Jó 15

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ତା'ପରେ ତୈମନର ଇଲୀଫସ ଆୟୁବକୁ ଉତ୍ତର ଦଲୋ,
1 Então, respondeu Elifaz, o temanita, e disse:
2 ଆୟୁବ, ଯଦି ତୁମ୍ଭେ ପ୍ରକୃତ ରେ ଜ୍ଞାନୀ, ତବେେ ତୁମ୍ଭେ ବ୍ଯକ୍ତିଗତ ମୂଲ୍ଯହୀନ ମତ ରେ ଉତ୍ତର ଦିଅନ୍ତ ନାହିଁ। ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନ ରେ ଭର୍ତ୍ତି ହାଇେ ରହିବ ନାହିଁ।
2 Porventura, dará o sábio, em resposta, ciência de vento? E encherá o seu ventre de vento oriental,
3 ତୁମ୍ଭେ କ'ଣ ଭାବୁଛ ଜ୍ଞାନୀ ଲୋକ ଏପରି ମୂଲ୍ଯହୀନ କଥାକୁ ନଇେ ୟୁକ୍ତି କରିବ, ଯେଉଁ କଥାଗୁଡ଼ିକର କୌଣସି ମୂଲ୍ଯ ନାହିଁ।
3 arguindo com palavras que de nada servem e com razões que de nada aproveitam?
4 କିନ୍ତୁ ତୁମ୍ଭର ଭୟ ନାହିଁ, ତୁମ୍ଭେ ଏତେ କଥାବାର୍ତ୍ତା କର ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଭକ୍ତି କରିବା ପାଇଁ ସମୟ ପାଆନ୍ତି ନାହିଁ।
4 E tu tens feito vão o temor e diminuis os rogos diante de Deus.
5 କାରଣ ତୁମ୍ଭର କଥା ତୁମ୍ଭର ପାପକୁ ହିଁ ସ୍ବୀକାର କରୁଛି। ଆୟୁବ ତୁମ୍ଭେ ତୁମ୍ଭର ପାପକୁ ଲୁଚାଇବାକୁ ଚେଷ୍ଟା କରୁଛ, ଚତୁରତା ପୂର୍ଣ୍ଣ ବାକ୍ଯ ମଧିଅରେ।
5 Porque a tua boca declara a tua iniquidade; e tu escolheste a língua dos astutos.
6 ଏହା ଦ୍ବାରା ମୁଁ ପ୍ରମାଣ କରିବାକୁ ଚେଷ୍ଟା କରୁନାହିଁ ଯେ ତୁମ୍ଭେ ଯାହା କରୁଛ ସବୁ ଅଧର୍ମ ବୋଲି। ଯେଉଁ ବିଷଯ ତୁମ୍ଭ ନିଜ ମୁଖ ଦ୍ବାରା କହୁଛ ତାହା ତୁମ୍ଭେ ଭୁଲ୍ ବୋଲି ଦଖାେଉଛ। ତୁମ୍ଭର ନିଜ ଓଠ ତୁମ୍ଭ୍ ବିରୁଦ୍ଧ ରେ ସାକ୍ଷ୍ଯ ଦେଉଛି।
6 A tua boca te condena, e não eu; e os teus lábios testificam contra ti.
7 ଆୟୁବ, ତୁମ୍ଭେ କ'ଣ ପ୍ରଥମ ବ୍ଯକ୍ତି ଜନ୍ମ ହାଇେଛ ? ଏହି ପର୍ବତସବୁ ପୂର୍ବରୁ ତୁମ୍ଭେ ଗର୍ଭ ରେ ଧାରଣ ହାଇେଥିଲ କି ?
7 És tu, porventura, o primeiro homem que foi nascido? Ou foste gerado antes dos outeiros?
8 ତୁମ୍ଭେ ପରମେଶ୍ବରଙ୍କ ଗୋପନ ଯୋଜନା ବିଷଯ ରେ କିଛି ଜାଣ କି ? ତୁମ୍ଭେ କ'ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ ?
