Jó 26
Oriya Bible (GL_ORIYA) vs VC
1 ତା'ପରେ ଆୟୁବ ଉତ୍ତର କରି କହିଲା,
1 Jó tomou então a palavra nestes termos:
2 କମେିତି ତୁମ୍ଭେ ଜଣକୁ ସାହାୟ୍ଯ କରିଛ, ଯାହାର ଶକ୍ତି ନାହିଁ ? ତୁମ୍ଭେ କମେିତି ଜଣକୁ ସାହାୟ୍ଯ କଲ ଯାହାର ବାହୁ ରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ଯ ନାହିଁ।
2 Como sabes sustentar bem o fraco, e socorrer um braço sem vigor!
3 ତୁମ୍ଭେ ମାେ ଭଳି ଅଜ୍ଞାନୀକୁ ପରାମର୍ଶ ଦଇେଛ ତୁମ୍ଭେ ଏହାଦ୍ବାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ।
3 Como sabes aconselhar o ignorante, e dar mostras de abundante sabedoria!
4 କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ ରରଣୋ ଦଲୋ ? କାହାର ଆତ୍ମା ତୁମ୍ଭ ଦ୍ବାରା କହିଲା ?
4 A quem diriges este discurso? Sob a inspiração de quem falas tu?
5 ପ୍ ରତଗେଣ ପାତାଳ ରେ ଥିବା ଜଳ ରେ କମ୍ପି ଉଠନ୍ତି।
5 As sombras agitam-se embaixo {da terra}, as águas e seus habitantes {estão temerosos}.
6 କିନ୍ତୁ ପରମେଶ୍ବର ସହେି ମୃତ ଲୋକକୁ ପରିଷ୍କାର ଭାବରେ ଦେଖିପାରନ୍ତି। ମୃତ୍ଯୁ ପରମେଶ୍ବରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।
6 A região dos mortos está aberta diante dele, os infernos não têm véu.
7 ପରମେଶ୍ବର ଉତ୍ତର ଆକାଶ ବିସ୍ତାର କରନ୍ତି, ଶୂନ୍ଯ ସ୍ଥାନ ରେ ପରମେଶ୍ବର ପୃଥିବୀକୁ ଶୂନ୍ଯ ରେ ଟଙ୍ଗାଇ ରଖନ୍ତି।
7 Estende o setentrião sobre o vácuo, suspende a terra acima do nada.
8 ତଥାପି ପରମେଶ୍ବର ସହେି ବହୁତ ଭାରୀ ଓଜନ ଦ୍ବାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ। ଘନବାଦଲକୁ ଜଳକଣା ୟୁକ୍ତ କରନ୍ତି। କିନ୍ତୁ ପରମେଶ୍ବର ଏତେ ଭାରୀ ହେଲବେି ମେଘ ଖଣ୍ଡ ଖଣ୍ଡ ହାଇେ ଖାଲିୟୋଏ ନାହିଁ।
8 Prende as águas em suas nuvens, e as nuvens não se rasgam sob seu peso.
9 ପରମେଶ୍ବର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘାଡ଼ୋଇ ଦିଅନ୍ତି। ସେ ତାହାକୁ ବାଦଲ ଦ୍ବାରା ଆଚ୍ଛାଦିତ କରି ଲୁଚାଇ ପକାନ୍ତି।
9 Vela a face da lua, estendendo sobre ela uma nuvem.
10 ପରମେଶ୍ବର ସମୁଦ୍ର ରେ ଆକାଶ ଓ ପୃଥିବୀ ମଧିଅରେ ଦିଗବଳଯ ସୃଷ୍ଟି କରନ୍ତି। ଯେଉଁଠା ରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।
10 Traçou um círculo à superfície das águas, onde a luz confina com as trevas.
11 ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ ପରମେଶ୍ବର ତାକୁ ଧମକ ଦେଲେ ଉଭୟ କମ୍ପି ଉେଠ।
11 As colunas do céu estremecem e assustam-se com a sua ameaça.
12 ପରମେଶ୍ବର ନିଜ ଶକ୍ତି ବଳ ରେ ସମୁଦ୍ରକୁ ଶାନ୍ତ କରନ୍ତି। ତାଙ୍କ ଜ୍ଞାନ ବଳ ରେ ସମୁଦ୍ର ରାକ୍ଷସ ରାହବ କ୍ଷତାକ୍ତ ହୁଅନ୍ତି।
12 Com seu poder levanta o mar, com sua sabedoria destruiu Raab.
13 ପରମେଶ୍ବରଙ୍କ ଶ୍ବାସ ଦ୍ବାରା ଆକାଶ ନିର୍ମଳ ଶାେଭାପାଏ। ପରମେଶ୍ବରଙ୍କ ହସ୍ତଦ୍ବାରା ପଳାଇୟିବା ସମୁଦ୍ର ସାପ ବନ୍ଦୀ ହୁଏ।
13 Seu sopro varreu os céus, e sua mão feriu a serpente fugitiva.
14 ଏହି କେତକେ ଆଶ୍ଚର୍ୟ୍ଯ ବିଷଯ ପରମେଶ୍ବର କରନ୍ତି। ତାଙ୍କ ବିଷଯ ରେ ଆମ୍ଭେ କବଳେ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।
14 Eis que tudo isso não é mais que o contorno de suas obras, e se apenas percebemos um fraco eco dessas obras, quem compreenderá o trovão de seu poder?
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 26, comparar traduções ou montar um estudo — tudo direto pelo WhatsApp.