Jó 31
Oriya Bible (GL_ORIYA) vs NVT
1 ମୁଁ ମାରଚେକ୍ଷୁ ସଙ୍ଗେ ଏପରି ଏକ ଚୁକ୍ତି କରିଛି ଯେ ମୁଁ କୌଣସି ଝିଅକୁ ଏପରି ଭାବରେ ଦେଖିବି ନାହିଁ, ୟଦ୍ଦ୍ବାରା କି ମୁଁ ତାକୁ ଚାହିଁବି।
1 “Fiz uma aliança com meus olhos de não olhar com cobiça para nenhuma jovem.
2 ସର୍ବଶକ୍ତିମାନ ପରମେଶ୍ବର ଲୋକଙ୍କ ପ୍ରତି କ'ଣ କରନ୍ତି ? ପରମେଶ୍ବର ତାଙ୍କ ବାସସ୍ଥଳ ସ୍ବର୍ଗରୁ କିପରି ଲୋକମାନଙ୍କୁ ବତନେ ଦିଅନ୍ତି।
2 Pois o que Deus, lá de cima, escolheu para nós? Qual é nossa herança do Todo-poderoso, que está lá no alto?
3 ପରମେଶ୍ବର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସମାନଙ୍କେ ପ୍ରତି ପରମେଶ୍ବର ବିପତ୍ତି ସୃଷ୍ଟି କରନ୍ତି।
3 Não é calamidade para os perversos e desgraça para os que praticam o mal?
4 ମୁଁ ଯାହାକରେ ବା ପଦକ୍ଷପେ ଗ୍ରହଣ କରେ, ପରମେଶ୍ବର ସେ ସବୁ ଜାଣନ୍ତି ଓ ଦେଖନ୍ତି।
4 Afinal, ele não vê tudo que faço e cada passo que dou?
5 ମଁ କବେେ ମିଥ୍ଯା କହି ନାହିଁ କି ଲୋକଙ୍କୁ ଠକି ନାହିଁ।
5 “Se minha conduta foi falsa, e se procurei enganar alguém,
6 ଯଦି ପରମେଶ୍ବର ଯଥାର୍ଥ ମାନଦଣ୍ଡ ବ୍ଯବହାର କରନ୍ତି, ତବେେ ସେ ଜାଣିପାରିବେ ମୁଁ ନିରପରାଧୀ।
6 que Deus me pese numa balança justa, pois conhecerá minha integridade.
7 ମୁଁ ଯଦି ଠିକ୍ ବାଟରୁ ଆଡ଼ଇେ ୟାଏ, ଯଦି ମାରେଆଖି ହୃଦଯକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ, ଯଦି ମାରେ ହାତ ପାପରେ ମଳିନ ହୁଏ। ତବେେ ପରମେଶ୍ବର ଜାଣିବେ।
7 Se me desviei de seu caminho, se meu coração cobiçou o que os olhos viram, ou se sou culpado de algum outro pecado,
8 ତବେେ ଅନ୍ୟ ଲୋକ ସହେି ଶସ୍ଯ ଖାଇଲେ ତାହା ଠିକ୍ ହବେ, ମୁଁ ତାହା ଲଗାଇଲି ଏବଂ ବଢ଼ିଥିବା ଗଛକୁ ମୁଁ ଉପାଡ଼ି ଦଲେି।
8 que outros comam o que semeei; que minhas plantações sejam arrancadas pela raiz.
9 ଯଦି ମୁଁ ପର ସ୍ତ୍ରୀକୁ କାମନା କରିଥାଏ ବା ପଡ଼ୋଶୀ ସ୍ତ୍ରୀ ସହ ପାପ କାର୍ୟ୍ଯ କରିବା ପାଇଁ ତା'ର ଦ୍ବାର ଦେଶ ରେ ଅପେକ୍ଷା କରିଥାଏ,
9 “Se meu coração foi seduzido por uma mulher, ou se cobicei a esposa de meu próximo,
10 ତବେେ ମାରେ ସ୍ତ୍ରୀ ପରପୁରୁଷର ଖାଦ୍ୟ ରାନ୍ଧିପା ରେ, ଅନ୍ୟ ଜଣେ ପୁରୁଷ ତାକୁ ଶୟ୍ଯା ସଙ୍ଗିନୀ କରିବ।
10 que minha esposa se torne serva de outro homem; que outros durmam com ela.
