Jó 16
Oriya Bible (GL_ORIYA) vs NVT
1 ତା'ପରେ ଆୟୁବ ଉତ୍ତର ଦଲୋ, ମୁଁ ଏସବୁ କଥା ପୂର୍ବରୁ ଶୁଣି ଅଛି।
1 Então Jó falou novamente:
2 ତୁମ୍ଭେ ତିନି ଜଣ ମାେତେ ସାନ୍ତ୍ବନା ନ ଦଇେ ଦୁଃଖ ଦେଉଛ।
2 “Já ouvi tudo isso antes; que péssimos consoladores são vocês!
3 ତୁମ୍ଭର ଶୂନ୍ଯ ବାକ୍ଯର କ'ଣ ଅନ୍ତ ହବେ ନାହିଁ। ତୁମ୍ଭକୁ ୟୁକ୍ତି କରିବାକୁ କ'ଣ ପ୍ରବର୍ତ୍ତାଉଛି ମାେତେ ଉତ୍ତର ଦିଅ।
3 Será que nunca vão parar de tagarelar? Que perturbação os faz continuar falando?
4 ମୁଁ ମଧ୍ଯ ସହେିଭଳି କଥା ତୁମ୍ଭକୁ କହିପା ରେ, ଯଦି ତୁମ୍ଭର ମାେଭଳି ବିପଦ ପଡ଼ିଥାନ୍ତା। ମୁଁ ମଧ୍ଯ ତୁମ୍ଭ ବିରୁଦ୍ଧ ରେ ବୁଦ୍ଧିମାନର ବାକ୍ଯ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମାେ ମୁଣ୍ଡ ହଲାଇ ପାରନ୍ତି।
4 Eu poderia dizer as mesmas coisas se estivessem em meu lugar, poderia berrar críticas e balançar a cabeça contra vocês.
5 କିନ୍ତୁ ମୁଁ ତୁମ୍ଭକୁ ମାରେ ବାକ୍ଯଦ୍ବାରା ଉତ୍ସାହିତ କରିଥାଆନ୍ତି, ସାନ୍ତ୍ବନା ଦଇେଥାଆନ୍ତି ଏବଂ ତୁମ୍ଭର କଷ୍ଟକୁ କମଇେ ଦଇେଥାଆନ୍ତି।
5 Mas eu faria diferente: eu lhes daria ânimo e tentaria aliviar seu sofrimento.
6 ତଥାପି ମୁଁ ଯଦି କ ହେ, ମାେ ଦୁଃଖର ଉପଶମ ହେଉ ନାହିଁ ଏବଂ ଯଦି ମୁଁ ଚୁପ୍ ରହେ ତାହା ମଧ୍ଯ ମାେତେ ସାହାୟ୍ଯ କରେ ନାହିଁ।
6 Em vez disso, sofro se me defendo, e sofro igualmente se me recuso a falar.
7 କିନ୍ତୁ ବର୍ତ୍ତମାନ ପରମେଶ୍ବର ପ୍ରକୃତ ରେ ମାେତେ ନିଃଶଷେ କରି ଦଇେଛନ୍ତି। ତୁମ୍ଭେ ମାରେ ପରିବାରକୁ ଧ୍ବଂସ କରିଛ।
7 “Ó Deus, tu me esgotaste e destruíste toda a minha família!
8 ତୁମ୍ଭେ ମାେ ଶରୀରକୁ ଜରାଜୀର୍ଣ୍ଣ କରିଛ। ସେଥିପାଇଁ ଲୋକମାନେ ମାେତେ ଦୋଷୀ ବୋଲି ଭାବୁଛନ୍ତି।
8 Reduziste-me a pele e osso, como para provar que pequei; minha magreza depõe contra mim.
9 ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।
9 Deus me odeia e, em sua ira, me despedaçou; range os dentes contra mim e me transpassa com seu olhar.
10 ଲୋକମାନେ ମାେ ଚାରିକଡ଼ ରେ ଏକତ୍ରିତ ହାଇେଛନ୍ତି ଏବଂ ସମାନେେ ମାେତେ ଉପହାସ କରନ୍ତି, ଏବଂ ମାେ ଗାଲ ରେ ଚାପୁଡ଼ା ମାରନ୍ତି।
10 As pessoas zombam e riem de mim e, com desprezo, me dão tapas no rosto; sim, uma multidão se junta contra mim.
11 ପରମେଶ୍ବର ମାେତେ ଦୁଷ୍ଟ ଲୋକଙ୍କ ହାତ ରେ ସମର୍ପି ଦଇେଛନ୍ତି। ସେ ଦୁଷ୍ଟ ଲୋକମାନଙ୍କୁ ମାେତେ ଆଘାତ କରିବାକୁ ଅନୁମତି ଦଇେଛନ୍ତି।
