Jó 32
Oriya Bible (GL_ORIYA) vs NVT
1 ଏହାପରେ ଆୟୁବର ତିନି ବନ୍ଧୁ ଉତ୍ତର ଦବୋକୁ କ୍ଷାନ୍ତ ହେଲେ। କାରଣ ସମାନେେ ଦେଖିଲେ, ଆୟୁବ ନିଜ ଆଖି ରେ ଧାର୍ମିକ ଅଟେ।
1 Os três amigos de Jó pararam de lhe responder, pois ele insistia em dizer que era inocente.
2 କିନ୍ତୁ ସଠାେରେ ଜଣେ ୟୁବକ ଇଲୀହୁ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀଯ ନାମକ ଜଣେ ବ୍ଯକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାହିଁକି ? କାରଣ ଆୟୁବ ନିଜେ ଠିକ୍ ବୋଲି ଘାଷେଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ବର ଭୁଲ୍।
2 Então Eliú, filho de Baraquel, o buzita, da família de Rão, ficou irado. Indignou-se porque Jó se achava mais justo que Deus.
3 ଇଲୀହୁ ମଧ୍ଯ ଆୟୁବର ତିନି ବନ୍ଧୁ ଉପରେ ରାଗି ଥିଲା। କାହିଁକି ? କାରଣ ଆୟୁବର ତିନିବନ୍ଧୁ ଆୟୁବର ୟୁକ୍ତିର ଉତ୍ତର ଦଇପୋରିଲେ ନାହିଁ। କିନ୍ତୁ ତଥାପି ସମାନେେ ଆୟୁବକୁ ଦୋଷ ଦେଲେ।
3 Também indignou-se com os três amigos de Jó, pois não conseguiram responder a seus argumentos, a fim de demonstrar que Jó estava errado.
4 ଇଲୀହୁ ସଠାେରେ ସବୁଠାରୁ ସାନ ଥିଲା। ସେ ମଧ୍ଯ ସବୁ କଥା ଶୁଣିସାରିବା ପର୍ୟ୍ଯନ୍ତ ଅପେକ୍ଷା କରିଥିଲା। ତା'ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ।
4 Eliú havia esperado os outros falarem, pois eram mais velhos que ele.
5 କିନ୍ତୁ ତା'ପରେ ଇଲୀହୁ ଦେଖିଲା ଆୟୁବର ତିନୋଟି ସାଙ୍ଗଙ୍କର ଅଧିକ କିଛି କହିବାର ନାହିଁ। ତେଣୁ ସେ ରାଗିଗଲା।
5 Mas, quando viu que não tinham mais nada a dizer, expressou sua indignação.
6 ତା'ପରେ ଇଲୀହୁ କହିବାକୁ ଆରମ୍ଭ କଲା। ସେ କହିଲା,
6 Assim, Eliú, filho de Baraquel, o buzita, disse: “Eu sou jovem, e vocês são idosos; por isso me contive e não dei minha opinião.
7 ମୁଁ ନିଜେ ଚିନ୍ତା କରୁଥିଲି, 'ବଯସ୍କ ଲୋକମାନେ ପ୍ରଥମେ କହିବା ଉଚିତ। ସମାନେେ ଅନକେ ଦିନ ହେଲା ବଞ୍ଚିଛନ୍ତି। ସମାନେେ ଅନକେ କଥା ଶିଖିଛନ୍ତି।'
7 Pensei: ‘Os mais velhos devem falar, pois a sabedoria vem com o tempo’.
8 କିନ୍ତୁ ମଣିଷ ଭିତ ରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ବାସ ଯାହା ସମାନଙ୍କେୁ ସମସ୍ତ ବୁଝାମଣା ଦଇେଥାଏ।
8 Contudo, há um espírito dentro de cada um, o sopro do Todo-poderoso, que lhe dá entendimento.
9 ବଯସ୍କ ଲୋକମାନେ କବଳେ ଜ୍ଞାନୀ ନୁହଁନ୍ତି, ଏହା ନୁହେଁ ଯେ କବଳେ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।
9 Nem sempre os de mais idade são sábios; às vezes, os velhos não entendem o que é justo.
10 ତେଣୁ ଦୟାକରି ମାେ କଥା ଶୁଣନ୍ତୁ। ଏବଂ ମୁଁ କ'ଣ ଭାବୁଛି ତାହା କହିବି।
10 Portanto, ouçam-me, e eu lhes direi o que penso.
11 ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ର୍ଧୈୟ୍ଯର ସହ ଶୁଣିଲି। ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।
11 “Esperei todo esse tempo, ouvindo seus argumentos atentamente, observando enquanto procuravam palavras.
