତବେେଳେ ନିରାଶ ହୁଅନ୍ତି, ପରମେଶ୍ବର ସେତବେେଳେ ତାଙ୍କୁ ସାହାୟ୍ଯ କରନ୍ତି। ତେଣୁ ସେ କାହାଁନ୍ତି।
10 Mas ninguém diz: ‘Onde está Deus, que me fez, que inspira canções de louvor durante a noite,
11 ପରମେଶ୍ବର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି, ସେ କାହାଁନ୍ତି ?'
11 que nos ensina mais do que aos animais da terra e nos faz mais sábios do que as aves dos céus?’
12 କିମ୍ବା ଯଦି ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି, ତବେେ ପରମେଶ୍ବର ସମାନଙ୍କେୁ ଉତ୍ତର ଦବେେ ନାହିଁ। କାହିଁକି ? କାରଣ ସହେି ଲୋକମାନେ ଅତ୍ଯଧିକ ଗର୍ବୀ। ସମାନେେ ତଥାପି ଭାବନ୍ତି ସମାନଙ୍କେ ଗୁରୁତ୍ବ ଅତ୍ଯଧିକ।
12 Clamam, porém ele não responde, por causa da arrogância dos maus.
13 ଏହା ସତ୍ଯ, ସମାନଙ୍କେର ମୂଲ୍ଯହୀନ ମାଗୁଣୀକୁ ପରମେଶ୍ବର ଶୁଣିବେ ନାହିଁ। ସର୍ବଶକ୍ତିମାନ ପରମେଶ୍ବର ସମାନଙ୍କେ ପ୍ରତି ମନୋୟୋଗ କରିବେ ନାହିଁ।
13 Só gritos vazios Deus não ouvirá; o Todo-Poderoso não lhes dará atenção.”
14 ଏପରି କମ୍ ଭାବରେ ତୁମ୍ଭେ ଯେତବେେଳେ କୁହ ତୁମ୍ଭେ ତାଙ୍କୁ ପାଇପାରିବ ନାହିଁ, ସେ ତୁମ୍ଭ କଥା ଶୁଣିବେ ନାହିଁ। ତୁମ୍ଭର ମାମଲା ତାଙ୍କଠା ରେ ପଡ଼ିଛି ଏବଂ ତୁମ୍ଭେ ନିଶ୍ଚିତ ତାଙ୍କ ପାଇଁ ଅପେକ୍ଷା କରିବ।
14 “Jó, ainda que você diga que não o vê, a sua causa está diante dele; por isso, espere em Deus.
15 ଆୟୁବ ଭାବେ ପରମେଶ୍ବର ମନ୍ଦ ଲୋକଙ୍କୁ ଶାସ୍ତି ଦିଅନ୍ତି ନାହିଁ। ସେ ଚିନ୍ତା କରେ ପରମେଶ୍ବର ପାପପ୍ରତି ମନୋୟୋଗ କରନ୍ତି ନାହିଁ।
15 Mas agora, porque Deus na sua ira não está punindo, nem fazendo muito caso das transgressões,
16 ତେଣୁ ଆୟୁବ, ତାହାର ମୂଲ୍ଯହୀନ କଥା ଜାରି ରେଖ। ଏହା ଅତି ସହଜ ରେ ଜଣାୟାଏ ଯେ, ଆୟୁବ ଜାଣେ ନାହିଁ ସେ କ'ଣ କହୁଛି।
16 você abre a sua boca com palavras vazias, amontoando frases sem sabedoria.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 35, comparar traduções ou montar um estudo — tudo direto pelo WhatsApp.