Jó 22
Oriya Bible (GL_ORIYA) vs VC
1 ତୈମନୀଯ ଇଲୀଫସ ଉତ୍ତର ଦଇେ କହିଲା,
1 Elifaz de Temã tomou a palavra nestes termos:
2 ପରମେଶ୍ବର କ'ଣ ଆମ୍ଭର ସାହାୟ୍ଯ ଆବଶ୍ଯକ କରନ୍ତି ? ନା, ଏପରିକି ଜଣେ ଅତି ଜ୍ଞାନୀ ମଧ୍ଯ ପରମେଶ୍ବରଙ୍କ ପ୍ରତି ଦରକାରୀ ନୁହେଁ।
2 Pode o homem ser útil a Deus? O sábio só é útil a si mesmo.
3 ତୁମ୍ଭେ ଯେ ଜଣେ ଧାର୍ମିକ ଅଟ ଏହା କ'ଣ ପରମେଶ୍ବରଙ୍କ ସୁଖର କାରଣ ଅଟେ ? ନାଁ, ତାଦ୍ବାରା ସର୍ବଶକ୍ତିମାନ ପରମେଶ୍ବର କ'ଣ କିଛି ଲାଭ ପାଆନ୍ତି ଯଦି ତୁମ୍ଭେ ତାଙ୍କୁ ଅନୁସରଣ କର। ନାଁ !
3 De que serve ao Todo-poderoso que tu sejas justo? Tem ele interesse que teu proceder seja íntegro?
4 ଏହା କ'ଣ ତାଙ୍କ ପ୍ରତି ଭୟ କାରଣରୁ ପରମେଶ୍ବର ତୁମ୍ଭ ବିରୁଦ୍ଧ ରେ ଅଭିଯୋଗ କଲେ କି ? ଏହା କ'ଣ ସେ କାରଣ ଯେ ତୁମ୍ଭେ ତାଙ୍କୁ ଉପାସନା କର ?
4 É por causa de tua piedade que ele te pune, e entra contigo em juízo?
5 ନା, ଏହାର କାରଣ ତୁମ୍ଭେ ଅତ୍ଯଧିକ ପାପ କରିଛ। ତୁମ୍ଭେ କବେେ ନିବୃତ୍ତ ରହି ନାହଁ।
5 Não é enorme a tua malícia, e não são inumeráveis as tuas iniqüidades?
6 ହାଇପୋ ରେ ତୁମ୍ଭେ ତୁମ୍ଭର ଭାଇକୁ କିଛି ଟଙ୍କା କରଜ ଦଇେଥିଲ ଏବଂ ତାକୁ ବାଧ୍ଯ କରିଥିଲ ତୁମ୍ଭକୁ କିଛି ବନ୍ଧକ ଦବୋକୁ ପ୍ରମାଣ ସ୍ବରୂପ ଯାହା ଫଳ ରେ ସେ ତୁମ୍ଭକୁ ଫରେସ୍ତ କରିବ। ହାଇପୋ ରେ ତୁମ୍ଭ ଗରୀବ ଲୋକଟିର କପଡ଼ା ମଧ୍ଯ ନଇେଛ ବନ୍ଧକ ସ୍ବରୂପ କରଜ ଦଇେ। ହାଇପୋ ରେ ତୁମ୍ଭେ ଏହା ବିନାକାରଣ ରେ କରିଅଛ।
6 Sem causa tomaste penhores a teus irmãos, despojaste de suas vestes os miseráveis;
7 ହାଇପୋ ରେ ତୁମ୍ଭେ ଜଳ ଓ ଖାଦ୍ୟ ତୃଷାର୍ତ୍ତ ଓ ଭୋକିଲା ଲୋକକୁ ଦଇନୋହଁ।
7 não davas água ao sedento, recusavas o pão ao esfomeado.
8 ଆୟୁବ, ତୁମ୍ଭର ବହୁତ ଚାଷ ଜମି ଥିଲା ଏବଂ ଲୋକମାନେ ତୁମ୍ଭକୁ ସମ୍ବୋଧନ କରୁଥିଲେ।
8 A terra era do mais forte, e o protegido é que nela se estabelecia.
9 ଏହାବି ହାଇପୋ ରେ ତୁମ୍ଭେ ବିଧବାମାନଙ୍କୁ କିଛି ନ ଦଇେ ପଠାଇ ଦଇେଛ। ଆୟୁବ, ତୁମ୍ଭେ ଅନାଥମାନଙ୍କୁ ଠକିଛ।
9 Despedias as viúvas com as mãos vazias, quebravas os braços dos órfãos.
10 ବୋଧହୁଏ ସେଥିପାଇଁ ତୁମ୍ଭ ଚାରି କଡ଼ ରେ ଫାନ୍ଦ ବସାୟାଇଛି ଓ ହଠାତ୍ ବିପଦ ପଡ଼ିବାରୁ ତୁମ୍ଭେ ଭୟଭୀତ ହାଇେ ପଡ଼ିଛ।