8 Ou ouviste o secreto conselho de Deus e a ti somente limitaste a sabedoria?
9 ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।
9 Que sabes tu, que nós não saibamos? Que entendes, que não haja em nós?
10 ସହେି ପାଚିଲାବାଳିଆ ଓ ବୃଦ୍ଧ ଲୋକଗୁଡ଼ିକ ଆମ୍ଭମାନଙ୍କ କଥା ରେ ଏକମନ ହବେେ, ଏପରିକି ତୁମ୍ଭର ପିତାଙ୍କଠାରୁ ଆହୁରି ବୃଦ୍ଧ ଲୋକମାନେ ମଧ୍ଯ ଆମ୍ଭ ସହିତ ଅଛନ୍ତି।
10 Também há entre nós encanecidos e idosos, muito mais idosos do que teu pai.
11 ପରମେଶ୍ବର ତୁମ୍ଭକୁ ସାନ୍ତ୍ବନା ଦବୋକୁ ଚେଷ୍ଟା କରନ୍ତି। ତାହା ତୁମ୍ଭ ପାଇଁ ୟଥେଷ୍ଟ ନୁହେଁ। ଆମ୍ଭମାନେେ ପରମେଶ୍ବରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ଯ ରେ ବୁଝାଇ କହିଲୁ।
11 Porventura, as consolações de Deus te são pequenas? Ou alguma coisa se oculta em ti?
12 ଆୟୁବ ତୁମ୍ଭେ କାହିଁକି ବୁଝିବାକୁ ଚେଷ୍ଟା କରୁ ନାହଁ ? ତୁମ୍ଭେ କାହିଁକି ସତ୍ଯକୁ ସ୍ବୀକାର କରୁ ନାହଁ ?
12 Por que te arrebata o teu coração e por que piscas os teus olhos,
13 ତୁମ୍ଭେ ଏହା ଦ୍ବଷେପୂର୍ଣ୍ଣ କଥାଗୁଡ଼ାକ କହି ପରମେଶ୍ବରଙ୍କ ବିରୁଦ୍ଧାଚରଣ କରୁଛ।
13 para virares contra Deus o teu espírito e deixares sair tais palavras da tua boca?
14 ମନୁଷ୍ଯ କ'ଣ ସତ ରେ ଶୁଦ୍ଧ ହାଇପୋରିବ ? ଜଣେ ସ୍ତ୍ରୀ ଲୋକଠାରୁ ଜନ୍ମ ହାଇେଥିବା କହେି ଧାର୍ମିକ ହାଇପୋରିବ କି ?
14 Que é o homem, para que seja puro? E o que nasce da mulher, para que fique justo?
15 ପରମେଶ୍ବର ଏମିତିକି ନିଜର ଦୂତମାନଙ୍କୁ ବିଶ୍ବାସ କରନ୍ତି ନାହିଁ। ପରମେଶ୍ବରଙ୍କ ଅନୁସାରେ ଆକାଶମଣ୍ଡଳ ମଧ୍ଯ ପବିତ୍ର ନୁହେଁ।
15 Eis que nos seus santos não confiaria, e nem os céus são puros aos seus olhos.
16 ମନୁଷ୍ଯମାନେ ଆହୁରି ତା'ଠାରୁ ଖରାପ। ମନୁଷ୍ଯ ଅତି ଅପରିଷ୍କାର ଓ ଭ୍ରଷ୍ଟ ମଧ୍ଯ। ସେ ଅଧର୍ମକୁ ଜଳପରି ପାନ କରେ।