12 ଆପଣ ଯେଉଁ ଜିନିଷ କହିଲେ ତାହା ସାବଧାନ ହାଇେ ଶୁଣିଲି। ଆପଣମାନଙ୍କ ମଧ୍ଯରୁ ଜଣେ କହେି ଆୟୁବଙ୍କୁ ଭୁଲ୍ ବୋଲି ପ୍ରମାଣ କରିପାରିଲା ନାହିଁ, କିମ୍ବା ତାଙ୍କର ୟୁକ୍ତିର ଉତ୍ତର ଦଇପୋରିଲ ନାହିଁ।
12 Dei-lhes toda a atenção, mas nenhum de vocês provou que Jó está errado, nem respondeu a seus argumentos.
13 ଆପଣ ତିନିଜଣ କହିପାରିବେ ନାହିଁ ଯେ ଆପଣମାନେ ଜ୍ଞାନ ଲାଭ କରି ଅଛନ୍ତି। ଆୟୁବର ୟୁକ୍ତିର ଉତ୍ତର ପରମେଶ୍ବର ନିଶ୍ଚଯ ଦବୋ ଉଚିତ୍, ଲୋକମାନେ ନୁହଁନ୍ତି।
13 Não venham me dizer: ‘Ele é sábio demais para nós; só Deus pode convencê-lo’.
14 ଆୟୁବ ତାଙ୍କ ୟୁକ୍ତି ମାେ ଆଗ ରେ ଉପସ୍ଥାପିତ କରି ନାହାନ୍ତି। ଆପଣ ତିନିଜଣ ବ୍ଯବହାର କରିଥିବା ୟୁକ୍ତିକୁ ମୁଁ ବ୍ଯବହାର କରିବି ନାହିଁ।
14 Se Jó tivesse discutido comigo, eu não teria respondido como vocês.
15 ଆୟୁବ, ଏହି ଲୋକମାନେ ୟୁକ୍ତି ରେ ହାରିଗଲେ। ସମାନଙ୍କେର ଅଧିକ କିଛି କହିବାର ନାହିଁ। ସମାନଙ୍କେର କୌଣସି ଅତିରିକ୍ତ ଉତ୍ତର ମଧ୍ଯ ନାହିଁ।
15 Estão aí perplexos, sem resposta, sem terem mais o que dizer.
16 ଆୟୁବ ଏହି ଲୋକମାନଙ୍କର ଉତ୍ତରକୁ ମୁଁ ଅପେକ୍ଷା କଲି କିନ୍ତୁ ବର୍ତ୍ତମାନ ସମାନେେ ନୀରବ। ସମାନେେ ତୁମ୍ଭସହ ୟୁକ୍ତି କରିବା ବନ୍ଦ କରି ଦଇେଛନ୍ତି।
16 Devo continuar a esperar, agora que se calaram? Devo também permanecer em silêncio?
17 ସେଥିପାଇଁ ମୁଁ ବର୍ତ୍ତମାନ ମାରେଉତ୍ତର ଦବେି। ହଁ, ମୁଁ ଯାହା ଚିନ୍ତା କରୁଛି ମୁଁ କହିବି।
17 Não! Darei minha resposta; também expressarei minha opinião.
18 ମାରେ ବହୁତ କିଛି କହିବାର ଅଛି ଯେ ମୁଁ ପ୍ରାଯତଃ ବିସ୍ଫୋରଣ କରିୟିବି।
18 Pois tenho muito a dizer, e o espírito em mim me impulsiona a falar.
19 ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ୟ୍ଯନ୍ତ ଖାେଲା ୟାଇ ନାହିଁ। ମୁଁ ଏକ ନୂଆ ମଦ୍ଯ ଭାଣ୍ଡ ପରି ଯାହା ଫାଟିୟିବା ପାଇଁ ପ୍ରସ୍ତୁତ।
19 Sou como um barril de vinho sem respiradouro, como uma vasilha de couro prestes a romper.
20 ତେଣୁ ମୁଁ ନିଶ୍ଚଯ କହିବି। ତା'ପରେ ମୁଁ ବିଶ୍ବାସ ଅନୁଭବ କରିବି। ଆଯବର ୟୁକ୍ତିର ମୁଁ ଉତ୍ତର ଦବେି ଓ ନିଶ୍ଚଯ କହିବି।
20 Preciso falar para ter alívio; sim, deixem-me responder!
21 ଅନ୍ୟ ବ୍ଯକ୍ତିମାନଙ୍କୁ ମୁଁ ଯଭେଳି ବ୍ଯବହାର କରେ, ଆୟୁବ ସହିତ ମୁଁ ସଭେଳି ବ୍ଯବହାର କରିବି। ତା'ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ। ଯାହା ଉଚିତ ତାହା ମୁଁ କହିବି।
21 Não tomarei partido, nem tentarei bajular ninguém.
22 ଗୋଟିଏ ବ୍ଯକ୍ତିଠାରୁ ଆଉ ଗୋଟିଏ ବ୍ଯକ୍ତିକୁ ଅଧିକ ଭଲ ବ୍ଯବହାର କରିପାରିବି ନାହିଁ। ଯଦି ମୁଁ କରେ ପରମେଶ୍ବର ମାେତେ ଦଣ୍ଡ ଦବେେ।
22 Pois, se tentasse usar de bajulação, meu Criador logo me destruiria.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 32, comparar traduções ou montar um estudo — tudo direto pelo WhatsApp.