10 Eis por que estás cercado de laços, e os terrores súbitos te amedrontam.
11 ଏହି କାରଣ ପାଇଁ ଏତେ ଅନ୍ଧକାର ଘୋଟିଛି ଯେ, ତୁମ୍ଭେ କିଛି ଦେଖି ପାରୁନାହଁ, କାହିଁକି ? ତୁମ୍ଭେ ପ୍ରବଳ ବନ୍ଯାଜଳ ରେ ଢ଼ାଙ୍କି ହାଇେଛ।
11 A luz obscureceu-se; já não vês nada; e o dilúvio águas te engole.
12 ପରମେଶ୍ବରଙ୍କ ନିବାସସ୍ଥାନ ସ୍ବର୍ଗର ସବୁଠୁ ଉର୍ଦ୍ଧ ରେ ନୁହଁ କି ? ଦେଖ ନକ୍ଷତ୍ରଗଣ ମଧ୍ଯ କେତେ ଉଚ୍ଚ ରେ ଅଛନ୍ତି।
12 Não está Deus nas alturas dos céus? Vê a cabeça das estrelas como está alta!
13 ଆୟୁବ ତୁମ୍ଭେ ହୁଏତ କହିପାର, 'ପରମେଶ୍ବର କ'ଣ ଜାଣନ୍ତି ? ପରମେଶ୍ବର କ'ଣ ସହେି ଘନ ଅନ୍ଧକାର ବାଦଲ ମଧ୍ଯରୁ ଆମ୍ଭକୁ ଦେଖି ବିଚାର କରନ୍ତି ?
13 E dizes: Que sabe Deus? Pode ele julgar através da nuvem opaca?
14 ଘନ ବାଦଲ ପରମେଶ୍ବରଙ୍କୁ ଆମ୍ଭଠାରୁ ଲୁଚାଇ ରେଖ, ତେଣୁ ସେ ଆମ୍ଭକୁ ଦେଖିପାରନ୍ତି ନାହିଁ। ସେ ଆକାଶ ସୀମାର ଉପରେ ଚାଲି ପାରନ୍ତି ?
14 As nuvens formam um véu que o impede de ver; ele passeia pela abóbada do céu.
15 ଆୟୁବ ତୁମ୍ଭେ ସହେି ପୁରୁଣା ବାଟରେ ଚାଲୁଛ, ଯେଉଁ ପଥରେ ଦୁଷ୍ଟ ଲୋକେ ପୂର୍ବ କାଳ ରେ ଯାଉଥିଲେ।
15 Segues, pois, rotas antigas por onde andavam os homens iníquos
16 ସହେି ଦୁଷ୍ଟମାନେ ଧ୍ବଂସ ପାଇ ସାରିଛନ୍ତି। ସମାନଙ୍କେର ମୃତ୍ଯୁ ସମୟ ଆସିବା ପୂର୍ବରୁ। ସମାନେେ ବନ୍ଯା ରେ ଭାସି ୟାଇଛନ୍ତି।
16 que foram arrebatados antes do tempo, e cujos fundamentos foram arrastados com as águas,
17 ସହେି ଲୋକମାନେ ପରମେଶ୍ବରଙ୍କୁ କହିଥିଲେ, 'ଆମ୍ଭକୁ ଏକା ଛାଡ଼ି ଦିଅ ! ପରମେଶ୍ବର ସର୍ବଶକ୍ତିମାନ ଆମ୍ଭକୁ କିଛି କରିପାରନ୍ତି ନାହିଁ।'
17 e que diziam a Deus: Retira-te de nós, que poderia fazer-nos o Todo-poderoso?
18 ୟଦ୍ଯପି ପରମେଶ୍ବର ସମାନଙ୍କେ ଗୃହ ରେ ଉତ୍ତମ ଦ୍ରବ୍ଯ ପୂର୍ଣ୍ଣ କରିଥିଲେ। ମୁଁ ସହେି ଦୁଷ୍ଟ ଲୋକଙ୍କ ଉପଦେଶ ମାନିବି ନାହିଁ।
18 Foi ele, entretanto, que lhes cumulou de bens as casas; - longe de mim os conselhos dos maus! -
19 ଧାର୍ମିକ ଲୋକେ ସମାନଙ୍କେ ଧ୍ବଂସ ଦେଖିବାକୁ ଚାହାଁନ୍ତି। ଏବେ ସହେି ଧାର୍ମିକ ଲୋକମାନେ ଆନନ୍ଦିତ ହବେେ। ନିରୀହ ଲାକ ଦୁଷ୍ଟ ଲୋକଙ୍କ ବିଷଯ ରେ ହାସ୍ଯ କରିବେ।
19 Vendo-os, os justos se alegram, e o inocente zomba deles:
20 'ସତ ରେ ଆମ୍ଭ ଶତ୍ରୁମାନେ ଧ୍ବଂସ ହାଇେଛନ୍ତି। ଅଗ୍ନି ସମାନଙ୍କେ ସମ୍ପତ୍ତିକୁ ଜାଳି ଦଇେଛି।'
