Jó 19
Oriya Bible (GL_ORIYA) vs VC
1 ତା'ପରେ ଆୟୁବ ଉତ୍ତର ଦଲୋ,
1 Jó respondeu então nestes termos:
2 ତୁମ୍ଭେ କେତେ କାଳ ମାେତେ ଆଘାତ କରିବ ଏବଂ ତୁମ୍ଭ ବାକ୍ଯ ଦ୍ବାରା ଭାଙ୍ଗିବ ?
2 Até quando afligireis a minha alma e me atormentareis com vossos discursos?
3 ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମାେତେ ଦଶଥର ଅପମାନିତ କଲଣି। ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତବେେଳେ ମାେତେ ଆକ୍ରମଣ କରୁଛ।
3 Eis que já por dez vezes me ultrajastes, e não vos envergonhais de me insultar.
4 ଯଦି ବି ସତ ରେ ପାପ କରିଛି, ଏହା ମାରେ ସମସ୍ଯା। ଏହା କୌଣସି ପ୍ରକା ରେ ତୁମ୍ଭକୁ ଆଘାତ କରୁ ନାହିଁ।
4 Mesmo que eu tivesse verdadeiramente pecado, minha culpa só diria respeito a mim mesmo.
5 ତୁମ୍ଭେ କବଳେ ମାଠାରୁେ ଭଲ ହବୋ ପାଇଁ ଚାହୁଁଛ। ତେଣୁ ମାରେ ଅପମାନିତ ଅବସ୍ଥାକୁ ମାେ ବିରୁଦ୍ଧ ରେ ଏକ ୟୁକ୍ତି ରୂପେ ବ୍ଯବହାର କରୁଛ।
5 Se vos quiserdes levantar contra mim, e convencer-me de ignomínia,
6 କିନ୍ତୁ ସେ ପରମେଶ୍ବର ମାେ ପ୍ରତି ଭୁଲ କରିଛନ୍ତି ? ସେ ମାେତେ ଧରିବାକୁ ନିଜର ଫାନ୍ଦ ବସାଇଲେ।
6 sabei que foi Deus quem me afligiu e me cercou com suas redes.
7 ମୁଁ ଚିତ୍କାର କଲି, କିନ୍ତୁ କହେି ମାରେ ରବ ଶୁଣି ସହାୟତା ପାଇଁ ଉତ୍ତର ଦେଲେ ନାହିଁ। ମୁଁ ଚିତ୍କାର କଲି, ମାେତେ ରକ୍ଷା କର ! କିନ୍ତୁ ସଠାେରେ ନ୍ଯାଯ ନାହିଁ।
7 Clamo contra a violência, e ninguém me responde; levanto minha voz, e não há quem me faça justiça.
8 ପରମେଶ୍ବର ମାରେ ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମାରେ ବାଟକୁ ଅନ୍ଧକାର ରେ ବୁଡ଼ାଇ ରଖିଛନ୍ତି।
8 Fechou meu caminho para que eu não possa passar, e espalha trevas pelo meu caminho;
9 ପରମେଶ୍ବର ମାରେ ସମ୍ମାନକୁ କାଢ଼ି ନଇେଛନ୍ତି। ସେ ମାରେ ମସ୍ତକରୁ ମୁକୁଟ କାଢ଼ି ନଇେଛନ୍ତି।
9 despojou-me de minha glória, e tirou-me a coroa da cabeça.
10 ପରମେଶ୍ବର ମାେତେ ସବୁ ଦିଗର ଆଘାତ କରୁଛନ୍ତି, ମୁଁ ଶଷେ ନ ହେଲା ୟାଏ। ଉତ୍ପାଡ଼ିତ ବୃକ୍ଷ ତୁଲ୍ଯ, ସେ ମାରେ ଆଗକୁ କାଢ଼ି ନଇେଛନ୍ତି।
10 Demoliu-me por inteiro, e pereço, desenraizou minha esperança como uma árvore,
11 ପରମେଶ୍ବରଙ୍କ ରାଗ ମାେ ବିରୁଦ୍ଧ ରେ ପ୍ରଜ୍ବଳିତ ହବୋ ରେ ଲାଗିଛି। ସେ ମାେତେ ତାଙ୍କର ଶତ୍ରୁ ଭାବୁଛନ୍ତି।
11 acendeu a sua cólera contra mim, tratou-me como um inimigo.
