Jó 33
Oriya Bible (GL_ORIYA) vs NVT
1 ଆୟୁବ ବର୍ତ୍ତମାନ ମାରେକଥା ଶୁଣ। ଯେଉଁ ବିଷଯ ମୁଁ କହୁଛି, ତାହା ସାବଧାନ ହାଇେ ଶୁଣ।
1 “Jó, ouça minhas palavras, preste atenção ao que vou dizer.
2 ମୁଁ କହିବା ପାଇଁ ପ୍ରସ୍ତୁତ।
2 Chegou minha vez de falar; as palavras estão na ponta da língua.
3 ମାରେ ହୃଦଯ ନିର୍ମଳ। ସେଥିପାଇଁ ମୁଁ ସତ୍ ବାକ୍ଯ ହିଁ କହିବି। ମୁଁ ଜାଣିଥିବା ବିଷଯ ରେ ସତ୍ଯହିଁ କବଳେ କହିବି।
3 Falo com toda a sinceridade, digo a pura verdade.
4 ପରମେଶ୍ବରଙ୍କ ଆତ୍ମା ମାେତେ ତିଆରି କରିଛି। ସର୍ବଶକ୍ତିମାନଙ୍କର ନିଶ୍ବାସ ମାେତେ ଜୀବନ ଦଇେଛି।
4 O Espírito de Deus me criou, o sopro do Todo-poderoso me dá vida.
5 ଆୟୁବ ମାେ କଥା ଶୁଣ, ଯଦି ତୁମ୍ଭେ ପାର ମାେତେ ଉତ୍ତର ଦିଅ। ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳ ରେ ତୁମ୍ଭେ ମାେ ସହିତ ୟୁକ୍ତି କରିପାରିବ।
5 Responda-me, se puder; apresente seus argumentos e defina sua posição.
6 ପରମେଶ୍ବରଙ୍କ ସମ୍ମୁଖ ରେ ତୁମ୍ଭେ ଏବଂ ମୁଁ ସମାନ। ଆମ୍ଭକୁ ତିଆରି କରିବା ପାଇଁ ପରମେଶ୍ବର ମାଟି ହିଁ ବ୍ଯବହାର କରିଛନ୍ତି।
6 Você e eu somos iguais diante de Deus; eu também fui formado do barro.
7 ଆୟୁବ ମାେତେ ଭୟ କର ନାହିଁ। ମୁଁ ତୁମ୍ଭ ପ୍ରତି କଠାେର ହବେି ନାହିଁ।
7 Portanto, não tenha medo de mim; não serei severo demais com você.
8 କିନ୍ତୁ ଆୟୁବ, ତୁମ୍ଭେ ଯାହା କହିଲ ମୁଁ ଶୁଣିଲି।
8 “Você falou em minha presença, e ouvi bem suas palavras.
9 ତୁମ୍ଭେ କହିଲ, 'ମୁଁ ପବିତ୍ର, ମୁଁ ନିରୀହ, ମୁଁ କିଛି ଭୁଲ କରିନାହିଁ, ମୁଁ ଦୋଷୀ ନୁହେଁ।
9 Você disse: ‘Sou puro e não tenho pecado; sou inocente e não tenho culpa.
10 ମୁଁ କିଛି ଭୁଲ କରିନାହିଁ ଅଥଚ ପରମେଶ୍ବର ମାେ ବିପକ୍ଷ ରେ। ପରମେଶ୍ବର ମାେତେ ଶତ୍ରୁଭଳି ବ୍ଯବହାର କରନ୍ତି।
10 Deus procura motivos para se opor a mim e me considera seu inimigo.
11 ପରମେଶ୍ବର ମାରେ ପାଦ ଦୁଇଟିକୁ ଶୃଙ୍ଖଳାବଦ୍ଧ କରନ୍ତି। ମୁଁ ଯାହା କରେ ପରମେଶ୍ବର ତାହା ଲକ୍ଷ୍ଯ କରନ୍ତି।'
11 Prende meus pés no tronco e vigia todos os meus movimentos’.
12 କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ। ପରମେଶ୍ବର ଯେ କୌଣସି ମଣିଷ ଅପେକ୍ଷା ବଡ଼।
12 “Mas você está enganado, e eu lhe mostrarei o motivo, pois Deus é maior que qualquer ser humano.
