Jó 18

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଏହାପରେ ଶୂହୀଯ ବିଲ୍ଦଦ ଉତ୍ତର ଦଇେ କହିଲା,
1 Então respondeu Bildade, o suíta:
2 ଆୟୁବ ତୁମ୍ଭେ କେତବେେଳେ କଥା କହିବା ବନ୍ଦ କରିବ। ତୁମ୍ଭେ ଚୁପ ହୁଅ ଏବଂ ଶୁଣ। ଆମ୍ଭକୁ କିଛି କହିବାକୁ ଦିଅ।
2 Até quando estareis à procura de palavras? considerai bem, e então falaremos.
3 ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ ଗାଈ ପଶୁଭଳି ବୋକା?
3 Por que somos tratados como gado, e como estultos aos vossos olhos?
4 ଆୟୁବ, ତୁମ୍ଭର ରାଗ କବଳେ ତୁମ୍ଭକୁ ଆଘାତ କରିବ। କବଳେ ତୁମ୍ଭ ପାଇଁ କ'ଣ ଲୋକେ ପୃଥିବୀକୁ ପରିତ୍ଯାଗ କରିବେ ? ତୁମ୍ଭେ କ'ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ବର ପର୍ବତକୁ ଘୁଞ୍ଚାଇ ଦବେେ?
4 Oh tu, que te despedaças na tua ira, acaso por amor de ti será abandonada a terra, ou será a rocha removida do seu lugar?
5 ହଁ, ଦୁଷ୍ଟ ଲୋକର ଆଲୋକ ଲିଭିୟିବ। ତାଙ୍କର ଅଗ୍ନି ଜଳିବା ବନ୍ଦ ହବେ।
5 Na verdade, a luz do ímpio se apagará, e não resplandecerá a chama do seu fogo.
6 ତାଙ୍କ ଘରର ଆଲୋକ ଅନ୍ଧକାର ରେ ପରିଣତ ହବେ। ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିୟିବ।
6 A luz se escurecerá na sua tenda, e a lâmpada que está sobre ele se apagará.
7 ତାଙ୍କର ଶକ୍ତ ପାଦ କ୍ଷୀଣ ହାଇଯେିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।
7 Os seus passos firmes se estreitarão, e o seu próprio conselho o derribará.
8 ତାଙ୍କ ନିଜର ପାଦ ତାଙ୍କୁ ୟନ୍ତା ଭିତରକୁ ଟାଣି ନବେ। ସେ ସହେି ୟନ୍ତା ଭିତରକୁ ୟାଇ ତା' ଭିତ ରେ ବନ୍ଦୀ ହବେ।
8 Pois por seus próprios pés é ele lançado na rede, e pisa nos laços armados.
9 ଗୋଟିଏ ୟନ୍ତା ତା'ର ପାଦକୁ ଧରିନବେ। ୟନ୍ତା ଭିତ ରେ ସେ ଦୃଢ଼ ଭାବରେ ରହିଯିବେ।
9 A armadilha o apanha pelo calcanhar, e o laço o prende;
10 ଭୂମିରେ ଲୁକ୍କାଯିତ ଗୋଟିଏ ଦଉଡ଼ି ତାକୁ ଫାଶ ରେ ପକାଇବ। ସେ ପଡ଼ିବାକୁ ଥିବା ୟନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି।
10 a corda do mesmo está-lhe escondida na terra, e uma armadilha na vereda.
11 ଭୟଙ୍କରତା ତାଙ୍କ ଚାରିପାଖ ରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷପକେୁ ଗୋଡ଼ଇବେ।
11 Terrores o amedrontam de todos os lados, e de perto lhe perseguem os pés.
12 ଖରାପ ବିଷଯ ତା' ପାଇଁ ଭୋକିଲା ଅଛି। ଧ୍ବଂସ ବିଧ୍ବସ୍ତ ତା' ପାଇଁ ପ୍ରସ୍ତୁତ ଅଛନ୍ତି ସେ ଯେତବେେଳେ ପଡ଼ିବ।
12 O seu vigor é diminuído pela fome, e a destruição está pronta ao seu lado.
13 ଭୟଙ୍କର ବ୍ଯାଧି ତା'ର ଚମଡ଼ାକୁ ଖାଇୟିବ, ତାହାପରେ ବାହୁ ଓ ଗୋଡ଼କୁ ପଚଇେ ଦବେ।
13 São devorados os membros do seu corpo; sim, o primogênito da morte devora os seus membros.
14 ଦୁଷ୍ଟ ବ୍ଯକ୍ତି ଶଷେ ରେ ତା'ର ନିରାପଦ ମଣୁଥିବା ଘରୁ ତଡା ଖାଇବ। ତାକୁ ଧରି ନିଆୟାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖ ରେ ଉପସ୍ଥାପନା କରାୟିବ।
14 Arrancado da sua tenda, em que confiava, é levado ao rei dos terrores.
15 ତା'ର ବାସଗୃହ ଶୂନ୍ଯ ହାଇଯେିବ। କାହିଁକି ? ତା'ର ଘର ଚାରିପାଖ ରେ ଜଳନ୍ତା ଗନ୍ଧକ ବିଞ୍ଚାୟିବ।
15 Na sua tenda habita o que não lhe pertence; espalha-se enxofre sobre a sua habitação.
16 ତା'ର ମୂଳ ଶୁଷ୍କ ହାଇଯେିବ ଓ ତା'ର ଉପରର ଡ଼ାଳ ଶାଖାପ୍ରଶାଖା ମରିୟିବ।
16 Por baixo se secam as suas raízes, e por cima são cortados os seus ramos.
17 ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ। ତାକୁ ଆଉ କହେି ମନେ ରଖିବେ ନାହିଁ।
17 A sua memória perece da terra, e pelas praças não tem nome.
18 ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠଲେି ଦବେେ। ସମାନେେ ତାକୁ ଏ ପୃଥିବୀରୁ ତଡ଼ି ଦବେେ।
18 É lançado da luz para as trevas, e afugentado do mundo.
19 ତା'ର କୌଣସି ସନ୍ତାନ ସନ୍ତତି ଓ ନାତି ନାତୁଣୀ ହବେ ନାହିଁ। ତା' ପରିବାରର କହେି ଗୃହ ରେ ବାସ କରିବା ନିମନ୍ତେ ରହିବେ ନାହିଁ।
19 Não tem filho nem neto entre o seu povo, e descendente nenhum lhe ficará nas moradas.
20 ପଶ୍ଚିମ ଦେଶର ଲୋକମାନେ ଯେତବେେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହାଇେଛି ସମାନେେ ସ୍ତମ୍ଭିତ ହବେ। ପୂର୍ବ ଦେଶର ଲୋକମାନେ ଏକଥା ଶୁଣି ଭୟ ରେ କମ୍ପି ଉଠିବେ।
20 Do seu dia pasmam os do ocidente, assim como os do oriente ficam sobressaltados de horror.
21 ମନ୍ଦ ଲୋକର ଘର ପ୍ରତି ଏହା ନିଶ୍ଚିତ ରୂପରେ ଘଟିବାକୁ ଯାଉଛି। ଏହାହିଁ ଘଟିବ ସେ ଲୋକକୁ ୟିଏ ପରମେଶ୍ବରଙ୍କୁ ଜାଣେ ନାହିଁ।
21 Tais são, na verdade, as moradas do, ímpio, e tal é o lugar daquele que não conhece a Deus.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 18, comparar traduções ou montar um estudo — tudo direto pelo WhatsApp.