12 ପରମେଶ୍ବର ତାଙ୍କର ସୈନ୍ଯଦଳମାନଙ୍କୁ ମାେ ବିରୁଦ୍ଧ ରେ ଆକ୍ରମଣ କରିବାକୁ ପଠାଇଛନ୍ତି। ସମାନେେ ମାରେ ଚତୁଃପାଶର୍ବ ରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି। ଏବଂ ସମାନେେ ମାରେ ଛାଉଣୀର ଚତୁଃପାଶର୍ବ ରେ ଛାଉଣୀ କରିଛନ୍ତି।
12 Suas milícias se concentraram, construíram aterros para me assaltarem, acamparam em volta de minha tenda.
13 ସେ ମାରେ ଭାଇମାନଙ୍କୁ ମାଠାରୁେ ବହୁତ ଦୂରକୁ ନଇୟୋଇଛନ୍ତି। ମାରେ ନିଜର ସାଙ୍ଗମାନେ ମାେ ପାଇଁ ଅଚିହ୍ନା ହାଇେଛନ୍ତି।
13 Meus irmãos foram para longe de mim, meus amigos de mim se afastaram.
14 ମାରେ ଜ୍ଞାତିମାନେ ମାେତେ ଛାଡ଼ି ଚାଲିଗଲେ। ମାରେ ବନ୍ଧୁମାନେ ମାେତେ ଭୁଲିଗଲେ।
14 Meus parentes e meus íntimos desapareceram, os hóspedes de minha casa esqueceram-se de mim.
15 ମାେ ଘରକୁ ଆସୁଥିବା ଆଗନ୍ତୁକ ଏପରିକି ଦାସୀମାନେ ମଧ୍ଯ ମାେତେ ଏପରି ଦୃଷ୍ଟି ରେ ଦେଖୁଛନ୍ତି ଯେପରିକି ମୁଁ ଜଣେ ଅପରିଚିତ ବିଦେଶୀ।
15 Minhas servas olham-me como um estranho, sou um desconhecido para elas.
16 ମୁଁ ଚାକରମାନଙ୍କୁ ଡାକିଲେ ସମାନେେ ମାେତେ ଉତ୍ତର ଦିଅନ୍ତି ନାହିଁ। ମୁଁ ସାହାୟ୍ଯ ପାଇଁ ପ୍ରାର୍ଥନା କଲେ ବି ମାରେ ଚାକରମାନେ ଉତ୍ତର ଦିଅନ୍ତି ନାହିଁ।
16 Chamo meu escravo, ele não responde, preciso suplicar-lhe com a boca.
17 ମାରେ ପତ୍ନୀ ମାରେ ନିଶ୍ବାସର ପବନକୁ ମଧ୍ଯ ଘୃଣା କରେ। ଓ ନିଜ ଭାଇମାନେ ମାେତେ ଘୃଣା କରନ୍ତି।
17 Minha mulher tem horror de meu hálito, sou pesado aos meus próprios filhos.
18 େଛାଟ ପିଲାମାନେ ମାେତେ ଦେଖି ଥଟ୍ଟା କରନ୍ତି ଓ ମାେତେ ଖରାପ କଥା କହି ଗାଳି ଦିଅନ୍ତି। ଯେତବେେଳେ ମୁଁ ତାଙ୍କ ପାଖକୁ ୟାଏ।
18 Até as crianças caçoam de mim; quando me levanto, troçam de mim.
19 ମାରେ ନିକଟତମ ବନ୍ଧୁମାନେ ମାେତେ ଘୃଣା କରନ୍ତି। ମୁଁ ଯେଉଁ ଲୋକମାନଙ୍କୁ ଭଲପାଏ, ସମାନେେ ମାେ ବିରୁଦ୍ଧ ରେ ଯାଉଛନ୍ତି।
19 Meus íntimos me abominam, aqueles que eu amava voltam-se contra mim.
20 ତେଣୁ ମୁଁ ଅତି କ୍ଷୀଣ ହାଇଗଲିେଣି। ମାରେ ଚର୍ମ ଓହଳି ପଡ଼ିଲାଣି। ମାରେ ଚମଡ଼ା ମାରେ ହାତ ଉପରେ ଝୁଲୁଛି। ମାରେ ଅଳ୍ପ ଜୀବନ ବାକିଅଛି।
20 Meus ossos estão colados à minha pele, à minha carne, e fujo com a pele de meus dentes.
21 ମାେତେ ଦୟା କରନ୍ତୁ। ମାରେ ଶତ୍ରୁଗଣ ମାେତେ ଦୟାକର। କାହିଁକି ? କାରଣ ପରମେଶ୍ବର ମାେ ବିରୁଦ୍ଧ ରେ।
21 Compadecei-vos de mim, compadecei-vos de mim, ao menos vós, que sois meus amigos, pois a mão de Deus me feriu.
22 କାହିଁକି ? ତୁମ୍ଭେ ମାେତେ ଅତ୍ଯାଚାର କରୁଛ ପରମେଶ୍ବରଙ୍କ ପରି ? ତୁମ୍ଭେ ମାେତେ ଆଘାତ ଦଇେ ଦଇେ କ'ଣ କ୍ଲାନ୍ତି ଅନୁଭବ କରୁ ନାହଁ ?