13 ତୁମ୍ଭେ ପରମେଶ୍ବରଙ୍କ ସହିତ କାହିଁକି ୟୁକ୍ତି କରୁଛ। ସେ ଯାହା କରୁଛନ୍ତି ସେ ସବୁର ହିସାବ ଦିଅନ୍ତି ନାହିଁ, ଏହି କାରଣରୁ କି ? ତୁମ୍ଭେ ଭାବୁଛ ପରମେଶ୍ବର ସବୁକଥା ତୁମ୍ଭକୁ ବୁଝାଇ କହିବେ।
13 Sendo assim, por que você o acusa? Por que diz que ele não responde às queixas humanas?
14 କିନ୍ତୁ ହୁଏତ ପରମେଶ୍ବର ଏପରି ଭାବରେ କହନ୍ତି ଯେ ମନୁଷ୍ଯମାନେ ବୁଝିପାରନ୍ତି ନାହିଁ।
14 Pois Deus fala repetidamente, embora as pessoas não prestem atenção.
15 ପରମେଶ୍ବର ହୁଏତ ଲୋକଙ୍କୁ ସ୍ବପ୍ନ ରେ କହନ୍ତି କିମ୍ବା ରାତି ରେ ଦର୍ଶନ ଦଇେ କହନ୍ତି ଯେତବେେଳେ ସମାନେେ ଗଭୀର ନିଦ୍ରା ୟାଇଥାନ୍ତି।
15 Fala em sonhos, em visões durante a noite, quando o sono profundo cai sobre todos, enquanto dormem em suas camas.
16 ତା'ପରେ ସେ ମନୁଷ୍ଯମାନଙ୍କର କାନ ଖାଲିେ ଦିଅନ୍ତି ଏବଂ ସମାନଙ୍କେୁ ଭୟଭୀତ କରାନ୍ତି ସମାନେେ ଯାହା ଶୁଣନ୍ତି।
16 Sussurra em seus ouvidos e aterroriza-os com advertências.
17 ପରମେଶ୍ବର ଲୋକଙ୍କୁ ମନ୍ଦ କାର୍ୟ୍ଯରୁ ନିବୃତ କରାଇବାକୁ ଚତାବେନୀ ଶୁଣାନ୍ତି ଏବଂ ଲୋକମାନଙ୍କୁ ଗର୍ବ କରିବାରୁ ବନ୍ଦ କରନ୍ତି।
17 Faz que deixem de praticar o mal e livra-os do orgulho.
18 ପରମେଶ୍ବର ଲୋକମାନଙ୍କୁ ଚତାବେନୀ ଦିଅନ୍ତି ଯାହା ଫଳ ରେ ସେ ତା'ର ପ୍ରାଣକୁ ମୃତ୍ଯୁ ଗର୍ତ୍ତରୁ ରକ୍ଷା କରନ୍ତି। ପରମେଶ୍ବର ଏହା କରନ୍ତି ଖଡ୍ଗ ମୁଖରୁ ଆମ୍ଭକୁ ରକ୍ଷା କରିବା ପାଇଁ।
18 Preserva-os do túmulo e de serem atravessados pela espada.
19 କିମ୍ବା ଜଣେ ବ୍ଯକ୍ତି ବିଛଣା ରେ ମଧ୍ଯ ପରମେଶ୍ବରଙ୍କ ବାଣୀ ଶୁଣିପା ରେ ଓ ପରମେଶ୍ବରଙ୍କ ପ୍ରଦତ୍ତ ଦଣ୍ଡ ଓ ୟନ୍ତ୍ରଣା ସହ୍ଯ କରେ। ପରମେଶ୍ବର ବ୍ଯଥାଦ୍ବାରା ସହେି ବ୍ଯକ୍ତିକୁ ଚତାବେନୀ ଦିଅନ୍ତି। ସହେି ବ୍ଯକ୍ତି ଏତେ ୟନ୍ତ୍ରଣା ପାଏ ସତେ ଯମେିତି ତା'ର ସବୁହାଡ଼ କଷ୍ଟ ପାଏ।
19 “Deus os disciplina no leito de enfermidade, com dores constantes nos ossos.
20 ସେ ଏତେ ୟନ୍ତ୍ରଣା ଅନୁଭବ କରେ ଯେ ସେ ଖାଇପା ରେ ନାହିଁ। ସେ ଏପରିକି ସୁସ୍ବାଦୁ ଖାଦ୍ୟକୁ ମଧ୍ଯ ଘୃଣା କରେ।
