Jó 34

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ତା'ପରେ ଇଲୀହୁ ତା'ର କଥାକୁ ଜାରିରଖି କହିଲା,
1 Então Eliú disse:
2 ହେ ଜ୍ଞାନୀମାନେ ମାେ କଥା ମନଦଇେ ଶୁଣ, ଯାହା ମୁଁ କହିବାକୁ ଚାହୁଁଛି। ହେ ବୁଦ୍ଧିମାନ ମାେ କଥାକୁ ଧ୍ଯାନ ଦଇେ ଶୁଣ।
2 “Ouçam-me, vocês que são sábios; prestem atenção, vocês que têm conhecimento.
3 କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ବା ଖାଦ୍ୟର ସ୍ବାଦ ବାରିବା ପରି।
3 Jó disse: ‘O ouvido prova as palavras que ouve, assim como a língua distingue os sabores’.
4 ତେଣୁ ଆସ ଏହିସବୁ ୟୁକ୍ତିକୁ ପରୀକ୍ଷା କରିବା ଏବଂ ସ୍ଥିର କରିବା କେଉଁଟା ଠିକ୍ ଆମ୍ଭମାନଙ୍କ ମଧିଅରେ। ଆମ୍ଭେ ସମସ୍ତେ ମିଶି ଶିଖିବା ଭଲ କାହାକୁ କହନ୍ତି।
4 Portanto, vamos discernir para nós mesmos o que é certo; vamos descobrir juntos o que é bom.
5 ଆୟୁବ କ ହେ, 'ମୁଁ ଆୟୁବ, ମୁଁ ନିରପରାଧୀ ଅଟେ। ଏବଂ ପରମେଶ୍ବର ମାେ' ପ୍ରତି ଉଚିତ୍ ନ୍ଯାଯ କରି ନାହାଁନ୍ତି।
5 Pois Jó também disse: ‘Sou inocente, mas Deus tirou de mim meus direitos.
6 ମୁଁ ନିରପରାଧୀ ହେଲବେି କିନ୍ତୁ ବିଚାର ମାେ ବିରୁଦ୍ଧ ରେ ୟିବାରୁ ମୁଁ ମିଥ୍ଯାବାଦୀ ରେ ଗଣିତ ହାଇେଅଛି। ମୁଁ ନିରପରାଧୀ ହେଲବେି କିନ୍ତୁ ମୁଁ ବହୁତ କଷ୍ଟ ସହିଅଛି।'
6 Sou inocente, mas eles me chamam de mentiroso; minha dor é incurável, embora eu não tenha pecado’.
7 ଆୟୁବ ଭଳି ଆଉ କହେି ବ୍ଯକ୍ତି ଅଛନ୍ତି କି ? ଆୟୁବ ଖାତିର କରେ ନାହିଁ, ଯଦି ତୁମ୍ଭେ ତାକୁ ଅପମାନିତ କର।
7 “Digam-me, alguma vez houve um homem como Jó, com sua sede por palavras irreverentes?
8 ଆୟୁବ ଦୁଷ୍ଟ ଲୋକଙ୍କ ସହିତ ବନ୍ଧୁତା କରିଛି। ଆୟୁବ ଦୁଷ୍ଟ ଲୋକଙ୍କ ସହିତ ରହିବାକୁ ଭଲପାଏ।
8 Escolhe como companheiros os que praticam o mal e anda com homens perversos.
9 ମୁଁ ଏହା କାହିଁକି କହିଲି। କାରଣ ଆୟୁବ କହୁଛି, 'ଜଣେ ଯଦି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।'
9 Chegou até a dizer: ‘Por que desperdiçar meu tempo tentando agradar a Deus?’.
10 ତୁମ୍ଭମାନେେ ବୁଝାମଣା ସମ୍ପନ୍ନ ମଣିଷ ମାେ କଥା ଶୁଣ। କୌଣସି ମନ୍ଦ କାର୍ୟ୍ଯ କରିବା ଅର୍ଥାତ୍ ପରମେଶ୍ବରଙ୍କ ଦ୍ବାରା ଅସମ୍ଭବ! ସର୍ବଶକ୍ତିମାନ ପରମେଶ୍ବର କୌଣସି ଭୁଲ କରନ୍ତି ନାହିଁ।
10 “Ouçam-me, vocês que têm entendimento: Deus não peca de forma alguma! O Todo-poderoso não pratica o mal!
