Jó 21
Oriya Bible (GL_ORIYA) vs VC
1 ତା'ପରେ ଆୟୁବ ଉତ୍ତର ଦଲୋ,
1 Jó tomou então a palavra nestes termos:
2 ମୁଁ ଯାହା କହୁଛି ମନଦଇେ ଶୁଣ। ତାହା ତୁମ୍ଭମାନଙ୍କର ମାେ ପ୍ରତି ସାନ୍ତ୍ବନା ହେଉ।
2 Ouvi, ouvi minhas palavras, que eu tenha pelo menos esse consolo de vossa parte.
3 ମୁଁ କହିଲା ବେଳେ ର୍ଧୈୟ୍ଯ ଧରି ଶୁଣ। ମୁଁ କହିସାରିଲା ପରେ ତୁମ୍ଭେ ମାେ କଥାକୁ ବ୍ଯଙ୍ଗ କରିପାର।
3 Permiti que eu fale; quando tiver falado, zombai à vontade.
4 ମୁଁ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରୁ ନାହିଁ। ଏହାର ମଧ୍ଯ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ର୍ଧୈୟ୍ଯ ଧରିପାରୁ ନାହିଁ।
4 É de um homem que me queixo? E como não hei de perder a paciência?
5 ତୁମ୍ଭେ ମାେତେ ଦେଖ ଓ ସ୍ତମ୍ଭିତ ହୁଅ। ତୁମ୍ଭ ମୁହଁ ରେ ତୁମ୍ଭେ ହାତ ଦଇେ ମାେତେ ଚକିତ ହାଇେ ଚାହଁ।
5 Olhai para mim; ireis ficar estupefactos, e poreis a mão sobre a boca.
6 ମୁଁ ଯେତବେେଳେ ଚିନ୍ତା କରେ ମାେ ପ୍ରତି କ'ଣ ସବୁ ଘଟିଗଲା। ଭୟ ରେ ମାରେ ସର୍ବାଙ୍ଗ ଥରଥର କମ୍ପି ଉେଠ।
6 Quando penso nisso, fico estarrecido, e todo o meu corpo treme.
7 କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି। କାହିଁକି ସମାନେେ ବଢ଼ନ୍ତି ଏବଂ ସଫଳତା ଅର୍ଜନ୍ତି।
7 Como é que os maus vivem, envelhecem, e cresce o seu vigor?
8 ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି, ସମାନେେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ।
8 Sua posteridade prospera diante deles, e seus descendentes sob seus olhos;
9 ସମାନଙ୍କେ ଘର ସବୁ ନିରାପଦ ଥାଏ। ସମାନେେ କାହାରିକି ଭୟ କରନ୍ତି ନାହିଁ। ପରମେଶ୍ବର ମଧ୍ଯ ସମାନଙ୍କେୁ ଶାସ୍ତି ଦବୋକୁ ବାଡ଼ିଟିଏ ବ୍ଯବହାର କରନ୍ତି ନାହିଁ।
9 sua casa é tranqüila, sem alarmes, a vara de Deus não os atinge.
10 ସମାନଙ୍କେ ଷଣ୍ଢ ସଂଗମ କରି ନିଷ୍ଫଳ ହୁଏ ନାହିଁ। ସମାନଙ୍କେ ଗାଈସବୁ ବାଛୁରୀ ପ୍ରସବ କରେ। ବାଛୁରୀ ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ।
10 Seu touro é cada vez mais fecundo, sua vaca dá cria sem nunca abortar.
11 ଦୁଷ୍ଟ ଲୋକମାନେ ସମାନଙ୍କେ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖାଜେିବକୁ ପଠାନ୍ତି। ସହେି ପିଲାମାନେ ଚାରିଆଡ଼େ ନୃତ୍ଯ କରନ୍ତି।
11 Deixam os filhos correr como carneiros, e os seus pequenos saltam e brincam.
12 ସମାନେେ ତବଲା ଓ ବୀଣା ବଜାଇ ନୃତ୍ଯ ଗୀତ ରେ ମାତନ୍ତି।
12 Cantam ao som do pandeiro e da cítara, divertem-se ao som da flauta.
13 ଦୁଷ୍ଟ ବ୍ଯକ୍ତି ସାରାଜୀବନ ସୌଭାଗ୍ଯ ରେ ଦିନ କାଟନ୍ତି। ତା'ପରେ ସମାନେେ ମୃତ୍ଯୁ ମୁଖ ରେ ପଡ଼ନ୍ତି। କୌଣସି ୟନ୍ତ୍ରଣା ଭୋଗ ନ କରି ସମାନେେ କବରକୁ ୟାଆନ୍ତି।