20 Eles perdem a vontade de comer; nem mesmo o alimento mais delicioso lhes apetece.
21 ତା'ର ଶରୀର ଦୁର୍ବଳ ହାଇୟୋଏ। ସେ କ୍ରମେ କ୍ଷୀଣ ହାଇୟୋଏ। ତା'ର ହାଡ଼ସବୁ ପଦାକୁ ଦଖାୟୋଏ।
21 Sua carne definha a olhos nus, e seus ossos ficam à vista.
22 ସହେି ଲୋକ ମୃତ୍ଯୁର ଦ୍ବାର ଦେଶ ରେ ପହଞ୍ଚି ୟାଏ। ତା'ର ଜୀବନ ମୃତ୍ଯୁର ନିକଟ ହାଇେ ଆ ସେ।
22 Estão cada vez mais perto do túmulo; os mensageiros da morte os esperam.
23 ପରମେଶ୍ବରଙ୍କର ହଜାରେ ଦୂତ ଅଛନ୍ତି। ସହେି ଦୂତମାନଙ୍କ ମଧ୍ଯରୁ ଜଣେ ହୁଏତ ସହେି ବ୍ଯକ୍ତି ପ୍ରତି ଦୃଷ୍ଟି ରଖିଥାଏ। ସହେି ଦୂତ ହୁଏତ ସହେି ଲୋକ କରିଥିବା ଭଲ କାର୍ୟ୍ଯଗୁଡ଼ିକୁ ସେ କହିପା ରେ।
23 “Mas, se um dos milhares de anjos do céu aparecer, para interceder por alguém e declará-lo justo,
24 ହୁଏତ ସହେି ଦୂତ ସହେି ଲୋକକୁ କୃପା କରିବେ ଏବଂ ତା' ତରଫରୁ ପରମେଶ୍ବରଙ୍କୁ କହି ପାରନ୍ତି, ' ସହେି ଲୋକ କବରକୁ ୟିବା ପାଇଁ ରକ୍ଷା ପାଉ' ମୁଁ କ୍ଷତି ପୂରଣ ପାଇଅଛି।
24 Deus terá compaixão e dirá: ‘Livre-o do túmulo, pois encontrei resgate por sua vida’.
25 ସହେି ଲୋକର ଶରୀର ପୁଣି ସତଜେ ହବେ ଓ ସେ ପୁଣି ସୁସ୍ଥ ସବଳ ହାଇଯେିବ। ସେ ଯଭେଳି ୟୁବକ ଥିଲା ପୁଣି ସହେିଭଳି ହାଇଯେିବ।
25 Então seu corpo se tornará saudável como o de um menino; será forte e jovem outra vez.
26 ସହେି ଲୋକ ପରମେଶ୍ବରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ବର ମଧ୍ଯ ତା' ପ୍ରତି ପ୍ରସନ୍ନ ହବେେ। ତା'ପରେ ସେ ପରମେଶ୍ବରଙ୍କର ମୁଖ ଦେଖିବ ଓ ଆନନ୍ଦ ରେ ଚିତ୍କାର କରି ଉଠିବ, ଯେତବେେଳେ ସେ ମନୁଷ୍ଯଙ୍କୁ ତା'ର ଯଥାର୍ଥ ଅବସ୍ଥା ଫରୋଇ ଦବେେ।
26 Quando ele orar a Deus, será aceito. Deus o receberá com alegria e o restituirá à condição de justo.
27 ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।
27 Ele declarará a seus amigos: ‘Pequei e perverti o que é correto, mas não valeu a pena.
28 ପରମେଶ୍ବର ମାରେ ଆତ୍ମାକୁ ରକ୍ଷା କରିଛନ୍ତି। ମୃତ୍ଯୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରିପାରିବି।'
28 Deus me livrou do túmulo; agora minha vida contempla a luz’.
29 ପରମେଶ୍ବର ଏକଥା ବାରମ୍ବାର ସହେି ଲୋକ ପାଇଁ କରନ୍ତି।
29 “Sim, Deus faz essas coisas acontecerem repetidas vezes com as pessoas.
30 କାହିଁକି ? ସହେି ଲୋକକୁ ଚତାବେନୀ ଦଇେ ତା'ର ଆତ୍ମାକୁ ମୁକ୍ତି ଦଇେ ତାକୁ ମରଣରୁ ରକ୍ଷା କରନ୍ତି। ଫଳ ରେ ସେ ଲୋକ ତା'ର ଜୀବନ ଆନନ୍ଦ ରେ ବିତାଇବ।
30 Ele as livra da sepultura, para que desfrutem a luz da vida.
31 ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।
31 Preste atenção, Jó; fique quieto e ouça-me, pois tenho mais coisas para falar.
32 କିନ୍ତୁ ଆୟୁବ ତୁମ୍ଭେ ଯଦି ମାେ କଥା ରେ ଏକମତ ନ ହେଉଛ ତା' ହେଲେ ତୁମ୍ଭେ କହିୟାଅ। ତୁମ୍ଭର ୟୁକ୍ତି ମାେତେ କୁହ ଯାହା ଫଳ ରେ ମୁଁ ତାକୁ ସଂ ଶାଧେନ କରି ଦବେି।
32 Mas, se você tem algo a dizer, responda; fale, pois quero que seja absolvido.
33 କିନ୍ତୁ ଆୟୁବ ଯଦି ତୁମ୍ଭର କିଛି କହିବାର ନାହିଁ ମାେ କଥା ଶୁଣ। ନୀରବ ହୁଅ, ମୁଁ ଜ୍ଞାନ ଶିଖାଇବି।
33 Se não tem nada a dizer, fique quieto e ouça-me, e eu lhe ensinarei a sabedoria”.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 33, comparar traduções ou montar um estudo — tudo direto pelo WhatsApp.