11 ପରମେଶ୍ବର ଜଣେ ବ୍ଯକ୍ତିକୁ ସେ ଯାହା କରିଥାଏ ତାକୁ ତାହା ଦିଅନ୍ତି। ସେ ଲୋକଙ୍କୁ ଯାହା ପ୍ରାପ୍ଯ ତାହା ଦିଅନ୍ତି।
11 Ele retribui a cada um de acordo com seus atos; trata as pessoas como merecem.
12 ଏହାହିଁ ସତ୍ଯ ଅଟେ। ପରମେଶ୍ବର କୁକର୍ମ କରନ୍ତି ନାହିଁ। ସର୍ବଶକ୍ତିମାନ ପରମେଶ୍ବର ନ୍ଯାଯ ଭ୍ରଷ୍ଟ କରନ୍ତି ନାହିଁ।
12 Na verdade, Deus não fará o mal; o Todo-poderoso não cometerá injustiça.
13 ପରମେଶ୍ବରଙ୍କୁ ପୃଥିବୀର ଦାଯିତ୍ବ ରେ ରହିବା ପାଇଁ କହେି ମନୋନୀତ କରି ନାହାନ୍ତି। କହେି ତାଙ୍କୁ ସମଗ୍ର ପୃଥିବୀର ଦାଯିତ୍ବ ଦଇେ ନାହିଁ।
13 Quem entregou a terra aos cuidados de Deus? Quem o fez responsável por todo o mundo?
14 ଯଦି ପରମେଶ୍ବର ସ୍ଥିର କରନ୍ତି ଲୋକମାନଙ୍କ ଜୀବନ ଶରୀରରୁ ତାଙ୍କର ଆତ୍ମା ଓ ନିଶ୍ବାସ ପ୍ରଶ୍ବାସକୁ କାଢ଼ି ନବେେ।
14 Se Deus retirasse seu espírito e removesse seu sopro,
15 ତବେେ ପୃଥିବୀର ସମସ୍ତ ଲୋକେ ମୃତ୍ଯୁବରଣ କରିବେ। ସବୁ ଲୋକ ପୁଣି ଧୂଳି ରେ ପରିଣତ ହବେେ।
15 toda a vida cessaria, e a humanidade voltaria ao pó.
16 ଯଦି ତୁମ୍ଭେ ଜ୍ଞାନୀ ମନୁଷ୍ଯ, ତା' ହେଲେ ମାେ କଥା ମନଦଇେ ଶୁଣ।
16 “Portanto, se você é sábio, ouça-me; preste atenção ao que digo.
17 ଯେଉଁ ବ୍ଯକ୍ତି ସଚ୍ଚୋଟ ହବୋକୁ ଘୃଣା କରେ, ସେ କବେେ ଶାସକ ହାଇେ ପାରିବ ନାହିଁ। ଆୟୁବ, ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ ଓ ନ୍ଯାଯପରାଯଣ ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବ।
17 Acaso Deus poderia governar se odiasse a justiça? Você pretende condenar o Juiz todo-poderoso?
18 କହେି ଜଣେ ରାଜାକୁ କ ହେ କି, 'ତୁମ୍ଭେ ଗୋଟିଏ ଅପଦାର୍ଥ ?' କିମ୍ବା କିଏ ନେତାମାନଙ୍କୁ କ ହେ, 'ତୁମ୍ଭମାନେେ ଦୁଷ୍ଟ ଅଟ।'
18 Ele diz aos reis: ‘Vocês são perversos’, e aos nobres: ‘Vocês são injustos’.
19 ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।
19 Para Deus, não importa a posição da pessoa; ele não dá mais atenção aos ricos que aos pobres, pois todos foram criados por ele.
20 ଲୋକେ ହଠାତ୍ ମଧ୍ଯ ରାତ୍ରି ରେ ହୁଏତ ମରି ୟାଇପାରନ୍ତି। ଲୋକେ ହୁଏତ ବମାରେ ହାଇେ ମୃତ୍ଯୁମୁଖ ରେ ପଡ଼ିପାରନ୍ତି। ଏପରିକି କ୍ଷମତାଶାଳୀ ଲୋକ ବି କୌଣସି ସ୍ପଷ୍ଟ କାରଣ ନ ଥାଇ ମରିପାରନ୍ତି।
20 Morrem de repente, falecem no meio da noite; os poderosos são removidos sem a ajuda de mãos humanas.
21 ପରମେଶ୍ବର ଲୋକମାନଙ୍କର କାର୍ୟ୍ଯ ପଳାପକୁ ଲକ୍ଷ୍ଯ କରନ୍ତି। ପରମେଶ୍ବର ମଣିଷର ପ୍ରେତ୍ୟକକ ପାଦ ଗତିକୁ ଜାଣନ୍ତି।
21 “Pois Deus observa como as pessoas vivem; ele vê tudo que fazem.