16 Quanto mais abominável e corrupto é o homem, que bebe a iniquidade como a água?
17 ମାେ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି। ମୁଁ ଯାହା ଜାଣିଛି ତୁମ୍ଭକୁ କହିବି।
17 Escuta-me, e mostrar- to- ei; e o que vi te contarei;
18 ମୁଁ ତୁମ୍ଭକୁ ସହେି ଜ୍ଞାନୀ ଲୋକଙ୍କ କଥା କହିବି ଯାହା ସମାନେେ ମାେତେ କହିଥିଲେ। ଜ୍ଞାନୀ ଲୋକମାନଙ୍କର ପୂର୍ବପୁରୁଷମାନେ ସମାନଙ୍କେୁ ଏହିସବୁ କହିଥିଲେ। ସମାନେେ କୌଣସି କଥା ମାଠାେ ରେ ଗୋପନ କି ଗୁପ୍ତ ରଖି ନ ଥିଲେ।
18 o que os sábios anunciaram, e o que ouviram de seus pais, e não ocultaram
19 କବଳେ ସମାନେେ ହିଁ ସମାନଙ୍କେ ଦେଶ ରେ ବାସ କରୁଥିଲେ। ସହେି ଦେଶ ରେ ବିଦେଶୀମାନଙ୍କର ଗତାଗତ ନ ଥିଲା। ତେଣୁ ସମାନଙ୍କେୁ କହେି ବିଚିତ୍ର ମତ ଦଇେ ନ ଥିଲେ।
19 (aos quais somente se dera a terra, e nenhum estranho passou por entre eles):
20 ସହେି ଜ୍ଞାନୀ ଲୋକମାନେ କହିଥିଲେ, ଦୁଷ୍ଟଲୋକ ଆପଣାର କୁକର୍ମକୁ ସାରାଜୀବନ ଭୋଗ କରେ। ଜଣେ ନିଷ୍ଠୁର ବ୍ଯକ୍ତି ତା'ର ପ୍ରେତ୍ୟକକ ଗଣିତ ବର୍ଷ ରେ କ୍ଲେଶ ଭୋଗ କରେ।
20 Todos os dias o ímpio se dá pena a si mesmo, no curto número de anos que se reservam para o tirano.
21 ପ୍ରେତ୍ୟକକ ଶବ୍ଦ ତା'ର ଭୟ ସଞ୍ଚାର କରେ। ତା'ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତବେେଳେ ସେ ନିଜକୁ ନିରାପଦ ମଣୁଥାଏ।
21 O sonido dos horrores está nos seus ouvidos; até na paz lhe sobrevém o assolador.
22 ଜଣେ ଦୁଷ୍ଟ ବ୍ଯକ୍ତି ବହୁତ ହତାଶ, ତା'ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ଯ ପାଇଁ ଗୋଟିଏ ଖଡ୍ଗ କେଉଁଠା ରେ ହେଲେ ଅପେକ୍ଷା କରିଥାଏ।
22 Não crê que tornará das trevas, mas que o espera a espada.
23 ସେ ଏଣତେଣେେ ଘୁରିବୁଲେ। କିନ୍ତୁ ତା'ର ଶରୀର ଶଷେ ରେ ଶାଗୁଣାର ଖାଦ୍ୟ ହୁଏ। ସେ ଜାଣେ ତା'ର ମୃତ୍ଯୁ ନିକଟ ହାଇେ ଆସିଲାଣି।
23 Anda vagueando por pão, dizendo: Onde está? Bem sabe que o dia das trevas lhe está perto, à mão.
24 ଚିନ୍ତା ଓ ଦୁଃଖ ୟନ୍ତ୍ରଣା ତାକୁ ଭୟଭୀତ କରାଏ। ଏସବୁ ରାଜାପରି ତାକୁ ଆକ୍ରମଣ କରି ତୁରନ୍ତ ଧ୍ବଂସ କରାନ୍ତି।
24 Assombram-no a angústia e a tribulação; prevalecem contra ele, como o rei preparado para a peleja.
25 କାହିଁକି ? କାରଣ ଦୁଷ୍ଟ ବ୍ଯକ୍ତି ପରମେଶ୍ବରଙ୍କ ଆଦେଶକୁ ପ୍ରତ୍ଯାଖ୍ଯାନ କରେ। ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ପରାସ୍ତ କରିବାକୁ ପ୍ରଯାସ କରେ।
25 Porque estendeu a sua mão contra Deus e contra o Todo-Poderoso se embraveceu.
26 ସହେି ଦୁଷ୍ଟଲୋକ ଅତ୍ଯନ୍ତ ଶକ୍ତଗ୍ରୀବ। ସେ ଆପଣା କଠିନ ଢ଼ାଲ ଧରି ପରମେଶ୍ବରଙ୍କୁ ଆକ୍ରମଣ କରିବାକୁ ଆଗଇେ ଆ ସେ।