20 Nossos inimigos estão aniquilados, e o fogo devorou-lhes as riquezas!
21 ବର୍ତ୍ତମାନ ଆୟୁବ, ତୁମ୍ଭେ ପରମେଶ୍ବରଙ୍କ ନିକଟରେ ନିଜକୁ ସମର୍ପି ଦିଅ ତାଙ୍କ ସହିତ ଶାନ୍ତି ରେ ବାସ କର। ଏହା କଲେ ତୁମ୍ଭେ ଅନକେ ଭଲ ବସ୍ତୁ ପାଇବ।
21 Reconcilia-te, pois, com {Deus} e faz as pazes com ele, é assim que te será de novo dada a felicidade;
22 ତାହାଙ୍କ ଶିକ୍ଷା ଗ୍ରହଣ କର। ସେ ଯାହା କହୁଛନ୍ତି ତା' ପ୍ରତି ଧ୍ଯାନ ଦିଅ।
22 aceita a instrução de sua boca, e põe suas palavras em teu coração.
23 ତୁମ୍ଭେ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସର୍ବଶକ୍ତିମାନ ପରମେଶ୍ବର ତୁମ୍ଭକୁ ପୁନଃସ୍ଥାପନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଘରୁ ଦୁଷ୍ଟତା ଦୂର କର।
23 Se te voltares humildemente para o Todo-poderoso, se afastares a iniqüidade de tua tenda,
24 ତୁମ୍ଭେ ତୁମ୍ଭର ସୁବର୍ଣ୍ଣକୁ ଧୂଳି ମାଟି ଛଡ଼ା କିଛି ନୁହେଁ ବୋଲି ଭାବ। ତୁମ୍ଭର ମୂଲ୍ଯବାନ ସୁନାକୁ ନଦୀର ପଥର ଖଣ୍ଡ ସଦୃଶ ବିଚାର କର।
24 se atirares as barras de ouro ao pó, e o ouro de Ofir entre os pedregulhos da torrente,
25 ତୁମ୍ଭର ସୁବର୍ଣ୍ଣ ସହେି ସର୍ବଶକ୍ତିମାନ ପରମେଶ୍ବର ଅଟନ୍ତି। ସେ ତୁମ୍ଭର ମୂଲ୍ଯବାନ ରୂପା ସଦୃଶ ଅଟନ୍ତି।
25 o Todo-poderoso será teu ouro e um monte de prata para ti.
26 ତା'ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଉପ ଭୋଗ କର। ସମାନେେ ତା'ପରେ ପରମେଶ୍ବରଙ୍କୁ ଅନାଇବେ।
26 Então farás do Todo-poderoso as tuas delícias, e levantarás teu rosto a Deus.
27 ତା'ପରେ ତୁମ୍ଭେ ତାଙ୍କୁ ପ୍ରାର୍ଥନା କରିବ ଏବଂ ସେ ତୁମ୍ଭର ଡ଼ାକ ଶୁଣିବେ। ଯାହାସବୁ ପ୍ରତିଜ୍ଞା ତାଙ୍କଠା ରେ କରିଛ, ତାହା ତୁମ୍ଭେ ରଖିବାକୁ ସକ୍ଷମ ହବେ।
27 Tu lhe rogarás, e ele te ouvirá, e cumprirás os teus votos:
28 ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚଯ ତାହା ସଫଳ ହବେ। ତା' ହେଲେ ପ୍ରକୃତ ରେ ତୁମ୍ଭର ଭବିଷ୍ଯତ ଉଜ୍ଜଳ ହବେ।
28 formarás os teus projetos, que terão feliz êxito, e a luz brilhará em tuas veredas.
29 ପରମେଶ୍ବର ଗର୍ବୀ ଲୋକକୁ ଲଜ୍ଜିତ କରାନ୍ତି। କିନ୍ତୁ ନମ୍ର ଲୋକକୁ ସାହାୟ୍ଯ କରନ୍ତି।
29 Pois Deus abaixa o altivo e o orgulhoso, mas socorre aquele que abaixa os olhos.
30 ୟିଏ ନିରୀହ ନୁହେଁ ତାକୁ ମଧ୍ଯ ସେ ଉଦ୍ଧାର କରନ୍ତି। ଏହିପରି ଜଣେ ଲୋକ ଉଦ୍ଧାର ହବେ କାରଣ ତୁମ୍ଭର ହସ୍ତ ରୁଦ୍ଧ ଅଟେ।
30 Salva o inocente, o qual é libertado pela pureza de suas mãos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 22, comparar traduções ou montar um estudo — tudo direto pelo WhatsApp.