11 କାହିଁକି ? କାରଣ ୟୌନାଚାର ପାପ ନିନ୍ଦନୀଯ। ଏହି ପାପୀ ନିଶ୍ଚିତ ଦଣ୍ଡ ପାଇବା ଉଚିତ୍।
11 Pois a cobiça é um pecado vergonhoso, um crime que merece castigo.
12 ୟୌନାଚାର ପାପ ହେଉଛି ଏଭଳି ଏକ ଅଗ୍ନି ସବୁ କିଛିକୁ ଧ୍ବଂସ କଲା ପର୍ୟ୍ଯନ୍ତ ଜଳୁଥାଏ। ଏହା ମାରେ କରିଥିବା ସମସ୍ତ କାର୍ୟ୍ଯକୁ ନଷ୍ଟ କରିଦଇେ ପା ରେ।
12 É fogo que tudo consome, levando à destruição, capaz de destruir tudo que tenho.
13 ମୁଁ ଯଦି ମାରେ କ୍ରୀତଦାସଙ୍କ ପ୍ରତି ନ୍ଯାଯ କରିବାକୁ ମନା କରିଥାଏ। ସେତବେେଳେ ମାେ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଥାଏ।
13 “Se fui injusto com meus servos e servas quando me apresentaram suas queixas,
14 ତବେେ ପରମେଶ୍ବରଙ୍କର ସମ୍ମୁଖୀନ ହେଲା ବେଳେ ମୁଁ କ'ଣ କରିବି ? ମୁଁ ଯାହା କରିଛି ତା'ର ବ୍ଯାଖ୍ଯା କରିବାକୁ ପରମେଶ୍ବର ଯଦି କହନ୍ତି ତବେେ ମୁଁ କି ଉତ୍ତର ଦବେି ?
14 que farei quando Deus me confrontar? Que direi quando ele me chamar para prestar contas?
15 ପରମେଶ୍ବର ମାରେ ମା'ର ଶରୀର ଭିତ ରେ ମାେତେ ସୃଷ୍ଟି କରିଛନ୍ତି। ସେ ମଧ୍ଯ ମାରେ ଦାସମାନଙ୍କୁ ସୃଷ୍ଟି କରିଛନ୍ତି। ପରମେଶ୍ବର ଆମ୍ଭକୁ ମା'ର ଗର୍ଭ ଭିତ ରେ ଗଢ଼ିଛନ୍ତି।
15 Pois o mesmo Deus que me criou, também criou meus servos; formou no ventre materno tanto eles como eu.
16 ମୁଁ କବେେ ଗରିବ ଲୋକକୁ ସାହାୟ୍ଯ କରିବାକୁ ମନା କରିନାହିଁ। ବିଧବାମାନଙ୍କୁ ସମାନଙ୍କେ ଦରକାର ମୁତାବକ ଦଇେଛି।
16 “Acaso me recusei a ajudar os pobres ou acabei com a esperança da viúva?
17 ମୁଁ କବେେ ଖାଦ୍ୟ ରେ କୃପଣ ନୁହେଁ। ମୁଁ ସବୁବେଳେ ଅନାଥ ବାଳକମାନଙ୍କୁ ଖାଦ୍ୟ ପ୍ରଦାନ କରେ।
17 Fui mesquinho com meu alimento e me recusei a compartilhá-lo com os órfãos?
18 ଅନାଥ ପିଲାମାନଙ୍କର ସାରା ଜୀବନ ମୁଁ ପିତାଭଳି କାମ କରିଛି। ସାରା ଜୀବନ ବିଧବାମାନଙ୍କ ଯତ୍ନ ନଇେଛି।
18 Não! Desde a juventude, tenho cuidado dos órfãos como um pai e, por toda a vida, tenho ajudado as viúvas.
19 ଯେତବେେଳେ ବସ୍ତ୍ର ଅଭାବରେ କଷ୍ଟ ପାଉଥିବା ଲୋକମାନଙ୍କୁ, ପୋଷାକ ନ ଥିବା ଦରିଦ୍ରମାନଙ୍କୁ ମୁଁ ଯେ ତବେଳେ ଦେଖିଛି,
19 Sempre que via alguém passar frio por falta de roupa, e o pobre que não tinha o que vestir,
20 ମୁଁ ସବୁବେଳେ ସମାନଙ୍କେୁ ବସ୍ତ୍ର ଦଇେଛି ଓ ମାେ ନିଜ ମେଣ୍ଢାର ପଶମ ଦଇେ ସମାନଙ୍କେୁ ଉଷ୍ଣତା ଦଇେଛି ଏବଂ ସମାନେେ ମଧ୍ଯ ହୃଦଯଭଳି ମାେତେ ଆଶୀର୍ବାଦ କରିଛନ୍ତି।
20 acaso eles não me abençoavam por lhes prover roupas de lã para aquecê-los?