26 Arremete contra ele com dura cerviz e com os pontos grossos dos seus escudos.
27 ଜଣେ ବ୍ଯକ୍ତି ଧନୀ ଓ ମଦେ ବହୁଳ ହାଇପୋ ରେ।
27 Porquanto cobriu o rosto com a sua gordura e criou enxúndias nas ilhargas.
28 କିନ୍ତୁ ତା'ର ସହର ଧ୍ବଂସ ପାଇବ। ତା'ର ଗୃହ ଧ୍ବଂସ ହବେ। ତା'ର ଘର ଶୂନ୍ଯ ହବେ।
28 E habitou em cidades assoladas, em casas em que ninguém morava, que estavam a ponto de fazer-se montões de ruínas.
29 ଦୁଷ୍ଟ ଲୋକ ବେଶୀଦିନ ଧନୀ ହାଇପୋରନ୍ତି ନାହିଁ। ତା'ର ସମ୍ପତ୍ତି ବେଶୀଦିନ ତିଷ୍ଠିବ ନାହିଁ। ତା'ର ସମ୍ପତ୍ତି ସମଗ୍ର ଦେଶ ରେ ବ୍ଯାପ୍ତ ହବେ ନାହିଁ।
29 Não se enriquecerá, nem subsistirá a sua fazenda, nem se estenderão pela terra as suas possessões.
30 ଦୁଷ୍ଟଲୋକ ଅନ୍ଧକାରରୁ ରକ୍ଷାପାଇ ପାରିବ ନାହିଁ। ସେ ଏକ ବୃକ୍ଷ ସଦୃଶ, ଯାହାର ପତ୍ର ରୋଗିଣା ହାଇେ ଶୁଖିୟାଏ ଏବଂ ପବନ ତାକୁ ଉଡ଼ାଇ ନିଏ।
30 Não escapará das trevas; a chama do fogo secará os seus renovos e, ao assopro da boca de Deus, desaparecerá.
31 ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ ଯେତବେେଳେ ସେ ଅସାର ବିଷଯ ବିଶ୍ବାସ କରେ। କାହିଁକି ? ସେ କିଛି ପାଇବ ନାହିଁ।
31 Não confie, pois, na vaidade enganando-se a si mesmo, porque a vaidade será a sua recompensa.
32 ତା'ର ଜୀବନ ଶଷେ ହବୋ ପୂର୍ବରୁ ଦୁଷ୍ଟ ବ୍ଯକ୍ତି ବୁଢ଼ା ହାଇେ ଦୁର୍ବଳ ହାଇୟୋଇଥିବା ସେ ଗୋଟିଏ ଶୁଖିଲା ଡ଼ାଳ ସଦୃଶ, ପୁଣି ଯାହାକି ଆଉ କବେେ ସବୁଜ ହାଇପୋରିବ ନାହିଁ।
32 Antes do seu dia ela se consumará; e o seu ramo não reverdecerá.
33 ଦୁଷ୍ଟଲୋକ ଜଣେ ଅପରିପକ୍ବ ଲୋକ ୟିଏ ଅଙ୍ଗୁରଲତା ସଦୃଶ ଫଳ ପାଚିଲା ପୂର୍ବରୁ ଝଡ଼ି ୟାଏ। ସହେି ବ୍ଯକ୍ତି ଜୀତବୃକ୍ଷଭଳି ନିଜର କଢ଼କୁ ମଧ୍ଯ ହରାଇ ବସିବ।
33 Sacudirá as suas uvas verdes, como as da vide, e deixará cair a sua flor como a da oliveira.
34 କାହିଁକି ? କାରଣ ମନୁଷ୍ଯଗଣ ପରମେଶ୍ବରଙ୍କ ବିନା କିଛି ନୁହଁନ୍ତି। ଯେଉଁ ଲୋକମାନଙ୍କ ପାଖ ରେ ପଇସା ଥାଏ ସମାନେେ ଲାଞ୍ଚ ନିଅନ୍ତି।
34 Porque o ajuntamento dos hipócritas se fará estéril, e o fogo consumirá as tendas do suborno.
35 ଦୁଷ୍ଟ ବୁଦ୍ଧି ଲୋକମାନେ ସବୁବେଳେ ଅନ୍ୟର ମନ୍ଦ ବୁଦ୍ଧି ପାଞ୍ଚିଥାନ୍ତି, କିପରି ଅନ୍ୟର କ୍ଷତି କରି ତାକୁ ବିପଦ ରେ ପକାଇବେ। ସମାନେେ ସବୁବେଳେ ଯୋଜନା କରୁଥାନ୍ତି କିପରି ଲୋକମାନଙ୍କୁ ଠକି ହବେ।
35 Concebem o trabalho e produzem a iniquidade; e o seu ventre prepara enganos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Jó 15, comparar traduções ou montar um estudo — tudo direto pelo WhatsApp.