22 ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ବରଙ୍କଠାରୁ ଲୁଚାଇପା ରେ।
22 Não há escuridão densa o bastante onde os perversos possam se esconder de seus olhos.
23 ପରମେଶ୍ବର ଲୋକଙ୍କୁ ଆଉ ଟିକିଏ ପରୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିଅନ୍ତି ନାହିଁ। ପରମେଶ୍ବର ତାଙ୍କ ସମ୍ମୁଖକୁ ଲୋକଙ୍କୁ ଆଣି ବିଚାର କରିବାକୁ ଦରକାର ମନେ କରନ୍ତି ନାହିଁ।
23 Não são as pessoas que decidem o momento em que comparecerão diante de Deus para ser julgadas.
24 ଯଦି କ୍ଷମତାଶାଳୀ ଲୋକେ ମନ୍ଦକାର୍ୟ୍ଯ କରନ୍ତି, ପରମେଶ୍ବର ସମାନଙ୍କେୁ ପ୍ରଶ୍ନ କରନ୍ତି ନାହିଁ। ସେ ସମାନଙ୍କେୁ କବଳେ ଧ୍ବଂସ କରିଦିଅନ୍ତି। ତାଙ୍କ ସ୍ଥାନ ରେ ଅନ୍ୟ ଲୋକଙ୍କୁ ନେତା କରିବାକୁ ସେ ପସନ୍ଦ କରନ୍ତି।
24 Ele destrói os poderosos sem consultar ninguém e põe outros em seu lugar.
25 ତେଣୁ ପରମେଶ୍ବର ଜାଣନ୍ତି ଲୋକେ କ'ଣ କରନ୍ତି। ସେଥିପାଇଁ ପରମେଶ୍ବର ଦୁଷ୍ଟ ଲୋକମାନଙ୍କୁ ରାତିକ ଭିତ ରେ ପରାଜିତ କରିବେ ଓ ସମାନେେ ଧ୍ବଂସ ହବେେ।
25 Ele sabe o que fazem e à noite os derruba e os destrói.
26 ପରମେଶ୍ବର ଦୁଷ୍ଟ ଲୋକଙ୍କୁ ଦଣ୍ଡ ଦବେେ। କାରଣ ସମାନେେ ମନ୍ଦକାର୍ୟ୍ଯ କରନ୍ତି। ପରମେଶ୍ବର ସହେି ଲୋକମାନଙ୍କୁ ଶାସ୍ତି ଦବେେ, ଯେଉଁଠା ରେ କି ଅନ୍ୟ ଲୋକମାନେ ଏହା ଘଟୁଛି ବୋଲି ଦେଖି ପାରିବେ।
26 Ele os fere porque são perversos e os castiga em público, para que todos vejam.
27 କାହିଁକି ? କାରଣ ଦୁଷ୍ଟ ଲୋକେ ପରମେଶ୍ବରଙ୍କୁ ମାନନ୍ତି ନାହିଁ। ସହେି ମନ୍ଦ ଲୋକଗୁଡ଼ାକ ପରମେଶ୍ବର ଯାହା ଚାହାନ୍ତି ତାହା କରିବାକୁ ଇଚ୍ଛା କରନ୍ତି ନାହିଁ।
27 Pois deixaram de segui-lo e não têm respeito algum por seus caminhos.
28 ସହେି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି। ଫଳ ରେ ସହେି ଗରିବମାନେ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ଏବଂ ପରମେଶ୍ବର ମଧ୍ଯ ସମାନଙ୍କେ ଡ଼ାକକୁ ଶୁଣନ୍ତି।
28 Fazem os pobres clamar e chamar a atenção de Deus, e ele ouve os gritos dos aflitos.
29 କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।
29 Mas, se ele permanecer calado, quem o criticará? Quando ele esconde seu rosto, ninguém pode encontrá-lo, nem indivíduo nem nação.