21 ଅନାଥ ବାଳକକୁ ମୁଁ କବେେ ହାତ ଉଠାଏ ନାହିଁ ବରଂ ମାରଫୋଟକ ପାଖ ରେ ସାହାୟ୍ଯ କାମନା କରି ଛିଡ଼ା ହାଇେ ଥିବାର ମୁଁ ତାକୁ ଦେଖେ।
21 “Se levantei a mão contra o órfão, certo de que os juízes tomariam meu partido,
22 ମୁଁ ଯଦି କବେେ ତାହା କରିଥାଏ, ତବେେ ମାରେ ବାହୁ ଖଞ୍ଜାରୁ ଭାଙ୍ଗିଯାଉ ଓ ତାହାକୁ କାନ୍ଧ ଉପରୁ ପଡ଼ିଯାଉ।
22 que meu ombro seja deslocado e meu braço, arrancado da articulação!
23 କିନ୍ତୁ ସହେିସବୁ କଦର୍ୟ୍ଯ କାମ ଭିତରୁ କୌଣସି ମୁଁ କବେେ କରି ନାହିଁ। ପରମେଶ୍ବରଙ୍କ ଦଣ୍ଡକୁ ମୁଁ ସବୁବେଳେ ଭୟ କରେ। ତାଙ୍କର ମହିମା ମାେତେ ଭୟଭୀତ କରେ।
23 Seria melhor que enfrentar o castigo de Deus; pois, se a majestade de Deus é contra mim, que esperança resta?
24 ମାରେ ସମ୍ପତ୍ତିକୁ ମୁଁ କବେେ ବିଶ୍ବାସ କରେ ନାହିଁ। ପରମେଶ୍ବରଙ୍କ ସାହାୟ୍ଯକୁ ବିଶ୍ବାସ କରେ। ଖାଣ୍ଟି ସୁନାକୁ ମୁଁ କବେେ କ ହେ ନାହିଁ, 'ତୁ ମାରେ ଆଶା।'
24 “Acaso confiei no dinheiro ou me senti seguro por causa de meu ouro?
25 ମୁଁ ଧନୀ ଥିଲି। କିନ୍ତୁ ତାହା ମାେତେ ଗର୍ବି କରିନାହିଁ। ମୁଁ ବହୁତ ଟଙ୍କା ରୋଜଗାର କରିଛି କିନ୍ତୁ ତାହା ମାେତେ ଖୁସି ପରିପାରି ନାହିଁ।
25 Acaso me vangloriei de minha riqueza e de tudo que possuo?
26 ଦୀପ୍ତିମାନ ସୂର୍ୟ୍ଯ କି ସ୍ମରଣୀଯ ଚନ୍ଦ୍ରକୁ ମୁଁ କବେେ ଉପାସନା କରି ନାହିଁ।
26 “Olhei para o sol, que brilha no céu, ou para a lua, que percorre seu resplendor,
27 ସୂର୍ୟ୍ଯ ଏବଂ ଚନ୍ଦ୍ରକୁ ଉପାସନା କଲାଭଳି ମାରେ ନିର୍ବୋଧତା ନାହିଁ।
27 e, em segredo, meu coração foi seduzido a lhes lançar beijos de adoração?
28 ଏହା ଏକ ପାପ ଯାହା ଦଣ୍ଡ ପାଇବା ଯୋଗ୍ଯ। ଯଦି ମୁଁ ସହେି ବସ୍ତୁକୁ ପୂଜା କରିଥାଏ, ସର୍ବଶକ୍ତିମାନ ପରମେଶ୍ବରଙ୍କ ପ୍ରତି ମୁଁ ଅବିଶ୍ବସ୍ତ ହାଇେଥାନ୍ତି।
28 Se o fiz, devo ser castigado pelos juízes, pois significa que neguei o Deus que está lá no alto.
29 ମାରେ ଶତ୍ରୁମାନେ ଯେତବେେଳେ ଧ୍ବଂସ ହାଇେ ୟାଆନ୍ତି, ସେତବେେଳେ ମୁଁ ଖୁସି ହୁଏ ନାହିଁ। ସମାନଙ୍କେ ବିପଦ ସମୟରେ ମୁଁ କବେେ ହ ସେ ନାହିଁ।
29 “Alguma vez me alegrei com a desgraça de meus inimigos, ou exultei porque lhes aconteceu algum mal?
30 ମାରେ ଶତ୍ରୁମାନଙ୍କୁ ଅଭିଶାପ ଦଇେ ଓ ସମାନଙ୍କେ ମୃତ୍ଯୁ କାମନା ରେ ମାରେ ମୁଖକୁ ପାପୟୁକ୍ତ ହବୋକୁ ଦଇେ ନାହିଁ।
30 Não, jamais cometi o pecado de amaldiçoar alguém ou de pedir sua morte como vingança.
31 ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦଇେ ଆସିଛି ତାହା ମାେ ଗୃହର ସମସ୍ତ ଲୋକ ଜାଣନ୍ତି।
31 “Meus servos nunca disseram: ‘Ele deixa os outros passar fome’.