22 Por que me perseguis como Deus, e vos mostrais insaciáveis de minha carne?
23 ମୁଁ ଚା ହେଁ କହେି ଜଣେ ମନରେଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହି ରେ ଲେଖିଛି। ମୁଁ ଚା ହେଁ ମାରେ କଥାସବୁ ପୁସ୍ତକରେ ଲିଖିତ ହାଇରହେୁ।
23 Oh!, se minhas palavras pudessem ser escritas, consignadas num livro,
24 ମାରେ ଲୁହା ଲେଖନୀ ଓ ସୀସା ଦ୍ବାରା ମାରେ ବାକ୍ଯସବୁ ଖାଦେିତ ହବୋ ଉଚିତ୍। ସଗେୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖାଦେିତ ହବୋ ଉଚିତ୍।
24 gravadas por estilete de ferro em chumbo, esculpidas para sempre numa rocha!
25 ମୁଁ ଜାଣେ ମାରେ ରକ୍ଷାକର୍ତ୍ତା ଜୀବିତ ଏବଂ ଶଷେ ରେ ସେ ମାେତେ ରକ୍ଷା କରିବା ପାଇଁ ପୃଥିବୀ ରେ ଠିଆ ହବେେ।
25 Eu o sei: meu vingador está vivo, e aparecerá, finalmente, sobre a terra.
26 ମାରେ ଚମଡ଼ା ଧ୍ବଂସ ହେଲା ପରି, ବିନା ମାଂସ ରେ ମୁଁ ପରମେଶ୍ବରଙ୍କୁ ଦେଖିବି।
26 Por detrás de minha pele, que envolverá isso, na minha própria carne, verei Deus.
27 ମୁଁ ପରମେଶ୍ବରଙ୍କୁ ନିଜ ଆଖି ରେ ଦେଖିବି। ମୁଁ ମାରେନିଜ ପାଇଁ ପରମେଶ୍ବରଙ୍କୁ ଦେଖିବି। ମୁଁ ଇଚ୍ଛାକରେ ମାରେ ନିଜ ଆଖି ତାଙ୍କୁ ଦେଖିବ ଅନ୍ୟ କାହାର ଆଖି ନୁହେଁ। ମାରେ ଅତିରିକ୍ତ ଅନୁଭବ ଦ୍ବାରା, ମୁଁ କ୍ଲାନ୍ତ ହାଇେ ପଡ଼ିଛି।
27 Eu mesmo o contemplarei, meus olhos o verão, e não os olhos de outro; meus rins se consomem dentro de mim.
28 ତୁମ୍ଭେ ହୁଏତ କହିପାର, ଆମ୍ଭେ କିପରି ତାକୁ ହଇରାଣ କରିବା। ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ଯାର ମୂଳ ମାଠାେ ରେ ଅଛି।'
28 Pois, se dizes: Por que o perseguimos, e como encontraremos nele uma razão para condená-lo?
29 କିନ୍ତୁ ତୁମ୍ଭେ ନିଜେ ଖଡ୍ଗ ଦ୍ବାରା ଭୟଭୀତ ହବେ। କାରଣ ପରମେଶ୍ବର ଦୋଷୀକୁ ଦଣ୍ଡ ଦିଅନ୍ତି। ପରମେଶ୍ବର କବଳେ ତୁମ୍ଭକୁ ଦଣ୍ଡ ଦବୋକୁ ତାଙ୍କର ଖଡ୍ଗ ବ୍ଯବହାର କରିବେ। ସେତବେେଳେ ତୁମ୍ଭେ ଜାଣିବ ଯେ ଉପୟୁକ୍ତ ସମୟ ଆସିଲେ ସେ ହିଁ ନ୍ଯାଯ ପ୍ରଦାନ କରି ବିଚାର କରନ୍ତି।
29 Temei o gume da espada, pois a cólera de Deus persegue os maus, e sabereis que há uma justiça.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 19, comparar traduções ou montar um estudo — tudo direto pelo WhatsApp.