Jó 20

Oriya Bible (GL_ORIYA) vs VC

Sair da comparação
VC Versão Católica
1 ତା'ପରେ ନାମାଥୀଯ ସୋଫର ଉତ୍ତର ଦଇେ କହିଲା,
1 Sofar de Naama falou nestes termos:
2 ମାରେ ଉଦବଗେ ଚିନ୍ତା ମାେତେ ବାଧ୍ଯ କରିଛି ତୁମକୁ ଉତ୍ତର ଦବୋ ପାଇଁ, କାରଣ ମୁଁ ଅତିରିକ୍ତ ବିଚଳିତ।
2 É por isso que meus pensamentos me sugerem uma resposta, e estou impaciente por falar.
3 ତୁମ୍ଭେ ତୁମ୍ଭର ଉତ୍ତର ରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦବୋକୁ ହବେ ମୁଁ ଜାଣେ।
3 Ouvi queixas injuriosas, foram palavras vãs que responderam a meu espírito.
4 ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପା ରେ ନାହିଁ।
4 Não sabes bem que, em todos os tempos, desde que o homem foi posto na terra,
5 ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।
5 o triunfo dos maus é breve, e a alegria do ímpio só dura um instante?
6 ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପା ରେ। ତା'ର ମସ୍ତକ ମେଘକୁ ଛୁଇଁ ପା ରେ।
6 Ainda mesmo que sua estatura chegasse até o céu e sua cabeça tocasse a nuvem,
7 କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହାଇୟିବେ। ଯେଉଁ ବ୍ଯକ୍ତିମାନେ ତାକୁ ଜାଣିଥିଲେ ସମାନେେ କହିବେ, ' ସେ କାହିଁ ?'
7 como o seu próprio esterco, ele perece para sempre, e aqueles que o viam, indagam onde ele está.
8 ସେ ସ୍ବପ୍ନ ଭଳି ମିଳାଇୟିବ। ଆଉ ତାକୁ କହେି ପାଇବେ ନାହିଁ। ସେ ଗୋଟିଏ ରାତ୍ରିର ଦୁଃସ୍ବପ୍ନ ଭଳି ଭୁଲି ହାଇଯେିବ।
8 Como um sonho, ele voa, ninguém mais o encontra, desaparece como uma visão noturna.
9 ଯେଉଁ ବ୍ଯକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖିପାରିବେ ନାହିଁ। ତା'ର ପରିବାର ମଧ୍ଯ ତା' ଆଡ଼କୁ ପୁଣି ଅନାଇବେ ନାହିଁ।
9 O olho que o viu, já não mais o vê, nem o verá mais a sua morada.
10 ଦୁଷ୍ଟ ବ୍ଯକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫରୋଇ ଦବେେ। ତା'ର ନିଜ ହାତ ମଧ୍ଯ ତା'ର ସମ୍ପତ୍ତିକୁ ଫରୋଇ ଦବେ।
10 Seus filhos aplacarão os pobres, suas mãos restituirão suas riquezas.
11 ଯେତବେେଳେ ସେ ୟୁବକ ଥିଲା, ତା'ର ହାଡ ଶକ୍ତ ଥିଲା। କିନ୍ତୁ ତା'ର ଶରୀରର ଅନ୍ଯାନ୍ଯ ଅଙ୍ଗଭଳି ସେ ମଧ୍ଯ ଶୀଘ୍ର ମାଟି ରେ ମିଶିୟିବ।
11 Seus ossos estavam cheios de vigor juvenil, sua mocidade deita-se com ele no pó.
12 ଦୁଷ୍ଟତା ତା' ପାଟିକୁ ମିଠା ଲାଗେ, ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା' ଜିଭତଳେ ରେଖ।
12 Se o mal lhe foi doce na boca, se o ocultou debaixo da língua,
13 ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ଯାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା'ର ମୁଖ ରେ ଏହା ଥାଏ।
13 se o reteve e não o abandonou, se o saboreou com seu paladar,
14 ସେ ମିଠା ତା'ର ପାକସ୍ଥଳୀ ରେ ବିଷ ରେ ପରିଣତ ହୁଏ ଏବଂ ତାହା ତିକ୍ତ ବିଷ ତା' ଭିତ ରେ ହାଇୟୋଏ, ଯେପରି ସାପର ବିଷ।
14 esse alimento se transformará em suas entranhas, e se converterá interiormente em fel de áspides.