13 Passam os dias na alegria, e descem tranqüilamente à região dos mortos.
14 କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କୁ କହିଲେ, 'ଆମ୍ଭକୁ ଏକା ଛାଡ଼ିଦିଅ। ତୁମ୍ଭେ ଯାହା କରିବାକୁ ଚାହୁଁଛ ଆମ୍ଭେ ତାହା ଖାତିର୍ କରୁନାହୁଁ।'
14 Ora, dizem a Deus: Afasta-te de nós, não queremos conhecer os teus caminhos;
15 ଦୁଷ୍ଟ ଲୋକମାନେ କହନ୍ତି, 'ସର୍ବଶକ୍ତିମାନ ପରମେଶ୍ବର କିଏ ଯେ, ଆମ୍ଭେ ତାଙ୍କର ସବୋ କରିବୁ ବୋଲି। ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା।'
15 quem é o Todo-poderoso para que o sirvamos? Que vantagem temos em lhe fazer orações?
16 ଏହା ସତ୍ଯ ଦୁଷ୍ଟ ଲୋକମାନଙ୍କର ସୌଭାଗ୍ଯ ସମାନଙ୍କେ ହାତ ରେ ନାହିଁ। ମୁଁ ସମାନଙ୍କେ ଉପଦେଶ ଗ୍ରହଣ କରିପାରିବି ନାହିଁ।
16 A felicidade não está em suas mãos? Contudo, longe de mim esteja o modo de pensar dos ímpios!
17 ପରମେଶ୍ବର କେତେ ଦୁଷ୍ଟଲୋକଙ୍କ ଜୀବନଦୀପ ଲିଭାଇ ଦିଅନ୍ତି। ଦୁଷ୍ଟ ଲୋକେ କେତେଥର ବିପଦ ରେ ପଡ଼ନ୍ତି। କେତେ ଥର ସମାନେେ ପରମେଶ୍ବରଙ୍କ କୋର୍ଧର ଶିକାର ହାଇେ ଦଣ୍ଡ ପାଆନ୍ତି।
17 Quantas vezes vemos apagar-se a lâmpada dos ímpios, e a ruína desabar sobre eles?
18 ପବନ କୁଟା ଖଣ୍ଡକୁ ଉଡ଼ାଇ ନଲୋପରି ପରମେଶ୍ବର କେତେ ଥର ସମାନଙ୍କେୁ ଉଡ଼ାଇ ନିଅନ୍ତି। ବତାଶ ରେ କେତେ ଥର ସମାନେେ ତୁଷପରି ଉଡ଼ି ୟାଆନ୍ତି।
18 São eles como a palha ao sopro do vento, como a cinza tragada pelo turbilhão?
19 କିନ୍ତୁ ତୁମ୍ଭେ କୁହ, 'ପରମେଶ୍ବର ତା'ର ପିତାର ପାପଗୁଡ଼ିକ ପାଇଁ ତା'ର ପୁତ୍ରକୁ ଶାସ୍ତି ଦିଅନ୍ତି।' ନା, ସେ ନିଜେ ଦୁଷ୍ଟ ଲୋକକୁ ହିଁ ଶାସ୍ତି ପ୍ରଦାନ କରନ୍ତୁ। ତା' ହେଲେ ୟାଇ ଦୁଷ୍ଟ ଲୋକ ଜାଣିବ ଯେ ସେ ତା'ର ପାପଗୁଡ଼ିକ ପାଇଁ ଦୁଃଖ ଭୋଗ କରୁଛି।
19 Deus {assim dizem}, reserva para os filhos o castigo do pai. Que ele mesmo o puna, para que o sinta!
20 ସହେି ପାପୀ ନିଜେ ନିଜର ବିନାଶ ଦେଖୁ। ସେ ସର୍ବଶକ୍ତିମାନ ପରମେଶ୍ବରଙ୍କ କୋର୍ଧର ଶିକାର ହେଉ।
20 Que veja com os próprios olhos a sua ruína, e ele mesmo beba da cólera do Todo-poderoso!
21 ଯେତବେେଳେ ତାକୁ ଦିଆ ୟାଇଥିବା ସମୟ ଶଷେ ହୁଏ ଓ ସେତବେେଳେ ସେ ମରିୟାଏ। ସେ ତା'ର ପଛ ରେ ଛାଡ଼ି ୟାଇଥିବା ପରିବାର ବିଷଯ ରେ କାହିଁକି ଭାବିବ ?
21 Que se lhe dá do que será feito de sua casa depois dele, se o número de seus meses já está contado?
22 କହେି ପରମେଶ୍ବରଙ୍କୁ ଜ୍ଞାନ ବିଷଯ ରେ ଶିକ୍ଷା ଦଇପୋରିବ କି ? ପରମେଶ୍ବର ମଧ୍ଯ ଅତି ଉଚ୍ଚ ସ୍ଥାନ ରେ ବାସ କରୁଥିବା ଲୋକମାନଙ୍କ କଥା ବିଚାର କରନ୍ତି।
22 É a Deus, que se irá ensinar a sabedoria, a ele, que julga os seres superiores?
