Jó 2
Oriya Bible (GL_ORIYA) vs ARA
1 ଅନ୍ୟ ଦିନ ସ୍ବର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖ ରେ ସମାନଙ୍କେୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶଯତାନ ମଧ୍ଯ ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜକୁ ଉପସ୍ଥିତ କରିବାକୁ ଆସିଲା।
1 Num dia em que os filhos de Deus vieram apresentar-se perante o Senhor , veio também Satanás entre eles apresentar-se perante o Senhor .
2 ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ ଏତଦେିନ ଧରି କେଉଁଠା ରେ ଥିଲ ? ଶଯତାନ ସଦାପ୍ରଭୁଙ୍କୁ ଉତ୍ତର ଦଲୋ, ମୁଁ ପୃଥିବୀର ଚାରିଆଡ଼େ ବିଚରଣ କରୁଥିଲି।
2 Então, o Senhor disse a Satanás: Donde vens? Respondeu Satanás ao Senhor e disse: De rodear a terra e passear por ela.
3 ତା'ପରେ ସଦାପ୍ରଭୁ ଶଯତାନକୁ ପଚାରିଲେ, ତୁମ୍ଭେ ଆମ୍ଭ ସବେକ ଆୟୁବକୁ ଦେଖିଛ କି ? ଆୟୁବ ଭଳି ଜଣେ ବ୍ଯକ୍ତି ଏ ପୃଥିବୀ ରେ କହେି ନାହାଁନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ଯକ୍ତି। ସେ ପରମେଶ୍ବରଙ୍କୁ କବଳେ ଉପାସନା କରେ ଓ ମନ୍ଦକାର୍ୟ୍ଯ କରିବାକୁ ବାରଣ କରେ। ସେ ଏବେ ମଧ୍ଯ ନିର୍ଦ୍ ଦୋଷ ଯଦିଓ ତୁମ୍ଭେ ତା'ର ବିନା କାରଣ ରେ ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମାେତେ ପ୍ରବର୍ତ୍ତାଇଥିଲ।
3 Perguntou o Senhor a Satanás: Observaste o meu servo Jó? Porque ninguém há na terra semelhante a ele, homem íntegro e reto, temente a Deus e que se desvia do mal. Ele conserva a sua integridade, embora me incitasses contra ele, para o consumir sem causa.
4 ଶଯତାନ ଉତ୍ତର ଦଲୋ, ଚର୍ମ ଚର୍ମ ପାଇଁ ! ଜଣେ ମନୁଷ୍ଯ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦଇେ ଦବେ।
4 Então, Satanás respondeu ao Senhor : Pele por pele, e tudo quanto o homem tem dará pela sua vida.
5 ଯଦି ଆପଣ ତା'ର ଶରୀରକୁ କିଛି କରନ୍ତି, ସେ ନିଶ୍ଚଯ ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।
5 Estende, porém, a mão, toca-lhe nos ossos e na carne e verás se não blasfema contra ti na tua face.
6 ଏହାପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତ ରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦବେ।
6 Disse o Senhor a Satanás: Eis que ele está em teu poder; mas poupa-lhe a vida.
7 ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।
7 Então, saiu Satanás da presença do Senhor e feriu a Jó de tumores malignos, desde a planta do pé até ao alto da cabeça.
8 ସେଥିପାଇଁ ଆୟୁବ ଅଳିଆଗଦା ପାଖ ରେ ବସିଲା। ସେ ଖଣ୍ଡିଏ ଭଙ୍ଗା ପାତ୍ର ରେ ନିଜର କ୍ଷତି ହାଇେଥିବା ସ୍ଥାନକୁ କୁଣ୍ଡାଇବାକୁ ଲାଗିଲା।
8 Jó, sentado em cinza, tomou um caco para com ele raspar-se.
9 ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା'ର ଦୂରାବସ୍ଥା ଦେଖି କହିଲା, ଏବେ କି ତୁମ୍ଭେ ପରମେଶ୍ବରଙ୍କ ବିଶ୍ବସ୍ତ ବୋଲି ଭାବୁଛ। ତୁମ୍ଭେ କାହିଁକି ପରମେଶ୍ବରଙ୍କୁ ଅଭିଶାପ ଦଇେ ମୃତ୍ଯୁବରଣ କରୁ ନାହଁ।
9 Então, sua mulher lhe disse: Ainda conservas a tua integridade? Amaldiçoa a Deus e morre.
10 ଆୟୁବ ତା'ର ପତ୍ନୀକୁ ଉତ୍ତର ଦଲୋ, ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ବର ଆମ୍ଭକୁ ସବୁକିଛି ଭଲ ଜିନିଷ ଦଇେଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସହେିଭଳି ଆମ୍ଭେ ମଧ୍ଯ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍। ଯଦିଓ ଏହାସବୁ ଘଟିଲା ଆୟୁବ ତା' ଓଷ୍ଠ ରେ ପାପ କଲା ନାହିଁ।
10 Mas ele lhe respondeu: Falas como qualquer doida; temos recebido o bem de Deus e não receberíamos também o mal? Em tudo isto não pecou Jó com os seus lábios.
11 ଆୟୁବର ତିନି ଜଣ ବନ୍ଧୁ ଥିଲେ। ସମାନେେ ହେଲେ ତୈମନୀଯ, ଇଲୀଫସ୍, ଶୂହୀଯ ବିଲ୍ଦଦ୍ ଓ ନାମାଥୀଯ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସହେି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରୀତ ହେଲେ। ସମାନେେ ତା'ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ବନା ତଥା ସମବଦନୋ ଜଣାଇବାକୁ ମନସ୍ଥ କଲେ।
11 Ouvindo, pois, três amigos de Jó todo este mal que lhe sobreviera, chegaram, cada um do seu lugar: Elifaz, o temanita, Bildade, o suíta, e Zofar, o naamatita; e combinaram ir juntamente condoer-se dele e consolá-lo.
12 କିନ୍ତୁ ଯେତବେେଳେ ସହେି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସମାନେେ ତାକୁ ଚିହ୍ନି ପାରି ଉଚ୍ଚ ସ୍ବର ରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସମାନେେ ଆପଣା ବସ୍ତ୍ର ଚିରି ସ୍ବର୍ଗ ଆଡ଼କୁ ଚାହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ।
12 Levantando eles de longe os olhos e não o reconhecendo, ergueram a voz e choraram; e cada um, rasgando o seu manto, lançava pó ao ar sobre a cabeça.
13 ତା'ପରେ ସହେି ତିନି ବନ୍ଧୁ ଆୟୁବ ସହିତ ସାତଦିନ ଓ ସାତରାତି ଭୂମିରେ ବସିଲେ। ସମାନଙ୍କେ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସମାନେେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସମାନେେ ଦେଖିଲେ ଯେ, ସେ କେତେ ୟନ୍ତ୍ରଣା ଭୋଗୁଛି।
13 Sentaram-se com ele na terra, sete dias e sete noites; e nenhum lhe dizia palavra alguma, pois viam que a dor era muito grande.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 2, comparar traduções ou montar um estudo — tudo direto pelo WhatsApp.