15 ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉଦ୍ଗାର କରିବ। ପରମେଶ୍ବର ତାହା ତାକୁ ବାନ୍ତି କରାଇ ଦବେେ।
15 Vomitará as riquezas que engoliu; Deus as fará sair-lhe do ventre.
16 ସାପର ଗରଳ ଦୁଷ୍ଟ ଲୋକର ପାନୀଯ ରେ ପରିଣତ ହବେ। ସହେି ସାପର ବିଷଦାନ୍ତ ଶଷେ ରେ ତାକୁ ଦଂଶନ କରି ମାରିବ।
16 Sugava o veneno de áspides, a língua da víbora o matará.
17 ଦୁଷ୍ଟ ଲୋକ ଜଳଷୋର୍ତ ଓ ନଦୀ ପରି ବହି ଯାଉଥିବା ମହୁ ଓ ଦୁଧସରକୁ ଉପ ଭୋଗ କରି ପାରନ୍ତି ନାହିଁ।
17 Não verá correr os riachos de óleo, as torrentes de mel e de leite.
18 ଦୁଷ୍ଟ ଲୋକ ତା'ର ଲାଭ ଫରୋଇବାକୁ ବାଧ୍ଯ ହବେ। ସେ ଯାହା ପାଇଁ ଏତେ କଷ୍ଟ ସ୍ବୀକାର କଲା, ତାକୁ ସେ ଭୋଗ କରିପାରିବ ନାହିଁ।
18 Vomitará seu ganho, sem poder engoli-lo, não gozará o fruto de seu tráfico.
19 କାହିଁକି ? କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସମାନଙ୍କେୁ ପରିତ୍ଯାଗ କରିଛି। ସେ ସମାନଙ୍କେ ସମ୍ପତ୍ତିକୁ ନଇୟୋଇଛି। ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।
19 Porque maltratou, desamparou os pobres, roubou uma casa que não tinha construído,
20 ଦୁଷ୍ଟଲୋକ କବେେ ବି ଅନ୍ତର ରେ ବିଶ୍ରାମ ନଇେପା ରେ ନାହିଁ। ସେ ତା'ର ପ୍ରିଯ ଧନ ତାକୁ ରକ୍ଷା କରିପାରିବ ନାହିଁ।
20 porque sua avidez é insaciável, não salvará o que lhe era mais caro.
21 ସେ ଖାଇବା ପରେ ବଳକା ରହେ ନାହିଁ। ସେଥିପାଇଁ ତା'ର ଉତ୍ତମ ଦ୍ରବ୍ଯସବୁ ସ୍ଥାଯୀ ହୁଏ ନାହିଁ।
21 Nada escapava à sua voracidade: é por isso que sua felicidade não há de durar.
22 ଯେତବେେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା' ଉପରକୁ ଆସିବ, ତା'ର କଷ୍ଟ ତା' ଉପରକୁ ସମସ୍ତ ଶକ୍ତି ସହିତ ଆସିବ।
22 Em plena abundância, sentirá escassez; todos os golpes da infelicidade caem sobre ele.
23 ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।
23 Para encher-lhe o ventre {Deus} desencadeia o fogo de sua cólera, e fará chover a dor sobre ele.
24 ସେ ହୁଏତ ଲୁହା ଖଡ୍ଗରୁ ରକ୍ଷା ପାଇପା ରେ, କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକଇବେ।
24 Se foge diante da arma de ferro, o arco de bronze o traspassa,
25 ସହେି ତମ୍ବାତୀର ତା'ର ପୁରା ଶରୀର ଦଇେ ଗତି କରିବ। ତା'ର ପିଠି ପଟ ଦଇେ ବାହାରି ପଡ଼ିବ। ଏହାର ମୁନିଆ ଅଗ୍ରଭାଗ ତା'ର କଲିଜାକୁ ଚିରିଦବେ, ଏବଂ ତା' ଉପରେ ଆତଙ୍କ ଆସିବ।
25 um dardo sai-lhe das costas, um aço fulgurante sai-lhe do fígado. O terror desaba sobre ele,
26 ତା'ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ବଂସ ପାଇବ। ଅଗ୍ନି ସେ ସବୁ ଧ୍ବଂସ କରିବ। ଏହା କୌଣସି ମନୁଷ୍ଯକୃତ ଅଗ୍ନି ନ ଥିବ। ଏହା ଦବୈାଗ୍ନି ତା' ଘରର ସମସ୍ତ ପଦାର୍ଥକୁ ଜାଳି ଦବେ।
26 e ser-lhe-ão reservadas as trevas. Um fogo, que o homem não acendeu, o devora e consome o que sobra em sua tenda.
27 ସ୍ବର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ। ପୃଥିବୀ ତା' ବିରୁଦ୍ଧ ରେ ସାକ୍ଷୀ ଦବେ।
27 Os céus revelam seu crime, a terra levanta-se contra ele,
28 ପରମେଶ୍ବରଙ୍କ କୋପର ବନ୍ଯା ତା' ଘରର ସମସ୍ତ ପଦାର୍ଥକୁ ବୋହି ନଇୟିବେ।
28 uma torrente joga-se contra sua casa, que é levada no dia da cólera divina.
29 ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ, ତାହାହିଁ ପରମେଶ୍ବର ଯୋଜନା କରିଛନ୍ତି ତାଙ୍କୁ ଦବୋ ପାଇଁ।
29 Tal é a sorte que Deus reserva ao mau, e a herança que Deus lhe destina.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 20, comparar traduções ou montar um estudo — tudo direto pelo WhatsApp.