30 ଯଦି ଜଣେ ଶାସକ ଲୋକଙ୍କ ପାପର କାରଣ ହୁଅନ୍ତି, ତା' ହେଲେ ପରମେଶ୍ବର ସହେି ବ୍ଯକ୍ତିକୁ ଶାସନ ଗାଦିରୁ ହଟାଇ ଦିଅନ୍ତି।
30 Ele impede que os ímpios governem, para que não sejam uma cilada para o povo.
31 ଏହା ଘଟିବ ଯଦି ସେ ପରମେଶ୍ବରଙ୍କୁ ପ୍ରାର୍ଥନା କରି କ ହେ, ମୁଁ ଦୋଷୀ ଅଟେ। ମୁଁ ଆଉ ପାପ କରିବି ନାହିଁ।
31 “Por que ninguém diz a Deus: ‘Pequei, mas não voltarei a pecar’?
32 ହେ ପରମେଶ୍ବର, ଯଦିଓ ମୁଁ ତୁମ୍ଭକୁ ଦେଖିପାରୁ ନାହିଁ, ଜୀବନ ରେ କେଉଁଟା ଠିକ୍ ବାଟ ମାେତେ ତୁମ୍ଭେ ଶିକ୍ଷା ଦିଅ। ଯଦି ମୁଁ କିଛି ଭୁଲ କରିଛି, ମୁଁ ଆଉ ସପରେି ପୁଣି ଥରେ କରିବି ନାହିଁ।'
32 Ou: ‘Não sei qual foi meu erro; mostra-me se fiz o mal, e deixarei de fazê-lo de imediato’?
33 ଆୟୁବ, ତୁମ୍ଭେ ଚାହୁଁଛ ପରମେଶ୍ବର ତୁମ୍ଭକୁ ପୁରସ୍କୃତ କରନ୍ତୁ। କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ। ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମାରେ ନୁହେଁ। ତୁମ୍ଭେ କୁହ ମାେତେ ତୁମ୍ଭେ କ'ଣ ଭାବୁଛ।
33 “Acaso Deus deve adaptar a justiça dele a suas exigências? Você o rejeitou! A escolha é sua, não minha; compartilhe sua sabedoria conosco.
34 ଜଣେ ଜ୍ଞାନୀ ବ୍ଯକ୍ତି ମାେ କଥା ଶୁଣିବ। ଜଣେ ଜ୍ଞାନୀ ବ୍ଯକ୍ତି କହିବ,
34 Afinal, pessoas inteligentes me dirão, e os sábios que me ouvem falarão:
35 'ଆୟୁବ ଜଣେ କିଛି ନ ଜାଣିଥିବା ଲୋକ ପରି କଥା କୁ ହେ। ଆୟୁବ ଯେଉଁ କଥା କୁ ହେ ସେଥିର କିଛି ଅର୍ଥ ହୁଏ ନାହିଁ।'
35 ‘Jó fala por ignorância; suas palavras não fazem sentido’.
36 ମୁଁ ଭାବୁଛି ଆୟୁବକୁ ଅଧିକ ଦଣ୍ଡ ଦିଆୟିବା ଦରକାର। କାହିଁକି ? କାରଣ ଆୟୁବ ଆମ୍ଭକୁ ଯାହା ଉତ୍ତର ଦଲୋ, ଯମେିତି ଜଣେ ଦୁଷ୍ଟ ବ୍ଯକ୍ତି ଉତ୍ତର ଦବେ।
36 Jó, você merece o castigo mais severo pelo modo perverso como falou.
37 ଆୟୁବର ବିଦ୍ରୋହ ତା'ର ଅନ୍ୟ ପାପ ସହିତ ୟାଗ କରେ। ଆୟୁବ ଆମ୍ଭ ସମ୍ମୁଖ ରେ ବ ସେ ଏବଂ ଆମ୍ଭକୁ ଅପମାନିତ କରେ ଏବଂ ପରମେଶ୍ବରଙ୍କ ବିଷଯ ରେ ଅତ୍ଯଧିକ କୁ ହେ।
37 Pois, ao seu pecado, acrescentou a rebeldia; não mostra respeito e não para de falar contra Deus”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 34, comparar traduções ou montar um estudo — tudo direto pelo WhatsApp.