23 କହେି ହୁଏତ ସମ୍ପୂର୍ଣ୍ଣ ଜୀବନ ସହିତ ସୌଭାଗ୍ଯ ଲାଭକରି ମୃତ୍ଯୁବରଣ କରେ। ସେ ଏକ ନିରାପଦ ଓ ଆରାମଦାୟକ ଜୀବନ ୟାପନ କରେ।
23 Um morre no seio da prosperidade, plenamente feliz e tranqüilo,
24 ତା'ର ଶରୀର ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣ କରିଥାଏ। ତା'ର ହାଡ ଶକ୍ତ ହାଇେଥାଏ।
24 os flancos cobertos de gordura, e a medula dos ossos cheia de seiva;
25 କିନ୍ତୁ ଅନ୍ୟ ଜଣେ ବ୍ଯକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମ ରେ, ସେ କେତବେେଳେ ମଙ୍ଗଳର ସ୍ବାଦ ପାଇପା ରେ ନାହିଁ।
25 o outro morre com a amargura na alma, sem ter gozado a felicidade;
26 ଶଷେ ରେ ସହେି ଦୁଇ ଜଣ କବର ରେ ବିଶ୍ରାମ ନିଅନ୍ତି। କୀଟ ସହେି ଦୁଇ ଜଣଙ୍କୁ ଖାଇୟାଏ।
26 juntos se deitam na terra, e os vermes recobrem a ambos.
27 କିନ୍ତୁ ମୁଁ ଜାଣେ ତୁମ୍ଭେ କ'ଣ ଚିନ୍ତା କରୁଛ ଏବଂ ଏକଥା ଜାଣେ ତୁମ୍ଭେ ମାେତେ ଆଘାତ ଦବୋକୁ ଚାହୁଁଛ।
27 Ah! conheço vossos pensamentos, os julgamentos iníquos que fazeis de mim.
28 ତୁମ୍ଭେ ମାେତେ କହିପାର, 'ଜଣେ ଭଲ ଲୋକର ଗୃହକୁ ମାେତେ ଦଖାେଅ। ମାେତେ ମନ୍ଦ ଲୋକ ଯେଉଁଠା ରେ ବାସ କରନ୍ତି ଦଖାେଅ।'
28 Dizeis: Onde está a casa do tirano, onde está a tenda em que habitavam os ímpios?
29 ନିଶ୍ଚଯ ତୁମ୍ଭେ ପଥିକମାନଙ୍କ ସହିତ କଥା ହାଇେଛ। ନିଶ୍ଚଯ ସମାନଙ୍କେ କାହାଣୀକୁ ସ୍ବୀକାର କରିବ।
29 Não interrogastes os viajantes? Contestaríeis seus testemunhos?
30 ବିପଦ ଆସିଲେ ବି ଦୁଷ୍ଟ ଲୋକମାନେ ରକ୍ଷାପାଇ ୟାଆନ୍ତି। ପରମେଶ୍ବର ରାଗ କଲେ ବି ସମାନେେ ବର୍ତ୍ତି ୟାଆନ୍ତି।
30 No dia da infelicidade o ímpio é poupado, no dia da cólera ele escapa.
31 କହେି ଦୁଷ୍ଟ ଲୋକକୁ ତା'ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ। ସେ ଯାହା ଅନ୍ଯାଯ କଲେ ବି। କହେି ତା'ର ଅନ୍ଯାଯ କାର୍ୟ୍ଯ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।
31 Quem reprova diante dele o seu proceder, e lhe pede contas de seus atos?
32 ତଥାପି ଦୁଷ୍ଟ ବ୍ଯକ୍ତି କବରକୁ ବୁହାୟିବ ଓ ତାକୁ ପ୍ରହରୀ ଜଗିବେ।
32 Levam-no ao sepulcro, ficarão de vigília em sua câmara funerária.
33 ଉପତ୍ୟକାର ମାଟି ମଧ୍ଯ ଦୁଷ୍ଟ ଲୋକଙ୍କ ପାଇଁ ସ୍ବାଦିଷ୍ଟ ହବେ। ହଜାର ହଜାର ଲୋକ ତା'ର ଶବ ଶାେଭାୟାତ୍ରା ରେ ଅଂଶଗ୍ରହଣ କରିବେ।
33 Os torrões do vale são-lhe leves; todos os homens irão em sua companhia, e foram inumeráveis seus predecessores.
34 ତେଣୁ ତୁମ୍ଭେ ମାେତେ ତୁମ୍ଭର ବୃଥା କଥା ରେ ସାନ୍ତ୍ବନା ଦଇେ ପାରିବ ନାହିଁ। ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।
34 Que significam, pois, essas vãs consolações? Todas as vossas respostas são apenas perfídia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 21, comparar traduções ou montar um estudo — tudo direto pelo WhatsApp.