Jó 14
Oriya Bible (GL_ORIYA) vs VC
1 ଆମ୍ଭମାନେେ ସମସ୍ତେ ମନୁଷ୍ଯ। ଆମ୍ଭର ଜୀବନ ଅଳ୍ପାଯୁ ତଥା ନାନା ବିପଦ ରେ ପୂର୍ଣ୍ଣ।
1 O homem nascido da mulher vive pouco tempo e é cheio de muitas misérias;
2 ମଣିଷର ଜୀବନ ଫୁଲ ସଦୃଶ। ସେ ଖୁବ୍ ଶୀଘ୍ର ବଢ଼ିୟାଏ ଓ ଶଷେର ମରିୟାଏ। ମଣିଷର ଜୀବନ ଛାଯା ତୁଲ୍ଯ ଏଠା ରେ ଖୁବ୍ କମ ସମୟ ପାଇଁ। ଘଡ଼ିକେ ଦଖାୟୋଏ ପୁଣି ଅଦୃଶ୍ଯ ହାଇୟୋଏ।
2 é como uma flor que germina e logo fenece, uma sombra que foge sem parar.
3 ଏହା ସତ୍ଯ, କିନ୍ତୁ ପରମେଶ୍ବର ତୁମ୍ଭେ କ'ଣ ଜଣେ ବ୍ଯକ୍ତିକୁ ଦେଖିବ ? ତୁମ୍ଭେ କ'ଣ ମାେ ସହିତ ବିଚାରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ୟୁକ୍ତି ଉପସ୍ଥାପନା କରିବା।
3 E é sobre ele que abres os olhos, e o chamas a juízo contigo.
4 'ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପା ରେ। ନା, କହେି ଜଣେ ମନୁଷ୍ଯ କରି ପାରିବ ନାହିଁ।
4 Quem fará sair o puro do impuro? Ninguém.
5 ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ହେ ପରମେଶ୍ବର, ତୁମ୍ଭେ ନିର୍ଣ୍ଣଯ କର ଜଣେ ମନୁଷ୍ଯ କେତେ ଦିନ ବଞ୍ଚିବ। ତୁମ୍ଭେ ମଣିଷ ପାଇଁ ସହେି ସୀମା ନିର୍ଦ୍ଦିଷ୍ଟ କରିଛ। ଏହା କ'ଣ କହେି ବଦଳାଇ ପା ରେ ?
5 Se seus dias estão contados, se em teu poder está o número dos seus meses, e fixado um limite que ele não ultrapassará,
6 ତେଣୁ ହେ ପରମେଶ୍ବର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର। ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ। ଯେପରି ଦିନ ମଜୁରିଆ କାମ ଶଷେ ପରେ ତା'ର ମଜୁରିକୁ ଉପ ଭୋଗ କରିଥାଏ।
6 afasta dele os teus olhos; deixa-o até que acabe o seu dia como um trabalhador.
7 ଗୋଟିଏ ଗଛ ପାଇଁ ମଧ୍ଯ ଆଶା ଅଛି। ଯଦି ଥରେ ଏହା କଟା ହାଇୟୋଏ, ଏହା ମଧ୍ଯ ପୁଣି ବଞ୍ଚିପା ରେ। ପୁଣି ଡ଼ାଳପତ୍ର ମଲେି ଶାଖା ବୃଦ୍ଧି କରିପା ରେ।
7 Para uma árvore, há esperança; cortada, pode reverdecer, e os seus ramos brotam.
8 ଯଦିଓ ତାହାର ଚରେ ଭୂମି ତଳେ ଜୀର୍ଣ୍ଣ ହାଇୟୋଏ ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିୟାଏ।
8 Quando sua raiz tiver envelhecido na terra, e seu tronco estiver morto no solo,
9 କିନ୍ତୁ ପାଣିର ବନ୍ଧ ପାଇବା ମାତ୍ ରେ ଏହା ତାହାର ଶାଖା ଗୋଟିଏ ୟୁବା ବୃକ୍ଷପରି ବଢ଼ାଇପା ରେ।
9 ao contato com a água, tornar-se-á verde de novo, e distenderá ramos como uma jovem planta.
10 କିନ୍ତୁ ମଣିଷ ଯେତବେେଳେ ମରିୟାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସପରେି ଶଷେ ନିଶ୍ବାସ ନିଏ ଏବଂ ତା'ପରେ ସେ କେଉଁଠା ରେ ?