32 ମାେ ଗୃହ ମଧ୍ଯକୁ ଅଜଣା ଲୋକଙ୍କୁ ସବୁବେଳେ ଆମନ୍ତ୍ରଣ କରି ଆଣିଛି, ଯଭେଳି କି ରାତି ରେ ରାସ୍ତା ରେ ଶାଇେବାକୁ ପଡ଼ିବ ନାହିଁ।
32 Nunca deixei o estrangeiro dormir na rua; minha porta sempre esteve aberta para todos.
33 ଅନ୍ୟ ଲୋକମାନେ ସମାନଙ୍କେର ପାପକୁ ଗୁପ୍ତ ରଖିବାକୁ ଚାହାଁନ୍ତି। ମୁଁ କବେେ ମାରେ ଦୋଷକୁ ଲୁଚାଏ ନାହିଁ।
33 “Acaso procurei encobrir meus pecados, como outros fazem, e esconder a culpa em meu coração?
34 ଅନ୍ୟ ଲୋକମାନେ କ'ଣ କହିବେ ତାହାକୁ ମୁଁ କବେେ ଭୟ କରି ନାହିଁ। ସହେି ଭୟ ମାେତେ କବେେ ନିରବ କରାଇ ନାହିଁ। ବାହାରକୁ ୟିବା ପାଇଁ ମାେତେ କବେେ ପ୍ରତି ରୋଧ କରି ନାହିଁ। ଅନ୍ୟ ଲୋକର ଘୃଣାକୁ ମୁଁ କବେେ ଭୟ କରି ନାହିଁ।
34 Mantive-me calado e não saí de casa, por medo da multidão ou do desprezo do povo?
35 ମୁଁ କାମନା କରେ ମାେ କଥା ଜଣେ କହେି ଶୁଣ। ମାେ ପକ୍ଷର କଥା କହିବାକୁ ମାେତେ ଦିଆଯାଉ। ମୁଁ ଚା ହେଁ ସର୍ବଶକ୍ତିମାନ ପରମେଶ୍ବର ମାେତେ ଉତ୍ତର ଦିଅନ୍ତୁ। ମୁଁ କ'ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି। ମୁଁ ଚା ହେଁ ସେ ତାହା ଲେଖି ଦିଅନ୍ତୁ।
35 “Se ao menos alguém me ouvisse! Vejam, aqui está minha defesa assinada. Que o Todo-poderoso me responda; que meu adversário registre sua denúncia por escrito.
36 ସହେି ଚିହ୍ନକୁ ମୁଁ ଗଳାର ମାଳି କରି ପିନ୍ଧିବି। ତାହାକୁ ମାେ ମୁଣ୍ଡ ଉପରେ ମୁକୁଟ ଭଳି ଥୋଇବି।
36 Eu enfrentaria a acusação de peito aberto e a usaria como coroa.
37 ଯଦି ପରମେଶ୍ବର ତାହା କରନ୍ତି, ତବେେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦବେି। ଜଣେ ନେତାଭଳି ମାରେ ମୁଣ୍ଡ ଟକେି ମୁଁ ପରମେଶ୍ବରଙ୍କ ପାଖକୁ ଆସିବି।
37 Pois eu diria a Deus exatamente o que tenho feito; compareceria diante dele como um príncipe.
38 ମାରେ ଜମି ମୁଁ କାହାଠାରୁ ଚୋରି କରି ନାହିଁ। ଏହା ଚୋରି କରିଥିବା କଥା କହେି ମାେତେ ଦୋଷ ଦଇେ ପାରିବେ ନାହିଁ।
38 “Se a terra protestar contra mim, se todos os seus sulcos clamarem,
39 ଜମିରୁ ପାଉଥିବା ଖାଦ୍ୟ ପାଇଁ ମୁଁ କୃଷକମାନଙ୍କୁ ସବୁବେଳେ ସମାନଙ୍କେ ପ୍ରାପ୍ଯ ଦଇେଛି। ଜମିର ୟିଏ ମାଲିକ, ତାହାଠାରୁ ଜମି ଛଡ଼ାଇ ନବୋକୁ ମୁଁ କବେେ ଚେଷ୍ଟା କରି ନାହିଁ।
39 se roubei suas colheitas, ou se matei seus donos,
40 ଯଦି ମୁଁ କବେେ ବି ସହେିସବୁ ଭୁଲ୍ କାମ କରିଥାଏ, ତବେେ ମାେ ଜମି ରେ ଗହମ ଓ ୟଅ ବଦଳ ରେ କଣ୍ଟା ଓ ବାଳୁଙ୍ଗା ଉଠୁ। ଏବଂ ତା'ପରେ ଆୟୁବର କଥା ସମାପ୍ତ ହେଲା।
40 que cresçam espinhos em lugar de trigo e ervas daninhas em lugar de cevada”. Assim terminam as palavras de Jó.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 31, comparar traduções ou montar um estudo — tudo direto pelo WhatsApp.