11 Deus me entregou aos pecadores, atirou-me nas mãos dos perversos.
12 ମାରେ ଗୋଟିଏ ଆରାମଦାୟକ ଜୀବନ ଥିଲା। ତା'ପରେ ସେ ମାେତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମାରେ ବକେକୁ ଧରି ମାେତେ େଛାଟ େଛାଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ଯ ଅଭ୍ଯାସ ପାଇଁ ମାେତେ ବ୍ଯବହାର କଲେ।
12 “Eu vivia tranquilo, até que ele me despedaçou; pelo pescoço me agarrou e me quebrou ao meio. Fez de mim seu alvo,
13 ପରମେଶ୍ବରଙ୍କ ତୀରବାହକମାନେ ମାରେ ଚତୁଃପାଶର୍ବ ରେ ଅଛନ୍ତି। ସେ ମାରେ ବୃକ୍କକୁ ଶରଦ୍ବାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦଖାେନ୍ତି ନାହିଁ। ସେ ମାରେ ଅନ୍ତନାଳୀକୁ ଭୂମିରେ ଫିଙ୍ଗି ଦିଅନ୍ତି।
13 e agora seus arqueiros me cercam. Suas flechas me perfuram sem misericórdia, e meu sangue
14 ପରମେଶ୍ବର ମାେତେ ବାରମ୍ବାର ଆକ୍ରମଣ କରନ୍ତି। ସେ ୟୁଦ୍ଧ କ୍ଷେତ୍ରର ସୈନିକ ପରି ମାେତେ ଆକ୍ରମଣ କରନ୍ତି।
14 Repetidamente, ele se lança contra mim e me ataca como um guerreiro.
15 ମାରେ ଦୁଃଖ ରେ ମୁଁ ମାରେ ବସ୍ତ୍ର ଚଟରୁ ବସ୍ତ୍ର ତିଆରି କଲି। ଜଣେ ପରାଜିତ ଲୋକ ପରି ମୁଁ ଏହି ଧୂଳି ଓ ପାଉଁଶ ଉପରେ ବସୁଛି।
15 Em minha tristeza, visto pano de saco; meu orgulho se revolve no pó.
16 କାନ୍ଦି କାନ୍ଦି ମାରେ ମୁହଁ ଲାଲ ପଡ଼ିଗଲାଣି। ମାରେ ଆଖିର ଚତୁର୍ଦ୍ଦିଗ ରେ କଳା କଳା ଦାଗ ଦିଶିଲାଣି।
16 Meu rosto está vermelho de tanto chorar, e sombras escuras me circundam os olhos.
17 ମୁଁ ଜୀବନ ରେ କାହାପ୍ରତି ନିଷ୍ଠୁର ଆଚରଣ କରିନାହିଁ ତଥାପି ଏହିସବୁ ଅମଙ୍ଗଳ ମାେତେ ଘଟିଲା। ମାରେପ୍ରାର୍ଥନା ନିର୍ମଳ ଓ ପବିତ୍ର ଅଟେ।
17 No entanto, nada fiz de errado, e minha oração é pura.
18 ପୃଥିବୀ, ମାେ ପ୍ରତି ଯେଉଁ ଅନ୍ଯାଯ କରାୟାଇଛି ତାହା ଲୁଚାଅ ନାହିଁ। ନ୍ଯାଯ ପାଇଁ ମାରେ ଭୀକ୍ଷା ବନ୍ଦ ନ ହେଉ।
18 “Ó terra, não esconda meu sangue! Não permita que meu clamor permaneça oculto.
19 ଏବେ ବି ବର୍ତ୍ତମାନ ମାେ ପାଇଁ ସ୍ବର୍ଗରାଜ୍ଯ ରେ କହେି ଜଣେ ଅଛି, ୟିଏ ମାେ ପକ୍ଷ ରେ କଥା କହିବେ। କହେି ଜଣେ ମାେ ପାଇଁ ସାକ୍ଷ୍ଯ ଦବେେ।
19 Agora mesmo, minha testemunha está nos céus, meu advogado está nas alturas.
20 ମାେ ମିତ୍ରଗଣ ମାେ ପାଇଁ କୁହ, କିପରି ମାରଚେକ୍ଷୁ ପରମେଶ୍ବରଙ୍କ ପାଇଁ ଲୁହ ଢ଼ାଳି ଦେଉଛି।
20 Meus amigos me desprezam, mas derramo minhas lágrimas diante de Deus.
21 ସେ ମାେ ପାଇଁ ପରମେଶ୍ବରଙ୍କୁ କୁହନ୍ତି ଯମେିତିକି ଜଣେ ବ୍ଯକ୍ତି ତା'ର ବନ୍ଧୁ ପାଇଁ ୟୁକ୍ତି କରେ।
21 Preciso de um mediador entre mim e Deus, como alguém que intercede por seu amigo.
22 ଆଉ କିଛି ବର୍ଷ ପରେ ମୁଁ ସହେି ମୃତ୍ଯୁ ରାଜ୍ଯକୁ ୟିବି ଯେଉଁଠାରୁ କହେି କବେେ ଫେ ରେ ନାହିଁ।
22 Pois em breve seguirei pelo caminho do qual jamais voltarei.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 16, comparar traduções ou montar um estudo — tudo direto pelo WhatsApp.