10 Mas quando o homem morre, fica estendido; o mortal expira; onde está ele?
11 ହ୍ରଦରୁ ପାଣି ଶୂନ୍ଯ ହାଇୟୋଏ ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହାଇୟୋଏ ଏବଂ ଶୁଖିୟାଏ।
11 As águas correm do lago, o rio se esgota e seca;
12 ଠିକ୍ ସହେିପରି, ମଣିଷ ଶାଇେପଡ଼େ ଏବଂ ଆଉ ଉେଠ ନାହିଁ। ଯେପର୍ୟ୍ଯନ୍ତ ସ୍ବର୍ଗ ଅଛି, ମୃତ ଲୋକ କବେେ ସହେି ନିଦ୍ରାରୁ ଉଠିବେ ନାହିଁ।
12 assim o homem se deita para não mais levantar. Durante toda a duração dos céus, ele não despertará; jamais sairá de seu sono.
13 ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।
13 Se, pelo menos, me escondesses na região dos mortos, ao abrigo, até que tua cólera tivesse passado, se me fixasses um limite em que te lembrasses de mim!
14 ମନୁଷ୍ଯ ମଲେ କ'ଣ ପୁଣି ଆଉ ବଞ୍ଚିବ ? ମୁଁ ନିଶ୍ଚଯ ଅପେକ୍ଷା କରିବି ଯେତଦେିନ ପର୍ୟ୍ଯନ୍ତ ମୁଁ ମୁକ୍ତ ନ ହାଇେଛି।
14 Se um homem, uma vez morto, pudesse reviver! Todo o tempo de meu combate eu esperaria até que me viessem soerguer,
15 ହେ ପରମେଶ୍ବର, ତୁମ୍ଭେ ମାେତେ ଡ଼ାକିବ ଏବଂ ମୁଁ ତୁମ୍ଭକୁ ଉତ୍ତର ଦବେି। ତା'ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ, ସେ ତୁମ୍ଭ ପାଇଁ ମୁଖ୍ଯ ହବେ।
15 tu me chamarias e eu te responderia; estenderias a tua destra para a obra de tuas mãos.
16 ତୁମ୍ଭେ ତଥାପି ମାରେ ପ୍ରତିଟି ପଦକ୍ଷପକେୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମାରେ ପାପଗୁଡ଼ିକୁ ମନେ ପକାଇବ ନାହିଁ।
16 Mas agora contas os meus passos, e observas todos os meus pecados;
17 ତୁମ୍ଭେ ମାରେ ସମସ୍ତ ପାପକୁ ଏକ ଥଳି ରେ ବାନ୍ଧି ଦଇେ ନିଜର ମାହେର ଦଇେ ବାହାରକୁ ଫିଙ୍ଗି ଦବେ।
17 tu selaste como num saco os meus crimes, puseste um sinal sobre minhas iniqüidades.
18 ପର୍ବତ ସବୁ ଭାଙ୍ଗିପଡ଼ି ଚୂନା ହାଇୟୋଆନ୍ତେ, ବଡ଼ ପଥର ଖଣ୍ଡମାନ ଭାଙ୍ଗି ଚୂନା ହାଇେ ବିଛାଡ଼ି ହାଇେ ପଡ଼ନ୍ତେ।
18 Mas a montanha acaba por cair, e o rochedo desmorona longe de seu lugar;
19 ପଥର ଉପରେ ପାଣି ବହି ତାକୁ କ୍ଷଯ କରିଦିଏ। ବନ୍ଯା ଭୂମିରୁ ସବୁ ପଟୁମାଟି ପାଣି ରେ ପୋଛି ନିଏ। ସହେିଭଳି ହେ ପରମେଶ୍ବର ତୁମ୍ଭେ ବ୍ଯକ୍ତିର ସମସ୍ତ ଆଶାକୁ ଧୂଳିସାତ କର।
19 as águas escavam a pedra, o aluvião leva a terra móvel; assim aniquilas a esperança do homem.
20 ତୁମ୍ଭେ ତାକୁ ସଂପୂର୍ଣ୍ଣ ପରାସ୍ତ କର ଏବଂ ତାକୁ ଛାଡ଼ି ଦିଅ। ତୁମ୍ଭେ ତାକୁ ଦୁଃଖି କରାଅ ଏବଂ ତାକୁ ମରଣ ସ୍ଥାନକୁ ପଠାଇଦିଅ।
20 Tu o pões por terra; ele se vai embora para sempre; tu o desfiguras e o mandas embora.
21 ଯଦି ତା'ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ। ଯଦି ତା'ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖିପା ରେ ନାହିଁ।
21 Estejam os seus filhos honrados, ele o ignora; sejam eles humilhados, não faz caso.
22 ସହେି ବ୍ଯକ୍ତି କବଳେ ନିଜ ଶରୀର ରେ ୟନ୍ତ୍ରଣାକୁ ଅନୁଭବ କରିପା ରେ ଏବଂ କବଳେ ନିଜ ପାଇଁ ଶାେକ କରେ।
22 É somente por ele que sua carne sofre; sua alma só se lamenta por ele.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Jó 14, comparar traduções ou montar um estudo — tudo direto pelo WhatsApp.